ନୂଆଦିଲ୍ଲୀ : ବିଶ୍ବର କରୋନା ମହାମାରୀ କବଳରୁ ବର୍ତ୍ତିବା ପାଇଁ ଆମେ ସମସ୍ତେ ମାସ୍କ ପିନ୍ଧିବା ସହ ସାନିଟାଇଜର୍ ବ୍ୟବହାର କରିବାକୁ ଗୁରୁତ୍ବ ଦେଉଛନ୍ତି। ବଜାରରେ କରୋନା ପ୍ରକୋପ ପୂର୍ବରୁ ମଧ୍ୟ ସାନିଟାଇଜର୍ ବିକ୍ରି ହେଉଥିଲା। ଏବେ କିନ୍ତୁ ଲୋକେ ଅଧିକ […]
ମୁମ୍ବାଇ : ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ ଲିଙ୍କ ମାମଲାରେ ଦୁଇଜଣଙ୍କୁ ଗିରଫ କରିଛି ଏନ୍ସିବି । ଅବଦୁଲ୍ ବାସିତ ପରିହାର ଓ ଜୈଦ୍ ଭିଲିଟ୍ରାଙ୍କୁ ମୁମ୍ବାଇ ଓ ବାନ୍ଦାରୁ ଗିରଫ କରାଯାଇଛି । ରିୟାଙ୍କ ସହଯୋଗୀ ସାମୁଏଲ୍ ମିରଣ୍ଡାଙ୍କ ଲିଙ୍କ୍ରେ ଦୁହେଁ […]
ନୂଆଦିଲ୍ଲୀ, କେନ୍ଦ୍ରର ପରୀକ୍ଷା, ଚିହ୍ନଟ ଓ ଉପଚାର ରଣନୀତି ସହ ତାଳ ଦେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ବ୍ୟାପକ ନମୁନା ପରୀକ୍ଷା କରାଯାଉଛି । ଅଧିକ ପରୀକ୍ଷା ଯୋଗୁଁ ସଅଳ ସଂକ୍ରମଣ ନିରୂପଣ ସମ୍ଭବ ହେବା ସହ ଅଧିକରୁ ଅଧିକ […]
ନୂଆଦିଲ୍ଲୀ, ଗତ ୫ ଦିନ ଧରି ଦୈନିକ ୬୦ ହଜାରରୁ ଉର୍ଦ୍ଧ୍ଵ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୬୫,୦୮୧ ଜଣ ସୁସ୍ଥ ହୋଇଛନ୍ତି । ଏଥିସହିତ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୮,୩୯,୮୮୨ରେ ପହଞ୍ଚିଥିବା […]
ନୂଆଦିଲ୍ଲୀ, ଆଗାମୀ ୨୦୨୩-୨୪ ସୁଦ୍ଧା ଏକ ବିଲିୟନ ଟନ କୋଇଲା ଉତ୍ପାଦନ କରି ଦେଶକୁ କୋଇଲା କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାକୁ ନିଷ୍ପତ୍ତି ହୋଇଛି । କୋଲ ଇଣ୍ଡିଆ ଲିମିଟେଡ (ସିଆଇଏଲ) କୋଇଲା ଉତ୍ତୋଳନ ଭିତ୍ତିଭୂମି ଓ ପ୍ରକଳ୍ପ ବିକାଶ କ୍ଷେତ୍ରରେ ବୈଷୟିକ […]
ନୂଆଦିଲ୍ଲୀ, ଭାରତୀୟ ଜ୍ୟୋର୍ତିବିଜ୍ଞାନୀମାନଙ୍କୁ ଏକ ଉଲ୍ଲେଖନୀୟ ସଫଳତା ମିଳିଛି । ସୁଦୂର ଅନ୍ତରୀକ୍ଷରେ ଥିବା ବ୍ରହ୍ମାଣ୍ଡର ଅନ୍ୟତମ ଏକ ତାରକାପୁଞ୍ଜକୁ ଆବିଷ୍କାର କରିବାରେ ସେମାନେ ସଫଳ ହୋଇଛନ୍ତି । ଆଜି ଏଠାରେ ଏ ସଂପର୍କରେ ସୂଚନା ଦେଇଛନ୍ତି ମହାକାଶ ଏବଂ ପରମାଣୁ […]
ଗୟା : ପ୍ରେମ କରିବା ଜଣେ ଯୁବକଙ୍କୁ ବେଶ୍ ମହଙ୍ଗା ପଡିଛି । ବିହାର ଗୟାରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଜଣେ ଯୁବକଙ୍କୁ ପ୍ରେମ କରିବା ବେଶ୍ ମହଙ୍ଗା ପଡିଛି । ପ୍ରେମିକ ଯୁବକଙ୍କୁ ଠେଙ୍ଗାରେ ମାଡ […]
