କୈଳାସ ଚନ୍ଦ୍ର ଦାଶ ଊନବିଂଶ ଶତକର ଶେଷଭାଗରୁ ବିଂଶ ଶତକର ମଧ୍ୟଭାଗ ପର୍ଯ୍ୟନ୍ତ ଓଡିଶାରେ ସମାଜ ସଂସ୍କୃତି କ୍ଷେତ୍ରରେ ଅବିସ୍ମରଣୀୟ ଆଲୋଡନରେ ନାରୀମାନଙ୍କର ଭୂମିକା ଉପରେ ଆବଶ୍ୟକ ଗୁରୁତ୍ୱ ଦିଆଯିବା ଉଚିତ । ଏହି କାଳରେ ନାରୀଶିକ୍ଷା ଉପରେ ମଧ୍ୟ ଗୁରୁତ୍ୱ […]
କେଦାର ମିଶ୍ର ଆସନ୍ତା ମେ ମାସରେ ମୋଦୀ ସରକାରର କାର୍ୟକାଳ ପୂରିବାକୁ ଯାଉଥିବାରୁ ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବାର ଅଧିକାର ତାଙ୍କର ନାହିଁ। ତେଣୁ ଏକ ମଧ୍ୟବର୍ତ୍ତୀ ବଜେଟକୁ ପୂର୍ଣ୍ଣାଙ୍ଗ ବଜେଟ ଭାବରେ ପରିବେଷଣ କରିବା ସହିତ ଏହାକୁ ନିର୍ବାଚନ […]
ସମୀକ୍ଷା ବ୍ୟୁରୋ ଲୋକସଭାରେ ୨୦୧୯-୨୦ ବର୍ଷ ଲାଗି ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଆଗତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ । ଏହି ବଜେଟର ମୁଖ୍ୟାଂଶଗୁଡିକ ହେଲା.. ୨୭,୮୪,୨୦୦ କୋଟି ଟଙ୍କାର ମୋଟ ବ୍ୟୟବରାଦ ମୂଳଧନୀ ବ୍ୟୟ ପରିମାଣ ୩,୩୬.୨୯ କୋଟି ଟଙ୍କା […]
ସମୀକ୍ଷା ବ୍ୟୁରୋ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ଆଜି ଲୋକସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଏକ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଆଗତ କରିଛନ୍ତି । ନୂତନ ବଜେଟ୍ରେ ମୋଟ ବ୍ୟୟ ପରିମାଣ ୨୭, ୮୪,୨୦୦ କୋଟି ଟଙ୍କା ରଖାଯାଇଛି, ଯାହାକି […]
କେଦାର ମିଶ୍ର ଆଜିକୁ ଚାରି ବର୍ଷ ନଅ ମାସ ତଳୁ ପୂର୍ବ ଭାରତୀୟ ରାଜ୍ୟ ଗୁଡିକରେ ଘଟିଥିବା ଚିଟ ଫଣ୍ଡ ଦୁର୍ନୀତିର ତଦନ୍ତ କରିବାକୁ ମାନ୍ୟବର ସୁପ୍ରିମ କୋର୍ଟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ କୁ ଦାୟିତ୍ଵ ଦେଇଥିଲେ। ପଶ୍ଚିମ ବଙ୍ଗ, […]
କେଦାର ମିଶ୍ର କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଭୁବନେଶ୍ବରରେ କହିଲେ, “ନବୀନ ପଟ୍ଟନାୟକ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରିମୋଟ କଣ୍ଟ୍ରୋଲ ଦ୍ଵାରା ନିୟନ୍ତ୍ରିତ ହେଉଛନ୍ତି। ଦିଲ୍ଲୀ ରୁ ଥାଇ ନରେନ୍ଦ୍ର ମୋଦୀ ନବୀନ ପଟ୍ଟନାୟକଙ୍କୁ ଉଠ ବସ କରୁଛନ୍ତି।“ ତା […]
