ସମୀକ୍ଷା ବ୍ୟୁରୋ ଏଥର ନିର୍ବାଚନରେ ଗୁଗୁଲ୍ ବିଜ୍ଞାପନ ଏକ ନୂଆ ପ୍ରଚାର ମାଧ୍ୟମ ସାଜିଛି। ଏଥିରେ ନିର୍ବାଚନ ପ୍ରଚାର କରିବା ପାଇଁ ଜାତୀୟଠାରୁ ଆରମ୍ଭ କରି ଆଞ୍ଚଳିକ ଦଳଗୁଡିକ ଆଗ୍ରହ ପ୍ରକାଶ କରିଛନ୍ତି। ‘ଭାରତୀୟ ପାରଦର୍ଶିତା ରିପୋର୍ଟ’ର ସର୍ଭେ ଅନୁସାରେ ୨୦୧୯ […]
ରାଜ୍ୟ କଂଗ୍ରେସ ଆଜି ଗୋଟିଏ ଲୋକସଭା ଓ ୯ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି । ନିକଟରେ କଂଗ୍ରେସରେ ସାମିଲ୍ ହୋଇଥିବା ଡାକ୍ତର ଅଶ୍ବିନୀ ପୂଜାହାରୀଙ୍କୁ ସମ୍ବଲପୁର ବିଧାନସଭା ଟିକେଟ ଦେଇଥିବାବେଳେ ବେଗୁନିଆରେ ପ୍ରଦୀପ ସାହୁଙ୍କୁ ଟିକେଟ ଦେଇଛି । […]
୯ ବିଧାନସଭା ଓ ୨ ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ଯାଜପୁର ଲୋକସଭା ଆସନ ପାଇଁ ଦଳ ମାନସ ଜେନାଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ କଟକରୁ ପଞ୍ଚାନନ କାନୁନଗୋ ପ୍ରାର୍ଥୀ ହୋଇଛନ୍ତି। ସେହିଭଳି ୯ ବିଧାନସଭା […]
କେଦାର ମିଶ୍ର ଭୁବନେଶ୍ବରରେ ରହି ନିର୍ବାଚନର ବିଶ୍ଳେଷଣ କରିବା ଓ ଲୋକଙ୍କ ସାଙ୍ଗରେ ନିର୍ବାଚନର ଚର୍ଚ୍ଚା କରିବା ଭିତରେ ଆକାଶ ପାତାଳ ପ୍ରଭେଦ ଅଛି। ଭୁବନେଶ୍ବରରୁ ଯାହା ଦେଖାଯାଉଛି ଓ ସେଠିକାର ଟେଲିଭିଜନରୁ ଆମେ ଯେଉଁ ଦୃଶ୍ୟ ଦେଖୁଛୁ, ତାହାର ଠିକ ଅଲଗା […]
କେଦାର ମିଶ୍ର ଏ ଦେଶର ନିର୍ବାଚନୀ ପ୍ରକ୍ରିୟାକୁ ସବୁଦିନ ପାଇଁ କଳୁଷିତ କରି ରଖିବାରେ ନରେନ୍ଦ୍ର ମୋଦୀ ସରକାରଙ୍କ କୁତ୍ସିତ ଯୋଗଦାନ ଭାରତର ଗଣତାନ୍ତ୍ରିକ ଇତିହାସରେ ଏକ କଳା ଅଧ୍ୟାୟ ଭାବରେ ସବୁଦିନ ଲାଗି ପଢାଯିବ। ରାଜନୈତିକ ଦଳ ଗୁଡିକ କେଉଁ […]
ବିଜେଡି ର ନୂଆ ପ୍ରାର୍ଥୀ ତାଲିକାରେ ଦଳର ଦୁଇଜଣ ବଡ ନେତା ଙ୍କୁ ଟିକଟରୁ ବଞ୍ଚିତ କରାଯାଇଛି। ନବୀନ ସରକାର ରେ ଅର୍ଥ ମନ୍ତ୍ରୀ ଥିବା ଶଶୀଭୂଷଣ ବେହେରାଙ୍କୁ ଜୟଦେବ ଆସନରୁ ଟିକଟ ଦିଆ ଯାଇ ନାହିଁ। ତାଙ୍କ ସ୍ଥାନରେ ପୂର୍ବତନ […]
ବିଜେପି ନିଜର ବଳକା ୩ ଲୋକସଭା ଏବଂ ୧୧ଟି ବିଧାନସଭା ନିମନ୍ତେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଲୋକସଭା ପାଇଁ ବିଜେପି ଭଦ୍ରକ, ଯାଜପୁର ଏବଂ ମୟୂରଭଞ୍ଜ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମୟୂରଭଞ୍ଜରୁ ବିଶେଶ୍ଵର ତୁଡୁ ପ୍ରାର୍ଥୀ ରହିଥିବା […]
