ଥାନେ: ମହାରାଷ୍ଟ୍ରର ପୁଣେ ଏବଂ ଥାନେରେ ମରାଠୀ ଚଳଚ୍ଚିତ୍ର ‘ହର ହର ମହାଦେବ’ ବିରୋଧରେ ପ୍ରଦର୍ଶନ କରାଯାଉଛି। ଇତିହାସକୁ ବଦଳାଇବା ଅଭିଯୋଗରେ ଏହି ବିରୋଧ ପ୍ରଦର୍ଶନ କରାଯାଉଛି। ଯାହା ପରେ ଫିଲ୍ମର ସ୍କ୍ରିନିଂ ବନ୍ଦ ହୋଇଯାଇଛି। ପୁଣେ ସହରରେ ମରାଠା ପୋଷାକର […]
ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗାନ ସୋମବାର ଦିନ ୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ର ପ୍ରସ୍ତୁତି ସମୀକ୍ଷା କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଗୋଆର ପାଣାଜି ସ୍ଥିତ ମହୋତ୍ସବ ଆୟୋଜନ ସ୍ଥଳ […]
ଭୁବନେଶ୍ବର: ଭିନ୍ନ ଏକ କଥାବସ୍ତୁକୁ ନେଇ ନାଟକ ‘ସେମାନେ ବି ମୋର’ ଭୁବନେଶ୍ବରରେ ମଞ୍ଚସ୍ଥ ହୋଇଯାଇଛି। ସାଧାରଣ ଲୋକେ କିପରି ନିଜର ଅହଂ ଭାବ ବା ମୋର ମୋର ଶଦ୍ଦରେ ବିମୋହିତ ହୋଇ ସବୁକିଛି ହରାଇ ବସେ, ମଣିଷକୁ କିପରି ଅହଂ […]
ଭୁବନେଶ୍ବର: ଓଡିଆ ଦର୍ଶକଙ୍କୁ ପୁଣି ଗୋଟିଏ ସିନେମା ଭେଟି ଦେଉଛି ଜୀ ସାର୍ଥକ। ଆସନ୍ତା ନଭେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ସିନେମା ‘ପାରି କରିବେ ଭୋଳା ଶଙ୍କର’। ଆଜି ଭୁବନେଶ୍ୱରର ଏକ ତାରକା ହୋଟେଲରେ ଏହାର ଅଡିଓ ରିଲିଜ ହୋଇଛି। […]
ଭୁବନେଶ୍ଵର: ଓଡ଼ିଆ ସିନେପ୍ରେମୀ ବିଶେଷକରି ବାବୁସାନଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। କିଛି ଦିନ ଅନ୍ତରରେ ବାବୁସାନ ପ୍ରଶଂସକଙ୍କୁ ଭେଟିଦେବାକୁ ଯାଉଛନ୍ତି ଦମଦାର ଚଳଚ୍ଚିତ୍ର ‘ଦମନ’। କରୋନା କାରଣରୁ ଗତ ଦୁଇ ବର୍ଷ ହେଲା ବଡ଼ ବଜେଟ୍ର ଓଡ଼ିଆ ସିନେମା […]
ଭୁବନେଶ୍ଵର: ଆଇଏଫଏଫଆଇରେ ପ୍ରଥମ ଥର ପରେ ଏବେ ଡିସିଏସଏଏଫଏଫରେ ପ୍ରଦର୍ଶନ ତାଲିକାରେ ବି ସ୍ଥାନ ପକ୍କା କରିଛି ଓଡ଼ିଆ ଫିଲ୍ମ ପ୍ରତୀକ୍ଷା। ୱାଶିଂଟନ୍ ଡିସି ଏଏମସି ମଣ୍ଟୋଗୋମେରି ସିକ୍ଟିନ୍ ଠାରେ ଆସନ୍ତା ନଭେମ୍ବର ୫ ତାରିଖ ପୂର୍ବାହ୍ନ ୧୧.୩୦ ମିନିଟରେ ଅନୁଷ୍ଠିତ […]
ଭୁବନେଶ୍ଵର: ଜୀ ସାର୍ଥକର ସାରେଗାମାପାରେ ଆଗକୁ ହେବାକୁ ଯାଉଛି ଆହୁରି ରୋମାଞ୍ଚକର ପ୍ରଦର୍ଶନ, କାରଣ ଆଗକୁ ହବାକୁ ଯାଉଛି ଏଲିମିନେଶନ, ତାପରେ ଆସିବେ ନୂଆ ଚ୍ୟାଲେଞ୍ଜର ଦେବାକୁ କଡା ଟକ୍କର। ଆଉ ସଂଗୀତର ଏହି ମହାମଞ୍ଚରେ ହେବ ମହା ମୁକାବିଲା। ସାରେଗାମାପାରେ […]
