ନୂଆଦିଲ୍ଲୀ : ଦେଶରେ କୋରୋନା ଭାଇରସ୍ ଏହାର କାୟା ବିସ୍ତାର କରି ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ପ୍ରାଣଘାତୀ ଭାଇରସ୍ ସଚେତନତା ପାଇଁ ଦେଶବାସୀଙ୍କୁ ଗୁରୁବାର ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଛନ୍ତି । ଆପଣ […]
ଭୁବନେଶ୍ୱର : କରୋନା ଭୂତାଣୁ ରୋଗ (କୋଭିଡ୍-୧୯) ସଂପର୍କରେ ସତକର୍ତା ଏବଂ ସଚେତନତା ତଥା ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଜି ଅପରାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋଭିଡ୍-୧୯ ପାଇଁ […]
ନୂଆଦିଲ୍ଲୀ : ଜଣେ ଭାରତୀୟ ଯବାନ କୋରୋନାରେ ଆକ୍ରାନ୍ତ ରହିଥିବା ଜଣା ପଡିବା ପରେ ଭାରତୀୟ ସେନା ପକ୍ଷରୁ କୋରୋନା ବିପକ୍ଷରେ ଯୁଦ୍ଧ ଘୋଷଣା କରାଯାଇଛି । ସମସ୍ତ ବୈଠକ ଏବଂ ସମରାଭ୍ୟାସକୁ ତୁରନ୍ତ ସ୍ଥଗିତ ରଖିବା ପାଇଁ ଭାରତୀୟ ସେନା […]
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ: ବୁଧବାର ବାଲୁଗାଁରେ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଦିନ ୧୧ଟା ସମୟରେ ଶାଳିଆ ପ୍ରେସ୍ କ୍ଲବ୍ ଓ ହେଲ୍ପଏଜ୍ ଓଡିଆର ମିଳିତ ଆନୁକୂଲ୍ୟରେ ବାଲୁଗାଁ ଏନ୍ଏସିରେ କରୋନା ଭୁତାଣୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। […]
ଭୁବନେଶ୍ୱର : ସମସ୍ତେ ମୁହଁରେ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ। ହେଲେ ଯେଉଁମାନଙ୍କୁ ଥଣ୍ଡା କାଶ ହେଉଛି କିମ୍ବା ଯେଉଁମାନେ ରୋଗୀ ସେବାରେ ନିୟୋଜିତ ଅଛନ୍ତି ସେମାନେ ପିନ୍ଧିବେ। ଆଜି ଭୁବନେଶ୍ବରର ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି […]
ନୂଆଦିଲ୍ଲୀ : କରୋନାକୁ ନେଇ ଏବେ ସାରା ବିଶ୍ବ ଚିନ୍ତିତ ଥିବାବେଳେ ଭାରତରେ ମଧ୍ୟ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି 10ଟି ନୂତନ ମାମଲା ସାମ୍ନାକୁ ଆସିଛି । ଭାରତରେ ମୋଟ କରୋନ ପୀଡ଼ିତଙ୍କ ସଂଖ୍ୟା 147ରେ ପହଞ୍ଚିଛି […]
ପାଟନା : ଦେଶରେ କୋରୋନା ଭାଇରସ୍ର ବର୍ଦ୍ଧିତ ପ୍ରଭାବକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ବିହାର ସରକାରଙ୍କ ପକ୍ଷରୁ ହୋଟେଲ ପାଟଳୀପୁତ୍ରକୁ ଏକ 200 ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ପରିଣତ କରାଯାଇଛି । ମଙ୍ଗଳବାର ଦିନ ବିହାର ସରକାରଙ୍କ […]
ତେହେରାନ୍ : ଚୀନ୍ ପରେ ଇଟାଲୀ ଏବଂ ଇରାନ୍ରେ କୋରୋନା ଭାଇରସ୍ ଏହାର ପ୍ରଭାବ ବିସ୍ତାର କରିବାରେ ଲାଗିଛି । କୋରୋନା ପ୍ରଭାବରୁ ଚୀନ୍ ଧୀରେ ଧୀରେ ମୁକ୍ତ ହେଉଥିବା ବେଳେ ଇରାନ୍ରେ ଏହା ସଙ୍କଟଜନକ ପରସ୍ଥିତି ସୃଷ୍ଟି କରିଛି । […]
ଭୁବନେଶ୍ବର : କରୋନା ଭାଇରସ୍ ସଂପର୍କରେ ସତକର୍ତା ଏବଂ ସଚେତନତା ତଥା ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ଆଜି ଅପରାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ଗଣମାଧ୍ୟମକୁ […]
ମୁମ୍ବାଇ : ସାରା ବିଶ୍ବରେ କରୋନା ମୃତ୍ୟୁର ତାଣ୍ଡବ ରଚି ଚାଲିଥିବାବେଳେ ଆଜି ଭାରତରେ ତୃତୀୟ ମୁଣ୍ଡ ନେଇଛି କରୋନା। ସାରା ବିଶ୍ବରେ ଛଅ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁବରଣ କରିଛନ୍ତି। ପ୍ରତ୍ୟେକ ଦିନ ଭାରତରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା […]
ସ୍ପେନ୍ : ସାରା ବିଶ୍ବରେ କରୋନା ଭୟର ତାଣ୍ଡବ ରଚୁଥିବାବେଳେ ସ୍ପେନର ଜଣେ ଯୁବ ଫୁଟବଲ୍ କୋଚଙ୍କ ପ୍ରାଣ ନେଇଛି । ସ୍ପେନର ଫୁଟବଲ୍ କୋଚ୍ ଫ୍ରାନ୍ସିସ୍କୋ ଗ୍ରୋର୍ସିଆଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି ବୋଲି ଜଣା ପଡିଛି । ମୃତ୍ୟୁବେଳକୁ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଅନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା କଳା ଜରିଆରେ କୋରୋନା ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି । ପୁରୀ ବେଳାଭୂମିରେ ସୁଦର୍ଶନ ଏହି ବାଲୁକା କଳା ପ୍ରଦର୍ଶନ କରିଛନ୍ତି । ସାର୍କ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କୋରୋନା ମୁକାବିଲା ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ 225 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛି । ସୋମବାର ସନ୍ଧ୍ୟା 6.15ରେ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ବୈଠକରେ […]
ନୂଆଦିଲ୍ଲୀ : ଚୀନ୍ର ବୁହାନ ସହରରୁ କରୋନା ଭାଇରସ୍ ବ୍ୟାପି ସାରା ଦୁନିଆରେ କୋକୁଆ ଭୟ ସୃଷ୍ଟି କରିଛି। ଏପର୍ଯ୍ୟନ୍ତ ଦୁନିଆରେ 157 ଦେଶରେ କରୋନା ଭାଇରସ ବ୍ୟାପି ସାରିଲାଣି। କରୋନାରେ ମୃତ୍ୟୁର ହାର ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ କରୋନା କବଳରେ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜିଠାରୁ ଟୁଇନ୍ ସିଟି ଭୁବନେଶ୍ବର – କଟକ ଅଞ୍ଚଳରେ ଥିବା ସମସ୍ତ ମଲ୍ ବନ୍ଦ ରଖିବାକୁ କମିଶନରେଟ୍ ପୋଲିସ୍ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । […]
ମୁମ୍ବାଇ : ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 107ରେ ପହଞ୍ଚିଥିବା ବେଳେ 2 ଜଣ ପ୍ରାଣ ହରାଇଛନ୍ତି । ମହାରାଷ୍ଟ୍ରରେ ଦେଶର ସର୍ବାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ସହିତ […]
ତେହେରାନ୍ : ଇରାନ୍ରେ କୋରୋନା ଭାଇରସ୍ ଏହାର ତାଣ୍ଡବ ମଚାଇଛି । ରବିବାର ଇରାନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମୃତ୍ୟୁ ସଂଖ୍ୟା 724ରେ ପହଞ୍ଚିଛି । ରବିବାର ନୂତନ ଭାବରେ 113 ଜଣ ଲୋକ ପ୍ରାଣ ହରାଇଛନ୍ତି […]
ପର୍ତ୍ତୁଗାଲ : ଫୁଟବଲ୍ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ପୁଣିଥରେ ନିଜର ବଦାନ୍ୟତାର ଏକ ଉଦାହରଣ ଦେଇଛନ୍ତି । ସର୍ବଦା ନିଜର ଦାନ ପାଇଁ ଚର୍ଚ୍ଚିତ ରହୁଥିବା ରୋନାଲ୍ଡୋ ନିଜର ହୋଟେଲ୍ ଗୁଡିକୁ ହସ୍ପିଟାଲରେ ପରିଣତ କରିଛନ୍ତି । ପର୍ତ୍ତୁଗାଲରେ କୋରୋନା ମୁକାବିଲା […]
ନୂଆଦିଲ୍ଲୀ : କୋରୋନା ଭାଇରସ୍ ଆତଙ୍କ କାରଣରୁ ଚଳିତ ବର୍ଷର ସାର୍କ ସମୁଦାୟ ବୈଠକକୁ ଭିଡିଓ କନ୍ଫରେନ୍ସିଂ ଜରିଆରେ କରାଯାଉଥିବା ବେଳେ ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନ ପୁଣି ଥରେ କାଶ୍ମୀର ପ୍ରସଙ୍ଗ ଉଠାଇଛି । କୋରୋନା ଭାଇରସ୍ କାରଣରୁ ବିଶ୍ବ […]
ନୂଆଦିଲ୍ଲୀ : କୋରୋନା ମୁକାବିଲା ପାଇଁ ସମଗ୍ର ବିଶ୍ବ ଏକତ୍ର ଛିଡା ହୋଇଥିବା ବେଳେ ଭାରତ ମଧ୍ୟ ପଛରେ ରହିନାହିଁ । ଦକ୍ଷିଣ ଏସୀୟ ରାଷ୍ଟ୍ର ସୁମଦାୟ (ସାର୍କ)କୁ ଭାରତ 10 ମିଲିୟନ୍ ଡଲାରର ସହାୟତା ରାଶି ପ୍ରଦାନ କରିଛି । […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ କମିଟି ଗଠନ କରାଯାଇଛି । ଓଡିଶା ଦକ୍ଷତା ବିକାଶ କମିଟି ମୁଖ୍ୟ ସୁବ୍ରତୋ ବାଗ୍ଚିଙ୍କ ନେତୃତ୍ବରେ ଏହି କମିଟି ଗଠନ କରାଯାଇଛି । ବାଗ୍ଚି ଏହି […]