ନୂଆଦିଲ୍ଲୀ : ମାତ୍ର 1 ଘଣ୍ଟା ମଧ୍ୟରେ 28 ହଜାର କୋଟିରୁ ଅଧିକ ଟଙ୍କାର ଲାଭ ହାସଲ କରିଛନ୍ତି ଜୁମ୍ ଭିଡିଓ କମ୍ୟୁନିକେସନର ସିଇଓ । ଜୁମର ସିଇଓ ଏରିକ ୟୁଆନ ଏକ ଘଣ୍ଟା ମଧ୍ୟରେ 4.2 ବିଲିୟନ୍ ଡଲାର ବା […]
ଭୁବନେଶ୍ବର, ଗ୍ୟାଙ୍ଗେଟିକ୍ ପଶ୍ଚିମ-ବଙ୍ଗ ଏବଂ ତାର ଆଖପାଖ ଅଂଚଳରେ ଗୋଟିଏ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି, ଯାହା ସମୁଦ୍ର ପତ୍ତନ ଠାରୁ ୦.୯ କିମି ଯାଇଁ ବ୍ୟାପିଛି। ଏହା ଘୁର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଭିତରେ ମୟୁରଭଞ୍ଜ, କେନ୍ଦୁଝର, ଦେବଗଡ, ସୁନ୍ଦରଗଡ, […]
ମୁମ୍ବାଇ : ଆକ୍ସନ୍ ତାରକା ଟାଇଗର ଶ୍ରଫ୍ ୨୨୦ କିଲୋ ଓଜନ ଟେକି ନିଜ ପ୍ରଶଂସକଙ୍କୁ ଭୟଭୀତ କରାଇଦେଇଛନ୍ତି। ଅଭିନେତା ସେୟାର କରିଥିବା ଏକ ନୂତନ ଇନଷ୍ଟାଗ୍ରାମ ଭିଡିଓରେ ସେ ୨୨୦ କିଲୋ ସହିତ ଡେଡଲିଫ୍ଟ କରୁଥିବା ଦେଖିବାକୁ ମିଳିଛି। ଏକ […]
ନୂଆଦିଲ୍ଲୀ : ମୋରାଟୋରିୟମ ଉପରେ ସୁଧକୁ ନେଇ ନିଜର ପକ୍ଷ ରଖିଛନ୍ତି କେନ୍ଦ୍ର ସରକାର । ମୋରାଟେଗାରିୟମ ଅବଧିକୁ ଦୁଇ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରି ହେବ ମାତ୍ର ମୋରାଟୋରିୟମ ଉପରେ ସୁଧ ଛାଡ କରିବା ସମୀଚୀନ ନୁହେଁ ବୋଲି ସଲିସିଟର […]
ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ପାର୍ଥିବ ଶରୀର ଆଜି ପଞ୍ଚତତ୍ତ୍ବରେ ବିଲୀନ ହୋଇଛି । ରାଷ୍ଟ୍ରୀୟ ସମ୍ମାନ ସହିତ ଲୋଧୀ ଶ୍ମଶାନଘାଟରେ ପ୍ରଣବ ଦା’ଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଆର୍ମି ହସ୍ପିଟାଲରୁ ପ୍ରଣବଙ୍କ […]
ନୂଆଦିଲ୍ଲୀ: ଭାରତର ନୂଆ ନିର୍ବାଚନ କମିଶନର ଭାବେ ମଙ୍ଗଳବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି ରାଜୀବ କୁମାର । ସେ ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଅରୋଡା ଏବଂ ନିର୍ବାଚନ କମିଶନର ସୁଶିଲ ଚନ୍ଦ୍ରାଙ୍କ ସହିତ ଭାରତ ନିର୍ବାଚନ କମିଶନର ସଦସ୍ୟ […]
ନୂଆଦିଲ୍ଲୀ, ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କୁ ଆଜି ଶେଷ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଉଛି। ନୂଆଦିଲ୍ଲୀସ୍ଥିତ 10 ରାଜାଜୀ ମାର୍ଗରେ ଥିବା ତାଙ୍କ ବାସଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ପୂର୍ବତନ […]
