ନୟାଗଡ: ଗରିବ ହିତାଧିକାରୀଙ୍କ ପାଇଁ ସରକାର ବିଭିନ୍ନ ଯୋଜନାମାନ ପ୍ରଣୟନ କରୁଛନ୍ତି। କିନ୍ତୁ ତାହାକୁ କିଛି ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ, ଜନପ୍ରତିନିଧି ଏବଂ ସେମାନଙ୍କ ସମ୍ପର୍କୀୟମାନେ ବାଟମାରଣା କରିବା ପାଇଁ ଚେଷ୍ଟା କରୁଛନ୍ତି। ଯାହାର ଏକାଧିକ ଉଦାହରଣ ପୂର୍ବରୁ ରହିଛି। ତେବେ […]
ମୁମ୍ବାଇ: ମହାରାଷ୍ଟ୍ରର ନାନ୍ଦେଡରେ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏନସିବି ପ୍ରାୟ ୧୧୧ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଯେଉଁ ସ୍ଥାନରେ ଏନସିବି ଚଢାଉ କରିଥିଲା ଏବଂ ଡ୍ରଗ୍ସ ଜବତ କରିଥିଲା, ସେହି ସ୍ଥାନ ପରିବହନ କାର୍ଯ୍ୟାଳୟ ନାମରେ ପରିଚାଳିତ […]
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ନୀଳାଦ୍ରିପ୍ରସାଦ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଭାଟି ଉପରେ ମିଳିତ ଚଢ଼ାଉ କରାଯାଇଛି। ଉକ୍ତ ପଞ୍ଚାୟତ ଅଧିନସ୍ଥ ହାତିବାରୀ ଓ […]
ବରଗଡ: ଆଜି ସକାଳୁ ସକାଳୁ ବରଗଡ ଭିିଜିଲାନସ ତରଫରୁ ଏକ ଚଢାଉ ଆରମ୍ଭ ହୋଇଛି। ଏକ କାଳିନ ଦୁଇଟି ସ୍ଥାନରେ ଚଢାଉ ଜାରୀ ରହିଛି। ଯାହା ଘରେ ଚଢାଉ ହେଉଛି ସେ ହେଉଛନ୍ତି ବରଗଡ ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ଚନ୍ଦ୍ରା […]
କନ୍ଦର୍ପ ବେହେରା ରେଢାଖୋଲ: ଶ୍ରମିକ କାର୍ଡରେ ଟଙ୍କା ଆସିବାକୁ କହି ଅଭିନବ ଉପାୟରେ ଲୋକଙ୍କ ଠାରୁ ଜନୈକ ବ୍ୟକ୍ତି ଠକୁଥିବା ବେଳେ ପୋଲିସ ହାତରେ ଧରାପଡିଛି। ଅଭିଯୁକ୍ତ ଜଣଙ୍କ ବିଭିନ୍ନ ଆଧାର କାର୍ଡ ନେଇ ଇ -ସ୍କାନରରେ ଟିପ ଚିହ୍ନ ଦ୍ଵାରା […]
ଭୁବନେଶ୍ବର: ପୁଣି ଥରେ ଭୁବନେଶ୍ବରରୁ ଜଣେ କର୍ମଚାରୀ ନିଖୋଜ ଘଟଣା ପଦାକୁ ଆସିଛି। ସେ ହେଉଛନ୍ତି ଭୁବନେଶ୍ବରର ଓକାକ ଟାୱାରରେ ଥିବା ଏକ କଲ ସେଣ୍ଟରରେ କାର୍ଯ୍ୟ କରୁଥିବା ସ୍ବାଧୀନ ବେହେରା। ଗତ 20 ତାରିଖ ସଂଧ୍ୟାରେ ଅଫିସରୁ ବାହାରିବା ପରେ […]
ଭୁବନେଶ୍ବର: ଅଙ୍ଗନବାଡିରେ ଚାକିରୀ ହେବ। ଭଲ ଦରମା ମିଳିବ, ସମ୍ମାନ ମିଳିବ। ଏପରି କହି ଜଣେ ଆଇସିଡିଏସର ସୁପର ଭାଇଜର ନେଉଥିଲା ଲାଞ୍ଚ। ଟଙ୍କା ନେଲା ବେଳେ ଛକି ରହିଥିବା ଭିଜିଲାନ୍ସ ଅଧିକାରୀ ମାଡି ବସିଲେ। ତାଙ୍କଠାରୁ ଟଙ୍କା ଜବତ କରିବା […]
