ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହଙ୍କ ପରଲୋକ ହୋଇଛ । ଦିଲ୍ଲୀ ଏମ୍ସଠାରେ 74 ବର୍ଷ ବୟସରେ ପରଲୋକ ହୋଇଥିବାର ସୂଚନା ରହିଛି । ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ତାଙ୍କୁ ଏମ୍ସରେ ଚିକିତ୍ସାଧିନ ଥିଲେ । ସେଠାରେ ଭେଣ୍ଟିଲେଟରରେ […]
ନୂଆଦିଲ୍ଲୀ : ଦେଶରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନାନୁସାରେ, ଗତ 24 ଘଣ୍ଟାରେ 94 ହଜାର 372ଜଣ ଆକ୍ରାନ୍ତ ରହିଥିବାବେଳେ 1 […]
ନୂଆଦିଲ୍ଲୀ : ସାରା ଦେଶରେ କରୋନା ଏବେ ଅଣାୟତ୍ତ। ତେବେ କରୋନା ପରବର୍ତ୍ତୀ ପରିଚାଳନା ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ନୂତନ ପ୍ରୋଟୋକଲ୍ ଜାରି କରିଛି । ଏହି ନିୟମାବଳୀ ଅନୁସାରେ ପ୍ରତ୍ୟହ ହାଲୁକା ବ୍ୟାୟାମ କରିବାକୁ ନୂଆ ଗାଇଡଲାଇନ୍ରେ ପରାମର୍ଶ ଦିଆଯାଇଛି। […]
ନୂଆଦିଲ୍ଲୀ : ପୁଣି ଥରେ ଏମ୍ସରେ ଭର୍ତ୍ତି ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଗତକାଲି ରାତ୍ରୀ 11ଟାରେ ଅମିତ ଶାହା ଶ୍ଵାସକ୍ରିୟା ଜନିତ ସମସ୍ୟା ଅନୁଭବ କରିବାକୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ସେ ଏମ୍ସର କାର୍ଡିଓ ନ୍ୟୁରୋ ଟାୱାରରେ […]
ମୁଲୁଗୁ, ଧୂମଧାମରେ ବାହାଘର ଚାଲିଛି, ବର କନ୍ୟା ପଣ୍ଡିତଙ୍କ କଥା ଅନୁସାରେ ସବୁ କାମ କରୁଛନ୍ତି। ସେଠାରେ ଉପସ୍ଥିତି ଅତିଥିମାନେ ମଧ୍ୟ ପଣ୍ଡିତଙ୍କ କଥାରେ ବରକନ୍ୟାଙ୍କୁ ଆର୍ଶିବାଦ ଦେଉଛନ୍ତି। ଏହି ସମୟରେ ହଠାତ ଏକ ମାଙ୍କଡ ବେଦୀ ଭିତରକୁ ପଶି ଆସି […]
ମୁମ୍ବାଇ: ପ୍ରଖ୍ୟାତ ବଲିଉଡ୍ କଣ୍ଠଶିଳ୍ପୀ ତଥା ଭଜନ ଗାୟିକା ଅନୁରାଧା ପୋଡ୍ୱାଲଙ୍କ ପୁଅ ଆଦିତ୍ୟ ପୋଡ୍ୱାଲଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 35 ବର୍ଷ ବୟସ ହୋଇଥିଲା। ଆଦିତ୍ୟଙ୍କ ପରଲୋକ ନେଇ ଗାୟକ ତଥା ସଙ୍ଗୀତଜ୍ଞ ଶଙ୍କର ମହାଦେବନ୍ […]
ନୂଆଦିଲ୍ଲୀ : ବଜାରରେ ମିଳିବ କରୋନା ଔଷଧ । ସାଧାରଣରେ କରୋନା ଔଷଧ ବିକ୍ରି ପାଇଁ ଡିସିଜିଆଇ ଅନୁମତି ଦେଇଛି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସକ୍ରିପସନ୍ ଥିଲେ ଔଷଧ କିଣିହେବ ବୋଲି ସୂଚନା ରହିଛି । ତେବେ ସର୍ତ୍ତମୂଳକ ଫେଭିପିରାଭିର୍ ଟାବଲେଟ୍ […]
