ଅପରାଧ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ରେଳବାଇ ଥାନା ଅନ୍ତର୍ଗତ ଛତ୍ରପୁର ଉପକଣ୍ଠ ପୋଡାପଦର ରେଳ ରାସ୍ତା ତଦାରଖ କରିବା ବେଳେ ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ…

ବାଲେଶ୍ୱର: ବୋହୁ ଉପରକୁ ଗରମ ତେଲ ଫିଙ୍ଗିଲା ଶାଶୁ। ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନ ମଠନୂଆଗାଁରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା। ଏହି ଘଟଣାରେ ବୋହୁ…

ଯାଜପୁର: ରାଜ୍ୟରେ ବେଆଇନ ମଦ କାରବାର ଉପରେ ଅବକାରୀ ବିଭାଗର ଅଭିଯାନ ଜୋରଦାର ହୋଇଛି। ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅଧୀନ ମଙ୍ଗରାଜପୁର ଗ୍ରାମରେ ମିଳିତ ଚଢ଼ାଉ…

ବସ୍ତା: ରାଜପଥରେ ଚାଲିଥିଲା ନକଲି RTOଙ୍କ ରାଜ୍! ଗାଡ଼ି ଯାଞ୍ଚ ନାଁରେ ଚାଲିଥିଲା ବେଆଇନ ଚାନ୍ଦା ଆଦାୟ। ହେଲେ ପୁଲିସର ଚଢ଼ଉ ପରେ ସବୁ ଯୋଜନା ପଣ୍ଡ…

ସୁନ୍ଦରଗଡ଼: କାର୍‌ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର ପରେ ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ। ଯୁବକଙ୍କ ମୃତ୍ୟୁକୁ ନେଇ ଉଠିଛି ହତ୍ୟା ଅଭିଯୋଗ। ମୃତକଙ୍କ ଦେହର ବିଭିନ୍ନ ସ୍ଥାନରେ ମାଡ଼…

ଭୁବନେଶ୍ବର: ରାୟଗଡ଼ା ଜିଲ୍ଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ପେଣ୍ଡିଲି ପଞ୍ଚାୟତର ଡି. ପେଣ୍ଡିଲି ଗ୍ରାମରେ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହରୁ ସୃଷ୍ଟି…

ରୋହତକ: ହରିୟାଣାର ରୋହତକରେ କଂଗ୍ରେସ ଭବନ ବାହାରେ ଏକ ସ୍କୋର୍ପିଓ କାର୍‌ରୁ ଜଣେ ଓକିଲଙ୍କ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତକ ହେଉଛନ୍ତି ପୂର୍ବତନ କାଉନସିଲର…

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ ଚାନ୍ଦୁଲି ଗ୍ରାମର ନର୍ମଦା ମହାରଣା ନାମ୍ନୀ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଯୁବତୀଙ୍କ ପରିବାର…

ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ବଡ଼ଗାଇଁରେ ୮.୮୬ ଏକର ଜମି ଜଡିତ ମନି ଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ଅଭିଯୋଗ…

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଡବଜାର ଥାନା ପୋଲିସ ଅତର୍କିତ ଭାବେ ଓମ୍ ନଗର ନିକଟସ୍ଥ ଅର୍ଦ୍ଧ ନିର୍ମିତ କଲ୍ୟାଣ ମଣ୍ଡପ…

ନୂଆଦିଲ୍ଲୀ: ଜମ୍ମୁର କଠୁଆ ଜିଲ୍ଲାରେ CISF କର୍ମଚାରୀଙ୍କ ମଧ୍ୟରେ ଗୁଳିବିନିମୟରେ ଚାରି ଜଣ CISF ଯବାନଙ୍କ ମୃତ୍ୟୁ ହୋଇଛି। ଏଥିରେ ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଏବଂ ଜଣେ…

ନୂଆଦିଲ୍ଲୀ: ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଆଧାରରେ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍, କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ସହିତ ମିଳିତ ଭାବରେ ୨୮ ସେପ୍ଟେମ୍ବର, ୨୦୨୬ ରେ ନୂଆଦିଲ୍ଲୀରେ…

ନୂଆଦିଲ୍ଲୀ: ସୋମବାର ଦିନ ଆମେରିକାର ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (FBI) ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ବ୍ରାରଙ୍କୁ ‘୧୦ ମୋଷ୍ଟ ୱାଣ୍ଟେଡ୍ ପଳାତକ’ ତାଲିକାରେ ସାମିଲ କରିଛି। ତାଙ୍କ…

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନ ଅନ୍ତର୍ଗତ ଘାଷିବିଲି ନିକଟସ୍ଥ ଏକ ନିର୍ଜନ ସ୍ଥାନରେ କାଳିଆ ନାହାକ ନାମକ ଜଣେ ଯୁବକଙ୍କୁ ମାରଣାନ୍ତକ…

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଲମ୍ବସରି ପଞ୍ଚାୟତ ସାନଝାରମୁଣ୍ଡା ମେଟାକାନି ଛକ ନିକଟରେ ଆଜି ଏକ ସାଂଘାତିକ ଗୁଳିକାଣ୍ଡ ଘଟିଯାଇଛି। ସାମାନ୍ୟ ବଚସାକୁ କେନ୍ଦ୍ର…

ନୂଆଦିଲ୍ଲୀ: ଦିଲ୍ଲୀର ତିଲକ ନଗରରେ ମନ୍ତ୍ରୀ ପ୍ରବେଶ ବର୍ମା ଜଣେ ଯୁବକଙ୍କୁ ଚାପୁଡ଼ା ମାରିବା ମାମଲାରେ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୋଲିସ ବର୍ମାଙ୍କ ବିରୁଦ୍ଧରେ…

ବାଲେଶ୍ୱର: ଯୌତୁକ ନିର୍ଯାତନାରୁ ନବବଧୂଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲେଶ୍ଵର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଶାସନବାଡ଼…

ନିମାପଡ଼ା: ପୁରୀ ଜିଲ୍ଲା ନିମାପଡ଼ା କେନାଲ ରୋଡ୍‌ରେ ଥିବା ‘ନନ୍ଦିନୀ ଗେଷ୍ଟ ହାଉସ୍‌’ରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ୪…

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୨ ତାରିଖରେ ଉତ୍ତର ପ୍ରଦେଶର ଶ୍ରାବସ୍ତିରେ ଜଣେ ୧୦ ବର୍ଷୀୟା ଝିଅକୁ ଦୁଷ୍କର୍ମ ହୋଇଛି। ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟର ପରେ ଗିରଫ କରିଛି। ତାଙ୍କ…

ବାଲିକୁଦା: ପାଟ୍ରୋଲିଂ ବେଳେ ବାଲିକୁଦା ଥାନା ପୁଲିସକୁ ବଡ଼ ସଫଳତା ମିଳିଛି। ଅବକାରୀ ଚୋରା କାରବାର ଅଭିଯୋଗରେ କୋଳଥପାଟଣା ଗ୍ରାମର ଜଣେ ବ୍ୟକ୍ତିଙ୍କ ନିକଟରୁ ୩୬.୧୨୦ ଲିଟର…