ନୂଆଦିଲ୍ଲୀ : ଲକ୍ଡାଉନ୍ କାରଣରୁ ଦେଶରେ ବାହାଘରକୁ ସ୍ଥଗିତ ରଖାଯାଇଛି । ଲକ୍ ଡାଉନ୍ ଯୋଗୁଁ ଏବେ ଅନ୍ଲାଇନ୍ରେ ବାହାଘର ହେଉଛି । ୟୁପିର ବରେଲୀରେ ଏକ ଅନନ୍ୟ ବାହାଘର ଅନୁଷ୍ଠିତ ହୋଇଛି । ଏହି ବାହାଘରଟି ଅନ୍ଲାଇନ୍ରେ ହୋଇଥିବାବେଳେ ସମ୍ପୂର୍ଣ୍ଣ […]
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଭିଡ ହିଂସା ବଢି ଚାଲିଥିବା ବେଳେ ଏହ ବିରୋଧରେ ଆଇନ ପ୍ରଣୟନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛି ଏକ ମୁସ୍ଲିମ୍ ସଙ୍ଗଠନ । ମୁସଲିମ୍ ସଙ୍ଗଠନ ଅଲ ଇଣ୍ଡିଆ ମୁସଲିମ୍ […]
ନୂଆଦିଲ୍ଲୀ: ଚୀନ୍ରୁ ଆସିଥିବା ରାପିଡ୍ ଟେଷ୍ଟ କିଟ୍ ତ୍ରୁଟିପୂର୍ଣ୍ଣ ରହିଥିବାରୁ ଏହାକୁ ବ୍ୟବହାର କରିବା ପାଇଁ ମନା କରିଛି ଆଇଏମ୍ସିଆର୍ । ପ୍ରଥମେ ରାଜସ୍ଥାନ ଏବଂ କୋଲକାତାରୁ ରାପିଡ୍ ଟେଷ୍ଟ କିଟ୍ର ବିଫଳତା ସମ୍ମୁଖକୁ ଆସିଥିଲା । ଏହି କିଟ୍ରେ ପଜିଟିଭ୍ […]
ବିଜାପୁର : ଦେଶବ୍ୟାପୀ ଲକ୍ଡାଉନ୍ କାରଣରୁ ବିଭିନ୍ନ ସ୍ଥାନରେ ଶ୍ରମିକ ମାନେ ଫସି ରହିଥିବା ବେଳେ ଅନେକ ଶ୍ରମିକ ଚାଲିଚାଲି ନିଜ ଘରକୁ ଫେରୁଛନ୍ତି । ଛତିଶଗଡର ଜନୈକା 12 ବର୍ଷୀୟ ବାଳିକା 12 ଶହ କିମି ଚାଲିବା ପରେ ଘରେ […]
ମୀରଟ: ଉତ୍ତର ପ୍ରଦେଶର ମୀରଟରେ ଏକ ଅଭାବନୀୟ ଘଟଣା ଘଟିଛି। ଅନ୍ଧବିଶ୍ବାସ କାରଣରୁ ଜଣେ ତାନ୍ତ୍ରିକର ପରାମର୍ଶରେ ନିଜ ଦୁଇ ବର୍ଷର ଝିଅକୁ ହତ୍ୟା କରିଛି ଜହ୍ଲାଦ ବାପା। ମୀରଟରେ ରବିବାର ରାତି 10ଟା ସମୟରେ ଏହି ବର୍ବର କାଣ୍ଡ ଘଟିଥିଲା। […]
ମଧ୍ୟପ୍ରଦେଶ : ଶିବରାଜ ସିଂହ ଚୌହ୍ବାନଙ୍କ ନେତୃତ୍ବରେ ମଧ୍ୟପ୍ରଦେଶରେ ନୂତନ ସରକାର ଗଠନ ହେବାର 29 ଦିନ ପରେ ରାଜ୍ୟରେ ମନ୍ତ୍ରିମଣ୍ଡଳର ଗଠନ ହୋଇଛି । ଆଜି 5 ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ଏହି ପାଞ୍ଚ ମନ୍ତ୍ରୀଙ୍କ ମଧ୍ୟରେ […]
ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ବେଶ ଉଦ୍ବେଗଜନକ ରହିଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 18 ହଜାର 601 ଥିବାବେଳେ ମୃତ୍ୟସଂଖ୍ୟା 590କୁ ବୃଦ୍ଧି ପାଇଛି । ସେହିପରି ଚିକିତ୍ସାଧୀନ ରହିଛନ୍ତି 14 ହଜାର 759ଜଣ । କରୋନା ସଂକ୍ରମଣରୁ […]
