ଅପରାଧ

ପାଟନା: ବିହାରର ମୁଜାଫରପୁରରେ ବିଷାକ୍ତ ମଦ ପିଇ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଚାରିଜଣ ଗୁରୁତର ହୋଇପଡିଛନ୍ତି। କାଣ୍ଟି ପୋଲିସ୍ ଷ୍ଟେସନ ଅଞ୍ଚଳର ସିରସିୟା…

ଲକ୍ଷ୍ନୌ: ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ହିଂସା ସମୟରେ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି। ତିନୋଟି ଅସ୍ତ୍ରରୁ ଗୁଳି ଚଳାଇବାର…

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅଞ୍ଚଳରେ ଖଣି ମଫିଆମାନଙ୍କ ପାଦୃଭାବ ବଢିବାରେ ଲାଗିଛି। ପ୍ରଶାସନ ଆଖିରେ ଧୁଳି ଦେଇ ଖଣି ମାଫିଆମାନେ ବେଆଇନ…

ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ କ୍ରୁଜ ଡ୍ରଗ୍ସ ମାମଲାରେ ଏନସିବି ଅଧିକାରୀ ସମୀର ୱାଙ୍ଖେଡେଙ୍କ ବିରୋଧରେ ଆଉ ଏକ ଅଭିଯୋଗ କରିଛନ୍ତି। ସମୀର ୱାଙ୍ଖେଡେଙ୍କ ଶାଳି…

ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଛେଡାପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ବ୍ୟକ୍ତି ବେକରେ ରଶି ଲଗାଇ ଆତ୍ମହତ୍ୟା…

ରାୟପୁର: ଛତିଶଗଡର ସୁକମା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ର କ୍ୟାମ୍ପରେ ଜଣେ ଯବାନ ନିଜ ସାଥୀମାନଙ୍କ ଉପରକୁ ଗୁଳି…

ବାଣପୁର: ଗତକାଲି ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ 16 ନମ୍ବର ଜାତୀୟ ରାଜପଥ ବିଷ୍ଣୁଡିହ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ…

ନୂଆଦିଲ୍ଲୀ: ଦିଲ୍ଲୀ ନିକଟବର୍ତ୍ତୀ ଗୁରୁଗାଁରେ ଦୀପାବଳି ରାତିରେ ଏକ ବଡ଼ ଅପରାଧିକ ଘଟଣା ଘଟିଛି। ବାଇକ୍ ଚଳାଉଥିବା ପାଞ୍ଚ ଜଣ ଦୁର୍ବୁତ କାସାନ ଗାଁର ଏକ ଘରେ…

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ରାଜଧାନୀର କଳିଙ୍ଗ ନଗରରେ ଘଟି ଯାଇଛି ଡବଲ ମର୍ଡର। ଏଥିରେ ଜଣେ ମହିଳା ଏବଂ ତାଙ୍କର ଦଶ…

ପାଟଣା: ଆଠ ବର୍ଷ ପୂର୍ବେ ବିହାରର ରାଜଧାନୀ ପାଟଣାର ଗାନ୍ଧୀ ମଇଦାନରେ ନରେନ୍ଦ୍ର ମୋଦୀଙ୍କ ହୁଙ୍କାର ରାଲିରେ ଅନେକ ବୋମା ବିସ୍ଫୋରଣ ଘଟିଥିଲା। ଏନଆଇଏର ସ୍ୱତନ୍ତ୍ର କୋର୍ଟ…

ଭୁବନେଶ୍ବର: ଟ୍ରେନ୍ ଯାତ୍ରା ସମୟରେ ଦହନଶୀଳ ପଦାର୍ଥ ଯଥା ଫଟକା, ଗ୍ୟାସ୍ ସିଲିଣ୍ଡର, ଏସିଡ୍, ପେଟ୍ରୋଲ୍, କିରୋସିନି ଇତ୍ୟାଦି ଜ୍ୱଳନ୍ତ ତଥା ବିସ୍ଫୋରକ ଜିନିଷ ପରିବହନ କରିବା…

ସୀତାରାମ ଅଗ୍ରୱାଲ ଚିଲିକା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଓ ବାଣପୁର ଅଞ୍ଚଳରେ ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ହୋଟେଲ୍ ଏବଂ…

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଚିତ୍ରକୁଟ ଜିଲ୍ଲାରେ ଆଜି ସକାଳେ ଡ଼କାୟତ ଗୌରୀ ଯାଦବ ଗ୍ୟାଙ୍ଗ ସହିତ ଏସଟିଏଫ୍ ଟିମ୍ ମୁହାଁମୁହିଁ ହୋଇଛନ୍ତି। ଏହି ଏନକାଉଣ୍ଟର ସମୟରେ ଗୌରୀ ଯାଦବକୁ…

ଆଗ୍ରା: ପାକିସ୍ତାନର ବିଜୟ ଉତ୍ସବ ପାଳନ କରୁଥିବା ଲୋକଙ୍କୁ ଦେଶଦ୍ରୋହ ଅଭିଯୋଗ କରାଯିବ। ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ସକାଳେ ଟୁଇଟ୍…

ମୁମ୍ବାଇ: ମହାରାଷ୍ଟ୍ର ସରକାରର ମନ୍ତ୍ରୀ ନବାବ ମଲିକ ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ଜୋନାଲ ନିର୍ଦ୍ଦେଶକ ସମୀର ୱାନଖେଡଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି।…

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନୀଳାଦ୍ରିପ୍ରସାଦ ଜଙ୍ଗଲରେ ଗୁଳିମାଡ଼ ହୋଇଥିବା ଖବର…

କନ୍ଦର୍ପ ବେହେରା ରେଢାଖୋଲ: ବାଟଗାଁ ଅଂଚଳର ଜନୈକା ବାଳିକାକୁ ଧର୍ଷଣ କରିଥିବା ଅଭିଯୋଗରେ ଜଣେ ଯୁବକକୁ ନାକଟିଦେଉଳ ପୋଲିସ୍ ଗିରଫ କରିଛି। ଅଭିଯୋଗରୁ ପ୍ରକାଶ ଯେ, ବାଟଗାଁ…

ସୀତାରାମ ଅଗ୍ରୱାଲ ନାଚୁଣୀ: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ପାଣ୍ଡବାଶୁଣି ଜଙ୍ଗଲରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ଏହି ଜଙ୍ଗଲରେ ଜଣେ ଅଚିହ୍ନା…