ସମୀକ୍ଷା ବ୍ୟୁରୋ ଏବେ ନିର୍ବାଚନ ଓ ନିର୍ବାଚନ ସର୍ବେକ୍ଷଣର ଋତୁ ଚାଲିଛି। ଭିନ୍ନ ଭିନ୍ନ ପ୍ରକାରର ସର୍ବେକ୍ଷଣ ଚାଲିଛି। ନିର୍ବାଚନ ସମୟରେ ଏ ସବୁ କରିବା ଆଦୌ ନୈତିକ ନୁହେଁ ଜାଣି ମଧ୍ୟ ଗଣମାଧ୍ୟମରେ ଏ ପ୍ରକାର ତାମସା ଚାଲିଛି। ଦଶ […]
ଶେଷରେ ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଉପରେ ବିଜେଡି ସୁପ୍ରିମୋ ଭରସା କରିଛନ୍ତି। ତାଙ୍କୁ ପିପିଲିର ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ 9 ଟି ବିଧାନ ସଭାର ପ୍ରାର୍ଥୀ ଘୋଷଣା […]
ଜ୍ୟୋତି ନନ୍ଦ ଗୋଟିଏ ଦଳୀୟ ବିଜ୍ଞାପନ ଉପରେ କିଛି ବିଚାରକୁ ଆପଣମାନଙ୍କ ସହ ସହଭାଗ କରିବାକୁ ଇଚ୍ଛାପ୍ରକାଶ କରୁଛି। ଆଶା ଏହି ନିର୍ବାଚନ ସମୟରେ ଯେତେବେଳେ ସବୁଦଳ ନିଜନିଜର କ୍ଷେତ୍ରଫଳକୁ ସଜାଡିନେବାରେ ବ୍ୟସ୍ତ ଅଛନ୍ତି ଠିକ୍ ସେତେବେଳେ ଆମକୁ ନିଜନିଜର ଖୁଆଡମନସ୍କତାରୁ […]
କେଦାର ମିଶ୍ର ମୋହନ ଜେନା ବିଜେପିର ଲୋକସଭା ପ୍ରାର୍ଥୀ ହେଲେ କେତେ ଭୋଟ ପାଇବେ ? ଆଜି ଏ ପ୍ରଶ୍ନ ମୋହନ ଜେନାଙ୍କର ଜଣେ ବନ୍ଧୁ ତାଙ୍କର ଆଉ ଜଣେ ବନ୍ଧୁଙ୍କୁ ପଚାରିଥିଲେ। ବନ୍ଧୁ ଜଣକ ବିଦ୍ରୂପମିଶା ହସ ହସି ଉତ୍ତର […]
କେଦାର ମିଶ୍ର ମୁଁ ନିଆଁ, ମୋ ସାଙ୍ଗରେ ଖେଳନାଇଁ। ମୁଁ ମରିପାରେ, କିନ୍ତୁ ମରିବା ଆଗରୁ ଦୁଇ ଚାରି ଜଣଙ୍କୁ………. ମୁଁ ହିଞ୍ଜିଳୀରେ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି…ପ୍ରତିଦ୍ବନ୍ଦ୍ବୀ। ମୁଁ ବଡ ଓକିଲ ତମେ ଜାଣିନ କି? ମୁଁ ଇଲେକ୍ସନ କମିଶନଙ୍କ […]
ବିଜେଡ଼ି ଆଜି ୧୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘାେଷଣା କରିଛି । ସେମାନେ ହେଲେ.. ୧. ପାରାଦୀପ – ସମ୍ବିତ ରାଉତରାୟ ୨. ବଡ଼ଚଣା – ଅମର ଶତପଥୀ ୩. ପୁରୀ – ମହେଶ୍ବର ମହାନ୍ତି ୪. ତିର୍ତ୍ତୋଲ୍ […]
କଂଗ୍ରେସ ପକ୍ଷରୁ ଚଳିତ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହି ଆସନ ତାଲିକାରେ ରହିଛି ପୁରୀ, କେନ୍ଦୁଝର, କେନ୍ଦ୍ରାପଡା, ଜଗତସିଂହପୁର, ଢେଙ୍କାନାଳ, ଭଦ୍ରକ ଏବଂ ବାଲେଶ୍ବର। ଲୋକସଭା ପ୍ରାର୍ଥୀ- ୧-ପୁରୀ- ସତ୍ୟପ୍ରକାଶ ନାୟକ ୨-କେନ୍ଦୁଝର-ଫକୀର ମୋହନ ନାୟକ […]