ଉଜୈନ୍ : ମଧ୍ୟପ୍ରଦେଶରେ କରୋନା ବେଶ ଦ୍ରୁତଗତିରେ ବଢିବାରେ ଲାଗିଛି । ଉଜ୍ଜୈନର ନୀଲଗଙ୍ଗା ଥାନା ପ୍ରଭାରୀ ୟଶଓ୍ବନ୍ତ ପାଲ୍ଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି । ଯଶଓ୍ବନ୍ତ ଅମ୍ବର କଲୋନୀ କଣ୍ଟେନମେଣ୍ଟ ଅଞ୍ଚଳରେ ଡ୍ୟୁଟି କରୁଥିବା ସମୟରେ କରୋନା ସଂକ୍ରମିତ […]
ନୂଆଦିଲ୍ଲୀ: ଦେଶର ସବୁଠୁ ସୁରକ୍ଷିତ ସ୍ଥାନରେ ଏବେ କରୋନା ବିପଦ। ରାଷ୍ଟ୍ରପତି ଭବନ କାମ କରୁଥିବା ଜଣେ ସଫେଇ କର୍ମଚାରୀଙ୍କ ବୋହୂଙ୍କଠାରେ କରୋନା ପଜିଟିଭ୍ ମିଳିଛି। ସେ ତାଙ୍କ ପରିବାର ସହିତ ରାଷ୍ଟ୍ରପତି ଭବନ କ୍ୟାମ୍ପସ୍ରେ ରହୁଛନ୍ତି । କରୋନା ପଜିଟିଭ୍ […]
ନୂଆଦିଲ୍ଲୀ : ଚୀନ ସହରରୁ ଆରମ୍ଭ ହୋଇଥିବା ସାରା ବିଶ୍ବରେ ବିଶ୍ବ ମହାମାରୀ ରୂପେ ମାଡ଼ି ଚାଲିଛି । ବିଶ୍ବରେ କରୋନା ସଂକ୍ରମିତଙ୍କ ସଂଖ୍ୟା 2,481,026ର ପହଞ୍ଚିଥିବାବେଳେ 170,.423ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା 7,92,759ରେ ପହଞ୍ଚିଥିବାବେଳେ […]
ତେଲେଙ୍ଗାନା : ମହାମାରୀ କରୋନା ପାଇଁ ସାରା ଦେଶରେ ଲକ୍ ଡାଉନ୍ । ରୋଗ କବଳରୁ ଲୋକଙ୍କୁ ବଞ୍ଚାଇବା ସରକାର ଲକ୍ ଡାଉନ୍ ଜାରି କରିଥିବାବେଳେ ସମେସ୍ତ ହାତ ବାନ୍ଧି ବସିଛନ୍ତି । ସାରା ଦେଶରେ କିନ୍ତୁ ଏବେ କରୋନା ବନାମ […]
କେଦାର ମିଶ୍ର ବିଶ୍ଵ ବଜାରରେ ଆଜି ଅସ୍ଵାଭାବିକ ଘଟଣା ଘଟିଛି। କରୋନା ଭୂତାଣୁର ପ୍ରଭାବରେ ଆଜି ବିଶ୍ଵ ବଜାରରେ କଞ୍ଚା ତେଲର ମୂଲ୍ୟ ପାଣିଠାରୁ ମଧ୍ୟ ଶସ୍ତା ଦରରେ ବିକ୍ରି ହେଉଛି। ବିକ୍ରି ହୋଇନପାରି ତେଲ ଖଣିରେ ଯେତିକି କଞ୍ଚା ତେଲ […]
ନୂଆଦିଲ୍ଲୀ : ଆଜି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ତରଫରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କରୋନା ମ୍ୟାନେଜମେଣ୍ଟକୁ ନେଇ ଉଭୟ ଓଡ଼ିଶାକୁ ପ୍ରଶଂସା କରାଯାଇଛି । ସେହିପରି କରୋନା ଅପଡେଟ୍ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ କହିଛନ୍ତି ଯେ, ଲକ୍ […]
ନୂଆଦିଲ୍ଲୀ : ଚାରି ରାଜ୍ୟକୁ ପଠାଗଲା ଇଣ୍ଟର ମିନିଷ୍ଟରିଆଲ୍ ସ୍ବତନ୍ତ୍ର କମିଟି । ଏନେଇ ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ପୁଣ୍ୟ ସଲିଳ ଶ୍ରୀବାସ୍ତବଙ୍କ ସୂଚନା ଦେଇଛନ୍ତି । 4ଟି ରାଜ୍ୟର କିଛି ଜିଲ୍ଲାରେ ଲକ୍ ଡାଉନ୍ ଠିକ୍ ଭାବେ ପାଳନ […]