ନୂଅଦିଲ୍ଲୀ : ଅରୁଣାଚଳ ପ୍ରଦେଶରୁ ନିଖୋଜ ହୋଇଥିବା ପାଞ୍ଚ ଜଣ ଭାରତୀୟଙ୍କୁ ଉଦ୍ଧାର କରିଛି ଭାରତୀୟ ସେନା । ଚୀନର ପିପୁଲସ ଲିବରେସନ ଆର୍ମି ପକ୍ଷରୁ ଏହି 5 ନାଗରିକଙ୍କୁ ହସ୍ତାନ୍ତର କରାଯାଇଛି । ଖିବତୁର ସୀମା ପୋଷ୍ଟରେ ଏହି ଯୁବକ […]
ଭୁବନେଶ୍ବର, ବିଭିନ୍ନ ଉନ୍ନୟନ କାମ ପାଇଁ ବିଭିନ୍ନ ବିଭାଗକୁ ଦିଆଯାଇଥିବା କୋଟି କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡି ରହିଛି। ଏ ନେଇ ଅର୍ଥ ବିଭାଗ ସଂପୃକ୍ତ ବିଭାଗକୁ ବାରମ୍ବାର ତାଗିଦ କରିବା ସତ୍ବେ ସେସବୁ ଟଙ୍କା ବିଭାଗ ଖର୍ଚ୍ଚ […]
ନୂଆଦିଲ୍ଲୀ : ପ୍ରେମ କିଛି ଜାତି କିମ୍ବା ବୟସ ଦେଖିନଥାଏ । ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଝାରଖଣ୍ଡ ଗଡ୍ବା ଜିଲ୍ଲାରେ । ଏଠାରେ ଜଣେ ବୃଦ୍ଧ ନିଜ ସମୁଦୁଣୀଙ୍କ ପ୍ରେମରେପଡି 40 ବର୍ଷର ବିବାହକୁ ଶେଷ କରିଛନ୍ତି […]
ନୂଆଦିଲ୍ଲୀ : ଦେଶରେ କରୋନା ଏବେ ଅଣାୟତ୍ତ । ଦିନକୁ ଦିନ କରୋନା ସଂକ୍ରମିତ ମାମଲା ବୃଦ୍ଧି ହେବାରେ ଲାଗିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଅନୁସାରେ ଗତ 24 ଘଣ୍ଟାରେ ସର୍ବାଧିକ 97 ହଜାର […]
ନୂଆଦିଲ୍ଲୀ: ଜେଇଇ ମେନ୍ 2020 ରେଜଲ୍ଟ ଶୁକ୍ରବାର ପ୍ରକାଶ ପାଇଛି। ସୌରଭ ସୌମ୍ୟକାନ୍ତ ଦାଶ ଓଡ଼ିଶା ଟପ୍ପର ହୋଇଛନ୍ତି। ସେ 99.99% ରଖି 34ତମ ସ୍ଥାନ ହାସଲ କରିଛନ୍ତି । ଚଳିତ ଜେଇଇ ମେନ୍ 2020ରେ 24 ଜଣ ପରୀକ୍ଷାର୍ଥୀ ଶହେ […]
ଭୁବନେଶ୍ବର, ରାଜ୍ୟର ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ଆଠଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ ବୋଲି ସୂଚନା ଦିଆଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶହଶହ ପରୀକ୍ଷାର୍ଥୀ ଆସୁଥିବାରୁ ରେଳବାଇ ଏହି ପଦକ୍ଷେପ ନେଇଛି। ଏହି ଟ୍ରେନଗୁଡିକ ଭୁବନେଶ୍ବର, ରାୟଗଡା, […]
ଗାନ୍ଧିନଗର, ଗୁଜୁରାଟରେ ଶୁକ୍ରବାର ଦିନ ୧,୩୪୪ ଟି ନୂଆ କରୋନାଭାଇରସ୍ ମାମଲା ରେକର୍ଡ ହୋଇଛି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୦,୯୭୧ ରେ ପହଞ୍ଚିଛିଥିବା ବେଳେ ମୃତ୍ୟୁ ସଂଖ୍ୟା ୩,୧୮୩ କୁ ବୃଦ୍ଧି ପାଇଛି। ସେପ୍ଟେମ୍ବରରେ, ଗୁଜୁରାଟରେ ଦୈନିକ ହାରାହାରି […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୩ରେ ବିହାରରେ ନିର୍ମିତ ୩ଟି ପେଟ୍ରୋଲିୟମ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବେ। ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଏହି ପ୍ରକଳ୍ପ ତ୍ରୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପିତ ହେବ। ଏହି ପ୍ରକଳ୍ପଗୁଡିକ ହେଲା […]
