ଭୁବନେଶ୍ବର, ଦୁର୍ନୀତି ଓ ଅପାରଗତା ଯୋଗୁ ରାଜ୍ୟ ସରକାର ଆଜି ୭ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଜେଲ ଡି.ଆଇ.ଜି., ଜଣେ କମାଣ୍ଡାଣ୍ଟ, ଜଣେ ଡି.ଏସ୍.ପି., ଜଣେ ଡେପୁଟି କମାଣ୍ଡାଣ୍ଟ ଥିବା ବେଳେ ୨ ଜଣ […]
ନୂଆଦିଲ୍ଲୀ, ବାରମ୍ବାର ବୈଠକ ବସୁଛି, ଘଣ୍ଟା ଘଣ୍ଟା ଆଲୋଚନା ହେଉଛି, ହେଲେ ସମାଧାନ ହୋଇପାରୁ ନାହିଁ। ସରକାର କୃଷି ବିଲ ପ୍ରତ୍ୟାହାର କରିବା ପାଇଁ ରାଜି ନାହାଁନ୍ତି, ସେପଟେ ଚାଷି ସଂଗଠନ ବିଲ ପ୍ରତ୍ୟାହାର ନାହିଁ ତ ଆନ୍ଦୋଳନ ପ୍ରତ୍ୟାହାର ନାହିଁ […]
ନୂଆଦିଲ୍ଲୀ, ଭାରତର ପୂର୍ବତନ କ୍ରିକେଟ କ୍ୟାପେଟନ ତଥା ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ହୃଦଘାତ ଯୋଗୁଁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ହେବାରେ ଲାଗିଛି। ସେ ଖୁବଶିଘ୍ର ହସପିଟାଲରୁ ଡିସଚାର୍ଯ୍ୟ ହେବେ ବୋଲି ଜଣାପଡିଛି। ଏହି ଖବର ସାରା […]
ନୂଆଦିଲ୍ଲୀ, ବିଭିନ୍ନ ସମୟରେ ରାଶିଫଳକୁ ନେଇ ହୁଏ ତର୍କବିତର୍କ। ଜ୍ୟୋତିଷ ଶାସ୍ତ୍ର ଉପରେ ଉଠେ ପ୍ରଶ୍ନ। ହେଲେ ଏହା ଏକ ପ୍ରାଚୀନ ଶାସ୍ତ୍ର। ମୁନିଋଷିଙ୍କ ଦ୍ବାରା ଏହା ସ୍ବୀକୃତ ଅଟେ। ସେଥିପାଇଁ ଏହି ରାଶିଫଳ ଅନେକଙ୍କ ଜୀବନରେ ବେଶ୍ ପ୍ରଭାବ ପକାଇଥାଏ। […]
ନୂଆଦିଲ୍ଲୀ, ବ୍ରିଟେନରେ ଦେଖା ଦେଇଥିବା ନୂତନ ଭାରିଆଣ୍ଟ ଜିନୋମ ଦ୍ଵାରା ମୋଟ ୩୮ ଟି ନମୁନା ସଂକ୍ରମିତ ବୋଲି ଜଣାପଡିଛି । ସେଗୁଡିକ ମଧ୍ୟରେ ନିମହାନ୍ସ ବେଙ୍ଗାଲୁରୁରୁ ୧୦ଟି, ସିସିଏମବି ହାଇଦ୍ରାବାଦରୁ ୩ଟି, ଏନଆଇଭି ପୁଣେରୁ ୫ଟି, ଆଇଜିଆଇବି ଦିଲ୍ଲୀରୁ ୧୧ଟି, […]
ଭୁବନେଶ୍ବର, ରୂପାନ୍ତରର ବା Transformation ଅନନ୍ୟ ଉଦାହରଣ ପାଲଟିଛି ବ୍ରହ୍ମପୁରର ରାମଲିଙ୍ଗେଶ୍ବର ଜଳାଶୟ। ଅବ୍ୟବହୃତ ଏବଂ ଅସ୍ବାସ୍ଥ୍ୟକର ପରିବେଶରେ ପଡି ରହିଥିବା ଏହି ଜଳାଶୟ ଆଜି ବ୍ରହ୍ମପୁରରେ ପର୍ଯ୍ୟଟକଙ୍କର ଆକର୍ଷଣୀୟ କେନ୍ଦ୍ର ବିନ୍ଦୁ ହୋଇପାରିଛି। ଚିତାକର୍ଷକ ଆତସବାଜି, ଶିବ ତାଣ୍ଡବ ସ୍ତୋତ୍ରର […]
ଯଦି କଡା ପରିଶ୍ରମ କରିବା ପରେ ବି ଆପଣଙ୍କ ଜୀବନରେ ସର୍ବଦା ଧନର ଅଭାବ ରହୁଛି। ତେବେ ଆପଣ ଏକ ଉପାୟ ଦ୍ଵାରା ଏଥିରେ ମୁକ୍ତି ପାଇପାରିବେ। ଆପଙ୍କ ପର୍ସରେ ଆପଣ ଏମିତି କିଛି ଜିନିଷ ରଖନ୍ତୁ ଯଦ୍ୱାରା ଆପଣଙ୍କୁ କେବେ […]