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ନେତ୍ରୀ ଶାୟନୀ ଘୋଷଙ୍କୁ ତ୍ରିପୁରା ପୋଲିସ ଗିରଫ କରିଛି। ହତ୍ୟା ଅଭିଯୋଗରେ ଶାୟନୀଙ୍କୁ ଅଗରତାଲାରେ ଗିରଫ କରାଯାଇଛି। ଶାୟନି ଟିଏମସିର ଯୁବା ମୋର୍ଚ୍ଚାର ରାଜ୍ୟ ସଭାପତି। ପଶ୍ଚିମ ତ୍ରିପୁରାର ଅତିରିକ୍ତ ଏସପି ବିଜେ ରେଡ୍ଡୀ କହିଛନ୍ତି ଯେ, […]
କୋଲକାତା: କୋଲକାତାର ଇଡେନ୍ ଗାର୍ଡେନ୍ସରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ସିରିଜର ଶେଷ ମ୍ୟାଚ୍ ଖେଳାଯାଉଛି। ମ୍ୟାଚ୍ ପୂର୍ବରୁ ଷ୍ଟାଡିୟମ ନିକଟରୁ ପୋଲିସ ୧୧ ଜଣଙ୍କୁ ଗିରଫ କରିଛି। ପୋଲିସର ସୂଚନାନୁସାରେ, ବେଆଇନ ଭାବେ ଟିକେଟ୍ ବିକ୍ରି ଅଭିଯୋଗରେ ଷ୍ଟାଡିୟମ […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଜଗବନ୍ଧୁପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଯୁବତୀ ପାରିବାରିକ କଳହ ଲାଗି ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ସୂଚନା ମୁତାବକ ଜଗବନ୍ଧୁପୁର ଗ୍ରାମର ବସନ୍ତ ମାଝୀଙ୍କ ଝିଅ […]
ଶ୍ରୀନଗର: ଜମ୍ମୁ କାଶ୍ମୀରର କୁଲଗାମରେ ଜଣେ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ସଫା କରିଛି। ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଏହି ଆତଙ୍କବାଦୀକୁ ମାରି ଦିଆଯାଇଛି। ନିହତ ଆତଙ୍କବାଦୀକୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ। ଅନ୍ୟ ଆତଙ୍କବାଦୀମାନେ ମଧ୍ୟ […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରୁ ଆଜି ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି। ମୁକ୍ତାଦେଇପୁର କେନାଲ ରୋଡ଼ ନିକଟରୁ ବାଲୁଗାଁ ଅବକାରୀ ବିଭାଗ ଚଢ଼ାଉ କରି ବିପୁଳ ଦେଶୀ ମଦ ଜବତ କରିବା ସହ ତିନି […]
କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ବନଖଣ୍ଡ ସାହେବୀ ଗ୍ରାମରୁ ଜଣେ ବ୍ୟକ୍ତିଙ୍କ ଘରୁ ୧୧୦୦ ଗ୍ରାମ ବାରହା ମାଂସ ବନବିଭାଗ ଜବତ କରିବା ସହ ଏଥିରେ ସଂପୃକ୍ତି ଥିବା ୨ ଜଣଙ୍କୁ ବନବିଭାଗ ଗିରଫ କରିଥିବା ଜଣା ପଡିଛି। ବନବିଭାଗ ସୂତ୍ରରୁ […]
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମହାବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗତକାଲି ମହାବିଦ୍ୟାଳୟର ମନୋବିଜ୍ଞାନ ବିଭାଗ କକ୍ଷରୁ ଏକ ପ୍ରୋଜେକ୍ଟର ଯନ୍ତ୍ର ଗାଏବ୍ ହୋଇଯାଇଥିବାର ଅଭିଯୋଗ ହେଉଛି। ଏ ନେଇ ମହାବିଦ୍ୟାଳୟ ଅଧ୍ୟକ୍ଷା ବାଲୁଗାଁ ଥାନାରେ ଏକ […]
