ନୂଆଦିଲ୍ଲୀ: ଆର୍ଥିକ ଅନ୍ତର୍ଭୁକ୍ତିକୁ ଆହୁରି ବ୍ୟାପକ କରିବାର ଆଉ ଏକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୬, ପୂର୍ବାହ୍ନ ୧୧ଟା ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ (ଡିବିୟୁ)କୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। […]
ଭୁବନେଶ୍ୱର: ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଲିମିଟେଡର ଅଧ୍ୟକ୍ଷ ଭାବେ ଡଃ ଲେନିନ୍ ମହାନ୍ତି ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି କ୍ଷ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେଆଜି ଡଃ ମହାନ୍ତିଓଟିଡିସି କାର୍ୟ୍ୟାଳୟରେ ପହଞ୍ଚି ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ଶ୍ଵେତାସ୍ନିଗ୍ଧା ମିଶ୍ରଙ୍କ […]
ଭୁବନେଶ୍ଵର: ଭାରତୀୟ ରେଳ ନିଜର ସମ୍ପୂର୍ଣ୍ଣ ବ୍ରଡ୍ ଗେଜ୍ ନେଟୱର୍କର ବିଦ୍ୟୁତିକରଣର ଯୋଜନା ଆରମ୍ଭ କରିଛନ୍ତି, ଯାହାର ଫଳସ୍ବରୂପ ଉନ୍ନତ ଇନ୍ଧନ ଶକ୍ତିର ଉପଯୋଗ, ଥ୍ରୁପୁଟରେ ବୃଦ୍ଧି ଓ ଇନ୍ଧନରେ ହେଉଥିବା ବ୍ୟୟ ହ୍ରାସ ପାଇଛି। ଏହା ଜରିଆରେ ବହୁମୁଲ୍ୟ ବିଦେଶୀ […]
ମୁମ୍ବାଇ: ରିଲାଏନ୍ସ ରିଟେଲ୍ ଜିଓମାର୍ଟ ଓ ସ୍ମାର୍ଟ ଷ୍ଟୋର ଆଜି ‘ବେଷ୍ଟିଭାଲ୍ ସେଲ’ ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛନ୍ତି। ଏହା ଭାରତର ସର୍ବବୃହତ୍ ଓମନିଚାନେଲ୍ ଦୀପାବଳି ପର୍ବ ଯାହାକି ୧୪ ରୁ ୨୪ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁ ରହିବ। ଏଥିରେ […]
ନୂଆଦିଲ୍ଲୀ: ଦେଶରେ ଧାନ ନଡା ପୋଡି ଜନିତ ସମସ୍ୟାର ସମାଧାନ ପାଇଁ ଏଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଧାନନଡାର ଉପଯୁକ୍ତ ବ୍ୟବହାର ଓ ପରିଚାଳନା କରି ପ୍ରଦୂଷଣ ସମସ୍ୟାର ସମାଧାନ ପାଇଁ ଉପଯୁକ୍ତ ଉଦ୍ୟୋଗତ୍ତ୍ୱ /ଶିଳ୍ପ ସ୍ଥାପନ […]
ନୂଆଦିଲ୍ଲୀ: ୧୩ ଅକ୍ଟୋବର ୨୦୨୨ରେ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର ‘ଅଣ୍ଡର ଚିତା ଡିଲ୍, ସଟ୍ ଇଣ୍ଡିଆସ୍ ସପର୍ଟ ଅନ୍ ଲିଫ୍ଟିଂ ଆଇଭରୀ ବ୍ୟାନ : ନାମିବିୟା’ (ଚିତା ରାଜିନାମା ଅଧୀନରେ, ହାତୀ ଦାନ୍ତ ଉପରେ ନିଷେଧାଜ୍ଞା ଉଚ୍ଛେଦ ଲାଗି ଭାରତର […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଟାଟା ସନ୍ସର ଅଧ୍ୟକ୍ଷ ଶ୍ରୀ ଏନ ଚନ୍ଦ୍ରଶେଖରନ ନବୀନ ନିବାସରେ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ ଓଡିଶାରେ ଟାଟା ସନ୍ସର ଚାଲିଥିବା ବିଭିନ୍ନ ପ୍ରକଳ୍ପକୁ ସଂପ୍ରସାରିତ କରିବେ ବୋଲି ଅବଗତ କରାଇଛନ୍ତି। ଉଭୟ […]