ପୁନେ : କ୍ବାରେଣ୍ଟାଇନ୍ ହୋମରୁ ପଳାୟନ କରିଛନ୍ତି ଜଣେ ଯୁବକ । ତେବେ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କ୍ବାରାଣ୍ଟାଇନ୍ ହୋମ୍ରେ ମଦ ଏବଂ ଅନ୍ୟାନ୍ୟ ନିଶାଦ୍ରବ୍ୟ ନମିଳିବାରୁ ଯୁବକ ଯୁବକ ଜଣକ ସେଣ୍ଟର ଛାଡି ପଳାୟନ କରିବାକୁ […]
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିଏସ୍ଟି ଅର୍ଥର ପ୍ରଥମ କିସ୍ତି ରାଜ୍ୟ ମାନଙ୍କୁ ପ୍ରଦାନ କରାଯାଇଛି । ସୋମବାର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ହସ୍ତଗତ ହୋଇଛି । ପ୍ରଥମ କିସ୍ତିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ 46038.10 କୋଟି […]
ଚେନ୍ନାଇ : କରୋନା ସଂଙ୍କ୍ରମଣ ଦେଶରେ ଦ୍ରୁତଗତିରେ ବଢି ଚାଲିଥିବା ବେଳେ ସ୍ବାସ୍ଥ୍ୟ କର୍ମୀଙ୍କୁ ନିରନ୍ତର ଆକ୍ରମଣର ସମ୍ମୁଖୀନ ହେବାକୁ ପଡିଛି । ପୂର୍ବରୁ ଦେଶ ଅନେକ ସ୍ଥାନରେ ଡାକ୍ତରଙ୍କ ଉପରକୁ ପଥରମାଡ କରାଯାଇଥିବା ବେଳେ ଆଜି ଆଉ ଏକ ଅଭାବନୀୟ […]
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂହ ବିଷ୍ଟଙ୍କ ଆଜି 89 ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ଦିଲ୍ଲୀର ଏମ୍ସରେ ତାଙ୍କ ଚିକିତ୍ସା ଚାଲିଥିବାବେଳେ ତାଙ୍କ ଅବସ୍ଥା ବେଶ୍ ଗମ୍ଭୀର ଥିଲା। ଗତ କିଛି ଦିନ ହେବ […]
ଗୁଜୁରାଟ : କରୋନା ମହାମାରୀ ସହ ଲଢେଇ ପାଇଁ ଦେଶର ସମସ୍ତ ବଡ ବଡ ବ୍ୟବସାୟୀ, ସାମାଜିକ ସଙ୍ଗଠନ ତଥା ବ୍ୟବସାୟିକ ସଙ୍ଗଠନ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଆର୍ଥିକ ସାହାଯ୍ୟ କରୁଛନ୍ତି । ଏପରି ସମୟରେ ଗୁଜୁରାଟର ସୁରତରେ […]
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 16 ହଜାର ପାର୍ କରିଥିବାବେଳେ ମୃତ୍ୟୁ ସଂଖ୍ୟା 519ରେ ପହଞ୍ଚିଛି । କରୋନା ପାଇଁ ଟାସ୍କଫୋର୍ସ ଗଠନ କରାଯାଇଛି । କୋଭିଡ୍ ଭ୍ୟାକ୍ସିନ ଓ ଔଷଧ ପରୀକ୍ଷଣ ପାଇଁ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ […]
ମୁମ୍ବାଇ : ପୂରା ଦେଶ ଏବେ କରୋନା ସହ ଲଢେଇ କରୁଛି । ଏହି ମହାମାରୀ ଯୋଗୁଁ ମହାରାଷ୍ଟ୍ର ସବୁଠୁ ଅଧିକ ପ୍ରଭାବିତ ହୋଇଛି । ମହାରାଷ୍ଟ୍ରରେ ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । […]