ବେଙ୍ଗାଲୁରୁ : ଭାରତୀୟ ଜନତା ପାର୍ଟିର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ହେଗେଡ୍ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି । କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅନନ୍ତ ହେଗେଡ୍ ଏକ ବିବାଦୀୟ ବୟାନ ଦେବା […]
କେରଳ : କେରଳରେ କରୋନା ଭାଇରସରେ ଆକ୍ରାନ୍ତ ଥିବା ତୃତୀୟ ବ୍ୟକ୍ତିଙ୍କର ଚିହ୍ନଟ କରାଯାଇଛି। ଏହାପୂର୍ବରୁ ୨ଜଣଙ୍କ ନିକଟରେ କରୋନାଭାଇରସ ପଜିଟିଭ ମିଳିବା ପରେ ଏମାନଙ୍କର ଏବେ ଆଇସୋଲେଶନ ଓ୍ବାର୍ଡରେ ଚିକିତ୍ସା ଚାଲିଛି। ତୃତୀୟ ବ୍ୟକ୍ତି ଜଣଙ୍କ କାସରାଗଡ ଅଞ୍ଚଳର ହୋଇଥିବା […]
କର୍ଣ୍ଣାଟକ : କର୍ଣ୍ଣାଟକ ରାଜନୀତିରେ ସବୁବେଳେ ହାଇ ଭୋଲ୍ଟେଜ ଡ୍ରାମା ଦେଖିବାକୁ ମିଳୁଛି। କିଛି ଦିନର ଶାନ୍ତ ପରେ ପୁଣି ଥରେ ନାଟକ ଆରମ୍ଭ ହେଲାଣି । ପୁଣି ଥରେ ଦେଖିବାକୁ ମିଳିବ ଇସ୍ତଫାର ପର୍ବ । ବିଜେପି ବିଧାୟକମାନେ ଇସ୍ତଫା […]
ନୂଆଦିଲ୍ଲୀ : ଆଉ ଚାରିଦିନ ପରେ ଦିଲ୍ଲୀ ନିର୍ବାଚନ । ସମସ୍ତ ରାଜନୈତିକ ଦଳମାନେ ଜୋର୍ସୋର୍ରେ ପ୍ରସ୍ତୁତି କରିଥିବାବେଳେ ବିଭିନ୍ନ ନେତାମାନଙ୍କର ବିବାଦୀୟ ବୟାନ ଶୁଣିବାକୁ ମିଳିଛି । ଦିଲ୍ଲୀର ମଡେଲ୍ ଟାଉନ୍ ବିଧାନସଭା କ୍ଷେତ୍ରରୁ ବିଜେପି ଟିକେଟରୁ ନିର୍ବାଚନ ଲଢୁଥିବା […]
ନୂଆଦିଲ୍ଲୀ : ଦିଲ୍ଲୀର ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ୫ ନମ୍ବର ଗେଟରେ ରବିବାର ରାତି ପ୍ରାୟ ୧୨ଟାରେ ଫାଇରିଂ ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ ଅଜ୍ଞାତ ଲୋକମାନେ ୟୁନିର୍ଭସିଟି ଗେଟ୍ ସମ୍ମୁଖରେ ଗୁଳି ମାଡ କରି ଫେରାର୍ ହୋଇଟାଇଛନ୍ତି […]
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ରହିଛି ମାତ୍ର ଚାରି ଦିନ। ସମସ୍ତ ରାଜନୈତିକ ଦଳମାନେ ଜୋରସୋର୍ରେ ପ୍ରଚାର ପ୍ରସାର କରୁଥିବାବେଳେ ବିଜେପିର ମଧ୍ୟ ଦଳୀୟ ତୁଙ୍ଗ ନେତୃବୃନ୍ଦମାନେ ତୁଫାନୀ ଗସ୍ତ କରି ଆକ୍ରମକ ପ୍ରଚାରରେ ଲାଗିପଡିଛନ୍ତି। ଏହି କ୍ରମରେ […]
ଗ୍ରେଟର ନୋଏଡା : ଗ୍ରେଟର ନୋଏଡାଠାରେ ରବିବାର ଦିନ ଏକ ବଡଧରଣର ଦୁର୍ଘଟଣା ଘଟିଛି । ଏଠାରେ ଏକ ନିର୍ମାଣାଧୀନ ମଲ୍ରୁ ଚାରିଜଣ ଶ୍ରମିକ ଖସି ପଡିଛନ୍ତି, ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ […]
ମଧ୍ୟପ୍ରଦେଶ : ବିବାହ ପରେ ବର କନ୍ୟାକୁ ନେଇ ନିଜ ଘରକୁ ଯାଇଥାଏ । କିନ୍ତୁ ବିବାହ ପରେ ବର ଥାନାରେ ପହଞ୍ଚିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଭିଣ୍ଡ୍ ଅଞ୍ଚଳରେ । କନ୍ୟା ବଦଳ ନେଇ […]
ବେ ଓଭାଲ୍ : ଭାରତ ବିଦେଶୀ ମାଟିରେ ନ୍ୟୁଜିଲାଣ୍ଡ ବନାମ ଭାରତର ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ କ୍ଲିନ ସୁଇପ କରି ଇତିହାସ ରଚିଛି । ନ୍ୟୁଜିଲାଣ୍ଡର ମାଉଣ୍ଟ ମାଉଙ୍ଗାନୁଇଠାରେ ଖେଳାଯାଇଥିବା ଟିଟ୍ବେଣ୍ଟି ସିରିଜ୍ରେ ଅନ୍ତିମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ୭ ରନ୍ରେ […]