ନୂଆଦିଲ୍ଲୀ, ୨୦୨୦ରେ ପ୍ରସାର ଭାରତୀ ଅଧୀନରେ ଥିବା ଦୂରଦର୍ଶନ ଓ ଆକାଶବାଣୀର ଡିଜିଟାଲ ଚାନେଲଗୁଡିକ ଶତପ୍ରତିଶରୁ ଅଧିକ ଅଭିବୃଦ୍ଧି ହାସଲ କରିଛନ୍ତି । ଏଥିରେ ୧୦୦ କୋଟି ଡିଜିଟାଲ ଭିଉଜ ଏବଂ ୬୦୦ କୋଟି ଡିଜିଟାଲ ୱାଚ ମିନିଟ ରେକର୍ଡ କରାଯାଇଛି […]
ନୂଆଦିଲ୍ଲୀ, କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ପ୍ରତିଷ୍ଠାନ (ସିଡିଏସ୍ସିଓ)ର ବିଷୟ ବିଶେଷଜ୍ଞ କମିଟିର ବୈଠକ ୨୦୨୧ ଜାନୁୟାରୀ ୧ ଓ ୨ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସେରମ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକ୍ ପ୍ରତିଷ୍ଠାନ ଦ୍ୱାରା […]
ନୂଆଦିଲ୍ଲୀ, ବହୁ ପ୍ରତିକ୍ଷିତ କରୋନା ଟୀକା ବର୍ତ୍ତମାନ ଆସିଗଲା। ସଂପୂର୍ଣ୍ଣ ଦେଶୀୟ ଜ୍ଞାନକୌଶଳରେ ତିଆରି କରୋନା ଟୀକାକୁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଅନୁମତି ପ୍ରଦାନ କରିଛନ୍ତି। ଏ ନେଇ ଡିସିଜିଆଇ ଭି.ଜି ସୋମାନୀ ଘୋଷଣା କରିଛନ୍ତି। ଏହି ଦୁଇଟି […]
ଭୁବନେଶ୍ବର, ରାଜ୍ୟ ସରକାରଙ୍କ ନିଷ୍ପତି ଅନୁସାରେ ଆଜିଠାରୁ ବିଭିନ୍ନ ପ୍ରସିଦ୍ଧ ମନ୍ଦିର ଭକ୍ତିଙ୍କ ପାଇଁ ଖୋଲା ଯାଇଛି। ସେହି ଅନୁସାରେ ଶ୍ରୀମନ୍ଦିର, ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର, ସମଲେଶ୍ବରୀ ମନ୍ଦିର, ତାରାତାରିଣି ମନ୍ଦିର, କେନ୍ଦ୍ରପଡାର ବଳଦେବଜୀୟୁ ମନ୍ଦିର ପ୍ରମୁଖ ଖୋଲାଯାଇଛି। ଲିଙ୍ଗରାଜମନ୍ଦିରରେ ବର୍ତ୍ତମାନ […]
ମେଷ- ଆଜି ଆପଣଙ୍କ ପାଇଁ ଭଲ ଦିନ ନୁହେଁ। କିଛି ସମସ୍ୟା କିମ୍ବା ଟେନସନ ଆପଣଙ୍କ ପାଖରେ ରହିବ, କିନ୍ତୁ ପ୍ରୟାସ ସହିତ ସବୁକିଛି ଠିକ୍ ହୋଇଯିବ । ପିତା କିମ୍ବା ଧର୍ମ ଗୁରୁଙ୍କୁ ସମର୍ଥନ ମିଳିବ। ପଡୋଶୀ କିମ୍ବା ରାଜନୈତିକ […]
ଭୁବନେଶ୍ବର, ଶେଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ଗତାକାଲି ଧର୍ମେନ୍ଦ୍ରଙ୍କ ଭୁବନେଶ୍ବରର ବାସଭବନରେ ତାଙ୍କୁ ସାକ୍ଷାତ କରିଛନ୍ତି। ତେବେ ସେ ଏକା ନୁହଁନ୍ତି ତାଙ୍କର କିଛି ସମର୍ଥକ ସହ ଏହି ସାକ୍ଷାତ କରିଛନ୍ତି। ଉଭୟଙ୍କ ଭେଟାଭେଟି […]
ନୂଆଦିଲ୍ଲୀ: ଦୀର୍ଘ ୨୦୦ ବର୍ଷ ଧରି ଭାରତକୁ ଶାସନ କରିଥିବା ଇଷ୍ଟଇଣ୍ଡିଆ କମ୍ପାନୀ ଏବେ ଭାରତୀୟଙ୍କ ହାତରେ। ଜଣେ ଭାରତୀୟ ଏବ ଏହି କମ୍ପାନୀର ଶାସନ ଦାୟିତ୍ୱରେ ଅଛନ୍ତି। ଯେଉଁ କମ୍ପାନୀ ଦିନେ ଭାରତକୁ ଶାସନ କରି ଭାରତୀୟଙ୍କ ଉପରେ ଅତ୍ୟାଚାର […]
