ଶ୍ରୀନଗର : ଜମ୍ମୁ କାଶ୍ମୀରର ଶ୍ରୀନଗରରେ ଦୁଇ ଲସ୍କର ଆତଙ୍କୀ ପ୍ରାଣ ହରାଇଛନ୍ତି । ଜମ୍ମୁ କାଶ୍ମୀର ପୋଲିସ୍, ସିଆରପିଏଫ୍ ଏବଂ ସେନା ପକ୍ଷରୁ କରାଯାଇଥିବା ମିଳିତ ଅପରେସନ୍ରେ ଦୁଇ ଆତଙ୍କୀ ନିହତ ହୋଇଛନ୍ତି । ଦକ୍ଷିଣ କାଶ୍ମୀରର ସଙ୍ଗମ ବିଜବେହେରାରେ […]
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ସମସ୍ତ ଚାରି ଅଭିଯୁକ୍ତଙ୍କ ଫାଶୀ ତାରିଖ ପାଖେଇ ଆସୁଥିବାବେଳେ ପରିବାରବର୍ଗଙ୍କ ସହ ଶେଷ ସାକ୍ଷାତ ପାଇଁ ସୁଯୋଗ ଦିଆଯିବ ବୋଲି ତିହାର ଜେଲ୍ ପ୍ରଶାସନ ଲିଖିତ ଆକାରରେ ଜଣାଇଛନ୍ତି। ମୁକେଶ ଓ […]
ପୁଣେ : ମହାରାଷ୍ଟ୍ରର ଜଣେ ଛାତ୍ରଙ୍କୁ ଜଣେ ଶିକ୍ଷକ ଏପରି ମାଡ ମାରିଛନ୍ତି ଯେ, ଛାତ୍ର ଜଣକ ଚିକିତ୍ସିତ ହେବା ପାଇଁ ଭର୍ତ୍ତି କରାଯାଇଛି । ଗୁରୁ ଶିଷ୍ୟ ପରମ୍ପରାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ଏହି ଘଟଣାଟି ପୁଣେଠାରେ ଘଟିଛି। ପୁଣେର […]
ନୂଆଦିଲ୍ଲୀ : ଆପଣ ମାଗଣାରେ ପ୍ଲାଟଫର୍ମ ଟିକେଟ ଚାହୁଁଛନ୍ତି କି, ତେବେ ଆପଣଙ୍କୁ କରିବାକୁ ପଡିବ ଗୋଟେ ଛୋଟିଆ କାମଟିଏ। ଦିଲ୍ଲୀର ଆନନ୍ଦ ବିହାର ରେଳଷ୍ଟେସନରେ ଫିଟ୍ ଇଣ୍ଡିଆ ଅଭିଯାନ ନେଇ ଏକ ଅଭିନବ ପ୍ରକ୍ରିୟା ଦେଖିବାକୁ ମିଳିଛି । ଏହି […]
ଲକ୍ଷ୍ନୌ : ଦେଶରେ ମହିଳାଙ୍କ ସ୍ଥିତି ଦିନକୁ ଦିନ ଖରାପ ହୋଇପଡିଥିବା ବେଳେ ଉତ୍ତରପ୍ରଦେଶର ବୁଲନ୍ଦସହରରେ ପୁଣି ଏକ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ସାହାଯ୍ୟ ପାଇଁ ଆସିଥିବା ତିନି ଯୁବକ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିଛନ୍ତି । […]
ଲକ୍ଷ୍ନୌ : ଭାରତରେ ଗଚ୍ଛିତ ସୁନାର ପରିମାଣ ବିଶ୍ବର ଷଷ୍ଠ ସ୍ଥାନରେ ରହିଥିବା ବେଳେ ବର୍ତ୍ତମାନ ଭାରତରେ ଏକ ନୂତନ ସୁନାଖଣି ଠାବ କରାଯାଇଛି । ସମଗ୍ର ଭାରତରେ 626 ଟନ୍ର ସୁନା ମହଜୁଦ ରହିଥିବା ବେଳେ ଉତ୍ତର ପ୍ରଦେଶର ସୋନଭଦ୍ରାରୁ […]
ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ । ସହଯୋଗୀ ଦଳଙ୍କ ସହିତ ମତଭେଦ ପରେ ଶୁକ୍ରବାର ଉଦ୍ଧବ ନୂଆଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହି ବୈଠକ ପରେ ଉଦ୍ଧବ କଂଗ୍ରେସ ସଭାପତି […]
ଗୌହାଟୀ/ଶିଲଂ : ଆସାମ ଏବଂ ମେଘାଳୟରେ ମୃଦୁ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଶୁକ୍ରବାର ଅପରାହ୍ନରେ ଆସାମ ଏବଂ ମେଘାଳୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା 2.9ରୁ 3.3 ମଧ୍ୟରେ ରହିଛି […]
