ନୂଆଦିଲ୍ଲୀ: ନିର୍ଭୟା ଦୋଷୀ ବିନୟ ଶର୍ମା ଆତ୍ମହତ୍ୟା ଉଦ୍ୟମ କରିଥିବାର ସୂଚନା ମିଳିଛି । ତିହାର ଜେଲ୍ କାନ୍ଥରେ ମୁଣ୍ଡ ବାଡେଇ ଆତ୍ମହତ୍ୟା ଉଦ୍ୟମ କରିଥିବାର ଖବର ମିଳିଛି । ଏଥିରେ ବିନୟ ସାମାନ୍ୟ ଆହତ ହୋଇଛନ୍ତି, ଜେଲ୍ କର୍ତ୍ତୃପକ୍ଷ ତାଙ୍କର […]
ଚେନ୍ନାଇ : ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହେବ 5 ମହିଳାଙ୍କ ସମେତ 20 ଜଣଙ୍କର ମୃତ୍ୟୁ ଘଟିଛି। ତାମିଲନାଡୁ ତିରୁପୁର ଜିଲ୍ଲା ଅବିନାଶୀ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବେଙ୍ଗଲୁରୁରୁ କେରଳର ଏର୍ଣ୍ଣାକୁଲମ୍ ଯାଉଥିବା ଏକ ଯାତ୍ରୀବାହୀ ବସ୍ଟିରେ […]
ଚେନ୍ନାଇ : ସୁପରଷ୍ଟାର୍ କମଲ ହାସନଙ୍କ ଫିଲ୍ମ ସେଟ୍ରେ ଏକ ବଡଧରଣର ଦୁର୍ଘଟଣା ଘଟିଯାଇଛି । ଚେନ୍ନାଇର ଇବିପି ଷ୍ଟୁଡିଓରେ କ୍ରେନ୍ କ୍ରାସ୍ ହେବା ପରେ ତିନିଜଣଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଏହି ଦୁର୍ଘଟଣାରେ 10ରୁ ଅଧିକ […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କ୍ଷମତାସମ୍ପନ୍ନ “ପ୍ରଯୁକ୍ତି ଗୋଷ୍ଠୀ” ଗଠନକୁ ମଞ୍ଜୁରି ମିଳିଛି । ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତାଙ୍କ ଅଧ୍ୟକ୍ଷତାରେ ୧୨ ଜଣିଆ ପ୍ରଯୁକ୍ତି ଗୋଷ୍ଠୀ ଗଠନ ପ୍ରସ୍ତାବକୁ କ୍ୟାବିନେଟ […]
ନୂଆଦିଲ୍ଲୀ : ସୁପ୍ରିମ୍କୋର୍ଟ ତରଫରୁ ନିଯୁକ୍ତ ହୋଇଥିବା ମଧ୍ୟସ୍ଥି ସାଧନା ରାମଚନ୍ଦ୍ରନ୍ ଓ ସଞ୍ଜୟ ହେଗେଡ୍ ଆଜି ଶାହୀନ୍ ବାଗ୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି। ଦୁଇଜଣ ମଧ୍ୟସ୍ଥି ଆଜି ଶାହିନ୍ବାଗ୍ ପ୍ରଦର୍ଶନକାରୀଙ୍କ ସହ ଦୁଇ ଘଣ୍ଟା ସମାଧାନର ପନ୍ଥା ପାଇଁ […]
ଗୁଜୁରାଟ : ମହିଳାଙ୍କ ମାସିକ ଧର୍ମକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ଗୁଜୁରାଟର ଜଣେ ଧର୍ମ ଗୁରୁ। ମାସିକ ଧର୍ମ ସମୟରେ ମହିଳା ଯଦି ରୋଷେଇ ବା ଖାଦ୍ୟ ପ୍ରସ୍ତୁତ କଲେ, ପୁନର୍ଜନ୍ମରେ କୁକୁର (ମାଈ କୁକୁର) ରୂପରେ ଜନ୍ମ ନେବେ। […]
କେରଳ : କେରଳ କୁନ୍ନୁର ଅଞ୍ଚଳରେ ଏକ ଚକିତ କଲା ପରି ଘଟଣା ଶୁଣିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ 21 ବର୍ଷୀୟା ମହିଳା ଜଣକ ନିଜର ଦେଢ ବର୍ଷର ଶିଶୁ ପୁତ୍ରକୁ ଚଟାଣରେ ଫୋପାଡି ହତ୍ୟା କରିଛନ୍ତି। ଶିଶୁ […]