ସମୀକ୍ଷା ବ୍ୟୁରୋ ଭାରତୀୟ ସମ୍ବିଧାନର ଧାରା ୧୦୫(୩) ଓ ୧୯୪(୩) ଅନୁଯାୟୀ ବିଧାନପାଳିକାର ସ୍ଵାଧିକାରର ସୀମା ଓ ପରିସର କେତେ, ସେ ବିଷୟରେ ନିର୍ଣ୍ଣାୟକ ଆଲୋଚନା ହୋଇଛି। ୧୯୫୨, ୧୯୫୮ ଓ ୧୯୬୫ ମସିହାରେ ସୁପ୍ରିମ କୋର୍ଟର ତିନୋଟି ସାମ୍ବିଧାନିକ ବେଞ୍ଚ ଦେଇଥିବା ରାୟର […]
ଜ୍ୟୋତି ନନ୍ଦ ଏହି ରାଜନୈତିକ ପିତୃପୁରୁଷ ସନ୍ଥଙ୍କର ବିଶେଷରେ ତାଙ୍କର ମାନସିକ ସ୍ୱାସ୍ଥ୍ୟପରୀକ୍ଷା କିଛି ବିଶିଷ୍ଟ ମନସ୍ତତ୍ୱବିତଙ୍କ ଉପଲବ୍ଧିର ଆଧାରରେ କରାଯିବାର ପ୍ରୟାସ ଏଇଠି,ତେଣୁ ନିବେଦନ ଆଜିକାଲି ଯେଉଁ ସହଜ ରାଜନୈତିକ ବ୍ୟାୟାମଟି ସମସ୍ତଙ୍କର ପ୍ରିୟଭାଜନ ହେବାରେ ଲାଗିଛି,ଅର୍ଥାତ୍ ହଠାତ୍ ଏକ […]
କେଦାର ମିଶ୍ର ‘ବାପୁ ତାଙ୍କ ଜୀବନରେ କେବେବି ଥଣ୍ଡା ପାଣିରେ ଗାଧେଇ ନଥିଲେ। ସେଦିନ ଜାନୁଆରୀ ଶୀତର ରାତି ଦୁଇଟାରେ, ମୁଁ ବାପୁଙ୍କ ମୃତ ଶରୀର ଉପରେ ଥଣ୍ଡା ପାଣି ଢାଳିଥାନ୍ତି କେମିତି! ମୋର ଛାତି ଫାଟି ଗଲା ପରି ଲାଗୁଥିଲା […]
ସମୀକ୍ଷା ବ୍ୟୁରୋ ଜର୍ଜ ଫର୍ଣ୍ଣାଣ୍ଡେଜ(୩,ଜୁନ,୧୯୩୦- ୨୯,ଜାନୁଆରୀ,୨୦୧୯) ବହୁ ବର୍ଷ ଧରି ନୀରବ ଥିଲେ। ତାଙ୍କର ସ୍ମରଣଶକ୍ତି ଚାଲି ଯାଇଥିଲା ଓ ସେ ଏକପ୍ରକାର ବିଚ୍ଛିନ୍ନ ଜୀବନରେ ଥିଲେ। ଏକଥା ଭାବିଲା ବେଳକୁ କେମିତି ଗୋଟେ ଅସହାୟ ଲାଗୁଛି। ଭାରତୀୟ ରାଜନୀତିରେ ଯାହାଙ୍କର […]
କେଦାର ମିଶ୍ର ‘ସାରା ଦେଶକୁ ପାହାଡ଼ ଘେରି ରହିଛି ଓ ଅସୁମାରି ପର୍ବତମାଳା ଦ୍ୱାରା ଏହା ଖଣ୍ଡ ଖଣ୍ଡ ହୋଇ ଅନେକ ରାଜ୍ୟରେ ପରିଣତ ହୋଇଛି। ପାହାଡ଼ ଏପାଖେ ରହୁଥିବା ଲୋକ ସେପାଖର ରାଜା ବା ଜାହାଙ୍ଗୀର ବିଷୟରେ କିଛି ଜାଣନ୍ତି […]
କେଦାର ମିଶ୍ର “କହେ ସାଲବେଗ ହୀନ ଜାତିରେ ମୁଁ ଯବନ, ଶ୍ରୀ ରଂଗା ଚରଣ ବିନୁ ନ ଜାଣଇ ଆନ”- ଓଡିଶାର ଘରେ ଘରେ ପରିଚିତ ଯବନ କବି ସାଲାବେଗଂକ ଏହି ଭାବପ୍ରବଣ ସ୍ବୀକାରୋକ୍ତି ଓଡିଶାର ସାଂସ୍କୃତିକ ଜୀବନରେ ନୂଆ ଏକ […]
ସୁଧାଶ୍ରୀ ଦାଶ ବିଦେଶରେ ରହି ମୁଁ ଗୋଟେ କଥା ବୁଝିସାରିଛି, ଯାହା ଆମେ ଦେଖିବା ଓ ଅନୁଭବ କରିବା, ତାକୁ ହିଁ ବିଶ୍ବାସ କରିବା । ସତ୍ୟ ସବୁବେଳେ ‘ତିନି ତୁଣ୍ଡରେ ଛେଳି କୁକୁର’ ନୁହେଁ । ୨୦୧୪ ସାଧାରଣ ନିର୍ବାଚନ […]
କେଦାର ମିଶ୍ର ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଦୀର୍ଘ ବର୍ଷ ଧରି ଓଡିଶାର ଜନ ସାଧାରଣ ଦାବି କରି ଆସୁଛନ୍ତି। ଜୀବନ କାଳ ଭିତରେ ବିଜୁ ବାବୁଙ୍କୁ ଭାରତ ସରକାର କୌଣସି ସମ୍ମାନ ପ୍ରଦାନ କରିନଥିଲେ। ତାଙ୍କ ଅବର୍ତ୍ତମାନରେ […]
କେଦାର ମିଶ୍ର ରାଜନୀତିରେ ବିରୋଧ ଏକ ସ୍ଵାଭାବିକ ପ୍ରକ୍ରିୟା। ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ରାଜନୈତିକ ଦଳ ଗୁଡିକ ପରସ୍ପରକୁ ଆକ୍ଷେପ ପ୍ରତି ଆକ୍ଷେପ କରନ୍ତି, କରିବା ନିହାତି ଉଚିତ। ସେହି ଦୃଷ୍ଟିରୁ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ଯେତେବେଳେ ନିଜର […]
ସମୀକ୍ଷା ବ୍ୟୁରୋ ଝାରସୁଗୁଡାରୁ କଂଗ୍ରେସ ଟିକଟରେ ଗତ ତିନୋଟି ଯାକ ବିଧାନସଭା ନିର୍ବାଚନ ଜିଣିଥିବା ନବ ଦାସ ଆସନ୍ତା ନିର୍ବାଚନର ଠିକ ଅବ୍ୟବହିତ ପୂର୍ବରୁ ଶାସକ ବିଜେଡି ରେ ଯୋଗଦାନ କରିବା ଓଡିଶାର ରାଜନୈତିକ ସମୀକରଣକୁ ଓଲଟ ପାଲଟ କରିଦେଇଛି। ପଶ୍ଚିମ […]
କେଦାର ମିଶ୍ର ପ୍ରିୟାଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସ ଦଳର ସାଧାରଣ ସମ୍ପାଦକ ନିଯୁକ୍ତ ହେବା, ଗୋଟେ ବଡ ଖବର କି? ପ୍ରିୟାଙ୍କା ଆସିଲା ପରେ କଂଗ୍ରେସର ଆଭ୍ୟନ୍ତରୀଣ ମହଲରୁ ଖୁସିର ବାର୍ତ୍ତା ଆସିବା ସ୍ଵାଭାବିକ, ତେବେ ଏହାକୁ ନେଇ ବିଜେପି ଶିବିର […]
କେଦାର ମିଶ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଜି ଯଦି ବଞ୍ଚିଥାନ୍ତେ, ତା’ହେଲେ ତାଙ୍କୁ ୧୨୨ ବର୍ଷ ହେଉଥା’ନ୍ତା । ୧୯୪୫ ମସିହା ଅଗଷ୍ଟ ମାସରୁ ଆଜି ପର୍ଯ୍ୟନ୍ତ ନେତାଜୀଙ୍କ ମୃତ୍ୟକୁ ନେଇ ଅନେକ ଗୁଜବ, ଗୁମର ଓ ଗୁରୁତର ତଥ୍ୟ […]
କୈଳାସଚନ୍ଦ୍ର ଦାଶ ୧୯୧୪ ବେଳକୁ ‘ସମ୍ବଲପୁରହିତୈଷିଣୀ ସମ୍ବାଦପତ୍ରରେ ଚିତ୍ର ଅଙ୍କନ କର୍ମ ଉପରେ ଆଲୋଚନା କରାଯାଇ ମନ୍ତବ୍ୟ ପ୍ରକାଶ କରାଯାଇଥିଲା-“ଚିତ୍ର ଅଙ୍କନ କର୍ମ ବର୍ତ୍ତମାନ ପ୍ରାୟ ଓଡିଶାରେ ଲୁପ୍ତ ହୋଇଅଛି ।ଓଡିଆମାନେ ଚିତ୍ରକର, ଶିଳ୍ପକର ରୂପେ ଜଗତ ବିଖ୍ୟାତହୋଇଥିଲେ ।କାଳର ଦାରୁଣ […]
ଜ୍ୟୋତି ରଞ୍ଜନ ମହାପାତ୍ର ସ୍ୱାଧୀନତା ସଂଗ୍ରାମ କାଳରେ ଆମରି ଜାତୀୟକବି ବୀରକିଶୋର ଦାସ ଲେଖିଥିଲେ “ଧଳା ବଦଳରେ କଳା ହେଲେ ଜୋକ, କଟିବ କି କୋଟି ଜନତାଙ୍କ ଦୁଃଖ-ଚାଷୀ ମୂଲିଆଙ୍କ ଖପୁରୀକୁ ଚିରି, ଦିଲ୍ଲୀ ଦରବାର ଗଢ଼ିବା କି?’ ଉକ୍ରଳମଣି ପଣ୍ଡିତ […]
ସମୀକ୍ଷା ବ୍ୟୁରୋ ରାଜ୍ୟ ରାଜନୀତିକୁ ଯଦି ନିରିଖେଇ ଦେଖାଯାଏ ତେବେ ସ୍ପଷ୍ଟ ହେବ ଯେ, ରାଜ୍ୟର ପ୍ରମୁଖ ତିନୋଟି ଦଳର ଅନେକ ନେତା ଅଛନ୍ତି ଯେଉଁମାନେ ଭବିଷ୍ୟତରେ ମୁଖ୍ୟମନ୍ତ୍ରୀ ହେବାକୁ ମନେ ମନେ ସ୍ୱପ୍ନ ଦେଖୁଛନ୍ତି ଓ ପାଗ ଭିଡି ବସିଛନ୍ତି […]