ନୂଆଦିଲ୍ଲୀ: ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ୨୦.୧ ପ୍ରତିଶତ ଅଭିବୃଦ୍ଧି ପଞ୍ଜିକୃତ କରିଛି। ଏକ ବର୍ଷ ପୂର୍ବେ ପ୍ରଥମ ତ୍ରୟ ମାସିକର ନିମ୍ନ ଆଧାର ଯୋଗୁଁ ଏହି ବର୍ଷର ଅଭିବୃଦ୍ଧି ହାର ଅଧିକ […]
ନୂଆଦିଲ୍ଲୀ: ଆଧାର କାର୍ଡକୁ ଇପିଏସ୍ ଆକାଉଣ୍ଟ ସହିତ ଲିଙ୍କ୍ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର ଇପିଏଫ ଆକାଉଣ୍ଟକୁ ଆଧାର ସହିତ ଲିଙ୍କ୍ କରିନାହାଁନ୍ତି, ତେବେ ତୁରନ୍ତ ଏହାକୁ କରନ୍ତୁ କାରଣ ଇପିଏଫଓ ନିୟମରେ […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ମସିହା ଅଗଷ୍ଟ ୧୫ ତାରିଖ ଦିନ ସ୍ୱତନ୍ତ୍ରତା ଦିବସ ଅବସରରେ ରାଷ୍ଟ୍ର ଉଦ୍ଦେଶ୍ୟରେ କରିଥିବା ସମ୍ବୋଧନରେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମଜେଡିୱା)ର ଘୋଷଣା କରିଥିଲେ । ସେହିବର୍ଷ ଅଗଷ୍ଟ ୧୮ ତାରିଖ ଦିନ […]
ମୁମ୍ବାଇ: ବିପିଏଲ୍ ର ନୂତନ ପ୍ରତିଶ୍ରୁତି “ହାପି ଲିଟିଲ୍ ଥିଙ୍ଗ୍ସ” ଗ୍ରାହକଙ୍କ ସନ୍ତୁଷ୍ଟିକୁ ଧ୍ୟାନରେ ରଖି କରାଯାଇଛି। ଆମ ଜୀବନରେ ଛୋଟ ଛୋଟ ବିଷୟ ବଡ଼ ପରିବର୍ତ୍ତନ ଆଣିଥାଏ। ଏବଂ ଏହାକୁ ସଦ୍ୟତମ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ନୂତନ ଉତ୍ପାଦରେ ପ୍ରତିଫଳିତ କରାଯାଇଛି। […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାକୁ ସଫଳ କରିବା ପାଇଁ କାର୍ଯ୍ୟ କରୁଥିବା ସମସ୍ତ ଲୋକଙ୍କ ଅକ୍ଲାନ୍ତ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଉଦ୍ୟମ ନିଶ୍ଚିତ କରିଛି ଯେ ଦେଶବାସୀ ଏକ ଉତ୍ତମ […]
ହାଇଦ୍ରାବାଦ, ନ୍ୟାସନାଲ ମିନେରାଲ ଡେଭେଲପମେଣ୍ଟ କର୍ପୋରେସନ (ଏନ୍ଏମ୍ଡିସି), ଭାରତର ବୃହତ୍ତମ ଲୁହାପଥର ଉତ୍ପାଦନକାରୀ ଓଡ଼ିଶାରେ ଖଣି କାର୍ଯ୍ୟ ପୁନଃ ଆରମ୍ଭ ପାଇଁ ନୀଳାଚଳ ଇସ୍ପାତ ଲିମିଟେଡ (ଏନ୍ଆଇଏନ୍ଏଲ୍) କୁ ବୈଷୟିକ ଏବଂ ଆର୍ଥିକ ସହାୟତା ଯୋଗାଇବାକୁ ପଦକ୍ଷେପ ନେଇଛି । ମିଥିରଡ଼ା […]
ଭୁବନେଶ୍ବର, ଓଡିଶାରେ ଇଲେଟ୍ରିକ ଯାନକୁ ମିଳିବ ରିହାତି, ଏ ନେଇ ଆଜି ରାଜ୍ୟ କ୍ୟାବିନେଟରେ ନିଆଯାଇଛି ବଡ ନିଷ୍ପତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା। ଏଥିରେ 2025 ସୁଦ୍ଧା 20 ପ୍ରତିଶତ ଇଲେଟ୍ରିକ ଯାନ ରାଜ୍ୟରେ ବିକ୍ରି […]