ତିରୁଅନନ୍ତପୁରମ୍ : କେରଳରେ କଂଗ୍ରେସ ଦଳର କାର୍ଯ୍ୟକର୍ତ୍ତା କୋଝିକୋଡ ଜିଲ୍ଲାର ମୁକ୍କମ୍ ପୁଲିସ୍ ଥାନା ନିକଟରେ ବିଫ୍ ତରକାରୀ ସହ ରୁଟିର ବିତରଣ କରିଛନ୍ତି । କେରଳ ପୁଲିସ୍ ତରଫରୁ ପ୍ରସ୍ତୁତ ଖାଦ୍ୟ ତାଲିକାରେ ବିଫ୍କୁ ହଟାଇ ଦେବା ପରେ ଏହାକୁ […]
ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲା ତ୍ରାଲରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ସୁରକ୍ଷା ବାହିନୀର ଯବାନମାନେ ତିନି ଜଣ ଆତଙ୍କବାଦୀଙ୍କୁ ନିହତ କରିଥିବା ସୂଚନା ମିଳିଛି । ଏହି ଆତଙ୍କବାଦୀମାନଙ୍କଠାରୁ ଗୋଟିଏ ଏକେ-୪୭, ଏକେ-୫୬ ଓ ହ୍ୟାଣ୍ଡ-ଗ୍ରେନେଡ ଜବତ ହୋଇଛି […]
ନୂଆଦିଲ୍ଲୀ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ବିବିଧ ସଂସ୍ଥା ଭାବରେ ରହିଥିବା ଏହାର ସମଗ୍ର ମିଡ଼ିଆ ଓ ବିତରଣ (ଡିଷ୍ଟ୍ରିବ୍ୟୁସନ) ବ୍ୟବସାୟକୁ ନେଟୱାର୍କ୧୮ ଅଧୀନରେ ମିଶ୍ରଣ ସମ୍ପର୍କରେ ସୋମବାର ଘୋଷଣା କରାଯାଇଛି। ଏହି ମିଶ୍ରଣ ବ୍ୟବସ୍ଥା ଆଧାରରେ ଟିଭି୧୮ ବ୍ରଡ଼କାଷ୍ଟ, […]
ଭୁବନେଶ୍ବର, ଆଜି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଚଳିତ 2020-21 ବର୍ଷର ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟ କେତେକ କ୍ଷେତ୍ରରେ ବିଗତ ବଜେଟଠାରୁ ଟିକିଏ ଅଲଗା ରହିଛି। ପ୍ରଥମତଃ ଏଥର ବଜେଟ ସଂପୂର୍ଣ୍ଣ ହାଇଟେକ୍ ହୋଇଛି। ପରଂପରା ଅନୁସାରେ ବଜେଟ […]
ମୁମ୍ବାଇ : ସିଏଏକୁ ନେଇ ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ଅସ୍ଥିରତା ଦେଖାଦେଇଛି । ମହାରାଷ୍ଟ୍ରରେ ଶିବସେନା, ଏନ୍ସିପି ଓ କଂଗ୍ରେସର ମହାମେଣ୍ଟ ‘ମହାବିକାଶ ଅଘାଡି’ ସରକାରରେ ପୁଣିଥରେ ଏହାକୁ ନେଇ ମତଭେଦ ଦେଖାଦେଇଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଆଜି ପୁଣିଥରେ […]
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଆଜି ଚତୁର୍ଥ ବଜେଟ୍ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ସୁରେଶ ଖନ୍ନା ବିଧାନସଭାରେ 2020 ଆର୍ଥିକ ବର୍ଷ ପାଇଁ ଏହି ବଜେଟ୍ ଉପସ୍ଥାପିତ କରିଛନ୍ତି। ମୋଟ 5,12, 860 କୋଟି 72ଲକ୍ଷ ଟଙ୍କାର ବଜେଟ […]