କେଦାର ମିଶ୍ର ଏକଦା ସଂସଦରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ସମାଲୋଚନା କରିବାକୁ ଯାଇ ଆଜିର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ମନମୋହନ ବର୍ଷାତି ପିନ୍ଧି ଗାଧୁଆ ଘରକୁ ଯାଆନ୍ତି। ଏହାର ଅର୍ଥ ହେଉଛି ଯଦିଓ ମନମୋହନ ସିଂ ନିଜକୁ […]
ଦିଲ୍ଲୀପ ସାବତ ସିନେମା କଳାକାରମାନେ ଲୋକପ୍ରିୟତାକୁ ହାସଲ କରି ରାଜନୀତିରେ ଯୋଗ ଦେଇଥାନ୍ତି। ଅଭିନୟର ଏକ ଲମ୍ବା ଅଧ୍ୟାୟ ଅତିକ୍ରମ କଲାପରେ ଦର୍ଶକଙ୍କ ପାଖରେ ରାଜନୈତିକ ଏକ ଲୋକପ୍ରିୟ ସିନେତାରକାମାନଙ୍କ ରାଜନୀତିରେ ସଂପୃକ୍ତି, ସୁସ୍ଥ ଓ ସଫଳ ପଦ ମର୍ଯ୍ୟାଦା ହାସଲ ଦିଗରେ […]
ସମୀକ୍ଷା ବ୍ୟୁରୋ ଅଭିନେତାରୁ ନେତା ଆଉ ନେତାରୁ ସାଂସଦ ହୋଇଥିବା ସିଦ୍ଧାନ୍ତ ମହାପାତ୍ରଙ୍କ ବ୍ରହ୍ମପୁର ଟିକେଟ କଟିବା ପରେ ସେ ବିଧାନସଭା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିପାଇଁ ସିଦ୍ଧାନ୍ତ ନିଜର ଇଚ୍ଛାକୁ ଦଳର ସୁପ୍ରିମେ଼ୋ ନବୀନ ପଟ୍ଟନାୟକଙ୍କ ନିକଟରେ ଜଣାଇଛନ୍ତି। […]
ସମୀକ୍ଷା ବ୍ୟୁରୋ ତିନି ସପ୍ତାହ ତଳେ ସମୀକ୍ଷା ଡଟ କମ ରେ ଆମେ ଗୋଟେ ବିଶ୍ଳେଷଣ ପ୍ରସ୍ତୁତ କରିଥିଲୁ,ଯେଉଁଥିରେ ଆମେ ସ୍ପଷ୍ଟ କହିଥିଲୁ ଯେ “କେବଳ ବଲାଙ୍ଗୀର ଓ ପୁରୀ ଆସନକୁ ବାଦ ଦେଲେ ଅନ୍ୟ କୌଣସି ଆସନରେ ବର୍ତ୍ତମାନର ଲୋକସଭା […]
ଆଜି ମୁଖ୍ୟମନ୍ତ୍ରୀ ୯ଟି ଲୋକସଭା ଓ ୩୬ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ବିଜେଡ଼ିର ଲୋକସଭା ପ୍ରାର୍ଥୀ ୧-ଭୁବନେଶ୍ବର – ଅରୂପ ପଟ୍ଟନାୟକ ୨-କେନ୍ଦ୍ରାପଡ଼ା : ଅନୁଭବ ମହାନ୍ତି ୩-ପୁରୀ – ପିନାକୀ ମିଶ୍ର […]
କେଦାର ମିଶ୍ର ଜଣେ ବ୍ୟକ୍ତିର ଅହଂକାର ପାଖରେ ଓଡିଶା ଶାଖାର ଭାରତୀୟ ଜନତା ପାର୍ଟି ନିଜକୁ ବନ୍ଧା ପକାଇଦେଇଛି ଓ ସେହି ଲୋକର ଅହଂକାରକୁ ରାଜ୍ୟ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଏକ ନିର୍ଦ୍ଦିଷ୍ଟ ନେତୃତ୍ୱ ପ୍ରୋତ୍ସାହିତ କରୁଛନ୍ତି ବୋଲି ଆଜି […]
ସମୀକ୍ଷା ବ୍ୟୁରୋ ନିର୍ବାଚନ କମିଶନଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି, ନିର୍ବାଚନ ପ୍ରଚାର ସମୟରେ କୌଣସି ଧାର୍ମିକ ସଙ୍କେତ, ଧାର୍ମିକ ବିଶ୍ଵାସ ଓ ଦେବୀ ଦେବତାଙ୍କର ବ୍ୟବହାର ହୋଇ ପାରିବ ନାହିଁ। ହେଲେ ପ୍ରତିଷ୍ଠିତ ନିର୍ବାଚନୀ ପରମ୍ପରାକୁ ଏକ ପ୍ରକାର ଗୋଇଠା ମାରି […]