ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଛନ୍ତି ମାଇକେଲ ଦେବବ୍ରତ ପାତ୍ର। ମଙ୍ଗଳବାର ମଧ୍ୟାହ୍ଣରେ କେନ୍ଦ୍ର ସରକାର ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ବିର୍ଲା ଆଚାର୍ଯ୍ୟଙ୍କ ଡେପୁଟି ଗଭର୍ଣ୍ଣର ପଦରୁ ଇସ୍ତଫା ଦେବାର ପ୍ରାୟ […]
ମୁ୍ମ୍ବାଇ : ଆମାଜନ୍ ସିଇଓ ଜେଫ୍ ବେଜୋସ୍ଙ୍କ ଭାରତ ଗସ୍ତ ପୂର୍ବରୁ 56 ବରିଷ୍ଠ ଅଧିକାରୀଙ୍କ ଛଟେଇ କରିଛି ଓ୍ବାଲମାର୍ଟ । ଆମାଜନ୍ର ବିରୋଧୀ କମ୍ପାନୀ ଓ୍ବାଲମାର୍ଟ ପକ୍ଷରୁ ସୋମବାର ଏହି ଘୋଷଣା କରାଯାଇଛି । ବେଜୋସଙ୍କ ଗସ୍ତକୁ ନେଇ ଏହି […]
ନୂଆଦିଲ୍ଲୀ : ମୋବାଇଲ୍ କମ୍ପାନୀଗୁଡ଼ିକ ବଡ ସାଇଜ୍ର ସ୍ମାର୍ଟଫୋନ୍କୁ ବଜାରରେ ପ୍ରବେଶ କରାଉଥିବାବେଳେ ଜିନି ମୋବାଇଲ୍ ଦୁନିଆର ସବୁଠାରୁ ଛୋଟ ମୋବାଇଲ୍ ଫୋନ୍ ଜାନ୍କୋ ଟିନି ଟି2ର ଲଞ୍ଚ କରିଛନ୍ତି। ଏହି ଫୋନ୍ ଏତେ ଛୋଟ ଯେ, ଏହାର ଚର୍ଚ୍ଚା ଏବେ […]
ମୁମ୍ବାଇ : ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚରଙ୍କ ଅଡୁଆ ବଢିବାରେ ଲାଗିଛି । ଅନୈତିକ ଉପାୟରେ ଭିଡିଓକୋନ୍କୁ ଋଣ ଦେଇଥିବା ମାମଲାରେ ଚନ୍ଦା କୋଚର ଏବଂ ସ୍ବାମୀ ଦୀପକ କୋଚରଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଉଭୟଙ୍କର […]
ନୂଆଦିଲ୍ଲୀ : ବିମାନସେବା ପ୍ରଦାନକାରୀ କମ୍ପାନୀ ଭିସ୍ତାରା ଶସ୍ତା ବିମାନ ସେବା ପ୍ରଦାନ କରିବାକୁ ଯାଉଛି । କମ୍ପାନୀର ପଞ୍ଚମ ବର୍ଷ ପୂର୍ତ୍ତି ଅବସରରେ କମ୍ପାନୀ ପକ୍ଷରୁ ମାତ୍ର 995 ଟଙ୍କାରେ ବିମାନଯାତ୍ରାର ସୁଯୋଗ ପ୍ରଦାନ କରାଯାଉଛି । ଏହି ଅଫର […]
ଭୁବନେଶ୍ବର-ଆଜି ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ହାଇ-ଲେବୁଲ କ୍ଲିୟରାନ୍ସ କମିଟ ବୈଠକରେ ଏକ ବଡ ପୁଞ୍ଜି ନିବେଶ ପାଇଁ ଅନୁମୋଦ କରାଯାଇଛି। ଏଥିରେ ମୋଟ ତିନୋଟି କଂପାନୀ ୧୭ ହଜାର ୮ ଶହ ୩୩ କୋଟି ଟଙ୍କାର […]
ମୁମ୍ବାଇ : ଇରାନ୍-ଆମେରିକା ତିକ୍ତତା କାରଣରୁ ସୋମବାର ଭାରତୀୟ ସେୟାର ବଜାର 700 ପଏଣ୍ଟ ତଳକୁ ଖସିଥିବା ବେଳେ ମଙ୍ଗଳବାର ପରସ୍ଥିତିରେ ସାମାନ୍ୟ ଉନ୍ନତି ଦେଖାଦେଇଥିଲା । ମାତ୍ର ଭାରତ ବନ୍ଦ ପ୍ରଭାବରେ ଆଜି ପୁନର୍ବାର ସେୟାର ବଜାର ତଳକୁ ଖସିବା […]
