ଜମ୍ମୁକାଶ୍ମୀର : ଜମ୍ମୁକାଶ୍ମରର ବନ୍ଦିପୋରାର ଦୁଇ ଘରୁ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଖବର ମିଳିଛି । ଏହି ଘରେ ରହିଥିବା ଲୋକଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟରକୁ ପଠାଯାଇଥିବାବେଳେ ଏହି ମଉକାରେ ଚୋରମାନେ ଏହ ଘରୁ ସବୁ ଲୁଟିନେଇଛନ୍ତି । ଏହି […]
ଲକ୍ଷ୍ନୌ : ସାରା ଭାରତରେ କରୋନାକୁ ନେଇ ଏକ ପ୍ରକାର କୋକୁଆ ଭୟ ଲାଗିଥିବାବେଳେ ଭାରତରେ ଏକ କରୋନା ଗ୍ରାମ ରହିଛି । ତେବେ ଏହି ଗ୍ରାମ କରୋନା ସଂକ୍ରମିତ ନୁହେଁ, ବରଂ ଏହି ଗ୍ରାମର ନାମ କରୋନା । ଲକ୍ଷ୍ନୌଠାରୁ […]
ଜମ୍ମୁ : ବିଶ୍ବ ମହାମାରୀ କରୋନା ଭାଇରସ୍ ସହ ମୁକାବିଲା କରିବା ନିମେନ୍ତ ଜମ୍ମୁକାଶ୍ମୀରର ରୌଜରୀ ଜିଲ୍ଲା ପ୍ରଶାସନ ପାଞ୍ଚଟି ଗ୍ରାମକୁ ରେଡ୍ ଜୋନ୍ ଘୋଷିତ କରାଯାଇଛି । ପ୍ରଶାସନ ଏହି ପାଞ୍ଚଟି ଗ୍ରାମରେ 43 ଜଣ କରୋନା ସନ୍ଦିଗ୍ଧଙ୍କୁ କ୍ବାରେଣ୍ଟାଇନ୍ […]
ରାଜସ୍ଥାନ: ବାୟୁସେନା ସହାୟତାରେ ଇରାନରୁ ଉଦ୍ଧାର ହୋଇଥିବା 1036 ଜଣ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ କରେନା ପଜିଟିଭି ରହିଥିବାର ସୂଚନା ମିଳିଛି। ରାଜସ୍ଥାନର ଯୋଧପୁରର ରହିଥିବା ଏହି ପ୍ରବାସୀ ଭାରତୀୟ ନିବାସୀଙ୍କଠାରେ କରୋନା ପଜିଟିଭ ଆସିଛି ବୋଲି ସୋମବାର ଜଣେ ସ୍ୱାସ୍ଥ୍ୟ […]
ନୂଆଦିଲ୍ଲୀ: କରୋନା ଭାଇରସ୍ ମୁକାବିଲା ପାଇଁ ସାରା ଦେଶରେ 21ଦିନିଆ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏବେ ଲୋକଙ୍କ ମନରେ ଏହି ଲକ୍ ଡାଉନ୍କୁ ଆହୁରି ବୃଦ୍ଧି କରାଯିବା ନେଇ ପ୍ରଶ୍ନ ଉଠିଛି। ତେବେ କ୍ୟାବିନେଟ୍ ସଚିବ ରାଜୀବ ଗାଓ୍ବା। ଏହି ଲକ୍ […]
ଉତ୍ତରପ୍ରଦେଶ : କରୋନା ଭାଇରସ୍ ମୁକାବିଲା ପାଇଁ ସାରା ଦେଶରେ ଲକ୍ଡାଉନ୍ । ଏହାର ପ୍ରଭାବ ସବୁଠୁ ଅଧିକ ଶ୍ରମିକ ବା ଖଟିଖିଆ ଲୋକଙ୍କ ଉପରେ ପଡିଛି । ଏପରି ସଂକଟ ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରମିକା ବା […]
କୋଲକାତା : ପୁଣି ପଶ୍ଚିମବଙ୍ଗରୁ ଆଉ ଜଣଙ୍କ ମୁଣ୍ଡ ନେଲା କରୋନା। ମିଳିଥିବା ସୂଚନା ଅନୁସାରେ କରୋନା ଭାଇରସ୍ ଯୋଗୁଁ ସୋମବାର ଦିନ ଜଣକର ମୃତ୍ୟୁ ହୋଇଛି। ରାଜ୍ୟରେ ମୋଟ୍ ଦୁଇଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବାବେଳେ ରାଜ୍ୟରେ 18ଜଣ ଲୋକେ […]
ନୂଆଦିଲ୍ଲୀ : ସାରା ବିଶ୍ବରେ ମୃତ୍ୟୁର ତାଣ୍ଡବ ରଚୁଥିବା କରୋନା ଭାରତରେ ମଧ୍ୟ ବ୍ୟାପିବାରେ ଲାଗିଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 1000 ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 27ରେ ପହଞ୍ଚିଛି । ଦେଶର 27ଟି ରାଜ୍ୟରେ ଏହି କରୋନା ବ୍ୟାପିସାରିଥିବାବେଳେ […]
ୱାସିଂଟନ୍, ଏଣିକି କରୋନା ଭାଇରସକୁ ଭୟ କରିବାର କିଛି ନାହିଁ, ଖୁବ ଶିଘ୍ର ବଜାରକୁ ଆସିବ କୋଭିଡ-19 ନିରାକଣ ଔଷଧ। ଏହା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ରବିବାର ରାତିରେ ଟ୍ରମ୍ପ ହ୍ବାଇଟ ହାଉସରେ ସମ୍ବୋଧିତ କରି ଏହି ତଥ୍ୟ […]
ନୂଆଦିଲ୍ଲୀ, କର୍ମଚାରୀ ଭବିଷ୍ୟନିଧି ସଂଗଠନ ଇପିଏଫଓ ଅନ୍ତର୍ଭୁକ୍ତ ସଂଗଠିତ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ୧୯୫୨ର ସଂଶୋଧନ କରାଯାଇଛି। କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏ ସଂପର୍କରେ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ସାମ୍ପ୍ରତିକ କରୋନା ସଂକ୍ରମଣକୁ […]
ମାନବ ସମାଜ ଉପରେ କରୋନା ସଂକ୍ରମଣ ଗଭୀର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ମନସ୍ତାତ୍ଵକି ପ୍ରଭାବକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧିନସ୍ଥ ‘ନ୍ୟାସନାଲ ବୁକ ଟ୍ରଷ୍ଟ’ ‘କରୋନା ଷ୍ଟଡି ସିରିଜ’ ନାମରେ ପୁସ୍ତକ ପ୍ରସ୍ତୁତ କରିବ। […]
ନୂଆଦିଲ୍ଲୀ, ଲକଡାଉନ ସମୟରେ ବାହାର ରାଜ୍ୟରୁ ଆସି ଅନ୍ୟ ରାଜ୍ୟରେ କାମ କରୁଥିବା ଶ୍ରମିକମାନଙ୍କୁ ସେମାନଙ୍କ କାର୍ଯ୍ୟସ୍ଥଳୀରେ ରହିବା ଓ ଖାଇବାର ବ୍ୟବସ୍ଥା କର। ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ଏଥିସହିତ ଯେଉଁ ଘରମାଲିକ ଭଡାଟିଆଙ୍କୁ ବାହାର କରିବାକୁ […]
ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମନ୍ କି ବାତ୍ ରେ ସାରା ଦେଶରେ ଥିବା ଲକଡାଉନ ସଂପର୍କରେ ଉଲ୍ଲେଖ କରିଛନ୍ତି। ଏଥିପାଇଁ ଦେଶବାସୀ ମୋତେ କ୍ଷମା କରନ୍ତୁ ବୋଲି ମୋଦୀ କହିଛନ୍ତି। ଆଜିର ମନ୍ କି ବାତରେ ମୋଦୀ […]
ଭୋପାଲ : ମଧ୍ୟପ୍ରଦେଶରେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ର ୫୦ଜଣ ଯବାନଙ୍କୁ କ୍ବାରେଣ୍ଟାଇନ୍ କରାଯାଇଛି । ବିଏସଏଫ ଜଣେ ଅଧିକାରୀଙ୍କଠାରେ କରୋନା ରିପୋର୍ଟ ପଜିଟିଭ୍ ମିଳିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।ଟେକନପୁରରେ ରହିଥିବା ତାଲିମ କେନ୍ଦ୍ରରେ ଜଣେ ଅଧିକାରୀ ପଜିଟିଭ୍ […]
ଭୁବନେଶ୍ୱର: କୋଭିଡ୍-୧୯ ପରିପ୍ରେକ୍ଷୀରେ ସାରା ଦେଶରେ ହୋଇଥିବା ତାଲାବନ୍ଦ ଯୋଗୁଁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡ଼ିଶାର ଶ୍ରମଜୀବୀ, ଛାତ୍ର, ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କ ସହାୟତା ନିମନ୍ତେ ଓଡ଼ିଶା ସରକାର ସ୍ୱତନ୍ତ୍ର ପ୍ରଶାସନିକ ବ୍ୟବସ୍ଥା କରିଛନ୍ତି। ଇତି ମଧ୍ୟରେ ରାଜ୍ୟ […]
ମୁମ୍ବାଇ : ସମଗ୍ର ଦେଶ ଲକ୍ଡାଉନ୍ରେ ରହିଥିବା ବେଳେ ଭାରତୀୟ ରେଳବାଇ ସହାୟତାର ହାତ ବଢାଇଛି । ସମଗ୍ର ଦେଶରେ ଭାରତୀୟ ରେଳବାଇ ପକ୍ଷରୁ ୧୧ ହଜାର ପ୍ୟାକେଟ୍ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି । ରେଳବାଇର ରହିଥିବା ୨୫ଟି ଆଇଆରସିଟିସି କିଚନେ୍ରେ […]
କୋଲକାତା : କରୋନା ମୁକାବିଲା ପାଇଁ ବିଭିନ୍ନ କ୍ରୀଡାବିତ୍ ଏବଂ କଳାକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଉଥିବା ବେଳେ ଏହି ତାଲିକାରେ ନିଜକୁ ସାମିଲ କରିଛନ୍ତି ଋଚା ଘୋଷ । ଚଳିତ ବର୍ଷ ନିଜର ବିଶ୍ୱକପ୍ ପଦାର୍ପଣ କରିଥିବା ଋଚା ପ୍ରଥମ […]
ମୁମ୍ବାଇ : ସରକାରଙ୍କ କରୋନା ମୁକାବିଲା ପ୍ରକ୍ରିୟାକୁ ନେଇ ଏକାଧିକ ବରିଷ୍ଠ କଂଗ୍ରସେ ନେତା ପ୍ରଶ୍ନ ଉଠାଇଥିବା ବେଳେ ଏହାକୁ ସମାଲୋଚନା କରିଛନ୍ତି ମିଲିନ୍ଦ ଦେଓରା । ବର୍ତ୍ତମାନ ଦେଶ ସଙ୍କଟମୟ ପରସ୍ଥିତି ମଧ୍ୟରେ ଗତି କରୁଥିବା ବେଳେ ଏହାକୁ ନେଇ […]
ଭୁବନେଶ୍ବର, ଗତକାଲିଠାରୁ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି। ଗୋଟିଏ ପଟେ ଲୋକେ ଲକଡାଉନ ଅବସ୍ଥାରେ ଘରେ ଥିବା ବେଳେ ଏପରି ଗରମ ଅସହ୍ୟ ହୋଇଯାଉଛି। ସେଥିପାଇଁ ଜିଲ୍ଲାପାଳମାନେ ସଜାଗ ରହୁନ୍ତୁ ବୋଲି ଆଜି ସ୍ବତନ୍ତ୍ର ରିଲିଫ କମିସନର ଜିଲ୍ଲାପାଳଙ୍କୁ […]
ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ଷ୍ଟାଇଲିସ୍ ଓପ୍ନର ତଥା ଦିଲ୍ଲୀ ସାଂସଦ ଗୌତମ ଗମ୍ଭୀର କରୋନା ମୁକାବିଲା ପାଇଁ ୧ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ନିଜର ଏମ୍ପି ଲାଡ୍ ଫଣ୍ଡରୁ ଗମ୍ଭୀର ଏହି ଅର୍ଥ ପ୍ରଦାନ […]
ନୂଆଦିଲ୍ଲୀ: କରୋନା ଭାଇରସ୍ ମୁକାବିଲା ପାଇଁ ପେଟିଏମ୍ ପ୍ରଦାନ କରିବ ୫୦୦ କୋଟି। ଗତକାଲି ପିଏମ୍ କେୟାର୍ସ ଫଣ୍ଡ ଗଠନ ପରେ ଆଜି ପେଟିଏମ୍ ପକ୍ଷରୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି। ୫୦୦ କୋଟି ଟଙ୍କା ସହାୟତା ଘୋଷଣା କରାଯାଇଥିବା […]