ଭୁବନେଶ୍ବର: ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ନୂଆବର୍ଷ ଅବସରରେ ମନୋରଞ୍ଜନର ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି ଆଉ ଏକ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’। ଓଡ଼ିଆ ଘରର କାହାଣୀକୁ ନେଇ ପ୍ରସାରିତ ହେବାକୁ ଯାଉଥିବା ଏହି ଧାରାବାହିକଟି ମାନିନୀର […]
ମୁମ୍ବାଇ: ବଲିଉଡରେ କାମ କରୁଥିବା ଓଡିଆ କଳାକାର ତଥା ସିନେ ବ୍ୟକ୍ତିତ୍ବମାନେ ପାଳନ କରିଛନ୍ତି ଏକ ପୁରସ୍କାର ଉତ୍ସବ। ବଡ ଦିନ ଉପଲକ୍ଷେ ଏହି ଉତ୍ସବ ମୁମ୍ବାଇ ଅନ୍ଧେରୀ ୱେଷ୍ଟରେ ଥିବା କଣ୍ଟ୍ରି କ୍ଲବରେ ପାଳିତ ହୋଇଛି। ଏଥିରେ କୋଡିଏ ଜଣ […]
ଭୁବନେଶ୍ୱର : ବଡଦିନ ଅବସରରେ “ଉଡ୍ର” ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ “ବଡଦିନ ବଡ ସ୍ୱପ୍ନ” ଏକ ନିଆରା କାର୍ଯ୍ୟକ୍ରମ ଭୁବନେଶ୍ୱର ପଳାଶପଲ୍ଲୀ ସ୍ଥିତ ଓଡିଶା ବଧିର ଆସୋସିଏସନ୍ ଠାରେ ଆୟୋଜନ କରାଯାଇଥିଲା । “ଉଡ୍ର” ଚାରିଟେବୁଲ୍ ଟ୍ରଷ୍ଟର ସଭ୍ୟ/ସଭ୍ୟାମାନେ ସେଠାରେ ଉପସ୍ଥିତ […]
ଭୁବନେଶ୍ବର: ନୂଆ ବର୍ଷର ଆରମ୍ଭ ସହ ଏକ ନୂତନ କାହାଣୀ ସହ ଆସନ୍ତା ଜାନୁଆରୀ ୨ ରୁ ଜୀ-ସାର୍ଥକରେ ଆରମ୍ଭ ହେବାକୁ ଯାଉଛି ଏକ ମେଗା ଧାରାବାହିକ ‘ଖୁସିର ଛୁଙ୍କ’। ଖାଇବା ଓ ଖୁଆଇବା ପାଇଁ ପସନ୍ଦ କରୁଥିବା ଏକ ଚୁଲବୁଲି […]
ମୁମ୍ବାଇ: ଜେମ୍ସ କ୍ୟାମେରନ୍ ଦୀର୍ଘ ସମୟ ପରେ ତାଙ୍କ ସ୍ୱପ୍ନର ପ୍ରୋଜେକ୍ଟ ନେଇ ଆସିଛନ୍ତି। ତାଙ୍କଋ ଏହି କ୍ରିଏସନ ବିଷୟରେ ଦର୍ଶକମାନେ ମଧ୍ୟ ପସନ୍ଦ କରିଛନ୍ତି। ଏହି କାରଣରୁ ଚଳଚ୍ଚିତ୍ର ‘ଅବତାର: ଦି ୱେ ଅଫ ୱାଟର’ ଦର୍ଶକଙ୍କୁ ବାନ୍ଧି ରଖିବାରେ […]
ଭୁବନେଶ୍ବର: ଆଜି ଓଡିଶା ପ୍ରଦେଶ କଂଗ୍ରେସରେ ସାମିଲ ହୋଇଛନ୍ତି ଓଡିଆ ଚଳଚିତ୍ର ତଥା ଆଲବମ ସଂଗୀତ ନିର୍ଦ୍ଦେଶର ଗୁଡଲି ରଥ। ତାଙ୍କ ସହିତ ମଧ୍ୟ କଣ୍ଠଶିଳ୍ପୀ ପମି ମିଶ୍ର ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି। ଭୁବନେଶ୍ବର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଉଭୟଙ୍କୁ […]
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ଵର ଓଡ଼ିଶାର କଳା, ସଂସ୍କୃତିର କେନ୍ଦ୍ର ସ୍ଥଳ। ଏହା ସହ ବିଶ୍ୱରେ ସ୍ପୋର୍ଟସ କ୍ୟାପିଟାଲ ଭାବରେ ମଧ୍ୟ ଭୁବନେଶ୍ଵର ବେଶ ଜଣାଶୁଣା। ଏସବୁ ସହିତ ଆଧୁନିକତାର ଛାପ ଆଣିବା ସହ ଏବେ ଯୋଡ଼ି ହୋଇଛି ଫ୍ୟାଶନ ଓ ନାଇଟ […]
