କେଦାର ମିଶ୍ର ନରେନ୍ଦ୍ର ଦାମୋଦର ଦାସ ମୋଦୀଙ୍କ ଦ୍ଵିତୀୟ ପାଳିର ସରକାର ଆରମ୍ଭ ହୋଇଛି। ନୂଆ ମୋଦୀ ସରକାରରେ ଏବେ ଯୋଗ ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହ। ଅର୍ଥାତ ଏବେ ବିଧିବଦ୍ଧ ଭାବରେ ମୋଦୀ-ଶାହ ସରକାର ଆରମ୍ଭ ହେଲା। […]
ସପ୍ତଦଶ ଲୋକସଭାରେ ଦେଶର ୧୫ ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦୀ। କ୍ରମାଗତ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ମୋଦିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଏବଂ ଗୋପନୀୟତାର […]
ସମୀକ୍ଷା ବ୍ୟୁରୋ ଓଡିଶା ପାଇଁ ଏକ ଗର୍ବ ଓ ଗୌରବର ବିଷୟ ଯେ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ ଆଜି ମୋଦି ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଛନ୍ତି। ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ପଦ ଓ ଗୋପନୀୟତା ଶପଥ ପାଠ କରାଇଥିଲେ ରାଷ୍ଟ୍ରପତି […]
ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ଦାମୋଦର ଦାସ ମୋଦି। ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ। ନରେନ୍ଦ୍ର ମୋଦି ହେଉଛନ୍ତି ପ୍ରଥମ […]
ସମୀକ୍ଷା ବ୍ୟୁରୋ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ରାଷ୍ଟ୍ର ପାହ୍ୟା ମନ୍ତ୍ରୀର ଦାୟିତ୍ଵ ଦିଆ ଯାଇପାରିବ ନାହିଁ, ଏଇ ସାଧାରଣ କଥାଟି ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗ ଜାଣି ପାରିଲା ନାହିଁ କେମିତି? ଗତକାଲି ନବୀନ ପଟ୍ଟନାୟକଙ୍କ ସହିତ କୋଡିଏ ଜଣିଆ ମନ୍ତ୍ରିମଣ୍ଡଳ […]
କେଦାର ମିଶ୍ର ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ମନ୍ତ୍ରୀମଣ୍ଡଳ ଗଠନ ହେଲା ପରେ ଯେଉଁ କିଛି ପ୍ରତିକ୍ରିୟା ବିଭିନ୍ନ ଶିବିରରୁ ଆସିଛି, ସେଥିରୁ ପ୍ରଥମ ପ୍ରତିକ୍ରିୟା ହେଉଛି- ଆରେ, ଏମିତି କେମିତି ହେଲା! ଏତେ ବଡ ବଡ ମୁଣ୍ଡ ଥାଉ ଥାଉ […]
ସମୀକ୍ଷା ବ୍ୟୁରୋ କାଳିଆ ଟଙ୍କାକୁ କେହି ରୋକି ପାରିବେ ନାହିଁ। ସରକାର ଆସିଲେ ପ୍ରଥମ ଦିନରେ ଏହି ଟଙ୍କା ଦିଆଯିବ। ସେହି ପ୍ରତିଶୃତିକୁ ହିଁ କାର୍ଯ୍ୟରେ କରି ଦେଖାଇ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶପଥ ଗ୍ରହଣ ପରେ ନବୀନ ତାଙ୍କର […]