ନୂଆଦିଲ୍ଲୀ, କୋଭିଡ-୧୯ କାରଣରୁ ବିଗତ ମାର୍ଚ୍ଚ ୧୩, ୨୦୨୦ ଠାରୁ ଜନସାଧାରଣଙ୍କ ପାଇଁ ବନ୍ଦ ରହିଥିବା ରାଷ୍ଟ୍ରପତି ଭବନ ସଂଗ୍ରହାଳୟ ଆସନ୍ତା ଜାନୁୟାରୀ ୫, ୨୦୨୧ରୁ ପୁନର୍ବାର ଖୋଲିବ । ସୋମବାର ଏବଂ ସରକାରୀ ଛୁଟି ଦିନ ବ୍ୟତୀତ ଏହା ସବୁ […]
ନୂଆଦିଲ୍ଲୀ, ସୁନୀତ ଶର୍ମା ରେଳବାଇ ବୋର୍ଡର ନୂତନ ଅଧ୍ୟକ୍ଷ ତଥା ମୁଖ୍ୟ କାଯ୍ୟନିର୍ବାହୀ ଅଧିକାରୀ (ସିଇଓ), ଏବଂ ଭାରତ ସରକାରଙ୍କ ପଦାସୀନ ପ୍ରମୁଖ ସଚିବ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ସୁନୀତ ଶର୍ମାଙ୍କୁ ରେଳ […]
ନୂଆଦିଲ୍ଲୀ, ଭାରତର ମୋଟ ସକ୍ରିୟ ମାମଲା କ୍ରମାଗତ ନିମ୍ନଗାମୀ ଧାରା ଅବ୍ୟାହତ ରଖିଛି । ଆଜି ଏହା ୨ ଲକ୍ଷ ୫୪ ହଜାର ୨୫୪ କୁ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ୧୭୯ ଦିନ ପରେ ଏହା ସର୍ବନିମ୍ନ । […]
ମେଷ- ଆଜି ଆପଣଙ୍କର ସ୍ଥାନାନ୍ତରଣ ଯୋଗ ଅଛି। ବ୍ୟବହାରିକ କାର୍ଯ୍ୟଗୁଡିକ ପରିଚାଳନା କରିବା ଶୁଭ ଅଟେ। ଘରର ପରିବେଶ ସୁଖଦ ଏବଂ ଶାନ୍ତିପୂର୍ଣ୍ଣ ରହିବ। କଳାକାରମାନଙ୍କ ପାଇଁ ଶୁଭ, ସେମାନଙ୍କ କାର୍ଯ୍ୟର ଚତୁରତା ଏବଂ କଳାର ଭାବନା ପ୍ରଦର୍ଶନ କରିବାର ଏକ […]
ନୂଆଦିଲ୍ଲୀ, ସଶସ୍ତ୍ର ବାହିନୀ ମେଡିକାଲ ସେବା ମହାନିର୍ଦ୍ଦେଶକ ଭାବେ ସର୍ଜନ ଭାଇସ ଆଡମିରାଲ ରଜତ ଦତ୍ତ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି । ବର୍ତ୍ତମାନର ନିଯୁକ୍ତି ପୂର୍ବରୁ ଫ୍ଲାଗ୍ ଅଫିସର ଡିଜିଏମଏସ (ନୌସେନା) ଏବଂ କମାଣ୍ଡେଣ୍ଟ, ଆର୍ମି ହସ୍ପିଟାଲ (ଆର ଆଣ୍ଡ […]
ନୂଆଦିଲ୍ଲୀ, ୨୦୨୦ ଡିସେମ୍ବର ମାସରେ ଦେଶରେ ସଂଗୃହୀତ ମୋଟ ଜିଏସ୍ଟି ପରିମାଣ ୧୧୫୧୭୪ କୋଟି ଟଙ୍କା ହୋଇଛି । ସେଥିମଧ୍ୟରୁ କେନ୍ଦ୍ରୀୟ ଜିଏସ୍ଟି ପରିମାଣ ୨୧୩୬୫ କୋଟି ହୋଇଥିବାବେଳେ ରାଜ୍ୟ ଜିଏସ୍ଟି ଓ ସମନ୍ୱିତ ଜିଏସ୍ଟି ପରିମାଣ ଯଥାକ୍ରମେ ୨୭୮୦୪ କୋଟି […]
ମେଷ- ଆର୍ଥିକ ଦୃଷ୍ଟିରୁ, ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି। ଏହା ହେଉଛି ଲାଭର ସମଷ୍ଟି। ଆପଣଙ୍କ ଅସମାପ୍ତ କାର୍ଯ୍ୟ ସମାପ୍ତ ହେବ, କିନ୍ତୁ କିଛି ବିଳମ୍ବ ହୋଇପାରେ। ଆପଣ ଆଜି ପରିବାର ବିଷୟରେ ଖୁସି ହୋଇପାରିବେ। […]