ଶ୍ରୀକାନ୍ତ ମହାନ୍ତି କୌଣସି ପୂର୍ବପ୍ରସ୍ତୁତି ନ କରି କେନ୍ଦ୍ର ସରକାର ମାର୍ଚ୍ଚ ୨୪ ତାରିଖ ମଧ୍ୟ ରାତିରେ କୋରନା ମହାମାରୀ ବିରୁଦ୍ଧରେ ଲଢ଼ିବା ପାଇଁ ସାରା ଦେଶରେ ଅଚାନକ ଲକ-ଡାଉନ ଘୋଷଣା କଲେ।ମାତ୍ର ଚାରି ଘଣ୍ଟାର ସମୟ ମଧ୍ୟରେ ପ୍ରସ୍ତୁତି ହେବା […]
କେଦାର ମିଶ୍ର ଭୁବନେଶ୍ୱର ସହରର ଜୟଦେବ ବିହାରରୁ ଚନ୍ଦ୍ରଶେଖର ପୁର ଅଞ୍ଚଳ, ତାରି ଭିତରେ ଓଡିଶାର ସବୁଠୁ ନାମୀ ଓ ଦାମୀ ହୋଟେଲର ଅବସ୍ଥିତି। ସବୁଠୁ ବେଶୀ ଆଲୋକିତ ଲାଗୁଥିବା ଏ ହୋଟେଲ ସବୁ ଆଜି ଖାଁ ଖାଁ ଓ ନିତାନ୍ତ […]
ହାଇଦ୍ରାବାଦ, ଆଉ ଚିନ୍ତା କରିବାର ନାହିଁ। କାରଣ ଟଙ୍କା, ମୋବାଇଲ ଫୋନ, ଲ୍ୟାପଟପ କିମ୍ବା ଆଇପାଡ ସବୁକୁ ଭୂତାଣୁ ମୁକ୍ତ କରିବା ବାହାରିଲା ଦୁଇଟି ଯନ୍ତ୍ର। ଯାହାକୁ କୁହାଯାଉଛି ‘ଧ୍ରୁବସ’ ଏବଂ ‘ନୋଟକ୍ଲିନସ’। ଏହି ଯନ୍ତ୍ରକୁ ନ ଛୁଇଁ ଆପଣ ଆପଣଙ୍କ […]
ସୌଭାଗ୍ୟ ରଂଜନ ମହାନ୍ତି ଆଜିକାଲି ବାପା, ମାଆ ଏବଂ ସନ୍ତାନମାନଙ୍କ ସମ୍ପର୍କକୁ କେନ୍ଦ୍ର କରି କେତେ କଥା, କେତେ ଦୃଶ୍ୟ ଗାଁ ରୁ ସହର ଯାଏଁ-ସବୁଠି । କେଉଁଠି ଗୋଟିଏ ଛାତ ତଳେ ଥାଇ ବି ଅଲଗା ହାଣ୍ଡି, ଆଉ କେଉଁଠି […]
କେଦାର ମିଶ୍ର ଶୁକ୍ରବାର ଦିନ ଓଡିଶା ସରକାର ଘୋଷଣା କଲେ ଯେ ଶିଳ୍ପସଂସ୍ଥାମାନଙ୍କର ଅନୁରୋଧକୁ ବିଚାର କରି କାରଖାନାମାନଙ୍କରେ ଶ୍ରମିକମାନଙ୍କର ଶ୍ରମ ସମୟକୁ ୮ଘଣ୍ଟାରୁ ୧୨ ଘଣ୍ଟା କୁ ବଢାଇ ଦିଆ ଯାଇଛି। ସେହି ଘୋଷଣା ଭିତରେ ବଡ ଦୟାବାନ ଦେଖାଇ […]
ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍ଚୀ, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ […]
ବିଜନ କୁମାର ମହାପାତ୍ର ଭାରତୀୟ ଗଣତନ୍ତ୍ରରେ ପ୍ରେସ୍ ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ। ଏକ ସୁସ୍ଥ ଓ ଶକ୍ତିଶାଳୀ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ପ୍ରେସ୍ର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ତେଣୁ ଗଣତନ୍ତ୍ରରେ ପ୍ରେସ୍ ସ୍ୱାଧୀନତାକୁ ବେଶ୍ ଗୁରୁତ୍ୱ ଦିଆଯାଇଥାଏ। ଭାରତ ଭଳି […]
କେଦାର ମିଶ୍ର ଆଜି ସକାଳର ସବୁଠୁ ବଡ ଖବର ଥିଲା ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାର ଏକ ରେଳ ଧାରଣାରେ ଶୋଇ ପଡିଥିବା ୧୫ ଜଣ ଶ୍ରମିକଙ୍କ ଉପରେ ରେଳଗାଡି ମାଡି ଗଲା। ସେଥିରେ ସେମାନେ ପ୍ରାଣ ହରାଇଛନ୍ତି। ରେଳଗାଡି କୁ ଦୋଷ […]
ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ଏବଂ ଅର୍ଥନୈତିକ ଅଭିବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଗୁଡିକ ମଧ୍ୟରେ ରହିଛି ଏଣିକି କାରଖାନାରେ ଶ୍ରମିକମାନେ 8ଘଣ୍ଟା ନୁହେଁ 12 ଘଣ୍ଟା […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସାରା ବିଶ୍ୱ ମହାମାରୀ କରୋନା କବଳିତ। ବଡ଼ବଡ଼ ସମୃଦ୍ଧଶାଳୀ ଆମେରିକା, ଇଟାଲୀ, ଫ୍ରାନସ, ବ୍ରିଟେନ, ଜାପାନ, ଚୀନ ଦେଶରେ ଭୟାବହତା ଆମର ଭାରତଠାରୁ ବହୁ ଆଗରେ। ଏଇ ସପ୍ତାହ ଭିତରେ କରୋନାର ଭୟଙ୍କର ରୂପ ଦେଶରୁ […]
କେଦାର ମିଶ୍ର ଟେଲିଭିଜନ ଖୋଲିବାକୁ ଆଗରୁ ଭୟ ଲାଗୁଥିଲା। ଏବେ ଫେସବୁକ ବା ଟୁଇଟର ଖୋଲିବାକୁ ବି ଡର ଲାଗିଲାଣି। ଆମ ସମୟର ଖବର ସବୁ ଏତେ ଭୟାନକ ଓ ବିଦ୍ବେଷପୂର୍ଣ୍ଣ ଯେ, ତାକୁ ଦେଖିବାକୁ ବା ପଢିବାକୁ ହେଲେ ପ୍ରଥମେ […]
ଭୁବନେଶ୍ବର : ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟବିଭାଗ ପରାମର୍ଶଦାତା ତଥା ଭାରତୀୟ ଜନସ୍ବାସ୍ଥ୍ୟ ପ୍ରତିଷ୍ଠାନର ସଭାପତି ଡ. କେ ଶ୍ରୀନାତ ରେଡ୍ଡୀ ଭିଡିଓ କନ୍ଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଭିଡିଓ କନ୍ଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟତିତ ମନ୍ତ୍ରୀ […]
ଦେବ ରଞ୍ଜନ ଆଜିର ତାରିଖରେ ସାରା ବିଶ୍ବରେ କରୋନା ଭାଇରସ ହେତୁ ୨୧୫ ଦେଶର ସମୁଦାୟ ମୃତକଙ୍କ ସଂଖ୍ୟା ୨ ଲକ୍ଷ ୩୯ ହଜାର । ଆମେ ସେମାନଙ୍କ ଲାଗି ଶୋକପାଳନ କରିବା ସହିତ ଆମେ ଯେ ସେମାନଙ୍କୁ ବଞ୍ଚାଇବାରେ ଅସମର୍ଥ […]
କେଦାର ମିଶ୍ର ଦୁଇ ମାସ ଧରି ଆମକୁ ତାଲା ବନ୍ଦ ଅବସ୍ଥାରେ ରଖାଯାଇଛି, କାରଣ କରୋନା ଜ୍ଵରର ଭୂତାଣୁ କାଳେ ଆମକୁ କବଳିତ କେରିନେବ। ଜୀବନ ଆଉ ଜୀବିକା, ଉଭୟେ ଆଜି ଘର ଭିତରେ ସୀମିତ। ଆମର ଅର୍ଥନୀତି ସେଇ ସ୍ତରକୁ […]
ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍ଚୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ […]
କେଦାର ମିଶ୍ର ୩୦ ଏପ୍ରିଲ ପର୍ୟନ୍ତ ପଞ୍ଜାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ମାତ୍ର ୪୮୦। ଗତ ପାଞ୍ଚ ଦିନ ଭିତରେ ଏହି ସଂଖ୍ୟା ପ୍ରାୟ ୩ ଗୁଣରେ ପହଞ୍ଚି ଗତକାଲି ଅପରାହ୍ନ ସୁଦ୍ଧା ଏହା ୧୪୫୧ରେ ପହଞ୍ଚିଛି। ହଠାତ ଏ […]
ଭୁବନେଶ୍ବର : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ କରୋନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଏବଂ ପୋଲିସ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହିତ ପ୍ରବାସୀ ମାନଙ୍କ ଫେରିବା ଉପରେ […]
କେଦାର ମିଶ୍ର ଆଗରୁ ସବୁ କଥାରେ ଓଡିଶାର ଗରିବୀକୁ ନେଇ ଚର୍ଚ୍ଚା କରୁଥିବା ଆମର ଜାତୀୟ ଗଣମାଧ୍ୟମ ପ୍ରାକୃତିକ ବିପର୍ୟୟ ତଥା କରୋନା ଭଳି ବିଶ୍ଵର ଏକ ଭୟଙ୍କର ସଙ୍କଟକୁ ମୁକାବିଲା କରିବାରେ ଓଡିଶାର ଦକ୍ଷତାକୁ ଦେଖିବା ଉଚିତ। କରୋନା ମୁକାବିଲା […]
କେଦାର ମିଶ୍ର ଯାଜପୁର, ଭଦ୍ରଖ ଓ ବାଲେଶ୍ବରରେ ଯେତେବେଳେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ, ସେତେବେଳେ ତୁରନ୍ତ ଗୋଟେ ପ୍ରଚାର ଆରମ୍ଭ ହୋଇଗଲା ଯେ ଏଥିପାଇଁ ପଶ୍ଚିମ ବଙ୍ଗ ଦାୟୀ। କିଛି ଲୋକ ତ ଏମିତି କହିଲେ, ସତେକି […]
ଭୁବନେଶ୍ବର, ସେଦିନ ଥିଲା 3 ତାରିଖ 2019 ମସିହା, ପ୍ରତିଟି ଓଡିଆଙ୍କ ମନରେ ସ୍ମୃତି ହୋଇ ରହିବ ଫନି ବାତ୍ୟାର ତାଣ୍ଡବ ଲିଲା। କେହି କେବେ ଭାବି ନ ଥିବା ଯେ, ଓଡିଶାରେ ବିଶେଷ କରି ଭୁବନେଶ୍ବରରେ ଫନି ତାଣ୍ଡବ ସୃଷ୍ଟି […]
କେଦାର ମିଶ୍ର ଆମ ସମ୍ବିଧାନ ଅନୁସାରେ ରାଷ୍ଟ୍ରପତିଙ୍କ ନାମରେ ଶାସନ ଚାଲେ। ଯଦିଓ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ମନ୍ତ୍ରୀମଣ୍ଡଳ ବାସ୍ତବ କ୍ଷମତାର ଅଧିକାରୀ, ହେଲେ ରାଷ୍ଟ୍ରପତିଙ୍କ ବିନା ଅନୁମୋଦନରେ କୌଣସି ବିଲ ଆଇନରେ ପରିଣତ ହୋଇପାରେ ନାହିଁ। ବାସ୍ତବରେ ରାଷ୍ଟ୍ରପତିଙ୍କର ହିଁ ସରକାର, […]