ନୂଆଦିଲ୍ଲୀ : ଦେଶର ଅର୍ଥନୈତିକ ମାନ୍ଦାବସ୍ଥାର ମୁକାବିଲା କରିବା ପାଇଁ ଶିଳ୍ପପତି ମାନଙ୍କକୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବଜେଟ୍ ଅଧିବେଶନ ନିକଟତର ହେଉଥିବାରୁ ଏହି ଆଲୋଚନାରେ ନୂତନ ନିଯୁକ୍ତି ସୃଷ୍ଟି କରିବା ଏବଂ ଅର୍ଥନୈତିକ ବ୍ୟବସ୍ଥାକୁ ସୁଧାରିବା ଉପରେ […]
ନୂଆଦିଲ୍ଲୀ : ବ୍ୟବହାରକାରୀଙ୍କ ସୁରକ୍ଷା ପାଇଁ ଫେସ୍ବୁକ୍ ପକ୍ଷରୁ 4ଟି ନୂତନ ବୈଶିଷ୍ଟ୍ୟ ଯୋଡାଯାଇଛି । ପ୍ରାଇଭେସୀ ଚେକ୍ଅପ୍ ଟୁଲ୍ ଶେଷଥର ପାଇଁ 2014ରେ ଅପ୍ଡେଟ୍ କରାଯାଇଥିଲା । ସେହପରି କିଛି ପୋଷ୍ଟ ବା ସେୟାର କଲେ କିଏ ଦେଖିପାରିବେ ତା […]
ମୁମ୍ବାଇ : ଏଲ୍ଜି ଇଲେକ୍ଟ୍ରୋନିକ୍ସ ପକ୍ଷରୁ 13ଟି ନୂତନ ଓଏଲ୍ଇଡି ଟିଭି ଲଞ୍ଚ କରାଯାଇଛି । 13ଟି ଟିଭି ମଧ୍ୟରୁ 6ଟି ଟିଭି ଭାରତୀୟ ବଜାର ପାଇଁ ଉପଲବ୍ଧ ଥିବା ବେଳେ 9ଟି ମଡେଲ ସମଗ୍ର ବିଶ୍ବରେ ଲଞ୍ଚ କରିଛି । […]
ମୁମ୍ବାଇ,06/01: ଇରାନ୍ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ପରସ୍ଥିତି ସୃଷ୍ଟି ହୋଇଥିବା ବେଳେ ଭାରତୀୟ ସେୟାର ବଜାର ଉପରେ ଏହାର ପ୍ରଭାବ ପଡିଛି । ଏହି ପ୍ରଭାବରେ ଭାରତୀୟ ସେୟାର ବଜାର 700 ପଏଣ୍ଟ ତଳକୁ ଖସିଥିବା ବେଳେ ନିବେଶକଙ୍କୁ ବହୁତ […]
ନୂଆଦିଲ୍ଳୀ ,02/01 : ସାମସଙ୍ଗର ଫ୍ଲାଗ୍ସିପ୍ ଫୋନ୍ ଗାଲାକ୍ସି ନୋଟ୍ ସିରିଜ୍ର ଲାଇଟ୍ ଭର୍ସନ ଆଣିବାକୁ ଯାଉଛି । ଅନ୍ୟ ଚାଇନିଜ୍ ବ୍ରାଣ୍ଡର ଶସ୍ତା ଫୋନ୍ ସହିତ ପ୍ରତିଦ୍ବନ୍ଦିତା ପାଇଁ ସାମସଙ୍ଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଅଗଷ୍ଟ […]
ମୁମ୍ବାଇ, 1/1: ପଳାତକ ଘୋଷିତ ୟୁବିଗ୍ରୁପ୍ର ଅଧ୍ୟକ୍ଷ ବିଜୟ ମାଲ୍ୟାଙ୍କୁ ବଡ଼ ଝଟ୍କା ମିଳିଛି। ବ୍ୟାଙ୍କ ଠକେଇରେ ସମ୍ପୃକ୍ତ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଅନୁମତି ଦେଇଛନ୍ତି ମୁମ୍ବାଇସ୍ଥିତ ମନି ଲଣ୍ଡରିଂ କୋର୍ଟ । ମୁମ୍ବାଇସ୍ଥିତ ମନି ଲଣ୍ଡରିଂ ଆକ୍ଟ […]
ନୂଆଦିଲ୍ଲୀ, ୧/୧: ନୂତନ ବର୍ଷର ପ୍ରଥମ ଦିନରେ ଗ୍ରାହକଙ୍କୁ ଝଟ୍କା ମିଳିଛି। ରନ୍ଧନ ଗ୍ୟାସ୍ର ଦର ୧୯ ଟଙ୍କାବଢିଛି। ଦିଲ୍ଲୀରେ ଅଣ-ସବସିଡି ଯୁକ୍ତ ଗ୍ୟାସ୍ ସିଲିଣ୍ଡରର ଦାମ ୭୧୪ ଟଙ୍କା ହୋଇଛି। ସେହିପରି କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦାମ୍ ୨୯ଟଙ୍କା ୫୦ […]