ନୂଆଦିଲ୍ଲୀ, କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ର୍ନିମଳା ସୀଥାରମଣ ଆଜି ୨୦୨୧-୨୨ ପାଇଁ ପବ୍ଲିକ ସେକ୍ଟର ବ୍ୟାଙ୍କ (ପିଏସ୍ବି) ସଂସ୍କାର ଏଜେଣ୍ଡା ” ଇଏଏସ୍ଇ ୪.୦ ର ଚତୁର୍ଥ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି – ପ୍ରଯୁକ୍ତିବିଦ୍ୟା-ସକ୍ଷମ, ସରଳୀକୃତ […]
ନୂଆଦିଲ୍ଲୀ, ବ୍ୟାଙ୍କ କର୍ମଚାରୀମାନଙ୍କ ପରିବାରକୁ ଆଶ୍ବସ୍ତି ପ୍ରଦାନ କରିବାର ଏକ ପଦକ୍ଷେପ ସ୍ବରୂପ, ଫ୍ୟାମିଲି ପେନସନ ପରିମାଣ ଶେଷ ଦରମାର ୩୦ ପ୍ରତିଶତକୁ ବୃଦ୍ଧି କରିବା ଲାଗିଇଣ୍ଡିଆନ ବ୍ୟାଙ୍କସ୍ ଆସୋସିଏସନ୍ସ (ଆଇବିଏ)ର ପ୍ରସ୍ତାବକୁ ସରକାର ମଞ୍ଜୁର କରିଛନ୍ତି। ଏହି ପଦକ୍ଷେପ ଫଳରେ […]
ନୂଆଦିଲ୍ଲୀ, ଆଙ୍କରେଜ ଇନ୍ଫ୍ରାଷ୍ଟକଚର ଇନ୍ଭେଷ୍ଟମେଂଟ ହୋଲ୍ଡିଂ ଲିମିଟେଡ (କମ୍ପାନୀ) ଭାରତରେ ୧୫ କୋଟି ଟଙ୍କାର ପ୍ରତ୍ୟକ୍ଷ ବିଦେଶୀ ପୁ୍ଞ୍ଜି ନିବେଶ ପାଇଁ ଯେଉଁ ପ୍ରସ୍ତାବ ଦେଇଥିଲା ତାହାକୁ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ଆଜି ଅନୁମୋଦନ କରିଛି । […]
ଭୁବନେଶ୍ୱର, ଏସୀୟ ବିକାଶ ବ୍ୟାଙ୍କ୍ ଦ୍ୱାରା ଆୟୋଜିତ ନବମ ଅର୍ନ୍ତଜାତୀୟ ସ୍କିଲ୍ସ ଫୋରମରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଦକ୍ଷତା ବିକାଶ ନା ମାନବ ରୂପାନ୍ତରଣ ( ସ୍କିଲ ଡେଭଲପ୍ମେଣ୍ଟ […]
ନୂଆଦିଲ୍ଲୀ: ଦେଶର ସମସ୍ତ ରାଜ୍ୟକୁ ଛାଡି ଉତ୍ତରପ୍ରଦେଶ ଶୀର୍ଷରେ ପହଞ୍ଚିଛି। ଦେଶରେ ଦୁଗ୍ଧ ଉତ୍ପାଦନରେ ଉତ୍ତରପ୍ରଦେଶ ଏକ ରେକର୍ଡ ସୃଷ୍ଟି କରିଛି। ରାଜ୍ୟରେ କ୍ଷୀର ଉତ୍ପାଦନ କ୍ରମାଗତ ଭାବେ ବୃଦ୍ଧି ପାଉଛି। ସରକାରୀ ମୁଖପାତ୍ରଙ୍କ କହିବାନୁସାରେ, ୨୦୧୬-୧୭ ରେ ୟୁପିରେ ଦୁଗ୍ଧ ଉତ୍ପାଦନ […]
ଭୁବନେଶ୍ୱର: ଓଡ଼ିଶାରେ ସର୍ବାଧିକ ପସନ୍ଦଯୋଗ୍ୟ ଏବଂ ୧ ନମ୍ବର ଡିଜିଟାଲ ସେବା ଯୋଗାଣକାରୀ ଭାବରେ ନିଜର ନେତୃତ୍ୱ ସ୍ଥାନକୁ ଅଧିକ ସୁଦୃଢ କରି ରିଲାଏନ୍ସ ଜିଓ ରାଜ୍ୟରେ ୨୦୨୧ ଜୁନ୍ ମାସରେ ସର୍ବାଧିକ ୨.୫୩ ଲକ୍ଷ ନୂଆ ଗ୍ରାହକ ଯୋଗ କରିଥିବା […]
ନୂଆଦିଲ୍ଲୀ: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ସଦସ୍ୟଙ୍କ ପିଏଫ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ନିୟମ ସ୍ଥିର ହୋଇଛି। ଏହି ନିୟମ ଅନୁଯାୟୀ, ସଦସ୍ୟମାନେ ଅନଲାଇନରେ ଟଙ୍କା ଉଠାଇପାରିବେ। ବେଳେବେଳେ ସଦସ୍ୟମାନେ ଗୋଟିଏ ବ୍ୟାଙ୍କକୁ ରାଶି ସ୍ଥାନାନ୍ତର କରିବାକୁ ଚାହାଁନ୍ତି, […]
