କେଦାର ମିଶ୍ର ଗତ ପାଞ୍ଚବର୍ଷ ଶାସନରେ ରହିଥିବା ବିଜେପି ସରକାର ଭାରତୀୟ ଇତିହାସରେ ଅନ୍ତତଃ ଦୁଇଟି କଥା ପାଇଁ ମନେ ରହିବେ ଓ ଦୁଇଟି ଯାକ କଥା ଆଦୌ ଭଲ ନୁହେଁ। ପ୍ରଥମ କଥାଟି ହେଲା, ନରେନ୍ଦ୍ର ମୋଦୀ ଦେଶର ଏକମାତ୍ର […]
କେଦାର ମିଶ୍ର ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଯେଉଁ ନିର୍ବାଚନ ପଣ୍ଡିତମାନେ ଭବିଷ୍ୟବାଣୀ କରୁଥିଲେ, ସମସ୍ତଙ୍କର ବିଶ୍ଵାସ ଥିଲା ଯେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଭାରତୀୟ ଜନତା ପାର୍ଟିର ସରକାର ଗଠିତ ହେବ, କିନ୍ତୁ ସେ ସରକାରକୁ ହୁଏତ ପୂର୍ଣ୍ଣ ବହୁମତ […]
କେଦାର ମିଶ୍ର ଓଡିଶାରେ ଯେଉଁ ସଂବାଦପତ୍ର ବା ଟେଲିଭିଜନ ଚାନେଲର ମାଲିକଙ୍କ ନାଁ ନେବେ, ସେ କୌଣସି ନା କୌଣସି ରାଜନୈତିକ ଦଳ ସହ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ। କେବଳ ସଂପୃକ୍ତି ନୁହେଁ, ଏମାନେ ସିଧାସଳଖ ରାଜନୈତିକ କ୍ଷମତା କେନ୍ଦ୍ରର ଜଣେ […]
ସମୀକ୍ଷା ବ୍ୟୁରୋ ଏପ୍ରିଲ 11 ତାରିଖରେ ହେବ କଳାହାଣ୍ଡି ଓ ବ୍ରହ୍ମପୁର ସମେତ 4ଟି ଲୋକସଭା ଆସନରେ ନିର୍ବାଚନ। ସେହିପରି ଏପ୍ରିଲ 18 ତାରିଖରେ ହେବ ବରଗଡ ଓ ସୁନ୍ଦରଗଡ ସମେତ ଆଉ ଦୁଇଟି ଲୋକସଭା ଆସନରେ ଭୋଟ ଗ୍ରହଣ। ନିର୍ବାଚନ […]
ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଏକ ପ୍ରେସମିଟରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ୭ଟି ପର୍ଯ୍ୟାୟରେ ଦେଶରେ ନିର୍ବାଚନ ହେବ। ଏପ୍ରିଲ ୧୧ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଦ୍ବିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୮ରେ, […]
ସମୀକ୍ଷା ବ୍ୟୁରୋ “କେନ୍ଦ୍ରାପଡା ମାଟି ବିଜୁ ବାବୁଙ୍କର ମାଟି। ବିଜୁ ବାବୁଙ୍କ କର୍ମଭୂମି ଐତିହାସିକ କେନ୍ଦ୍ରାପଡା ମାଟିରୁ ମୁଁ ଘୋଷଣା କରୁଛି, ଆଗାମୀ ନିର୍ବାଚନରେ ଓଡ଼ିଶାରୁ ୩୩% ମହିଳା ସଂସଦକୁ ଯିବେ। ଓଡ଼ିଶାର ମହିଳାମାନେ ନାରୀ ସଶକ୍ତିକରଣ କ୍ଷେତ୍ରରେ ସାରା ଭାରତକୁ […]
ସମୀକ୍ଷା ବ୍ୟୁରୋ ୨୦୧୮ ଅକ୍ଟୋବର ବେଳକୁ ଶୁଣା ଯାଉଥିଲା ଯେ ଦେଶରେ ଆଗୁଆ ଲୋକସଭା ନିର୍ବାଚନ ଘୋଷଣା ହୋଇଯାଇପାରେ। ମଧ୍ୟ ପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ବିଧାନସଭା ନିର୍ବାଚନ ସହିତ ଲୋକସଭା ନିର୍ବାଚନ ହୋଇଯାଇପାରେ ବୋଲି ସେତେବେଳେ କଲ୍ପନା ଜଳ୍ପନା ପ୍ରକାଶ […]