ସମୀକ୍ଷା ବ୍ୟୁରୋ ଭାରତୀୟ ଅର୍ଥନୀତିକୁ ଦୃଢତା ପ୍ରଦାନ କରିବା ପାଇଁ ତଥା ଭାରତୀୟ ଅର୍ଥନୀତିକୁ ୫ ଟ୍ରିଲିୟନ୍ ଅର୍ଥନୀତିରେ ପରିଣତ କରିବା ପାଇଁ ବିଭିନ୍ନ ନୂତନ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରେସ୍ ମିଟ୍ ସମୟରେ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କର […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: ଏକ ଉଲ୍ଲେଖନୀୟ ସଫଳତା ପୂର୍ବକ ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ଓ ଏବେ ଦେଶର ସର୍ବବୃହତ ମୋବାଇଲ ସେବା ପ୍ରଦାନକାରୀ ହୋଇଥିବା ରିଲାଏନ୍ସ ଜିଓର ଓଡ଼ିଶା ଟେଲିକମ ସର୍କଲରେ ଗ୍ରାହକ ସଂଖ୍ୟା ୧୦ ନିୟୁତରୁ (୧ କୋଟି) ଅଧିକ […]
ମୁମ୍ବାଇ ସ୍ଥିତ ବିର୍ଲା ମାତୁଶ୍ରୀ ସଭାଗାରରେ ଅନୁଷ୍ଠିତ ହୋଇଛି ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ର 42 ତମ ବାର୍ଷିକ ସାଧାରଣ ବୈଠକ । ଏହି ବୈଠକରେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ ଅଧ୍ୟକ୍ଷତା କରିଥିଲେ । ଭାରତ ଏବଂ ରିଲାଏନ୍ସର ଭବିଷ୍ୟତ ବର୍ତ୍ତମାନ ସମୟରେ […]
ସମୀକ୍ଷା ବ୍ୟୁରୋ ସଂକ୍ଷିପ୍ତ 1-ଆସନ୍ତାକାଲି ମୁକେଶ ଆମ୍ବାନୀଙ୍କ ଅଧ୍ୟକ୍ଷତାରେ ବସୁଛି ରିଲାଏନସର 42 ତମ ବାର୍ଷିକ ସାଧାରଣ ବୈଠକ 2-ଏଥିରେ ବହୁ ପ୍ରତିକ୍ଷୀତ ଜିଓ ଗିଗା ଫାଇବର ସେବା ଆରମ୍ଭ ହେବାର ଘୋଷଣା ହୋଇପାରେ 3-ମୁକେଶ ଆମ୍ବାନୀ ପ୍ରଥମ ଥର […]
କେଦାର ମିଶ୍ର (ଏ ଲେଖା ପ୍ରକାଶ ପାଇଲା ବେଳକୁ ଭିଜି ସିଦ୍ଧାର୍ଥଙ୍କ ମୃତ ଦେହ ନଦୀରୁ ଉଦ୍ଧାର କରାଯାଇଛି ଓ ସେ ଆତ୍ମହତ୍ୟା କରିଥିବା କଥା ସତ୍ୟ ପ୍ରମାଣିତ ହୋଇଛି।ତେବେ ଏହି ଘଟଣା ର ପୃଷ୍ଠଭୂମି ଓ ପ୍ରଭାବ ବିଷୟରେ ଆମେ […]
ସମୀକ୍ଷା ବ୍ୟୁରୋ ମାତ୍ର ଅଳ୍ପ ଦିନରେ ସାରା ବିଶ୍ବରେ ଯଦି କୌଣସି ମୋବାଇଲ ଆପ୍ ଲୋକପ୍ରିୟତା ହାସଲ କରିଥାଏ ତେବେ ସେ ହେଉଛି “ଫେସ ଆପ”। ଏହି ଆପ୍ କୁ ଆପଣ ମୋବାଇଲରେ ଡାଉନଲୋଡ କରି ଆପଣଙ୍କ କେଉଁ ବୟସରେ ଆପଣଙ୍କ […]
କେଦାର ମିଶ୍ର ନରେନ୍ଦ୍ର ମୋଦୀ କହିସାରିଛନ୍ତି ତାଙ୍କ ଅର୍ଥମନ୍ତ୍ରୀ ଉପସ୍ଥାପନ କରିଥିବା ବଜେଟକୁ ସମାଲୋଚନା ଲୋକେ ନକାରାତ୍ମକ ଚରିତ୍ର ବିଶେଷ। ହେଲେ ଆମେ ବିଶ୍ଵାସ କରୁ ଯେ ସରକାରକୁ ଓ ସରକାରୀ ଅନୁଷ୍ଠାନକୁ ସମାଲୋଚନା କରିବା ଗଣତାନ୍ତ୍ରିକ ବ୍ୟବସ୍ଥାର ଅପରିହାର୍ୟ ଅଙ୍ଗ। […]