ଭୁବନେଶ୍ବର : ରାଜ୍ୟରେ କରୋନା ଭାଇରସ୍ର ସଂକ୍ରମଣକୁ ନେଇ ମତ ରଖିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ । ଏହି ରୋଗଟି ଅତ୍ୟନ୍ତ ଭୟାବହ ଏବଂ ଅଦୃଶ୍ୟ ଶତ୍ରୁ । ଏହି ଭୂତାଣୂର ପ୍ରଭାବ ପରିବର୍ତ୍ତନଶୀଳ ହୋଇଥିବାରୁ ଏହାର […]
ଅରବିନ୍ଦ ରାଉତ ଜଙ୍ଗଲ ହେଉଛି ବନବାସୀମାନଙ୍କର ନିଜ ଭୂମି । ଜଙ୍ଗଲ ହିଁ ସେମାନଙ୍କର ମା ବାପା, ଜଙ୍ଗଲ ହିଁ ସେମାନଙ୍କର ଜୀବନ ଜୀବିକା । ସେମାନଙ୍କ ଜମି ଉପରେ ଚାଷବାସ କରିବା ଓ ସେମାନଙ୍କ ଜଙ୍ଗଲକୁ ରକ୍ଷଣା ବେକ୍ଷଣ କରିବା […]
କେଦାର ମିଶ୍ର ଭାରତରେ ଆନ୍ତଃ-ରାଜ୍ୟ ଯାତ୍ରା ପାଇଁ ସଙ୍ଗରୋଧ ବା କୁଆରେଣ୍ଟାଇନ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇ ପାରିବ କି? ଏ ପ୍ରଶ୍ନ ପଚାରିବା ପୂର୍ବରୁ, ଆଉ ଏକ ପ୍ରଶ୍ନ ଉଠିବ, ଏହା ଆବଶ୍ୟକ କି? କରୋନା ସଂକ୍ରମଣ କୁ ରୋକିବା ଲାଗି […]
କେଦାର ମିଶ୍ର କାଳ କୋଠରୀ ଠୁ ଆହୁରି ଖରାପ ଅବସ୍ଥାରେ ଥିବା ଏ ଡାକ୍ତରଖାନା ବିଷୟରେ ରାଜ୍ୟ ସରକାରଙ୍କର ସ୍ବାସ୍ଥ୍ୟମନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ କିଛି ଜାଣିଛନ୍ତି ନା ନାହିଁ- ଏମିତି ଏକ ସମ୍ବେଦନଶୀଳ ପ୍ରଶ୍ନ ପଚାରିଛନ୍ତି ମାନ୍ୟବର ଗୁଜରାଟ ହାଇକୋର୍ଟ। […]
ନୂଆଦିଲ୍ଲୀ : ବିଶ୍ବବାସୀଙ୍କ ପାଇଁ ଦୁଃସମ୍ବାଦ । ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ପୃଥିବୀର ଚୁମ୍ବକୀୟ ବଳୟ । ଏହା ଫଳରେ ଭବିଷ୍ୟତରେ ଅନେକ ସ୍ୟାଟେଲାଇଟ ଅଚଳ ହେବା ସହିତ ଫୋନ୍ ଗୁଡିକ ଅଚଳ ହେବାର ସମ୍ଭାବନା ଦେଖାଦେଇଛି । […]
କେଦାର ମିଶ୍ର ବର୍ତ୍ତମାନ କରୋନା ମୁକାବିଲା ଲାଗି ବିଭିନ୍ନ ସମୟରେ ଭାରତ ସରକାର, ବିଭିନ୍ନ ରାଜ୍ୟ ସରକାର ଏବଂ ଜନସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଯେଉଁ ପରି ଭାବରେ ପ୍ରତି ସପ୍ତାହ ରେ ନୂଆ ରଣନୀତି ବଦଳାଉଛନ୍ତି ଓ ନୂଆ ନୂଆ ତତ୍ତ୍ୱ ଦେଉଛନ୍ତି, […]
ପୁରୀ, ରଥଯାତ୍ରା ହେବ କି ନ ହେବ ସେ ନେଇ ବେଶ୍ କିଛିଦିନ ଧରି ଚାଲିଲା ଦ୍ବନ୍ଦ।ଏହି ଦ୍ବନ୍ଦ ଭିତରେ ରଥକାମ ନିର୍ଦ୍ଧାରିତ ସମୟ ଭିତରେ ଆରମ୍ଭ ହୋଇପାରିଲା ନାହିଁ। ଡେରିରେ ଆରମ୍ଭ ହୋଇଥିଲେ ମଧ୍ୟ ବର୍ତ୍ତମାନ ରଥକାମ ଦ୍ରୁତ ଗତିରେ […]