କେଦାର ମିଶ୍ର ଅର୍ଥନୀତି ପଢିଥିବା ଲୋକେ ମାକ୍ରୋ ଏବଂ ମାଇକ୍ରୋ ଶବ୍ଦ ବିଷୟରେ ବେଶ ସଚେତନ। ରାଜନୀତିରେ ମଧ୍ୟ ମାଇକ୍ରୋ ମଡେଲ ରୁ ମାଇକ୍ରୋ ମଡେଲ ର ଆକଳନ କରିହୁଏ। ଫେବୃଆରୀ ୨୦୧୮ରେ ଅନୁଷ୍ଠିତ ବିଜେପୁର ବିଧାନସଭା ଉପ ନିର୍ବାଚନ ଆଧାରରେ […]
ସମୀକ୍ଷା ବ୍ୟୁରୋ ନିର୍ବାଚନ ସମୟ ଯେତିକି ପାଖେଇ ପାଖେଇ ଆସୁଛି. ବିଜେଡିର ଚିନ୍ତା ସେତିକି ବଢିବାରେ ଲାଗିଛି। ଧିରେ ଧିରେ ଦଳରେ ଆଶାୟୀଙ୍କ ସଂଖ୍ୟା ମଧ୍ୟ ବଢୁଥିବାରୁ ଏଥର କାହାକୁ ଟିକେଟ ଦିଆଯିବ କାହାକୁ ନାହିଁ ସେହି ଚିନ୍ତାରେ ବର୍ତ୍ତମାନ ବିଜେଡି […]
ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ବର୍ତ୍ତମାନ ନୂଆଦିଲ୍ଲୀରେ ଅଛନ୍ତି। ତିନିଦିନ ଧରି ସେ ଦିଲ୍ଲୀରେ ଡେରାପକାଇଛନ୍ତି। ନୂଆଦିଲ୍ଲୀ ସୁତ୍ରରୁ ଜଣାପଡିଛି ଯେ, ଦାମ ରାଉତ କୁଆଡେ ବିଜେପିରେ ମିଶିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଏଥିମଧ୍ୟରେ ସେ ବିଭିନ୍ନ […]
ସମୀକ୍ଷା ବ୍ୟୁରୋ ବୈଜୟନ୍ତ ପଣ୍ଡା ବିଜେପିର ଜାତୀୟ ଉପସଭାପତି ଓ ମୁଖପାତ୍ର ଭାବେ ନିୟୁକ୍ତି ପାଇବା ପରେ ଓଡିଶାରେ ବିଜେପିର ସମୀକରଣ ବଦଳିବାକୁ ଯାଉଛି । କେନ୍ଦ୍ରୀୟ ନେତୃତ୍ବ ବୈଜୟନ୍ତଙ୍କୁ ଯେ ଅଧିକ ଗୁରୁତ୍ବ ଦେଉଛି, ତାହା ଆଉ ଅଛପା ହୋଇ […]
କେଦାର ମିଶ୍ର ୧୯୯୮ ମସିହାରେ ବିଜୁ ଜନତା ଦଳ ଗଠନ ହେବା ପରଠୁ ଏହି ଦଳ ନିରନ୍ତର ଭାବରେ ଓଡିଶାର ସବୁ ନିର୍ବାଚନ ଜିଣି ଆସୁଛି। ୨୦ ବର୍ଷରୁ ଅଧିକ କାଳ କେନ୍ଦ୍ର(ନବୀନ ବାବୁ ପ୍ରଥମେ ବାଜପାୟୀ ସରକାର ରେ ମନ୍ତ୍ରୀ […]
ସାଗରିକା ବଲିଉଡ୍ରେ ମହିଳାଙ୍କୁ ନେଇ ପ୍ରଥମ ଫିଲ୍ମ ଭାବେ ‘ମଦର ଇଣ୍ଡିଆ’ (୧୯୫୭)ରେ ରିଲିଜ୍ ହୋଇଥିଲା । ଏହି ଫିଲ୍ମରେ ନର୍ଗିସ୍ ଦତ୍ତ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଜଣେ ନାରୀର ସଂର୍ଘଷକୁ ନେଇ ଏହି ଫିଲ୍ମଟି ସୁପରହିଟ୍ ରହିଥିଲା […]
କେଦାର ମିଶ୍ର ୨୦୧୪ ସାଧାରଣ ନିର୍ବାଚନରେ ଭୋଟଦାନ କେନ୍ଦ୍ରକୁ ଆସି ନିଜର ମତଦାନ ସାବ୍ୟସ୍ତ କରିଥିବା ଭାରତୀୟ ମହିଳା ଭୋଟରଙ୍କ ସଂଖ୍ୟା ଥିଲା ୩୮,୭୯,୧୧,୩୩୦ ଓ ଏହା ଥିଲା ସମୁଦାୟ ଭୋଟରଙ୍କର ୪୭.୬୨ %। ଗତ ତିନୋଟି ଯାକ ସାଧାରଣ ନିର୍ବାଚନରେ […]