ନୂଆଦିଲ୍ଲୀ: ଚଳିତ ବର୍ଷ ଦୀପାବଳିରେ ଭାରତୀୟ ବଜାରରେ ଚାଇନାର ସାମଗ୍ରୀର ବ୍ୟବସାୟ ମାନ୍ଦା ହେବାକୁ ଯାଉଛି। ଦୋକାନୀମାନେ ‘ମେଡ୍ ଇନ୍ ଇଣ୍ଡିଆ’ ଉତ୍ପାଦକୁ ପ୍ରୋତ୍ସାହିତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ, ଭାରତୀୟ ବ୍ୟବସାୟୀଙ୍କ ଏକ ବୃହତ ସଂଗଠନ କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ […]
ଭୁବନେଶ୍ୱର: ସାରା ଦୁନିଆରେ ସର୍ବାଧିକ ଅନୁସରଣ କରାଯାଉଥିବା ଅନ୍ୟତମ ସ୍ପୋର୍ଟସ୍ ଲିଗ୍ ନ୍ୟାସନାଲ୍ ବାସ୍କେଟବଲ୍ ଆସୋସିଏସନ (ଏନବିଏ) ଓ ରିଲାଏନ୍ସ ରିଟେଲ୍ ଲିମିଟେଡ୍ ପକ୍ଷରୁ ଭାରତରେ ଏନ୍ବିଏ ମର୍ଚେଣ୍ଡାଇଜ୍ର ବିସ୍ତୃତ ବର୍ଗମାଳା ଉନ୍ମୋଚନ କରାଯାଇଛି। ଏହି ନୂଆ ମର୍ଚେଣ୍ଡାଇଜ୍ ରିଲାଏନ୍ସ ରିଟେଲ୍ର […]
ନୂଆଦିଲ୍ଲୀ: ଭାରତରେ ପାର୍ବଣ ଋତୁ ଆରମ୍ଭ ହେବା ସହିତ ଦେଶର ସବୁଠୁ ବଡ ଇ-କମର୍ସ କମ୍ପାନୀ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ “ଫେଷ୍ଟିବ ସିଜନ ସ୍ପେଶାଲ ସେଲ”ଆରମ୍ଭ କରିଛନ୍ତି। ଏଥିରେ ଆମାଜନ, ଫ୍ଲିପକାର୍ଟ, ମେସୋ ଭଳି ଅନେକ ପ୍ରକାରର କମ୍ପାନୀ ଅନ୍ତର୍ଭୁକ୍ତ। […]
ନୂଆଦିଲ୍ଲୀ: ଯଦି ଆପଣ ବିଦେଶ ଭ୍ରମଣ କରିବାକୁ ଭଲ ପାଆନ୍ତି, କିନ୍ତୁ ଆପଣଙ୍କ ପକେଟରେ ଟଙ୍କା ନଥାଏ, ତେବେ ଚିନ୍ତା କରିବାର କିଛି ନାହିଁ। କାରଣ ଦୁନିଆରେ ଏପରି ଏକ ଦେଶ ଅଛି ଯାହା ମାଗଣା ବିମାନ ଟିକେଟ ଦେବାକୁ ଯାଉଛି। […]
ନୂଆଦିଲ୍ଲୀ: ଭାରତୀୟ ରେଳବାଇ ସାଧାରଣ ଲୋକଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ବିବେଚନା କରାଯାଏ। ପ୍ରତିଦିନ କୋଟି କୋଟି ଯାତ୍ରୀ ଟ୍ରେନ୍ ଯୋଗେ ନିଜ ଘରକୁ ଯାତ୍ରା କରନ୍ତି। ଏଭଳି ପରିସ୍ଥିତିରେ ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳବାଇ ସମୟ ସମୟରେ […]
ଭୁବନେଶ୍ୱର: ରିଲାଏନ୍ସ ଜିଓ ଏଭଳି କିଛି ୫ଜି ସମାଧାନ ବିକାଶ କରିଛି ଯାହା ଗ୍ରାମୀଣ ଭାରତର ରୂପରେଖ ବଦଳାଇବାର କ୍ଷମତା ରଖିଛି। ଏହି ୫ଜି ସମାଧାନଗୁଡ଼ିକ ଚାଷବାସଠାରୁ ଆରମ୍ଭ କରି ପଶୁପାଳନ ପର୍ଯ୍ୟନ୍ତ ସବୁ କିଛିର ବ୍ୟବସ୍ଥାରେ ବ୍ୟାପକ ପରିବର୍ତନ ଆଣିବ। […]
ଭୁବନେଶ୍ୱର: ବିଏମ୍ସି ୱାର୍ଡ ନଂ ୪ ଅଧିନ ନହରକଂଟା ହରିଦାସପୁରରେ ଏକ ଅତ୍ୟାଧୁନିକ କାଫେ କମ୍ ରେଷ୍ଟୁରାଂଟ୍ ୭ଭେନ୍ ୧୧ଭେନ୍ ଉଦ୍ଘାଟିତ ହୋଇଯାଇଛି। ଏହାକୁ ବିଧାୟକ ସୁଶାନ୍ତ ରାଉତ ଓ ବିଏମ୍ସି ମେୟର ସୁଲୋଚନା ଦାସ ଉଦ୍ଘାଟନ କରିଥିଲେ। ଆଖ ପାଖ […]