ଭୁବନେଶ୍ବର : ଓଡିଶା ଦେଇ ଗତି କରିଥିବା ସାମୁଦ୍ରିକ ଝଡ ଆମ୍ପାନ୍ର କ୍ଷୟକ୍ଷତି ରିପୋର୍ଟ ଆସିଛି । ଜିଲ୍ଲାପାଳ ମାନଙ୍କ ପକ୍ଷରୁ ପଠାଯାଇଥିବା ରିପୋର୍ଟ ଆଧାରରେ ଓଡିଶା ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ରିପୋର୍ଟ ପ୍ରକାଶ ପାଇଛି । ଓଡିଶାର 10ଟି ଜିଲ୍ଲା […]
କେଦାର ମିଶ୍ର ଓଡିଶାର ପ୍ରଥମ କ୍ଷୁଦ୍ରଗଳ୍ପ “ରେବତୀ” ଯେଉଁମାନେ ପଢିଥିବେ, ସେ ଗପର ପୃଷ୍ଠଭୂମିରେ ସେ ସମୟର ମହାମାରୀ ହଇଜାର ଭୀଷଣ ଚେହେରାକୁ ମଧ୍ୟ ଦେଖିଥିବେ। ଓଡ଼ିଆ କଥାସାହିତ୍ୟର ମହାନାୟକ ଫକୀର ମୋହନ ସେନାପତିଙ୍କ କଲମରେ ୧୫୦ ବର୍ଷ ତଳର ଓଡିଶାର […]
ଦୁବାଇ : ବିଭିନ୍ନ କ୍ରିକେଟ ଖେଳୁଥିବା ଦେଶ ପକ୍ଷରୁ ଲକ୍ଡାଉନ୍ ନିୟମକୁ କୋହଳ କରାଯାଉଥିବା ବେଳେ ଆଇସିସି ପକ୍ଷରୁ ବ୍ୟାକ୍ ଟୁ କ୍ରିକେଟ୍ ଗାଇଡ୍ଲାଇନ୍ ଜାରି କରାଯାଇଛି। ଶୁକ୍ରବାର ଆଇସିସିର ମେଡିକାଲ ଟିମ୍ ପକ୍ଷରୁ ଏହି ଗାଇଡ୍ଲାଇନ୍ ଜାରି କରାଯାଇଛି। କ୍ରିକେଟ୍ […]
ଭୁବନେଶ୍ୱର/ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଭାବେ ପରିଚିତ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ତରଫରୁ ବଡ ଘୋଷଣା କରାଯାଇଛି। ଏହି ଘୋଷଣାରେ କୁହାଯାଇଛି ଯେ, ବିଶ୍ୱର ପ୍ରତିଷ୍ଠିତ ନିବେଶକାରୀ ସଂସ୍ଥା କେକେଆର୍ ପକ୍ଷରୁ ଜିଓ […]
ରଙ୍ଗାଚରଣ ପ୍ରଧାନ ସୁଯୋଗ ତ ନିଶ୍ଚୟ ଆସିଛି। କିଛିଦିନ ପୁର୍ବେ ପ୍ରଧାନମନ୍ତ୍ରୀ କରୋନାର ଏହି ସଙ୍କଟମୟ ପରିସ୍ଥିତିକୁ ଏକ ସୁଯୋଗରେ ପରିଣତ କରିବାପାଇଁ ଆହ୍ବାନ ଦେଇଛନ୍ତି। ଭଲ କଥା। ତେବେ କରୋନା ସଙ୍କଟରୁ ମିଳୁଥିବା ଶିକ୍ଷାକୁ ଆଖି ଆଗରେ ରଖି ଆଗାମୀ […]
କେଦାର ମିଶ୍ର ପରିସଂଖ୍ୟାନ ବା ଷ୍ଟାଟିଷ୍ଟିକ୍ସ ସବୁବେଳେ ଗୋଟେ ଦୋଧାରି ତଲୁଆର। ଏହା ଉଭୟ ପଟକୁ କାଟି ପାରିବାର ଦକ୍ଷତା ରଖିଥାଏ। ଆଜିର ସମୟରେ ଡାଟା ଆନାଲିଟିକ୍ସ ଯେତେବେଳେ ସମାଜ ବିଜ୍ଞାନ ଓ ସାମ୍ବାଦିକତାର ସବୁଠୁ ବଡ ଆଧାର ପାଲଟିଛି, ସେତେବେଳେ […]
ଭୁବନେଶ୍ବର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଆକାଶ ମାର୍ଗରୁ ପରିଦର୍ଶନ କରିଛନ୍ତି। ସାମୁଦ୍ରିକ ବାତ୍ୟା ଆମ୍ପାନ ପ୍ରଭାବରେ ଉତ୍ତର ଓଡିଶାର 4 ଜିଲ୍ଲା ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏହି ଅଞ୍ଚଳ ପରିଦର୍ଶନ କରିବା […]