କେଦାର ମିଶ୍ର ରାଫାଲେ କିଣା ମାମଲାରେ ଦିନକୁ ଦିନ ନରେନ୍ଦ୍ର ମୋଦୀ ସରକାରଙ୍କ ବିଚିତ୍ର ସ୍ଵରୂପ ଲୋକଲୋଚନକୁ ଆସୁଛି। ଦେଶପ୍ରେମ ଓ ପାକିସ୍ତାନ ବିରୋଧୀ ହାୱା ସୃଷ୍ଟି କରି ରାଫାଲେ ଦୁର୍ନୀତି ମାମଲାରୁ ଲୋକଙ୍କ ନଜର ହଟାଇବାକୁ ମୋଦୀ ସରକାର ବହୁ […]
ସମୀକ୍ଷା ବ୍ୟୁରୋ ସକ୍ରିୟ ରାଜନୀତିକୁ ଆସିବେ ଢେଙ୍କାନାଳ ରାଜା କାମାକ୍ଷା ପ୍ରସାଦ ସିଂହଦେଓ। କଂଗ୍ରେସ ଚୟନ କମିଟ ତାଙ୍କ ନାମକୁ ସୁପାରିଶ କରିଛି। କାମାକ୍ଷା ପ୍ରସାଦ ଦୀର୍ଘ ଦିନ ଧରି ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ। ହଠାତ ତାଙ୍କ ନାମକୁ ଚୟନ […]
ସମୀକ୍ଷା ବ୍ୟୁରୋ ପ୍ରଦେଶ କଂଗ୍ରେସ କମିଟର ବସିଥିବା ଚୟନ କମିଟ 121ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ସୁପାରିଶ କରିଛି। ଏଆଇସିସି ର ମୋହର ବାଜିବା ପରେ ଏହି ତାଲିକା ଚୁଡାନ୍ତ ହେବ। କମ୍ୟୁନିଷ୍ଟ ଦଳ ସହିତ କଂଗ୍ରେସ ବୁଝାମଣା […]
କେଦାର ମିଶ୍ର ୨୦୧୯ ସାଧାରଣ ନିର୍ବାଚନରେ ଓଡିଶାରୁ ଲୋକସଭାକୁ ପଠାଇବା ପାଇଁ ଶାସକ ବିଜୁ ଜନତା ଦଳ ନୂଆ ମୁହଁ ଖୋଜୁଛି। ବର୍ତ୍ତମାନ ଲୋକସଭା ସଦସ୍ୟ ଥିବା ପୁରୁଖା ନେତାଙ୍କୁ ବିଶ୍ରାମ ଦେଇ ସେମାନଙ୍କ ସ୍ଥାନରେ ନୂଆ ନେତାଙ୍କୁ ଲୋକସଭା ନିର୍ବାଚନରେ […]
ଜ୍ୟୋତି ନନ୍ଦ ଏଇ କାନ୍ଥଟି ଏବେ ଅଛି କି ନାହିଁ ମୋର ସଠିକ ଧାରଣା ନାହିଁ। ନ ଥିବାର ଯଥେଷ୍ଟ ସଂଭାବନା ରହିଛି। ଗୋଟିଏ ଯୁଦ୍ଧର ବିଭୀଷିକାକୁ ସହି ନେବାର ସାମର୍ଥ୍ୟ କୌଣସି ଏକ ସାଧାରଣ କାନ୍ଥର କ’ଣ କେବେ ରହିପାରିବ […]
ପ୍ରଶାନ୍ତ ପଟ୍ଟନାୟକ ଜଣେ ଅତ୍ୟନ୍ତ ଦୁଃସାହସିକ, ବୈମାନିକ ଓ ଦୂରଦ୍ରଷ୍ଟା ରାଷ୍ଟ୍ରନୀତିଜ୍ଞ ଭାବରେ ବିଜୁବାବୁଙ୍କୁ ସମସ୍ତେ ଜାଣନ୍ତି । କିନ୍ତୁ ସାମ୍ବାଦିକତା କ୍ଷେତ୍ରରେ ବିଜୁବାବୁଙ୍କର ଅବଦାନ ସମ୍ପର୍କ କେବେ ହେଲେ ଅ ।ଲୋଚନା ହେଉନଥିବାରୁ ତାଙ୍କ ଜୀବନର ଏହି ଦିଗଟି ପ୍ରାୟ […]
କେଦାର ମିଶ୍ର ବୈଜୟନ୍ତ ପଣ୍ଡା ବିଜେପିକୁ ଆସିଲେ କିଛି ଗୋଟେ ବିରାଟ ରାଜନୈତିକ ପରିବର୍ତ୍ତନ ହେବନାଇଁ, ଏକଥା ଓଡିଶାବାସୀ ଜାଣନ୍ତି। ଏ ବିଷୟରେ ଆଗରୁ ବହୁ ଆଲୋଚନା ହୋଇସାରିଛି। ତେଣୁ ପୁରୁଣାକଥାର ପୁନରାବୃତ୍ତି କରିବାକୁ ଆମେ ଚାହୁଁନାହୁଁ। ବୈଜୟନ୍ତ ଓଡିଶାର ନେତା, […]