ଭୁବନେଶ୍ୱର : ଓଡିଶାର ଯୁବଗୋଷ୍ଠୀଙ୍କୁ ବିଶ୍ୱସ୍ତରୀୟ କୌଶଳ ତାଲିମ ପ୍ରଦାନ କରି ରାଜ୍ୟକୁ ଆଗେଇ ନେବାକୁ ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-‘ଟି’ ସଚିବ ଶ୍ରୀ ଭି. କେ. ପାଣ୍ଡିଆନ କହିଛନ୍ତି। ଆଜି ଶ୍ରୀ ପାଣ୍ଡିଆନ ୱାର୍ଲ୍ଡ […]
ଭୁବନେଶ୍ବର: ବର୍ତ୍ତମାନ ଭୁବନେଶ୍ବରର ଇଡକୋ ପ୍ରଦର୍ଶନୀ ପଡିଆରେ ଚାଲିଥିବା ଜାତୀୟ ହସ୍ତତନ୍ତ ମେଳାର ସମୟ ବୃଦ୍ଧି କରାଯାଇଛି। ଏହି ମେଳା ଆଜି ଶେଷ ହେବାର ଥିଲା। ହେଲେ ବର୍ଷା ପାଇଁ ବ୍ୟବସାୟ ମାନ୍ଦା ପଡିଥିବାରୁ ଏହାର ସମୟ ବଢାଇ ଦିଆଯାଇଛି। ଫଳରେ […]
ନୂଆଦିଲ୍ଲୀ: ଭାରତୀୟ ବଜାରରେ ବୈଦ୍ୟୁତିକ ସ୍କୁଟର ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ସଂଖ୍ୟା ବୃଦ୍ଧି କରି ହିରୋ ମୋଟୋକର୍ପ ଏହାର ଭିଡା ସବ୍ ବ୍ରାଣ୍ଡ ଅଧୀନରେ ଏହାର ପ୍ରଥମ ବୈଦ୍ୟୁତିକ ସ୍କୁଟର ଲଞ୍ଚ କରିଛି। ଏହି ନୂତନ ଇଲେକ୍ଟ୍ରିକ୍ […]
ଭୁବନେଶ୍ୱର: ରିଲାଏନ୍ସ ଜୁଏଲ୍ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ଯାହାକି କଳା, ସଂସ୍କୃତି, ପରମ୍ପରା ଓ ବିଶ୍ୱାସ ଦ୍ୱାରା ଅନୁପ୍ରେରିତ ଅନେକ କଲେକ୍ସନ ପାଇଁ ଜଣାଶୁଣା ଏହି କଲେକ୍ସନ ମାଧ୍ୟମରେ ଏହା ଭାରତର ସମୃଦ୍ଧ ଓ ବ୍ୟାପକ ସଂସ୍କୃତିକୁ ପ୍ରଦର୍ଶିତ […]
ନୂଆଦିଲ୍ଲୀ: ଖୁବ ଶିଘ୍ର ଦେଶରେ ଜାରୀ ହେବ ଇ-ମୁଦ୍ରା। ଏହି ସଙ୍କେତ ପ୍ରଦାନ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ। ତେବେ ଏହି ମୁଦ୍ରା କଣ, ଏହାର ଡିଜାଇନିଂ କିପରି, କେମିତି ପ୍ରଚଳନ ହେବ ସେ ନେଇ ଲୋକଙ୍କ ମତ […]
ନୂଆଦିଲ୍ଲୀ : ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ଉଦ୍ୟୋଗ ପ୍ରୋତ୍ସାହନ ଓ ଆଭ୍ୟନ୍ତରୀଣ ବ୍ୟାପାର ବିଭାଗ (ଡିପିଆଇଆଇଟି) ପକ୍ଷରୁ ଷ୍ଟାର୍ଟ ସମୂହଙ୍କୁ ଋଣ ଗ୍ୟାରେଣ୍ଟି ପ୍ରଦାନ ଯୋଜନା ପ୍ରବର୍ତ୍ତନ ଘେନି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହା ଫଳରେ ଷ୍ଟାର୍ଟ ଅପ୍ଗୁଡିକୁ ଯେଉଁ […]
ଭୁବନେଶ୍ବର: ବିଶ୍ବର ପ୍ରତିଷ୍ଠିତ ଆଇଟି କଂପାନୀ ଡେଲୋଏଟ ଭୁବନେଶ୍ବରରେ ତାହାର କଂପାନୀ କରିବ। ଏହା ନିଶ୍ଚିତ ଖୁସିର କଥା। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶ ବିଦେଶ ବୁଲି ବୁଲି କଂପାନୀମାନଙ୍କ ସହ କଥା ହେଉଛନ୍ତି। ତେଣୁ ତାଙ୍କ ପ୍ରଚେଷ୍ଠାରେ ଓଡିଶାକୁ […]