ସମୀକ୍ଷା ବ୍ୟୁରୋ: ଆସନ୍ତା କାଲି ହେବାକୁ ଯାଉଛି ରାଜ୍ୟ ବିଜେପି ସଭାପତି ନିର୍ବାଚନ। ସଭାପତି ପଦବୀ ପାଇଁ ଏକାଧିକ ପ୍ରାର୍ଥୀ ଆଶାୟୀ ଥିବା ବେଳେ ଏହି ଦୌଡରେ ଆଗୁଆ ରହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ ଏବଂ ସମୀର ମହାନ୍ତି। ତେବେ ରାଜ୍ୟ ସଭାପତି […]
କେଦାର ମିଶ୍ର କାନ ଉଠିଲା ଦିନ ଠୁ ଆମେ ଶୁଣି ଆସୁଛୁ, ଆମ ସହର ବାଟ ଦେଇ ରେଳଗାଡି ଚାଲିବ। ଆମ ବାପା ଓ ଜେଜେବାପା ବି ସେ ସ୍ଵପ୍ନ ଦେଖିଥିଲେ। ପୁରୁଷ ପୁରୁଷ ଧରି ଗୋଟେ ରେଳପଥକୁ ଅପେକ୍ଷା କରି […]
ଭୁବନେଶ୍ବର, ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟକୁ ଉପଭୋଗ କରିଥିଲେ । ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଶିବ ବନ୍ଦନା ଓଁ ନମଃ ଶିବାୟରୁ ଯାହାକୁ ପରିବେଶଣ କରିଥିଲେ ବିକାଶ […]
କେଦାର ମିଶ୍ର ଗତ ପାଞ୍ଚ ବର୍ଷ ହେଲା ନିୟମିତ ଭାବରେ ଜାନୁଆରୀ ଦ୍ଵିତୀୟ ଶନିବାର ଓ ରବିବାର ଦିନ ମୁଁ କୋଣାର୍କରେ ରହେ। କେବଳ ମୁଁ ନୁହେଁ, ଓଡିଶାର ତଥା ଦେଶର କିଛି ଜଣାଶୁଣା ଲେଖକ ଏହି ସମୟରେ କୋଣାର୍କକୁ ଆସନ୍ତି। […]
ସମୀକ୍ଷା ବ୍ୟୁରୋ ଆଭ୍ୟନ୍ତରରୁ ଉପକୂଳ ଓଡିଶା , ସବୁଆଡେ ଅସମ୍ଭାଳ ଜାଡ। ଥରୁଛି ସାରା ଓଡିଶା। କିନ୍ତୁ ଓଡିଶା ବିଜେପିରେ ଉଷ୍ମତାର ଲହରୀ। ଓଡିଶା ବିଜେପିରେ ସୃଷ୍ଟି ହୋଇଛି ଫାଟ। ଯେଉଁମାନେ ଦିନେ ଦଳରେ ନିଜକୁ ସଭାପତି ର ଦାବିଦାର ଭାବୁଥିଲେ […]
କେଦାର ମିଶ୍ର -ଯେଉଁମାନେ ନାଗରିକ ସଂଶୋଧନ ଆଇନକୁ ବିରୋଧ କରୁଛନ୍ତି, ସେମାନଙ୍କୁ ମୁଁ ଜିଅନ୍ତା ପୋତି ଦେବି। ଆମେ ପୋଲିସକୁ ପୂର୍ଣ୍ଣ ସ୍ଵାଧୀନତା ଦେଇଛୁ। ସେମାନେ ଯଦି ଜଣକୁ ମାରିବେ, ତାହେଲେ ପୋଲିସ ଦଶ ଜଣଙ୍କୁ ମାରିବ। -ରଘୁରାଜ ସିଂ, ଉତ୍ତର […]
କେଦାର ମିଶ୍ର ସାରାଜୀବନ “ମଝି ପାହାଚ”ରେ ଅଟକିଯିବା ହିଁ ହୋଇପାରେ ଗୋଟେ ଅବଧାରିତ ଭାଗ୍ୟ। ଆଉ ସେ ଭାଗ୍ୟରୁ ମୁକ୍ତି ନାହିଁ। ଗୋବିନ୍ଦ ଦାସଙ୍କର ପ୍ରସିଦ୍ଧ ଉପନ୍ୟାସ “ଅମାବାସ୍ୟାର ଚନ୍ଦ୍ର”ରେ ମୁଖ୍ୟନାୟକ କାଉଲ, ସେଥିଲାଗି ବାରମ୍ବାର କହୁଥାଏ- “ସତରେ ଭାଗ୍ୟ ବୋଲି […]
କେଦାର ମିଶ୍ର ରାଜନୀତିରେ ଥିବା ଲୋକେ ଭାବନ୍ତି ସେମାନଙ୍କ ପାଇଁ ସବୁ ମଞ୍ଚ ହେଉଛି ଭୋଟ ଗୋଟେଇବାର ମଞ୍ଚ। ରାଜନୀତି ବିଷୟରେ କହିବା ହୁଏତ ଗ୍ରହଣୀୟ ହେଲେ ସବୁ କଥାରେ ରାଜନୈତିକ ଫାଇଦା ଉଠାଇବାର ପ୍ରବୃତ୍ତି ଜଣେ ରାଜନେତାଙ୍କ ମର୍ୟାଦା ହାନି […]