କେଦାର ମିଶ୍ର କରୋନା ପରବର୍ତ୍ତୀ ପୃଥିବୀର ରାଜନୀତି ଓ କୂଟନୈତିକ ସମ୍ପର୍କ କେମିତି ହେବ ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହେଲାଣି। ଚଳିତ ବର୍ଷ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କରୋନା ସଂକ୍ରମଣରେ ସର୍ବାଧିକ କ୍ଷତି ଆମେରିକାର ହୋଇଛି। ଆମେରିକାର ସ୍ଥାନୀୟ […]
ଭୁବନେଶ୍ବର, କିଛି ସମୟ ପାଇଁ ଆସିଲା ଅମ୍ପାନ। ଓଡିଶାରେ କେତେକ ଜିଲ୍ଲାରେ କଲା କିଛି କ୍ଷୟକ୍ଷତି। ଏହାପରେ ସେସବୁ ଭଙ୍ଗା ଘର, ରାସ୍ତା ଓ ପରିବେଶକୁ ସଜାଡିବା କାମରେ ଲାଗିଛନ୍ତି ଆମର ସୁରକ୍ଷା ବାହିନୀ। ଏମାନେ ହେଲେ ଏନଡିଆରଏଫ, ଓଡ୍ରାଫ, ଓଡିଶା […]
ଭୁବନେଶ୍ବର, ଗତକାଲି ରାତିରୁ ଓଡିଶାର ଉପକୂଳ ଜିଲ୍ଲାରେ ଅମ୍ପାନ ବାତ୍ୟାର ତାଣ୍ଡବ ଲୀଳା ଆରମ୍ଭ ହୋଇଯାଇଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡି ରାସ୍ତାଘାଟ ବନ୍ଦ ହୋଇ ଯାଇଥିବା ବେଳେ କେଉଁଠି ଚାଳ ଛପର ଘର ଉଡିଯାଇଛି। ଗତକାଲି ରାତି 12ଟାରୁ ଧିରେ […]
କେଦାର ମିଶ୍ର କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତି ଉଦ୍ଦେଶ୍ୟରେ ଭାଷଣ ଦେବା ସମୟରେ ଗୁଜୁରାଟ ଭୂମିକମ୍ପ ର ଉଦାହରଣ ଦେଇ ସେଥିରୁ କେମିତି ପୁଣି ଥରେ ଗୋଟେ ରାଜ୍ୟ କେମିତି ଉପରକୁ ଉଠିଥିଲା, ସେକଥା କହୁଥିଲେ। ସେତେବେଳେ […]
ଭୁବନେଶ୍ବର : ଆମ୍ପାନ ଦ୍ବାରା ରାଜ୍ୟର ପ୍ରଭାବିତ ହେବାକୁ ଥିବା ଜିଲ୍ଲା ମାନଙ୍କରେ ମୁକାବିଲା ନେଇ ସୂଚନା ଦେଇଛନ୍ତି ଏସ୍ଆରସି ପ୍ରଦୀପ ଜେନା । ବିଭିନ୍ନ ଜିଲ୍ଲାକୁ 15ଟି ଏନ୍ଡିଆର୍ଏଫ୍ ଏବଂ 16ଟି ଓଡ୍ରାଫ୍ ଟିମ୍ ପଠାଯାଇଥିବା ବେଳେ 217ଟି ଅଗ୍ନିଶମ […]
ଭୁବନେଶ୍ବର, ଆଜି ସକାଳୁ ସକାଳୁ ଉପକୂଳବର୍ତ୍ତି ଜିଲ୍ଲାରେ ‘ଅମ୍ଫାନ’ ର ପ୍ରଭାବ ଅନୁଭୁତ ହେଲାଣି। ଭୁବନେଶ୍ବର ସମେତ ଜଗତସିଂହପୁର, ବାଲେଶ୍ବର, ଭଦ୍ରକ, ଚାନ୍ଦବାଲି, ପାରାଦ୍ବୀପ, ପୁରୀ ପ୍ରଭୃତି ସହରରେ ଝିପିଝିପ ବର୍ଷା ହେଉଛି। ଏଥିସହିତ ଧାରାବାହିକ ଭାବେ ହାଲକା ହାଲକା ପବନ […]
କେଦାର ମିଶ୍ର ଆମେରିକା ଓ ୟୁରୋପୀୟ ଦେଶ ଗୁଡିକ କରୋନା ଭୂତାଣୁ ଦ୍ଵାରା ସର୍ବାଧିକ ଆକ୍ରାନ୍ତ ହୋଇଥିଲେ ମଧ୍ୟ, ସେମାନେ ଏବେ କ୍ରମଶଃ ଲକ ଡାଉନକୁ ଉଠାଇବା ଆରମ୍ଭ କରିଛନ୍ତି। ଆମେରିକା ସବୁଠୁ ଅଧିକ ଆକ୍ରାନ୍ତ ଦେଶ ଭାବରେ ୧୫ ଲକ୍ଷ […]