ସମୀକ୍ଷା ବ୍ୟୁରୋ ମନ୍ତ୍ରିମଣ୍ଡଳ ଶପଥ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ମନ୍ତ୍ରୀଙ୍କର ବିଭାଗ ବଣ୍ଟନ କରାଯାଇଛି। ଏଥିରେ ପୁରୁଣା ମନ୍ତ୍ରୀଙ୍କୁ ତାଙ୍କର ପୁରୁଣା ବିଭାଗ ଦିଆଯାଇଥିବା ବେଳେ ନୂଆ ମନ୍ତ୍ରୀଙ୍କୁ ନୂଆ ଦାୟିତ୍ବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ-ଗୃହ ସାଧାରଣ ପ୍ରଶାସନ […]
ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ଇନିଂସ୍। ନବୀନଙ୍କ ସହ ତାଙ୍କ ପୂରା ଟିମ୍ ଅର୍ଥାତ୍ ନବୀନଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ନବୀନଙ୍କ ସମେତ ସମସ୍ତ କ୍ୟାବିନେଟ୍ ଓ ରାଷ୍ଟ୍ର ପାହ୍ୟା […]
କେଦାର ମିଶ୍ର ଅନେକଙ୍କର ହୁଏତ ମନେଥିବ, ବିଜୁ ପଟ୍ଟନାୟକ ଯେତେବେଳେ ୨୭ ବର୍ଷର ବ୍ୟବଧାନ ପରେ ୫, ମାର୍ଚ୍ଚ, ୧୯୯୦ ରେ ଦ୍ଵିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ, ସେ ଥିଲେ ତାଙ୍କ ମନ୍ତ୍ରୀ ପରିଷଦର ଏକମାତ୍ର […]
ସମୀକ୍ଷା ବ୍ୟୁରୋ ଶେଷରେ ବହୁ ଘଣ୍ଟା ଚକଟା ପରେ ମନ୍ତ୍ରୀ ତାଲିକା ଚୁଡାନ୍ତ ହୋଇଛି। ବିଜେଡି ତରଫରୁ ଏହି ତାଲିକା ରଜଭବନକୁ ପଠାଯିବା ପରେ ତାହା ସ୍ବୀକୃତ ହୋଇଛି। ନବୀନଙ୍କ ମହାସମାରୋହରେ ଏହି ନୂଆ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ। ଏଥିରେ […]
ସମୀକ୍ଷା ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ ଯେଉଁମାନେ ସାମିଲ ହେଉଛନ୍ତି ସେମାନଙ୍କ ନାମ ପ୍ରକାଶ ପାଇଛି। ବ୍ୟକ୍ତିଗତ ଭାବେ ନବୀନ ଏହି ବିଧାୟକଙ୍କୁ ଫୋନ କରି ମନ୍ତ୍ରୀ ରୂପେ ଶପଥ ନେବାକୁ କହିଛନ୍ତି। ଯେଉଁମାନେ ମନ୍ତ୍ରୀ ମଣ୍ଡଳରେ […]
କେଦାର ମିଶ୍ର ଶିକ୍ଷିତ ଓଡିଶାଙ୍କୁ ବିଶୁଦ୍ଧ ବା ଦେଶୀ ଓଡିଆ ଶୁଣିବାକୁ ଏତେ ଡର ଲାଗୁଛି କାହିଁକି? ଲୋକସଭା ଗଲେ ସେଠି କେବଳ ଇଂରାଜୀ ଓ ହିନ୍ଦୀରେ କହିଲେ ଯାଇ ମହତ ରହିବ ବୋଲି ଆମ ତଥାକଥିତ ସମ୍ଭ୍ରାନ୍ତମାନଙ୍କୁ କିଏ ଶିଖେଇଛି? […]
ସମୀକ୍ଷା ବ୍ୟୁରୋ ପଞ୍ଚମ ଥର ପାଇଁ ନୁହେଁ, 2024 ରେ ଯେଉଁ ନିର୍ବାଚନ ହେବ ସେଥିରେ ବିଜେଡି ବିପୁଳ ଭୋଟର ବିଜୟ ହୋଇ ଷଷ୍ଠ ଥର ପାଇଁ ଓଡିଶାରେ ଶାସନ କରିବ। ଏହା କୌଣସି ନେତାଙ୍କ ବାଣୀ ନୁହେଁ। ଜାତୀୟ ଗଣମାଧ୍ୟମ […]