ନୂଆଦିଲ୍ଲୀ : ସଶସ୍ତ୍ର ସୀମା ବଳ ତରଫରୁ କନେଷ୍ଟବଳ ନିଯୁକ୍ତି ବିଜ୍ଞାପନ ଜାରି କରାଯାଇଛି। ପ୍ରାୟ 1500ରୁ ଉର୍ଦ୍ଧ୍ବ ପଦବୀ ପାଇଁ ଆବେଦନ ଆହ୍ବାନ କରାଯାଉଛି । ଭାରତ ମଧ୍ୟରେ ନିଯୁକ୍ତି ପାଇବାର ସୁଯୋଗ ରହିଥିବାବେଳେ ଆକର୍ଷଣୀୟ ଦରମା ମଧ୍ୟ ରହିଛି […]
ନୂଆଦିଲ୍ଲୀ, ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ଫୋନପେ ସୋମବାର ଏକ ବଡ ଘୋଷଣା କରିଛି। ତାହା ହେଉଛି ଆସନ୍ତା ଏକ ବର୍ଷ ମଧ୍ୟରେ ଭାରତରେ 2.5 କୋଟିରୁ ଅଧିକ ଛୋଟ ବ୍ୟବସାୟୀଙ୍କ ପାଇଁ ଡିଜିଟାଲ ପେମେଣ୍ଟ ସକ୍ଷମ କରିବାରେ ସମର୍ଥ ହେବ ଫୋନ […]
ମୁମ୍ବାଇ : ଭାରତୀୟ ପ୍ରମୁଖ ଇକ୍ୱିଟି ସୂଚକାଙ୍କ ମଙ୍ଗଳବାର ଦିନ ଏକ ଭଲ କାରାବାରରେ ଖୋଲିଛି। ସେନ୍ସେକ୍ସ ୧୪୦ ପଏଣ୍ଟରୁ ଅଧିକ କାରବାର କରିଛି। ମୁଖ୍ୟତଃ ଟେଲିକମ୍ ଏବଂ ଅଟୋ ଷ୍ଟକରେ ଭଲ କ୍ରୟ ଦେଖିବାକୁ ମିଳିଛି AGR ପ୍ରସଙ୍ଗରେ ସୁପ୍ରିମକୋର୍ଟ […]
ନୂଆଦିଲ୍ଲୀ, 2020 ଅଗଷ୍ଟ ମାସରେ ଦେଶରେ ମୋଟ 86,449 କୋଟି ଟଙ୍କାର ଜିଏସ୍ଟି ରାଜସ୍ୱ ସଂଗୃହୀତ ହୋଇଛି। ସେଥିମଧ୍ୟରେ କେନ୍ଦ୍ରୀୟ ଜିଏସ୍ଟିର ପରିମାଣ 15906 କୋଟି ଟଙ୍କା ହୋଇଥିବାବେଳେ ରାଜ୍ୟ ଜିଏସ୍ଟି ପରିମାଣ 21064 କୋଟି ଟଙ୍କା। ସେହିଭଳି ଏହି ମାସରେ […]
ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନାଭାଇରସ୍ ଆକ୍ରାନ୍ତ ସଂଖ୍ୟା ୨୫.୪ ନିୟୁତରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟ ୮ ଲକ୍ଷ ୪୯ ହଜାରରୁ ଅଧିକ ହୋଇଛି। ମଙ୍ଗଳବାର ସକାଳ ସୁଦ୍ଧା ମୋଟ ମାମଲା ୨ କୋଟି ୫୪ ଲକ୍ଷ ୫ […]
ନୂଆଦିଲ୍ଲୀ, ସୋମବାର ସକାଳେ ପଶ୍ଚିମ ମଧ୍ୟପ୍ରଦେଶ, ପୂର୍ବ ରାଜସ୍ଥାନ, ଗୁଜରାଟ ଏବଂ ପଶ୍ଚିମବଂଗର ହିମାଳୟ ଉପାନ୍ତ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ଏବଂ କେତେକ ସ୍ଥାନରେ ଅତି ପ୍ରବଳରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ସେହିଭଳି ମଧ୍ୟମହାରାଷ୍ଟ୍ର ଆସାମ, କୋଙ୍କଣ […]
ନୂଆଦିଲ୍ଲୀ, ଭାରତ ସୀମାରେ ଚୀନର ନିୟମ ଉଲ୍ଲଘଂନ କାର୍ଯ୍ୟକଳାପ ସଂପର୍କରେ ଭାରତ ତାହାର ସ୍ପଷ୍ଟୀକରଣ ରଖିଛି। ଏଥିରେ କୁହାଯାଇଛି ଯେ, ପୂର୍ବ ଲଦାଖରେ ଜାରି ରହିଥିବା ବିବାଦକୁ ନେଇ ଭାରତ ଓ ଚୀନ ମଧ୍ୟରେ ଏକାଧିକ ସେନା ଓ କୂଟନୈତିକ ସ୍ତରରେ […]