କେଦାର ମିଶ୍ର ବିଜେପିର ରାଜନୀତି, କେବେହେଲେ ସକାରାତ୍ମକ ବା ଗଠନମୂଳକ ରାଜନୀତି ନଥିଲା। ବିଜେପି ଓ ଏହାର ପ୍ରାକ୍ତନ ଅବତାର ଜନସଙ୍ଘ ସବୁବେଳେ ବିଭାଜନର ରାଜନୀତିରେ ବିଶ୍ଵାସ କରି ଆସିଛନ୍ତି। ଯଦିଓ ରାଜନୀତିରେ ବିଭାଜନ ବା ସୋସିଆଲ ଇଞ୍ଜିନିୟରିଂର ଏକ ଭିନ୍ନ […]
କେଦାର ମିଶ୍ର ୧୫୫ ଦିନ ଧରି ବାହ୍ୟ ଜଗତରୁ ସଂପୂର୍ଣ୍ଣ ବିଛିନ୍ନ ହୋଇ ରହିବା ପରେ ଜାମ୍ମୁ କାଶ୍ମୀର କୁ ମୁଖ୍ୟଧାରାର ଭାରତ ସହ ଯୋଡିବା ଲାଗି ସୁପ୍ରିମ କୋର୍ଟ ଏକ ମାର୍ଗ ଉନ୍ମୋଚନ କରିଛନ୍ତି। ଗତ କାଲି କାଶ୍ମୀର ଟାଇମ୍ସର […]
ଚଣ୍ଡିଗଡ-ଆଜି ଚଳଚିତ୍ର ‘ଜେର୍ସି’ ସୁଟି ଚାଲିଥିବା ବେଳେ ଅଭିନେତା ଶହୀଦ କାପୁର ଆହତ ହୋଇଛନ୍ତି। ଏହି ଚଳଚିତ୍ରଟି ଚଣ୍ଡିଗଡରେ ସୁଟିଂ ଚାଲିଥିଲା। ଦୃଶ୍ୟ ଥିଲା ଏକ କ୍ରିକେଟ ଖେଳରେ ଶହୀଦ କାପୁର ସାମିଲି ହେବେ। ସେଥିପାଇଁ ସୁଟିଂ ପୂର୍ବରୁ ସାଥୀ କଳାକାରଙ୍କ […]
ସଂବିତ ତ୍ରିପାଠୀ ଭୁବନେଶ୍ବର- ବର୍ତ୍ତମାନ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ପୂର୍ବତ୍ତନ ବିଧାୟକ ତଥା ପୂର୍ବତ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ହୋଡିଂ ଦେଖିବାକୁ ମିଳିଛି। ଯେଉଁଥିରେ ଲେଖା ଅଛି ICON OF SILENT SUCESS । ଯାହାକୁ ଓଡିଆରେ କୁହାଯାଇ ପାରିବ ନିରବର […]
ରଙ୍ଗାଚରଣ ପ୍ରଧାନ କେତେକ ମତ ଦେଉଛନ୍ତି ଯେ ବର୍ତ୍ତମାନ ଦେଶରେ ଦେଖା ଦେଇଥିବା ଆର୍ଥିକ ଦୁସ୍ଥିତିରୁ ଅନ୍ୟତ୍ର ଧ୍ୟାନ ହଟାଇବା ପାଇଁ କେନ୍ଦ୍ରରେ ଥିବା ସରକାର ନାଗରିକତା ସଂଶୋଧନ ଆଇନ୍, ଏନ୍.ଆର୍.ସି ଓ ଏନ୍.ପି.ଆର୍ ଭଳି ସ୍ପର୍ଶକାତର ଓ ତୀବ୍ର ବିଭାଜନକାରୀ […]
କେଦାର ମିଶ୍ର ଆସନ୍ତା ଫେବୃଆରି ୧ ତାରିଖ ଦିନ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣଙ୍କ ବଦଳରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାର୍ଷିକ ବଜେଟ ଉପସ୍ଥାପନ କରିବେ କି? ଏମିତି ଏକ ପ୍ରଶ୍ନକୁ କେହି କେହି ଅବାନ୍ତର ବୋଲି କହିପାରନ୍ତି। […]