ସମୀକ୍ଷା ବ୍ୟୁରୋ କ୍ରିକେଟରେ ଶତକ ବା ଦ୍ବିଶତକ ହାସଲ କରିବା ଏକ ନିଆରା ଅନୁଭୂତି । ବିଶ୍ବକପ୍ରେ ଏହି ମାଇଲଖୁଣ୍ଟର ଗୁରୁତ୍ବ ଆହୁରି ବଢିଯାଇଥାଏ। ବିଶ୍ବକପ୍ରେ ସର୍ବାଧିକ ରନ୍ ସ୍କୋର ହୋଇଥିବା ୫ ଶ୍ରେଷ୍ଠ ଇନିଂସ ସମ୍ପର୍କରେ ଏକ ଆଲୋଚନା। ଏହି […]
କେଦାର ମିଶ୍ର ଓଡିଶାର ରାଜନୈତିକ ଇତିହାସରେ ବାରମ୍ବାର ନୂଆ ଅଧ୍ୟାୟ ଯୋଡି ଚାଲିଥିବା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ମଇ ୨୯ ତାରିଖ ଦିନ ୧୧ଟାରେ ପଞ୍ଚମଥର ଲାଗି ପଦ ଓ ଗୋପନୀୟତାର ଶପଥ ନେବେ। ଲଗାତାର ପାଞ୍ଚ ଥର […]
ସମୀକ୍ଷା ବ୍ୟୁରୋ ସାରା ଦେଶରେ ଏନଡିଏ ଯେପରି ସବୁ ବିରୋଧୀ ଦଳକୁ ଧୂଳିସାତ କରିଦେଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ହେଲେ ସବୁଠୁ ବଡ ଆଶ୍ଚର୍ଯ୍ୟ ହେଉଛି ଦେଶରେ ମୋଦି ହାୱା ପ୍ରବାହିତ ହୋଇଥିବା ବେଳେ ଓଡିଶାରେ ତାହା କାମ ଦେଲା […]
ସମୀକ୍ଷା ବ୍ୟୁରୋ ଓଡ଼ିଶା ରାଜନୀତିର ଫଳାଫଳ ଏବେ ସୁସ୍ପଷ୍ଟ। ପଞ୍ଚମ ଥର ପାଇଁ ପୁଣି ବାଜି ମାରି ନେଇଛନ୍ତି ବିଜେଡି ସୁପ୍ରିମୋ। ପୁଣିଥରେ ନିଜର ଲୋକପ୍ରିୟତାକୁ ପ୍ରମାଣିତ ରଖିଛନ୍ତି। ନବୀନ ବାବୁ ଫାଇଲିନ, ହୁଡ ହୁଡ, ତିତିଲି ଏବଂ ଫନି ଭଳି […]
କେଦାର ମିଶ୍ର ଖରାଦିନର କୂଅ ପରି ଓଡିଶାରେ ପ୍ରତି ନିର୍ବାଚନରେ କଂଗ୍ରେସର ଭୋଟ ହାର ବିପୁଳ ପରିମାଣରେ ଖସି ଚାଲିଛି। ୨୦୧୪ ନିର୍ବାଚନରେ ଓଡିଶା ର ୨୧ ଟି ଯାକ ଲୋକସଭା ଆସନରେ କଂଗ୍ରେସର ଭୋଟହାର ୩୩.୭୫% ରହିଥିବା ବେଳେ ୨୦୧୪ […]
କେଦାର ମିଶ୍ର ସାରା ଦେଶରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ବିଜେପି ଓ ଏନଡିଏ ସରକାର ବିପୁଳ ଜନମତ ପାଇ ସରକାର ଗଢିଥିବା ବେଳେ, ଓଡିଶା କିନ୍ତୁ ମୋଦୀ ହାୱାରେ ଭାସିଯାଇନାହିଁ। ଉଭୟ ବିଧାନସଭା ଓ ଲୋକସଭାରେ ଗତ ୧୯ ବର୍ଷ ଧରି […]
ସମୀକ୍ଷା ବ୍ୟୁରୋ ପୁଣି ଥରେ ଇତିହାସ ରଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାରଣ ସେ ପଞ୍ଚମ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବର୍ତ୍ତମାନ ଯାହା ଫଳାଫଳ ମିଳିଛି ସେଥିରୁ ସ୍ପଷ୍ଟ ହୋଇଛି ଯେ, ନବୀନଙ୍କ ନେତୃତ୍ବକୁ ବର୍ତ୍ତମାନ […]