ଭୁବନେଶ୍ବର: ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଆଉ ଏକ ନୂଆ ନୂଆ ୱେବ୍ ସିରିଜ୍ “SIX” ଆସୁଅଛି। ଏହି ୱେବ୍ସିରିଜ୍ ର ଟ୍ରେଲର ରିଲିଜ୍ ପରେ ସବୁ ଦର୍ଶକଙ୍କ ମୁଁହରେ ଗୋଟିଏ କଥା ଏ ସିରିଜ୍ ଯେବେ ରିଲିଜ୍ ହବ ଓଡିଶା ଚଳଚିତ୍ର ଜଗତରେ […]
ଭୁବନେଶ୍ବର: ଶ୍ରୀଜଗନ୍ନାଥଙ୍କ ନବକଳେବରକୁ ନେଇ ଭୁବନେଶ୍ବରର ରବିନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବ ନାଟକ ‘ନବକଳେବର’। ସାଇ ଶ୍ରଦ୍ଧା ପ୍ରଡକ୍ସନ ଟ୍ରଷ୍ଟ ଦ୍ବାରା ପ୍ରସ୍ତୁତ ଏହି ନାଟକଟି ଆସନ୍ତା ନଭେମ୍ବର 4 ତାରିଖରୁ ତିନିଦିନ ଧରି ଚାଲିବ। ଏହି ନାଟକକୁ ମୁଖ୍ୟମନ୍ତ୍ରୀ ନବୀନ […]
ଭୁବନେଶ୍ୱର: ଓଡ଼ିଆ ସିନେମାକୁ ଓଡ଼ିଶାରେ ହଲ୍ ମିଳୁନି। ୨୦୦୮ ମସିହାରୁ ମିଳୁନି ସବ୍ସିଡି ସୁବିଧା। ଫାଇଲ୍ ଭିତରେ ପଡ଼ିଛି ଓଡ଼ିଆ ସିନେମା ନୀତି। ଏଭଳି ସ୍ଥିତିରେ ଓଡ଼ିଆ ସିନେମାର ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଛନ୍ତି ପ୍ରଯୋଜକ ଓ ନିର୍ଦ୍ଦେଶକ। ଏସବୁ ସମସ୍ୟାର […]
ଭୁବନେଶ୍ବର: ଓଡ଼ିଶାର ଅଗ୍ରଣୀ ପ୍ରଯୋଜନା ସଂସ୍ଥା ଅମୀୟ ପଟ୍ଟନାୟକ ପ୍ରଡକ୍ସନର ସର୍ବଭାରତୀୟ ସ୍ତରରେ ନବ ନିର୍ମିତ ଚଳଚ୍ଚିତ୍ର ପ୍ରତୀକ୍ଷାର ଟ୍ରେଲର ଓ ଅଜିଓ ରିଲିଜ୍ ଭୁବନେଶ୍ବରଠାରେ ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଅତୀତରେ ହାକିମ ବାବୁ, ପୁଅ ମୋର କଳା […]
ଭୁବନେଶ୍ଵର: ଜୀ ସାର୍ଥକରେ ପ୍ରସାରିତ ମେଗା ଧାରାବାହିକ ବିଜୟିନୀରେ ଆସିଛି ରୋଚକ ମୋଡ। ଆଗାମୀ ଦିନରେ ଇନ୍ଦ୍ରଜିତ, ମିନି, ସମ୍ଭବ, ଦୂର୍ଗା, ଶୋଭା ଓ ଅଭିଙ୍କ ଜୀବନରେ ଅନେକ କିଛି ଘଟିବାକୁ ଯାଉଛି। ଗୋଟିଏ ଛାତ ତଳେ ଥାଇ ବି ମିନିର […]
ଭୁବନେଶ୍ଵର: ସଫଳତାର ଷଷ୍ଠ ବର୍ଷ ହେବ ଖୁବ୍ ସ୍ମରଣୀୟ ଓ ଧମାକେଦାର୍। ଆମେ କହୁଛୁ ଜୀ ସାର୍ଥକ ସଂସାର ଆୱାର୍ଡ୍ସର ଷଷ୍ଠ ବାର୍ଷିକୋତ୍ସବ ସମ୍ପର୍କରେ। ଜୀ ସାର୍ଥକ- ଆପଣଙ୍କର, ଆମର ଆଉ ଆମ ସମସ୍ତଙ୍କର ଲୋକପ୍ରିୟ ମନୋରଞ୍ଜନଧର୍ମୀ ଚ୍ୟାନେଲ। ଯାହାର ମନଛୁଆଁ […]