ଭୁବନେଶ୍ବର-ଆଜି ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ହାଇ-ଲେବୁଲ କ୍ଲିୟରାନ୍ସ କମିଟ ବୈଠକରେ ଏକ ବଡ ପୁଞ୍ଜି ନିବେଶ ପାଇଁ ଅନୁମୋଦ କରାଯାଇଛି। ଏଥିରେ ମୋଟ ତିନୋଟି କଂପାନୀ ୧୭ ହଜାର ୮ ଶହ ୩୩ କୋଟି ଟଙ୍କାର […]
କେଦାର ମିଶ୍ର ୭ ଜାନୁଆରୀ ସନ୍ଧ୍ୟାରେ ଜୱାହରଲାଲ ନେହେରୁ ବିଶ୍ଵ ବିଦ୍ୟାଳୟରେ ଜଣେ ଅତିଥି ଆସି ପହଞ୍ଚିଥିଲେ, ଯିଏ ଆସିବେ ବୋଲି ସେଠି ସଭା କରୁଥିବା ପିଲାମାନେ ଜାଣି ନଥିଲେ। ସେଇ ସନ୍ଧ୍ୟାରେ ବିଶ୍ଵ ବିଦ୍ୟାଳୟର ପୂର୍ବତନ ଛାତ୍ର ନେତା କହ୍ନେୟା […]
ଭୁବନେଶ୍ବର- ସାରା ଓଡିଶାରେ ଭାରତ ବନ୍ଦର ପ୍ରଭାବ ବେଶ୍ ପଡିଛି। ସଂଧ୍ୟା ସୁଦ୍ଧା ଶାନ୍ତି ପୂର୍ଣ୍ଣ ଭାବେ ଏହି ବନ୍ଦ ପାଳନ ଶେଷ ହୋଇଛି। ବିଭିନ୍ନ ସ୍ଥାନରେ ଟ୍ରେଡ ୟୁନିୟନ ଏବଂ କଂଗ୍ରେସ ତରଫରୁ ରାସ୍ତା ରୋକ କରାଯାଇଥିବା ବେଳେ ଦୋକାନ […]
ବରଗଡ- ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଗତକାଲି ବରଗଡରେ ଆୟୋଜିତ ଧନୁଯାତ୍ରା ଉତ୍ସବରେ ଯୋଗଦେଇଥିଲେ। ଏଥିପାଇଁ ତାଙ୍କୁ କଂସ ମହାରାଜ ଅତିଥୀ ଭାବେ ଡାକିଥିଲେ। ଫଳରେ ଅପରାଜିତା ଏକ ସୁସଜ୍ଜିତ ରଥରେ ବରଗଡ ସହରର ପରିକ୍ରମା କରିଥିଲେ। ଧନୁଯାତ୍ରାର ଏକ ପରଂପରା […]
କେଦାର ମିଶ୍ର ଦିଲ୍ଲୀ ପୋଲିସ ର ସତ୍ୟନିଷ୍ଠା ଓ ନ୍ୟାୟପରାୟଣତା ବିଷୟରେ ଜାଣିବାକୁ ହେଲେ, ଜୱାହରଲାଲ ନେହେରୁ ବିଶ୍ଵ ବିଦ୍ୟାଳୟ ରେ ହୋଇଥିବା ଗୁଣ୍ଡାରାଜ ଘଟଣାକୁ ଏକ କାଳଜୟୀ ଉଦାହରଣ ଭାବରେ ଦେଖାଯାଇପାରିବ। ଗତ ରବିବାର ସନ୍ଧ୍ୟାରେ ଯେତେବେଳେ ବିଶ୍ଵ ବିଦ୍ୟାଳୟ […]
ସମୀକ୍ଷା ବ୍ୟୁରୋ ବାରିପଦା: ବୁଧବାରଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ବାରିପଦା ଗସ୍ତରେ ଯାଉଛନ୍ତି। ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଲା ସେ ମୟୁରଭଂଜ ଜିଲ୍ଲାର ଆଦିବାସୀ ମହା ସମ୍ମିଳନୀରେ ଯୋଗଦେବେ। ବିଜେଡି ତରଫରୁ ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ବହୁ […]
ସମୀକ୍ଷା ବ୍ୟୁରୋ ନୂଆଦିଲ୍ଲୀ: ସନ୍ଧ୍ୟାରେ ବଲିଉଡ ସୁପରଷ୍ଟାର ଦୀପିକା ପାଦୁକୋନ ଜଓ୍ଵାହରଲାଲ ନେହେରୁ ବିଶ୍ବ ବିଦ୍ୟାଳୟ ରେ ପହଞ୍ଚି ଛାତ୍ର ଛାତ୍ରଛାତ୍ରୀ ଙ୍କ ପ୍ରତି ନିଜର ନୀରବ ସମର୍ଥନ ଦେଇଛନ୍ତି। ଗତ ରବିବାର ରାତିରେ ଜେଏନୟୁ ରେ ହୋଇଥିବା ଆକ୍ରମଣ ବିରୋଧରେ […]