ମୁମ୍ବାଇ : ମୁମ୍ବାଇର ଲୋକପ୍ରିୟ ଷ୍ଟ୍ରିଟ୍ ଫୁଡ୍ ବଡା ପାଓ୍ବ ଏବେ ଦୁନିଆର ସର୍ବଶ୍ରେଷ୍ଠ ମିଶୋଲିନ୍ ସେଫ୍ରେ ସାମିଲ୍ ହୋଇଛି। ମୁମ୍ବାଇର ଏହି ଲୋକପ୍ରିୟ ଖାଦ୍ୟରେ ପାଉଁରୁଟି ଭିତରେ ଆଳୁକୁ ଫ୍ରାଇ କରିକି ରଖାଯିବା ସହିତ ଏଥିରେ ମସଲାଦାର ଚଟଣୀ ସହିତ […]
ନୂଆଦିଲ୍ଲୀ : ରେଳଷ୍ଟେସନରେ ଜାରି ରହିବ ମାଗଣା ଓ୍ବାଇଫାଇ ସେବା । ମଙ୍ଗଳବାର ଭାରତୀୟ ରେଳବାଇ ପକ୍ଷରୁ ଏହି ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି । ପୂର୍ବରୁ ଗୁଗୁଲ୍ ସହାୟତାରେ ବିଭିନ୍ନ ରେଳ ଷ୍ଟେସନ୍ରେ ମାଗଣା ଇଣ୍ଟରନେଟ୍ ସେବା ପ୍ରଦାନ କରାଯାଉଥିଲା । […]
ହାଇଦ୍ରାବାଦ୍ : ଗାଡି ନ ମିଳିବାରୁ ବସ୍ ଅପହରଣ କରିଛନ୍ତି ହାଇଦ୍ରାବାଦର ଜଣେ ଯୁବକ । ରବିବାର ରାତିରେ ଏହି ଘଟଣା ଘଟିଛି । ବିକାରାବାଦର ଜନୈକ ଯୁବକ ତେଲେଙ୍ଗାନା ରାଜ୍ୟ ପରିବହନ ବିଭାଗର ଏକ ବସ୍ ନେଇ ଯାତ୍ରା କରିଥିଲେ […]
ମୁମ୍ବାଇ : ପୂର୍ବତନ ତୃଣମୂଳ କଂଗ୍ରେସ ସାଂସଦ ତଥା ଅଭିନେତା ତାପସ୍ ପାଲ୍ଙ୍କ ପରଲୋକ ହୋଇଛି । ମଙ୍ଗଳବାର ସକାଳୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କ 61 ବର୍ଷ ହୋଇଥିଲା । […]
ନୂଆଦିଲ୍ଲୀ : ବରିଷ୍ଠ ପ୍ରଶାସକ ରାଜୀବ ବଂଶଲ ଏୟାର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର ବଂଶଲ ଏୟାର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । ଗତ ସପ୍ତାହରେ କ୍ୟାବିନେଟ୍ ପକ୍ଷରୁ […]
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ 4 ଦୋଷୀଙ୍କ ପାଇଁ ନୂତନ ଫାଶୀ ତାରିଖ ଘୋଷଣା କରାଯାଇଛି । ମାର୍ଚ୍ଚ 3 ତାରିଖରେ 4 ଦୋଷୀଙ୍କୁ ଫାଶୀ ଦେବା ପାଇଁ ସୋମବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ 3 ତାରିଖ […]
ନୂଆଦିଲ୍ଲୀ : ଶାହିନ୍ବାଗରେ ଜାରି ରହିଥିବା ସିଏଏ ବିରୋଧୀ ଆନ୍ଦୋଳନକୁ ନେଇ ସର୍ବୋଚ୍ଚ କୋର୍ଟ ନିଜର ନିଷ୍ପତ୍ତି ନେଇଛନ୍ତି । ସିଏଏ ଆନ୍ଦୋଳନକୁ ନେଇ ଦାଖଲ କରାଯାଇଥିବା ବିଭିନ୍ନ ଯାଚିକା ଉପରେ ବିଚାର କରି ସୋମବାର ଏହି ମାମଲାରେ ଆନ୍ଦୋଳନକାରୀଙ୍କ ସହିତ […]
ନୂଆଦିଲ୍ଲୀ: ଖାଦ୍ୟ ସୁରକ୍ଷା ପାଇଁ ସାମୁଦାୟିକ ରୋଷଶାଳା ଯୋଜନା ମାମଲାରେ ଓଡ଼ିଶା ସମେତ 5ଟି ରାଜ୍ୟକୁ 15 ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ସମଗ୍ର ଦେଶରେ ସ୍ଥାପନ କରାଯାଇଥିବା ‘କମ୍ୟୁନିଟି କିଚେନ୍’ ସଂକ୍ରାନ୍ତରେ ଆଗତ ହୋଇଥିବା ଜନସ୍ୱାର୍ଥ ମାମଲାର ବିଚାର […]