ଭୁବନେଶ୍ବର, ଏଥର ରାକ୍ଷୀ ବଜାରକୁ ଗରମ କରିଛି ଓରମାସ ପ୍ରସ୍ତୁତ ପ୍ରାକୃତିକ ଜିନିଷର ତିଆରି ରାକ୍ଷୀ। ଭଳିକି ଭଳି ରାକ୍ଷୀ ଦେଖିଲେ ମନ ଖୋସି ହୋଇଯାଉଛି। ଏହି ରାକ୍ଷୀ ରାଜ୍ୟର ସ୍ବଂୟ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ବାରା ପ୍ରସ୍ତୁତ ହୋଇଛି। ଏହି […]
ନୂଆଦିଲ୍ଲୀ: ସୁନା ଋଣ ଏକ ସୁରକ୍ଷିତ ଋଣ ଅଟେ। ଯେଉଁଠାରେ ଆପଣ ସୁନା, ଅଳଙ୍କାର କିମ୍ବା କୌଣସି ଜିନିଷ ରଖି ଋଣ ନିଅନ୍ତି। ବ୍ୟକ୍ତିଗତ ଋଣ ତୁଳନାରେ ସୁନା ଋଣ ଅଧିକ ଉପଯୁକ୍ତ ବିବେଚନା କରାଯାଏ। କାରଣ ଏହାର ସୁଧ ହାର […]
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପେଟ୍ରୋଲ ଏବଂ ଡିଜେଲ ଉପରେ ଅଧିକ ମୂଲ୍ୟ ହ୍ରାସ କରିବା ଲାଗି ଏକ୍ସାଇଜ୍ ଶୁଳ୍କ ହ୍ରାସ କରିବାକୁ ମନା କରି ଦେଇଛନ୍ତି। ସେ କହିଛନ୍ତି ଯେ ଅତୀତରେ ଇନ୍ଧନ ଉପରେ ଦିଆଯାଇଥିବା ବୃହତ ସବସିଡି ବଦଳରେ […]
ନୂଆଦିଲ୍ଲୀ: ଓଲା ଇଲେକ୍ଟ୍ରିକ୍ ଶେଷରେ ବହୁ ପ୍ରତୀକ୍ଷିତ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରିଛି। କମ୍ପାନୀ ରବିବାର ଦିନ ଏହାର ଇଲେକ୍ଟ୍ରିକ୍ ସ୍କୁଟରକୁ ଦୁଇଟି ପ୍ରକାର – ଓଲା S1 ଏବଂ ଓଲା S1 ପ୍ରୋ ନାମରେ ଲଞ୍ଚ କରିଛି। ଏହି ସ୍କୁଟରଗୁଡିକ […]
ଭୁବନେଶ୍ୱର, ଗ୍ରାମାଞ୍ଚଳ ସହରଗୁଡିକରେ ଶେଷ ମାଇଲ ଗ୍ରାହକ ସ୍ୱାଚ୍ଛନ୍ଦ୍ୟ ସୁନିଶ୍ଚିତ କରିବାକୁ ଏକ ଉଲ୍ଲେଖନୀୟ ପ୍ରୟାସରେ ଜିଓମାର୍ଟ ଡିଜିଟାଲ ସେବା ସମଗ୍ର ଓଡ଼ିଶାରେ ୯୦ରୁ ଅଧିକ ଜିଓପଏଂଟ ଷ୍ଟୋରରେ ପ୍ରଚଳନ କରାଯାଇଛି। ଏହା ଅନେକ ଗ୍ରାମାଞ୍ଚଳ ସହର ଓ ଉପନଗରୀୟ କେନ୍ଦ୍ରଗୁଡିକର […]
ମୁମ୍ବାଇ, ଭାରତୀୟ ରିଜର୍ଭ ବ୍ୟାଙ୍କ ଗୋଟିଏ ବ୍ୟାଙ୍କର ଲାଇସେନ୍ସ ବାତିଲ କରିଛି। ରିଜର୍ଭ ବ୍ୟାଙ୍କ ଏକ ପ୍ରେସ ବିବୃତ୍ତିରେ କହିଛି ଯେ ଏହି ବ୍ୟାଙ୍କର ସମସ୍ତ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବ୍ୟାଙ୍କ ବନ୍ଦ କରିବାକୁ ଏବଂ ବ୍ୟାଙ୍କ ପାଇଁ […]
ନୂଆଦିଲ୍ଲୀ: ଆସନ୍ତା ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଇନ୍ଧନ ସବସିଡି ଶେଷ କରିପାରନ୍ତି। କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସମୟରେ ଇନ୍ଧନ ସବସିଡି ପାଇଁ ୧.୬୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୨୦-୨୧ ଆର୍ଥିକ ବର୍ଷରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ […]