କୋଲକାତା: ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ଦଳ (ଟିଏମ୍ସି)ର ବିଧାୟକ ତମୋନାଶ ଘୋଷଙ୍କର ବୁଧବାର ପରଲୋକ ହୋଇଯାଇଛି। ଗତ ମାସ ସେ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଥିଲା । ତମୋନାଶଙ୍କର କରୋନା ଚିକିତ୍ସା ଚାଲିଥିବାବେଳେ ଆଜି ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ମୃତ୍ୟୁ […]
ନୂଆଦିଲ୍ଲୀ : ଦିନକୁ ଦିନ ଭୟଙ୍କର ହେଉଛି ମହାମାରୀ କରୋନା ଭାଇରସ । ଭାରତରେ ମଧ୍ୟ ସ୍ଥିତି ବେକାବୁ ହେଉଛି । ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସର୍ବାଧିକ 15 ହଜାର […]
ପୁରୀ: ରଥଯାତ୍ରା ପାଇଁ ପୁରୀ ସହରରେ ଲାଗିଥିବା କର୍ଫ୍ୟୁ କୋହଳ କରାଯାଇଛି। ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟକୁ ଆସିଯାଇଥିବାରୁ ପ୍ରଶାସନ ପକ୍ଷେପ ନେଇଛି। କେବଳ କିଛି ସ୍ଥାନରେ କର୍ଫ୍ୟୁ ବଳବତ୍ତର ରହିବ। ଆଜି ସନ୍ଧ୍ୟା 7ଟାରୁ କର୍ଫ୍ୟୁ ଉଠାଯିବା ନେଇ […]
ପୁରୀ, ଗୋଟିଏ ପଟେ ଘଡଘଡ ନାଦ କରି ପୁରୀ ବଡଦାଣ୍ଡରେ ରଥ ଗଡୁଥିବା ବେଳେ ଅନ୍ୟପଟେ ସମୁଦ୍ର ଗର୍ଜନ ଭକ୍ତଙ୍କୁ ବିମୋହିତ କରିବା କଥା। ହେଲେ କୋଭିଡ19 କଟକଣା ଯୋଗୁଁ ଏଥର ଭକ୍ତଶୂନ୍ୟ ହୋଇ ପଡିଥିଲା ପୁରୀ ବଡଦାଣ୍ଡ ଓ ସମୁଦ୍ରକୂଳ। […]
ପାଟନା : ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଲାଲୁ ପ୍ରସାଦ ଯାଦବଙ୍କ ଦଳ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)କୁ ବଡ ଝଟ୍କା ଲାଗିଛି । ଆର୍ଜେଡିର ଉପାଧ୍ୟକ୍ଷ ରଘୁବଂଶ ପ୍ରସାଦ ସିଂହ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେହିପରି ପାଞ୍ଚ […]
ଗୋଆ : ଗୋଆରେ କରୋନା ଯୋଗୁଁ ପ୍ରଥମ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଗୋଆର ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ବଜିତ୍ ରାଣେଙ୍କ ମତରେ 85 ବର୍ଷୀୟ ଜଣେ ବ୍ୟକ୍ତିଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି । କୋଭିଡ -19 ଜନିତ ଏହା ହେଉଛି […]
ନୂଆଦିଲ୍ଲୀ : ଭାରତରେ କରୋନା ସ୍ଥିତି ବେକାବୁ ହେଉଛି । ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସର୍ବାଧିକ 14 ହଜାର 933 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4 […]
ନୂଆଦିଲ୍ଲୀ : ସମସ୍ତ କଳ୍ପନା ଜଳ୍ପନାର ଅନ୍ତଘଟିଛି । ରଥଯାତ୍ରାରେ ବଡ ଦାଣ୍ଡରେ ମହାପ୍ରଭୁଙ୍କ ରଥ ଗଡିବ । ରଥଯାତ୍ରା ମାମଲା ଉପରେ ସୁପ୍ରିମ୍କୋର୍ଟ ପୁନର୍ବାର ଶୁଣାଣି କରି କଡା କଟକଣା ଭିତରେ ଭକ୍ତଶୂନ୍ୟ ପୁରୀ ରଥଯାତ୍ରା ପାଇଁ ଅନୁମତି ପ୍ରଦାନ […]
ନୂଆଦିଲ୍ଲୀ : ସୁପ୍ରିମ୍କୋର୍ଟରେ ଜାରି ରହିଛି ରଥଯାତ୍ରା ମାମଲାର ଶୁଣାଣି । ମୁଖ୍ୟ ବିଚାରପତି ଜଷ୍ଟିସ୍ ବୋବଡେଙ୍କ ନେତୃତ୍ବାଧୀନ ତିନିଜଣିଆ ଖଣ୍ଡପୀଠରେ ଏହି ଗୁରୁତ୍ବପୂର୍ଣ୍ଣ ଶୁଣାଣି ଚାଲିଛି । ଭିଡିଓ କନଫରେନ୍ସିଂରେ ଏହି ଶୁଣାଣି ଚାଲିଛି । ରଥ ପାଇଁ ସୁପ୍ରିମ୍କୋର୍ଟରେ […]
କାନପୁର : ଉତ୍ତରପ୍ରଦେଶ କାନପୁର ଜିଲ୍ଲାରେ ରାଜ୍ୟ ସରକାରୀ ବାଳିକା ସୁରକ୍ଷା ଗୃହରେ ରହୁଥିବା 57 ନାବାଳିକାଙ୍କ ମଧ୍ୟରୁ 7ଜଣ ଗର୍ଭବତୀ ହୋଇଥିବାର ସୂଚନା ରହିଛି । ଏହି ସାତ ଜଣଙ୍କ ମଧ୍ୟରୁ ଜଣେ ଏଚଆଇଭି ଗ୍ରସ୍ତ ହୋଇଥିବାର ସୂଚନା ରହିଛି। […]
ନୂଆଦିଲ୍ଲୀ : ନାଗପୁର ସ୍ଥିତ ଘରୁ ଶୁଣାଣି କରିବେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ବୋବଡେ । ଘରେ ବସି ଭିଡିଓ କନଫରେନସିଂରେ ଶୁଣାଣି କରିବେ ମୁଖ୍ୟ ବିଚାରପତି । ମୁଖ୍ୟ ବିଚାରପତି ଏସ୍.ଏ. ବୋବଡେଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ମାମଲାର […]
ନୂଆଦିଲ୍ଲୀ : ରଥଯାତ୍ରା ମାମଲାର ଶୁଣାଣି ପାଇଁ ସୁପ୍ରିମ୍କୋର୍ଟ ସମ୍ମତି ଦେଇଛନ୍ତି । ଏହି ମାମଲାର ଶୁଣାଣି ପାଇଁ ସମ୍ମତି ପ୍ରକାଶ କରିଛନ୍ତି ମୁଖ୍ୟ ବିଚାରପତି । ମୁଖ୍ୟ ବିଚାରପତିଙ୍କ ସମ୍ମତି ନେଇ ଜଣାଇଛନ୍ତି ଜଷ୍ଟିସ୍ ଅରୁଣ ମିଶ୍ର । ଏବେ […]
ପୁରୀ : ପୁରୀ ରଥଯାତ୍ରା ପାଇଁ ସମ୍ମତି ଜଣାଇଲେ କେନ୍ଦ୍ର ସରକାର । ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାର ମଧ୍ୟ ରଥଯାତ୍ରା ପାଇଁ ସମର୍ଥନ ଜଣାଇଛନ୍ତି । ବିନା ଭକ୍ତରେ ରଥଯାତ୍ରା କରିବାକୁ ଉଭୟ ସରକାର ସମ୍ମତି ଦେଇଥିବାର ସୂଚନା […]
ନୂଆଦିଲ୍ଲୀ : ଦେଶରେ ଲକ୍ଡାଉନ ଜାରି ରହିଥିବା ସତ୍ତ୍ବେ କରୋନା ହୁ ହୁ ହୋଇ ମାଡି ଚାଲିଛି । ବର୍ତ୍ତମାନ ଦେଶରେ ସଂକ୍ରମିତ କରୋନା ରୋଗୀଙ୍କ ସଂଖ୍ୟା ସାଢେ ଚାରି ଲକ୍ଷ ଅତିକ୍ରମ କରିଛି । ଗତ 24 ଘଣ୍ଟା ମଧ୍ୟରେ […]
ଭୁବନେଶ୍ବର,ବିଭିନ୍ନ ମହଲରେ ପ୍ରବଳ ସମାଲୋଚନା ଓ ଚାପ ପରେ ଶେଷରେ ରାଜ୍ୟ ସରକାର ମୁଣ୍ଡ ନୁଆଁଇଲେ। ରଥଯାତ୍ରା ରିଟପିଟସନର ହେବାକୁ ଥିବା ଶୁଣାଣି ବେଳେ ରାଜ୍ୟ ସରକାର ତାଙ୍କର ଅନୁକୂଳ ଆଭିମୁଖ୍ୟ ରଖିବେ। ଆଜି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏ […]
ଆଠଗଡ, ଆଜି ବନ ବିଭାଗର କର୍ମଚାରୀମାନେ ପ୍ରାୟ 4 ଘଣ୍ଟା ପରିଶ୍ରମ କରି ଏକ ଗଭୀର କୂଅ ଭିତରୁ ବଜ୍ରକାପ୍ତାକୁ ଉଦ୍ଧାର କରିପାରିଛନ୍ତି। ସକାଳ କେତେକ ଲୋକ ଆଠଗଡର ବୁଧିଆପାଟଣା ଅଞ୍ଚଳର ଏକ କୂଅ ପାଖରେ ଶଦ୍ଦ ହେଉଥିବାର ଶୁଣିବାକୁ ପାଇଥିଲେ। […]
ନୂଆଦିଲ୍ଲୀ: ଭାରତ-ଚାଇନା ସୀମା ବିବାଦକୁ ନେଇ ରାହୁଲ୍ ଗାନ୍ଧି ମୋଦି ସରକାରଙ୍କୁ ପୁଣି ଥରେ ଟାର୍ଗେଟ୍ କରିଛନ୍ତି। ଲଦାଖର ଏଲ୍ଏସିରେ ୨୦ ଭାରତୀୟ ଯବାନଙ୍କ ଶହୀଦ ହେବାପରେ ରାହୁଲ୍ ଗାନ୍ଧି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି। ଆଜି ପୁଣିଥରେ ମୋଦି ସରକାରଙ୍କୁ ଟାର୍ଗେଟ୍ […]
ମୁମ୍ବାଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆକସ୍ମିକ ମୃତ୍ୟୁ ପରେ ଏବେ ସାରା ଦେଶର ଜନତା ନ୍ୟାୟ ମାଗୁଛି । ସୁଶାନ୍ତଙ୍କ ଫ୍ୟାନ୍ସ ଓ ଅନ୍ୟ ଲୋକମାନେ ବଲିଉଡ୍ର ବଡ ଷ୍ଟାର୍ ଓ ପ୍ରଡକ୍ସନ ହାଉସ୍ ଓ ଡାଇରେକ୍ଟରଙ୍କ […]
ଭୁବନେଶ୍ବର : ଆଜି 2020 ବର୍ଷର ପ୍ରଥମ ସୂର୍ଯ୍ୟପରାଗ । ବିଶ୍ବର ବିଭିନ୍ନ ଦେଶରେ ଏହା ଦୃଶ୍ୟମାନ ହେଉଛି । ଏହି ସୂର୍ଯ୍ୟପାଗ ଅନ୍ୟ ପରାଗଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଜୁନ୍ 21 ତାରିଖ ଅର୍ଥାତ୍ ଆଜି ହେଉଛି ବର୍ଷର ସବୁଠାରୁ […]
ନୂଆଦିଲ୍ଲୀ : କରୋନା ମହାମାରୀ ପାଇଁ ସାରା ବିଶ୍ବ ଏବେ ସଂକଟରେ । ଦେଶର ବହୁ ଧନୀ ରାଷ୍ଟ୍ରମାନେ ମଧ୍ୟ ଏହି ସଂକଟର ସାମ୍ନା କରୁଛନ୍ତି। ଚୀନ୍ର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ୍ ସାରା ବିଶ୍ବକୁ ନିଜ ଆୟତ୍ତରେ […]
ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ବଢି ଚାଲିଛି କରୋନା ମାମଲା । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ ଟପିଛି । ଦେଶରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ 10 ହଜାର 461କୁ ବୃଦ୍ଧି ହୋଇଥିବାବେଳେ […]