ଭୁବନେଶ୍ୱର: ଓଡିଶାର ପ୍ରଥମ ସ୍ୱାଧୀନ ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ ପକ୍ଷରୁ ଭୁବନେଶ୍ୱରସ୍ଥିତ ପ୍ରେସ୍ କ୍ଲବ୍ ଅଫ୍ ଓଡିଶାରେ ଆୟୋଜିତ ପ୍ରେସ୍ କନ୍ଫରେନ୍ସ ଏବଂ ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍ରେ ଏହାର ଆଓ ନେକ୍ସଟ୍ ଓରିଜିନାଲ ସିରିଜ୍ ‘ଆନ୍ଥୋନି’ ରିଲିଜ୍ କରାଯାଇଛି । ଏହି […]
ମୁମ୍ବାଇ: ବିଗ୍ ବସ୍ OTT ଫେମ ଉର୍ଫି ଜାଭେଦ୍ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଅସାଧାରଣ ପୋଷାକ ହେତୁ ଉର୍ଫି ଜାଭେଦଙ୍କ ନାମ ପ୍ରତିଦିନ ହେଡଲାଇନ ସୃଷ୍ଟି କରେ, କିନ୍ତୁ ବର୍ତ୍ତମାନ ସମୟରେ ଉର୍ଫି ବିଷୟରେ ବଡ ଖବର ଆସୁଛି। ସୂଚନା […]
ଭୁବନେଶ୍ବର: ଝିଲିକ ମୋସନ୍ ପିକ୍ଚର୍ସର ତୃତୀୟ ଅବଦାନ “ତୋର ମୋର କଟି” ଚଳଚ୍ଚିତ୍ରର ଅଡିଓ ଲୋକାର୍ପିତ ଉତ୍ସବ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଅଭିନେତ୍ରୀରୁ ପ୍ରଯୋଜିକା ସାଜିଥିବା ଝିଲିକ ଭଟ୍ଟାଚାର୍ଯ୍ୟ ଏହି ଅବସରରେ ଓଡ଼ିଆ ଚଳଚ୍ଚିତ୍ରର ବିରାଟ ପରିବର୍ତ୍ତନ […]
ଭୁବନେଶ୍ବର: ଗତକାଲି ସନ୍ଧ୍ୟାରେ ଜୀ-ସାର୍ଥକ ଫିଲ୍ମସ ର ନୂଆ ଚଳଚ୍ଚିତ୍ର “ପୋଲିସ ବାବୁ” ର ଅଡିଓ ରିଲିଜ୍ ଭୁବନେଶ୍ୱରର ଏକ ତାରକା ହୋଟେଲର ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଚଳଚ୍ଚିତ୍ରରେ ଥିବା ତିନିଟି ଯାକ ଗୀତ ଶ୍ରୋତାଙ୍କ ମନକୁ […]
ନୂଆଦିଲ୍ଲୀ: ୨୦୨୨ ମସିହାରେ ଏପର୍ଯ୍ୟନ୍ତ ଆଲିଆ ଭଟ୍ଟ, ଦୀପିକା ପାଦୁକୋନ ଏବଂ ସୋସିଆଲ ମିଡିଆ ତାରକା ଉର୍ଫି ଜାଭେଦ ଅନେକ ହେଡଲାଇନ ଦେଇଛନ୍ତି। ଏମାନେ ହେଉଛନ୍ତି ଅଭିନେତ୍ରୀ ଯେଉଁମାନେ ଚଳିତ ବର୍ଷ ସମ୍ବାଦରେ ଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ […]
ଭୁବନେଶ୍ବର: ପ୍ରାୟ ସତୁରୀ ଦଶକର କଥା। ସେତେବେଳେ ଟେଲିଭିଜନ କଣ ଲୋକେ ଜାଣି ନ ଥିଲେ। ମନୋରଂଜନର ଏକମାତ୍ର ମାଧ୍ୟମ ଥିଲା ଆକାଶବାଣୀ ବା ରେଡିଓ। ସେତେବେଳେ ଘରେ ଘରେ ବେତାର ବା ରେଡିଓ ଥିଲା। ଆଉ ସେତେବେଳେ ଏହି ରେଡିଓରେ […]
ନୂଆଦିଲ୍ଲୀ: ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ନିର୍ମାତା କେ ମୁରଲିଧରନଙ୍କ ହୃଦଘାତ ହେତୁ ତାମିଲନାଡୁର କୁମ୍ବକୋଣମରେ ମୃତ୍ୟୁ ଘଟିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମୂରଲୀଧରନ୍ ମଧ୍ୟ ପୂର୍ବତନ ତାମିଲ ପ୍ରଯୋଜକ ପରିଷଦର ସଭାପତି ଥିଲେ। ତାଙ୍କ ସହଯୋଗୀ ସ୍ୱର୍ଗତ ଭି ସ୍ଵାମୀନାଥନ୍ […]
ଭୁବନେଶ୍ବର: ଆଜି ପ୍ରଖ୍ୟାତ ଅଭିନେତ୍ରୀ ଝରଣା ଦାସଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ବର୍ଷ ବୟସ ହୋଇଥିଲା। ସେ କଟକ ଚଣ୍ଡିରୋଡ ସ୍ଥିତ ତାଙ୍କ ବାସଭବନରେ ଗତକାଲି ରାତି ପ୍ରାୟ ଦୁଇଟା ବେଳେ ମୃତ୍ୟୁବରଣ କରିଥିବାର ଜଣାପଡିଛି। ଏହି ଖବର […]
ନୂଆଦିଲ୍ଲୀ: ଇସ୍ରାଏଲ୍ ଚଳଚ୍ଚିତ୍ର ନିର୍ମାତା ତଥା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଅଫ୍ ଇଣ୍ଡିଆ ୨୦୨୨ ର ଜୁରି ମୁଖ୍ୟ ନାଦବ ଲାପିଡ ‘ଦ କାଶ୍ମୀର ଫାଇଲ’ ପ୍ରଚାର-ଅଶ୍ଳୀଳ ବୋଲି କହିବା ପରେ ବିବାଦ ସୃଷ୍ଟି ହୋଇଥିଲା। ତାଙ୍କ ବିବୃତ୍ତିକୁ ନେଇ ବିବାଦ […]
ଭୁବନେଶ୍ବର: ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକ ପକ୍ଷରୁ ଦୀପାବଳୀ ଅବସରରେ ଆୟୋଜିତ ‘ଦୀପାବଳୀରେ ସୁନାର ବର୍ଷା’ ପ୍ରତିଯୋଗୀତାର ବିଜେତାମାନଙ୍କୁ ସ୍ଥାନୀୟ ଜୀ-ସାର୍ଥକର କର୍ପୋରେଟ ଅଫିସ ପରିସରରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପୁରସ୍କୃତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସମୁଦାୟ ୩୧ ଜଣଙ୍କୁ […]
ଭୁବନେଶ୍ବର: ସମୁଦ୍ର ଓ ବେଳାଭୂମିର ରାଜ୍ୟ ଗୋଆରେ ନିକଟ ଅତୀତରେ ‘ମିଷ୍ଟର ଆଣ୍ଡ ମିସ୍ ଚାର୍ମିଙ୍ଗ ଫେସ୍-୨୦୨୨’ ଅନୁଷ୍ଠିତ ହୋଇଯାଇଛି। ଫ୍ୟାଶନ ସମ୍ପର୍କିତ ପ୍ରତିଯୋଗୀତା ମୂଳକ ଏହି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ୪୦ ଜଣଙ୍କୁ ପଛରେ ପକାଇ ଓଡ଼ିଶାର ଚାରିଜଣ ପୁଅ […]
Zee Hindustan to be shut down: ଖୁବ ଶିଘ୍ର ବନ୍ଦ ହେବାକୁ ଯାଉଛି ଜୀ ମିଡିଆର ଆଉ ଏକ ନ୍ୟୁଜ ଚ୍ୟାନେଲ ‘ଜୀ ହିନ୍ଦୁସ୍ଥାନ’। ନିକଟରେ ‘ଜୀ ଓଡିଶା’ ଚ୍ୟାନେଲକୁ କଂପାନୀ ବନ୍ଦ କରିଥିବା ବେଳେ ଏବେ ଜାତୀୟ ନ୍ୟୁଜ […]
ଭୁବନେଶ୍ୱର: ଓଡ଼ିଆ ସିନେମା ଦମନର ଲୋକପ୍ରିୟତା ଏବଂ ପ୍ରେରଣାଦାୟୀ ବିଷୟବସ୍ତୁକୁ ଲକ୍ଷ୍ୟକରି ଏହାକୁ ଜିଲ୍ଲା ଏବଂ ସବଡିଭିଜିନ ସ୍ତରରେ ପ୍ରଦର୍ଶନ କରିବା ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି। ଏଥି ପାଇଁ ଉପଯୁକ୍ତ ସିନେମା ବା ଥିଏଟର ହଲ୍ ବୁକ୍ କରିବା […]
ନୂଆଦିଲ୍ଲୀ: ଜୀ ମିଡିଆ କର୍ପୋରେସନ୍ ଲିମିଟେଡ୍ ବା ZMCL ଦ୍ବାରା ଦାଖଲ ହୋଇଥିବା ଏକ ମାମଲାରେ ଦିଲ୍ଲୀ ହାଇକୋର୍ଟ ସାମ୍ବାଦିକ ପଲ୍କି ଶର୍ମା ଉପାଧ୍ୟାୟଙ୍କ ସପକ୍ଷରେ ରାୟ ପ୍ରଦାନ କରିଛନ୍ତି। ସେ କୌଣସି ଚ୍ୟାନେଲରେ କାମ କରି ପାରିବେ ନାହିଁ ବୋଲି […]