ଭୂବନେଶ୍ବର: ସାଧାରଣ ଜୀବନରେ ସାଧୁତା ଓ ନୈତିକତା ବଜାୟ ରଖିବା ସହ ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। ସବୁ ସମୟରେ ପ୍ରଶାସନିକ […]
ଲକ୍ଷ୍ନୌ: ପ୍ରସିଦ୍ଧ ନୃତ୍ୟଶିଳ୍ପୀ ସପନା ଚୌଧୁରୀଙ୍କ ବିରୋଧରେ ଏକ କାର୍ଯ୍ୟକ୍ରମକୁ ବାତିଲ କରିବା ଏବଂ ଟିକେଟ୍ କିଣିଥିବା ଲୋକଙ୍କୁ ଟଙ୍କା ଫେରସ୍ତ ନକରିବା ପାଇଁ ଲକ୍ଷ୍ନୌ କୋର୍ଟ ଏକ ୱାରେଣ୍ଟ ଜାରି କରିଛନ୍ତି। ନୃତ୍ୟଶିଳ୍ପୀ ସପନା ଚୌଧୁରୀ ତାଙ୍କ ପ୍ରଶଂସକଙ୍କ ହୃଦୟ […]
ଶ୍ରୀନଗର: ଆଜି ସୁରକ୍ଷାବାହିନୀଙ୍କୁ ଜମ୍ମୁ କାଶ୍ମୀରରେ ଏକ ବଡ଼ ସଫଳତା ମିଳିଛି। ଦୁଇଟି ଭିନ୍ନ ଭିନ୍ନ ଏନକାଉଣ୍ଟରରେ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ହତ୍ୟା କରିଛନ୍ତି। ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଆତଙ୍କବାଦୀ ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) […]
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସକୁ ମିଳିଛି ବଡ଼ ସଫଳତା। ଜୁଆ ଆଡ୍ଦାରେ ବଡ ଧରଣର ଚଢାଉ କରି ୧୪ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି ପୋଲିସ। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଟାଙ୍ଗୀ ଥାନା ଜରିପଡା […]
କନ୍ଦର୍ପ ବେହେରା ରେଢ଼ାଖୋଲ: ରେଢ଼ାଖୋଲ ବନଖଣ୍ଡ ଡଇଁଚା ନିକଟସ୍ଥ ଖୋଲଗଡ ସଂରକ୍ଷିତ ଜଙ୍ଗଲରୁ ୫୦ ଖଣ୍ଡ ଶାଳ ବହ୍ଲାକୁ ଜବତ କରିଛି ବନବିଭାଗ। ଆଜି କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇ ସେଇ ଜଙ୍ଗଲକୁ ଯାଇ ଶାଳ ବହ୍ଲାକୁ ଜବତ […]
ମୁମ୍ବାଇ: ଟିମ୍ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଠାରୁ ମୁମ୍ବାଇ କଷ୍ଟମ ବିଭାଗ ଦୁଇଟି ଘଣ୍ଟା ଜବତ କରିଛି। ତେବେ ଏହାକୁ ନେଇ ହାର୍ଦ୍ଦିକ ପାଣ୍ଡ୍ୟା ଏକ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ, ମୁଁ ସ୍ବେଚ୍ଛାକୃତ ଭାବେ ମୁମ୍ବାଇ […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ୫୨୧ ଜଣ ଜାମିନି ବିହୀନ ଗିରଫ ପରୱାନା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଏବଂ ଆରକ୍ଷୀ କେନ୍ଦ୍ରୀୟ ଉପ-ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ମୁତାବକ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ତେବେ […]