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର କମଲନାଥ ସରକାର ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଜାରି କରିଥିବା ବିବାଦୀୟ ଆଦେଶକୁ ପ୍ରତ୍ୟାହାର କରିଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରୀ ତୁଲସୀ ସହଲାଓ୍ବତ୍ କହିଛନ୍ତି ଯେ, ରାଜ୍ୟ ସରକାର ଆଦେଶକୁ ପ୍ରତ୍ୟାହାର କରିଛନ୍ତି । ଆମେ କାହାକୁ ଏହି ଆଦେଶ […]
ସୁରଟ : ଗୁଜରାଟରେ ଏକ ନିନ୍ଦନୀୟ ଘଟଣା ସମ୍ମୁଖକୁ ଆସିଛି । ସୁରଟର ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ଶାରିରୀକ ପରୀକ୍ଷଣ ନାମରେ ଉଲଗ୍ନ କରାଯାଇଛି । ସୁରତ ମ୍ୟୁନିସିପାଲ୍ କର୍ପୋରେସନ୍ ଦ୍ବାରା ପରିଚାଳିତ ଏହି ହସ୍ପିଟାଲରେ କାର୍ଯ୍ୟରତ ମହିଳା […]
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର କମଲନାଥ ସରକାର ରାଜ୍ୟର ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଏକ ନିଷ୍ପତ୍ତି ଜାରି କରିଛନ୍ତି। ରାଜ୍ୟର କଂଗ୍ରେସ ସରକାର ସ୍ବାସ୍ଥ୍ୟକର୍ମୀଙ୍କୁ ଅତି କମ୍ରେ ଜଣଙ୍କର ବନ୍ଧ୍ୟାକରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏପରି ନ କରିପାରିବେ, ତେବେ ତାଙ୍କୁ ବାଧ୍ୟତାମୂଳକ […]
ଉତ୍ତରପ୍ରଦେଶ: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍ଏସ୍) ମୁଖ୍ୟତଃ କଠୋର ହିନ୍ଦୁବାଦୀ ବୋଲି ଜଣାଯାଇଥା’ନ୍ତି ଏପରିକି ସେମାନେ ମୁସଲମାନଙ୍କୁ ବିରୋଧ କରିଥାନ୍ତି ବୋଲି ସାଧାରଣରେ ଆମର ଏକ ଚିନ୍ତାଧାରା ରହିଆସିଛି। କିନ୍ତୁ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶଠାରେ। ମିଳିଥିବା ସୂଚନା ଅନୁସାରେ […]
ହାଇଦ୍ରାବାଦ : ଏଆଇଏମଆଇଏମ ମୁଖ୍ୟ ତଥା ଅସଉଦ୍ଦିଦ୍ନ ଓ୍ବଓ୍ବେସୀଙ୍କ ମଞ୍ଚରେ ପାକିସ୍ତାନ ଜିନ୍ଦାବାଦ୍ ନାରା ଦେଇଥିବା ଯୁବତୀଙ୍କୁ ଗିରଫ କରିଛି ପୋଲିସ । ଅମୂଲ୍ୟା ଲିୟୋନା ନାମ୍ନୀ ଏହି ଯୁବତୀଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ କରାଯାଇଛି। ଯୁବତୀଙ୍କୁ 14 ଦିନ […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାମମନ୍ଦିର ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମକୁ ଆମନ୍ତ୍ରଣ ପ୍ରଦାନ କରାଯାଇଛି । ରାମ ମନ୍ଦିର ଟ୍ରଷ୍ଟର ଏକାଧିକ ସଦସ୍ୟ ଭୂମିପୂଜା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୋଦିଙ୍କୁ ଆମନ୍ତ୍ରଣ କରିଛନ୍ତି । ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଆସନ୍ତାକାଲି ମହାଶିବରାତ୍ରୀ। ଏକାମ୍ର ନଗରୀରେ ମହାପ୍ରଭୁ ଲିଙ୍ଗରାଜଙ୍କ ଅନୁଷ୍ଠିତ ହେବ ଜାଗର ପର୍ବ। ଏନେଇ ବେଶ୍ ଚଳଚଞ୍ଚଳ ଏକାମ୍ର ପୀଠ। ଏଥିପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ନୀତିକାନ୍ତି ନେଇ କାର୍ଯ୍ୟ ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି। ଚଳିତ […]
ବେଙ୍ଗାଲୁରୁ : କର୍ଣ୍ଣାଟକର ଗଦଗ୍ରେ ସଦ୍ଭାବନାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି । ଗଦଗ୍ରେ ରହିଥିବା ଲିଙ୍ଗାୟତ ମଠର ମୁଖ୍ୟ ଭାବରେ ଜଣେ ମୁସଲିମଙ୍କୁ ନିଯୁକ୍ତ କରାଯାଇଛି । ଦେଶରେ ପ୍ରଥମ ଥର ପାଇଁ କୌଣସି ହିନ୍ଦୁ ମଠର ମୁଖ୍ୟ […]
ଭୁବନେଶ୍ୱର, ଭୁବନେଶ୍ୱରଠାରେ ଖୁବ୍ ଶୀଘ୍ର ଏକ ବାୟୋଟେକ୍ନୋଲୋଜି ପାର୍କ ପ୍ରତିଷ୍ଠା କରାଯିବ ଓ ଏଥିରେ ଭାରତ ବାୟୋଟେକ୍ ଉଦ୍ୟୋଗ ସହାୟତା କରିବ । ଏହା ବ୍ୟତୀତ ଭୁବନେଶ୍ୱରସ୍ଥିତ ଜୀବବିଜ୍ଞାନ ପ୍ରତିଷ୍ଠାନରେ ଏକ ଇନ୍କୁ୍ୟବେସନ୍ ସେଣ୍ଟର ଆରମ୍ଭ ହେବ ବୋଲି ବିଜ୍ଞାନ ଓ […]
ରାଜସ୍ଥାନ : ରାଜସ୍ଥାନ ସରକାର ଆଜି 2020-2021 ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବଜେଟ୍ ଆଗତ କରିବା ସହିତ କିଛି ଯୋଜନାର ମଧ୍ୟ ଘୋଷଣା କରିଛନ୍ତି। ରାଜସ୍ଥାନ ସରକାର ପ୍ରତ୍ୟେକ ଘରକୁ ଜଳ ଯୋଗାଣ ପାଇଁ […]
ବେଜିଂ : କୋରୋନା ଭାଇରସ୍ ଦ୍ବାରା ଭୟଙ୍କର ଭାବରେ ପୀଡିତ ଚୀନ୍ ପକ୍ଷରୁ ପୁଣି ଏକ ନୂତନ ବିବାଦ ସୃଷ୍ଟି କରାଯାଇଛି । ଗୃହମନ୍ତ୍ରୀ ଅମିତ ଶାହଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ଚୀନ୍ ପକ୍ଷରୁ ବିରୋଧ କରାଯାଇଛି । ଫେବୃୟାରୀ 20ରେ […]
ନୂଆଦିଲ୍ଲୀ : ଉପହାର ସିନେମା ହଲ ଅଗ୍ନିକାଣ୍ଡରେ ଅଂଶଲ ଭ୍ରାତାଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ବସ୍ତି ମିଳିଛି । ଗୁରୁବାର ସୁପ୍ରିମକୋର୍ଟଙ୍କ ରିହାତି ପରେ ଅଂଶଲ ଭ୍ରାତା ଜେଲ୍ ନଯିବା ପ୍ରାୟ ସ୍ପଷ୍ଟ ହୋଇଛି । ଉପହାର ସିନେମା ହଲ୍ ଅଗ୍ନିକାଣ୍ଡରେ 23 ଶିଶୁଙ୍କ […]
ମଧ୍ୟପ୍ରଦେଶ : ସେବାକୁ ନିୟମିତ କରିବା ପାଇଁ ଭୋପାଳରେ ବିଗତ 72 ଦିନ ହେବ ଧାରଣାରେ ବସିଥିବା ଅତିଥି ଶିକ୍ଷକମାନେ ଅଭିନବ ଉପାୟରେ ନିଜର ଦାବି ଜଣାଇଛନ୍ତି । ବୁଧବାର ଅପରାହ୍ନରେ ଧାରଣାରତ ଜଣେ ମହିଳା ଅତିଥି ଶିକ୍ଷୟିତ୍ରୀ ନିଜର କେଶ […]