ଭୁବନେଶ୍ବର: ଏହି ଦୀପାବଳୀରେ ଜୀ ସାର୍ଥକ ନେଇ ଆସିଛି ସୁନା ଜିତିବାର ସୁଯୋଗ। କିଛି ସରଳ ପ୍ରଶ୍ନର ଉତ୍ତର ଦେଇ ଆପଣ ହୋଇପାରିବେ ଭାଗ୍ୟଶାଳୀ ବିଜେତା। ଏନେଇ ଏକ ପ୍ରତିଯୋଗିତା ଆରମ୍ଭ ହେଉଛି। ‘ଦୀପାବଳିରେ ସୁନାର ବର୍ଷା’ ପ୍ରତିଯୋଗୀତା ପାଇଁ ଦର୍ଶକଙ୍କୁ […]
ନୂଆଦିଲ୍ଲୀ: ଜଣାଶୁଣା ଟିଭି ଅଭିନେତ୍ରୀ ବୈଶାଳୀ ଠକ୍କର ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ଇନ୍ଦୋରରେ ୧ ବର୍ଷ ଧରି ରହୁଥିଲେ। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ପୋଲିସ ଘଟଣାସ୍ଥଳରୁ ଆତ୍ମହତ୍ୟା ନୋଟ […]
ଭୁବନେଶ୍ୱର: ଦଶ ବର୍ଷ ପୂରଣ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪। ଦଶ ବର୍ଷ ପୂର୍ତୀ ଅବସରରେ ସୋଆର ଉପସଭାପତି ଶାଶ୍ୱତୀ ଦାସ ବାତ୍ୟା ଏବଂ କରୋନା ମହାମାରୀ ସମୟରେ ଏହି […]
ଭୁବନେଶ୍ୱର: ଭାରତର ସର୍ବବୃହତ ଓ ଦ୍ରୁତ ଅଭିବୃଦ୍ଧିଶୀଳ ପୋଷାକ ଓ ଆସେସୋରିଜ୍ ସ୍ପେସିଆଲିଟି ଶୃଙ୍ଖଳା ରିଲାଏନ୍ସ ରିଟେଲ୍ ର ଟ୍ରେଣ୍ଡ୍ସ ପକ୍ଷରୁ ଦୁର୍ଗାପୂଜା ଓ ଦଶହରା ସମୟରେ ଅନୁଷ୍ଠିତ “ଖୁସିର ପର୍ବ’ ପ୍ରତିଯୋଗିତାର ବିଜେତା ଘୋଷଣା କରାଯାଇଛି। ଟ୍ରେଣ୍ଡ୍ସ ଖୁସିର ପର୍ବ […]
ସୂର୍ଯ୍ୟ ଦେଓ ପ୍ରଥମ ସାମାଜିକ ଓଡ଼ିଆ ସିନେମା ‘ରୋଲସ୍ ଟୁ ଏଇଟ୍’ ସମ୍ବନ୍ଧରେ ଏପର୍ୟ୍ୟନ୍ତ ସଂପୂର୍ଣ ଓ ନିର୍ଭୁଲ ତଥ୍ୟ ମିଳିନାହିଁ। ଆଶ୍ଚର୍ଯ୍ୟଜନକ ଭାବରେ ଏହାର ମୁକ୍ତିଲାଭ ତାରିଖ ସମ୍ବନ୍ଧରେ ମଧ୍ୟ ଭ୍ରାନ୍ତି ରହିଛି। କାର୍ତ୍ତିକ ଘୋଷଙ୍କ ‘ଓଡ଼ିଆ ଚଳଚ୍ଚିତ୍ରର […]
ଭୁବନେଶ୍ବର: ଓଡିଆ ଚଳଚିତ୍ର ଜଗତ ପାଇଁ ପୁଣି ଆସିଛି ଏକ ଦୁଃଖଦ ଖବର। ଆଉ ଜଣେ ଓଡିଆ ଅଭିନେତ୍ରୀଙ୍କର ଆଜି ଭୁବନେଶ୍ବରର ଏକ ହସପିଟାଲରେ ମୃତ୍ୟୁ ହୋଇଛି। ସେ ହେଲେ ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ। ଚଳଚିତ୍ର ବ୍ୟକ୍ତିଙ୍କ ନିକଟରେ ସେ ତିଳ […]
ଭୁବନେଶ୍ବର: ପ୍ରୀତି ପ୍ରମାଣିକ ଭୁବନେଶ୍ବରର ଝିଅ Vogue Star Miss India 2023 ରେ ଭାଗ ନେବା ପାଇଁ ମନୋନିତ ହୋଇଛନ୍ତି। ଏ ନେଇ Vogue Stare ତରଫରୁ ପ୍ରୀତି ମନୋନିତ ହୋଇଥିବାର ଏକ ପ୍ରମାଣ ପତ୍ର ପ୍ରଦାନ କରିଛି। ପ୍ରୀତି […]