ନୂଆଦିଲ୍ଲୀ, ବଦଳିଲେ ଓଡିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ । ନୂଆ ପ୍ରଭାରୀ ହେବେ ତାମିଲନାଡୁର ବରିଷ୍ଠ ନେତା ତଥା ଲୋକସଭା ସାଂସଦ ହେଲେ ଡ. ଚେଲ୍ଲାକୁମାର। ବର୍ତ୍ତମାନ କଂଗ୍ରେସ ପ୍ରଭାରୀ ଭାବେ ରାଜସ୍ଥାନର ବରିଷ୍ଠ କଂଗ୍ରେସ ନେତା ଜିତେନ୍ଦ୍ର ସିଂହ କାର୍ଯ୍ୟ […]
ନୂଆଦିଲ୍ଲୀ, ବିଭିନ୍ନ ଧାରା ଓ ଉପଧାରାର ଉପଯୋଗ କରି କେତେକ ରାଜ୍ୟ ଆନ୍ତଃରାଜ୍ୟ ଅକ୍ସିଜେନ ଯୋଗାଣରେ ବାଧା ସୃଷ୍ଟି କରୁଥିବାର ଜଣାପଡିଛି। ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, କୋଭିଡ ରୋଗୀମାନଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ଅମ୍ଳଜାନର ପ୍ରମୁଖ […]
ନୂଆଦିଲ୍ଲୀ, ଭାରତରେ କ୍ରମାଗତ ଭାବରେ ଆରୋଗ୍ୟ ସଂଖ୍ୟା ଅଧିକ ହେବାରେ ଲାଗିଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୭୦,୮୮୦ ଜଣ ସୁସ୍ଥ ହୋଇଛନ୍ତି। ଏଥି ମଧ୍ୟରୁ ମହାରାଷ୍ଟ୍ରରୁ ୧୪,୦୦୦ ଏବଂ ଆନ୍ଧ୍ରପ୍ରଦେଶରୁ ୧୦,୦୦୦ ସୁସ୍ଥ ହୋଇଛନ୍ତି। ମୋଟ ଆରୋଗ୍ୟ […]
ଭୁବନେଶ୍ବର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ୟ ଆଜି କୋଭିଡ19 ପଜେଟିଭ ଚିହ୍ନଟ ହୋଇଛନ୍ତି। ହେଲେ ତାଙ୍କ ଦେହରେ କୌଣସି ଲକ୍ଷଣ ପରିଲକ୍ଷିତ ହୋଇ ନାହିଁ। ଅନ୍ୟମାନଙ୍କ ସଂସ୍ପର୍ଶରେ ଆସିଥିବାରୁ ତାଙ୍କର ନମୂନା ପରୀକ୍ଷା […]
ଭୁବନେଶ୍ବର, ରାଜ୍ୟର ସଫେଇ କର୍ମଚାରୀ ମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ‘ଗରିମା’ ଯୋଜନାର ଶୁଭାରମ୍ଭ କରିଛନ୍ତି। ସେପ୍ଟିକ୍ ଟାଙ୍କି ତଥା ଅନ୍ୟ ବିପଦପୂର୍ଣ୍ଣ ସ୍ଥାନରୁ ମଇଳା କାଢୁଥିବା ସଫେଇ କର୍ମଚାରୀମାନେ ଏହାଦ୍ବାରା ଉପକୃତ ହେବେ। ଏଥିପାଇଁ […]
ଭୁବନେଶ୍ବର, ନିକଟରେ ହୋଇଥିବା ବନ୍ୟାରେ ଚାଷୀ, ବୁଣାକାର ଏବଂ ଅନ୍ୟମାନଙ୍କ ଜୀବନ ଜୀବିକା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିଛନ୍ତି। ଏଥିରେ ଚାଷୀମାନଙ୍କୁ ପ୍ରାୟ 300 କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ। ଆଜି ବସିଥିବା ଏକ […]