କେଦାର ମିଶ୍ର ଅସୁରକ୍ଷିତ ଓ ଅରକ୍ଷିତ ଜୀବ ମାନଂକର ଏକ ତାଲିକା ଯଦି ତିଆରି କରାଯାଏ ସେହି ତାଲିକାରେ ଆଉ କିଏ ରହୁ କି ନ ରହୁ ସାମ୍ବାଦିକ ନାମକ ପ୍ରାଣୀଟି ନିଶ୍ଚୟ ରହିବ! ପାଠକେ ହୁଏତ ଏ କଥା କୁ […]
ସମୀକ୍ଷା ବ୍ୟୁରୋ- ସାରା ଦେଶରେ କୃଷି ଋଣ ଛାଡ କରିବାଲାଗି ରାଜନୈତିକ ପ୍ରତିଯୋଗିତା ଚାଲିଥିବାବେଳେ, ଓଡିଶା ସରକାର କୃଷକଙ୍କ ସହାୟତା ଲାଗି ଏକ ଭିନ୍ନ ବାଟ ବାଛିଛନ୍ତି। କୃଷିଋଣ ଛାଡ କରିଦେଲେ ଚାଷୀର ହୁଏତ ବର୍ଷକର ସମସ୍ୟା କିଛିଟା ହାଲୁକା ହୋଇଯାଇପାରେ, […]
ସମୀକ୍ଷା ବ୍ୟୁରୋ ସରକାର କିଛି ବି କରିପାରେ। ଆମ ସମୟର ଜଣେ ଅତ୍ୟନ୍ତ ଶକ୍ତିଶାଳୀ କବି ଭାରତ ମାଝିଙ୍କ ଗୋଟେ କବିତାର ଆରମ୍ଭ ଥିଲା ଏମିତି। କବିତାଟିରେ ଭାରତ କହିଥିଲେ, ସରକାର ଆମ ଜୀବନକୁ ନେଇ କିଛି ବି କରିପାରେ। ଗଣତନ୍ତ୍ରର […]
କେଦାର ମିଶ୍ର ତୈମୁର ଅଲ୍ଲୀ ଖାନ୍, ସେଇଫ ଅଲି ଖାନ ଓ କରୀନା କପୁରଙ୍କ ପୁଅ। ବୟସ ମାତ୍ର ଏକ ବର୍ଷ । ଅଥଚ ଗଣମାଧ୍ୟମରେ ତାଙ୍କୁ ନେଇ ଅନବରତ ଚର୍ଚ୍ଚା। ଗୋଟେ ଖବର କହୁଛି, ତାଙ୍କ ଫଟୋ କୁଆଡେ ୧୫୦୦ […]
କେଦାର ମିଶ୍ର- ହିନ୍ଦୀ ହୃଦୟ କ୍ଷେତ୍ର ବୋଲି କୁହାଯାଉଥିବା ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପାଇଁ ଦଳର ନେତା ରାହୁଲ ଗାନ୍ଧୀ ଯେତିକି ଶ୍ରେୟ, ତାଠୁ ଟିକେ ଅଧିକ ଶ୍ରେୟ ଯିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ […]
ପ୍ରିୟ ରଞ୍ଜନ ସାହୁ ସାମ୍ବାଦିକତା କ୍ଷେତ୍ରରେ ମୋର ପାଖାପାଖି ୩୦ ବର୍ଷର ଅଭିଜ୍ଞତା । ସବୁ ସମୟ ଖବରକାଗଜରେ ଲେଖିଆସିଛି, କିନ୍ତୁ କଥା କହିବାରେ ମୁଁ ବହୁତ ଦୁର୍ବଳ । ମୁଁ ଯାହା ଲେଖେ, ଠିକ୍ ସେଇ କଥା କାହା ସାମନାରେ […]
ସମୀକ୍ଷା ବ୍ୟୁରୋ- -ବାରମ୍ବାର ଆମେ ହାରିଯାଉଛୁ, ଏଟା ଲଜ୍ଜା ଲାଗୁନି। -ଦଳ ପାଇଁ ଯଦି କାମ କରୁନାହାନ୍ତି, ତାହେଲେ ଆପଣ ଦଳ ଛାଡି ଚାଲିଯାଆନ୍ତୁ । – ମୁଁ ଅନୁରୋଧ କରିବି ଯେଉଁମାନେ ୟାଙ୍କ କି ତାଙ୍କ ସାଙ୍ଗରେ ଅଛନ୍ତି, […]
ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ, ଓଡିଶା ଗତ କେତେ ସପ୍ତାହ ଧରି ଓଡିଶା ବଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ତଥା ପ୍ରସିଦ୍ଧ ଅନେକ ବ୍ୟକ୍ତିଙ୍କୁ ଆତିଥେୟତା ପ୍ରଦାନ କରିଛି । ଭୁବନେଶ୍ୱରରେ ଅନୁଷ୍ଠିତ ମେକ୍-ଇନ୍-ଓଡିଶା କାର୍ଯ୍ୟକ୍ରମରେ ବିଶିଷ୍ଟ ଭାରତୀୟ ଶିଳ୍ପପତି ମାନେ ଏକାଠି ହୋଇଥିଲେ […]
ସୁଧାଶ୍ରୀ ଦାଶ ଜଣେ ପ୍ରବାସୀ ଭାରତୀୟ ହିସାବରେ ନିଜ ସଂସ୍କୃତି ଓ ଗରିମାକୁ ଧରି ରଖିବାର ଦାୟିତ୍ଵକୁ ମୁଁ ସବୁବେଳେ ଅନୁଭବ କରେ। ସେ ନିଜ ବେଶ ପୋଷାକ ଦ୍ଵାରା ହେଉ ବା ଚାଲିଚଳନ, ମୁଁ ଚେଷ୍ଟା କରେ ନିଜକୁ ଓଡିଆ […]
କେଦାର ମିଶ୍ର ଗତ କିଛିଦିନ ହେବ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ମୁଖିଆ ମୋହନ ଭାଗବତ ଓଡିଶାରେ ଅଛନ୍ତି। ତାଙ୍କ ରହଣି କାଳରେ ସେ ଓଡିଶାର ଦୁଇଜଣ ବିଶିଷ୍ଟ ମହିଳାଙ୍କୁ ସାକ୍ଷାତ କରିବାକୁ ନେଇ ବିଜେପି ରାଜନୀତିରେ ସମୀକରଣ ବଦଳିବାର ସୂଚନା […]
କେଦାର ମିଶ୍ର – ବାବୁ ତୁ କ’ଣ ଆଉ ସିନେମାରେ କାମ କରୁନୁ? – ନାଇଁରେ, ମୁଁ ବୁଢ଼ା ହୋଇଗଲିଣି ତ? ସେଥିପାଇଁ ସେମାନେ ମୋତେ ଆଉ ଖୋଜୁନାହାନ୍ତି । ଯା’ହେଉ, ତୁ ମୋତେ ମନେରଖିଛୁ । ପ୍ରାୟ ପାଞ୍ଚବର୍ଷ ତଳେ […]
ସମୀକ୍ଷା ବ୍ୟୁରୋ- ଶେଷରେ ହକି ମହାକୁମ୍ଭର ପରିସମାପ୍ତି ଘଟିଛି। କଳିଙ୍ଗ ଷ୍ଟାଡିୟମ ରେ ଅନୁଷ୍ଠିତ ବିଶ୍ଵକପ ପୁରୁଷ ହକି ରେ ବେଲଜିଅମ ପ୍ରଥମଥର ଲାଗି ବିଶ୍ଵ ବିଜେତା ହୋଇଛି। ଗତ ୧୮ ଦିନ ଧରି ରାଜଧାନୀ ଭୁବନେଶ୍ବରରେ ଯେଉଁ ଉତ୍ସବ ମୁଖର […]
ପ୍ରିୟ ରଞ୍ଜନ ସାହୁ ନବେ ଦଶକରେ ଦିଲ୍ଲୀରେ ମୁଁ କାର୍ଯ୍ୟରତ ଥିଲି ଦଶ ବର୍ଷରୁ ଉର୍ଦ୍ଧ I ଅବିବାହିତ ଜୀବନ I ଖାଇବାର କିଛି ଠିକ ଠିକଣା ନଥିଲା I କେତେବେଳେ ଘରେ ରୋଷେଇ ବା କେତେବେଳେ ବାହାରେ ଖାଇବା ହେଉଥିଲା […]
କେଦାର ମିଶ୍ର ଦେଶର ସର୍ବୋଚ୍ଚ ଅଦାଲତ ମଧ୍ୟ ଭୁଲ କରନ୍ତି। ଇଂରାଜୀରେ ଗୋଟେ କଥା ଅଛି, to err is human, ମାନେ ଭୁଲ କରିବା ଗୋଟେ ମାନବୀୟ ଗୁଣ। ଯେତେ ଧର୍ମାବତାର ହେଲେ ମଧ୍ୟ ବିଚାରପତିମାନେ ମଣିଷ। ସେମାନେ ଭୁଲ […]
ମୂଳ ରଚନା- ଆଉଡ୍ରେ ଟ୍ରୁସକେ ଅନୁସୃଜନ- ଜ୍ୟୋତି ନନ୍ଦ ତଥାକଥିତ “ଗ୍ରାଣ୍ଡ ମୋଗଲ”ଶ୍ରେଣୀର କହିବାକୁ ଗଲେ ଶେଷ ପ୍ରତିନିଧି ଆଉରଙ୍ଗଜେବ୍ ନିଜ ସମୟର ଘଡିଟିକୁ ପଛେଇଦେବାକୁ ଚାହିଁଥିଲେ ଓ ଏହି ପ୍ରକ୍ରୀୟାରେ ଘଡିଟି ବଂଦ ଓ ଧ୍ୱଂସ ହୋଇଯାଇଥିଲା। (ପଣ୍ଡିତ ଜବାହାରଲାଲ […]
ପ୍ରିୟ ରଞ୍ଜନ ସାହୁ ୧୯୮୦ର କଥା । ଆମେ ଯେତେବେଳେ କଲେଜରେ ପଢୁଥିଲୁ । ସେ ବର୍ଷ ଓଡିଶାରେ ଗୋଟିଏ ବଡ ଧରଣର ଛାତ୍ର ଆନ୍ଦୋଳନ ହୋଇଥିଲା । ଆମେ ସମସ୍ତେ ଆନ୍ଦୋଳନର ସକ୍ରିୟ କର୍ମୀ । ୧୯୮୫ ଓଡିଶା […]
ସମୀକ୍ଷା ବ୍ୟୁରୋ- ସୁପ୍ରିମକୋର୍ଟ “ରାଫାଲେ ବିମାନ କିଣା କାରବାରରେ ଅନିୟମିତତା ହୋଇଥିବାର ତଥ୍ୟ ନାହିଁ, ତେଣୁ ଏ ପ୍ରସଙ୍ଗରେ ଅଧିକ ତଦନ୍ତର ଆବଶ୍ୟକତା ନାହିଁ” ବୋଲି ଆଜି କହିଛନ୍ତି। ହଠାତ୍ ତିନୋଟି ରାଜ୍ୟ ବିଧାନସଭାର ନିର୍ବାଚନରେ ପରାଜୟର ଗ୍ଳାନି ଭୋଗୁଥିବା ବିଜେପି […]
ବୌଦ୍ଧାୟନ ଆଚାର୍ଯ୍ୟ- ହକି ବିଶ୍ୱକପର ରଙ୍ଗାରଙ୍ଗ ପରିବେଶରେ ଯଦି ଗୋଟିଏ ସ୍ମରଣୀୟ ମୁହୂର୍ତ୍ତ କଣ ବୋଲି ପ୍ରଶ୍ନ କରାଯାଏ ତାହେଲେ ଜଣେ ପ୍ରବାସୀ ଓଡ଼ିଆ ଭାବରେ ମୋତେ ଏହି ଫଟୋଟି ବେଶ ଭାବୁକ କରିଦେଇଛି । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ […]
କେଦାର ମିଶ୍ର ଏଗାର ଡିସେମ୍ବର ସକାଳେ ଯେତେବେଳେ ପାଞ୍ଚୋଟି ରାଜ୍ୟର ନିର୍ବାଚନ ଫଳାଫଳ ଘୋଷିତ ହେଉଥିଲା, ସେଦିନ ମୁଁ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଆଖପାଖ ଅଞ୍ଚଳରେ ବୁଲୁଥିଲି। ପ୍ରାୟତଃ ନିର୍ବାଚନ ଫଳ ବାହାରିଲା ସମୟରେ ମୁଁ କୌଣସି ନା କୌଣସି ଟେଲିଭିଜନ […]
ବୌଦ୍ଧାୟନ ଆଚାର୍ଯ୍ୟ ଦେଶରେ ଏବେ ବି ଚାଲିଛି ଆମ୍ବାସଡ଼ର ଜମାନା,ଆଉ ତେଲେଙ୍ଗାନାବାସୀ ଆମ୍ବାସଡ଼ରକୁ ପୁଣି ଥରେ ପସନ୍ଦ କରିଛନ୍ତି। ଦୃଢ ସଂକଳ୍ପ, ଦୀର୍ଘ ଦିନର ଲଢେଇ ଆଉ ଜନ୍ମମାଟିକୁ ସ୍ୱତନ୍ତ୍ର ଅଧିକାର। ଆଉ ସେଦିନର ଆନ୍ଦୋଳନ ହେଉ ବା ଆମରଣ ଅନଶନ, […]
ମଧ୍ୟ ପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନର ଫଳାଫଳ ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ଲାଗି ଏକ ସ୍ପଷ୍ଟ ସଙ୍କେତ ଦେଉଛି। ଏ ପ୍ରସଙ୍ଗରେ ଏକ ରାଜନୈତିକ ବିଶ୍ଳେଷଣ ପ୍ରସ୍ତୁତ କରୁଛନ୍ତି ସମୀକ୍ଷା. କମ୍ ର ସମ୍ପାଦକ […]