ନୂଆଦିଲ୍ଲୀ : ଚୀନ୍ରେ ବେଶ୍ ଭୟଙ୍କର ଭାବେ ପ୍ରଭାବ ବିସ୍ତାର କରୁଥିବା କରୋନା ଭାଇସର୍ କାରଣରୁ ଭାରତ ଚାଇନା ନାଗରିକଙ୍କ ଇ-ଭିସା ବାତିଲ୍ କରିଛି । ବର୍ତ୍ତମାନର ସ୍ଥିତିକୁ ଦେଖି ସାମୟିକ ଭାବେ ଏଭଳି ବାତିଲ କରାଯାଇଛି। ଏହି ଭାଇରସ୍ରେ 250ରୁ […]
ନୂଆଦିଲ୍ଲୀ : ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ କରି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି ଆମ ଆଦମୀ ପାର୍ଟି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତ ରାଜନୈତିକ ଦଳ ପୂରା ଦମ୍ରେ ନିର୍ବାଚନ ପ୍ରଚାରରେ ଲାଗିପଡିଛନ୍ତି । […]
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସିଲାଣି । ସମସ୍ତ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଆଜି କଂଗ୍ରେସ ଦଳ ଦିଲ୍ଲୀ ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କରିଛି । ଦିଲ୍ଲୀ କଂଗ୍ରେସ ପ୍ରଦେଶ […]
ସମୀକ୍ଷା ବ୍ୟୁରୋ ଚଳିତ ବଜେଟ୍ ଅଧିବେଶନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସବୁଠୁ ଦୀର୍ଘ ସମୟ ବଜେଟ୍ ଭାଷଣ ଦେଇ ରେକର୍ଡ ସୃଷ୍ଟି କରିଛନ୍ତି । ଶନିବାର ଦିନ ବଜେଟ୍ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ 2 ଘଣ୍ଟା 41 ମିନିଟ୍ରେ ଲମ୍ବା […]
ନୂଆଦିଲ୍ଲୀ : କେନ୍ଦ୍ରୀୟ ବଜେଟ୍କୁ ନିରାଶାଜନକ ବୋଲି ଅଭିହିତ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ । ଶନିବାର ଉପସ୍ଥାପିତ ହୋଇଥିବା ବଜେଟ୍କୁ ବିଭିନ୍ନ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ବଢିଆ ରେଟିଂ ଦିଆଯାଇଥିବା ବେଳେ ଚିଦାମ୍ବରମ୍ ଏହାକୁ ସମାଲୋଚନା କରିଛନ୍ତି । […]
ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ମହାରାଷ୍ଟ୍ରରେ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟାର (ଏନ୍ଆରସି)କୁ ଲାଗୁ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଶିବସେନାର ମୁ୍ଖପାତ୍ର ସାମ୍ନାରେ ଏକ ସାକ୍ଷାତକାରରେ ଉଦ୍ଧବ ଠାକ୍ରେ କହିଛନ୍ତି ଯେ, ‘ନାଗରିକତା ସଂଶୋଧନ ଅଧିନିୟମ’ […]
ନୂଆଦିଲ୍ଲୀ : ସର୍ବାଧିକ ସର୍ଚ୍ଚ କରାଯାଇଥିବା ଭାରତୀୟ ଖାଦ୍ୟ ତାଲିକାର ପ୍ରଥମ ସ୍ଥାନରେ ରହିଛି ବିରିୟାନୀ । 2019ରେ ଗୁଗୁଲ୍ରେ କରାଯାଇଥିବା ବିଭିନ୍ନ ସର୍ଚ୍ଚକୁ ନେଇ ଏହି ତଥ୍ୟ ପ୍ରକାଶ ପାଇଛି । ସମୁଦାୟ 4.56 ଲକ୍ଷ ଥର ଚିକେନ୍ ବିରିୟାନୀ […]
କୋଲକତା : ସିଏଏକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ଦିଲ୍ଲୀର ଶାହିନବାଗ୍ ପରି କୋଲକାତାର ସର୍କସ୍ ମଇଦାନଠାରେ 60 ମୁସଲିମ୍ ମହିଳା ସିଏଏକୁ ଧାରଣାରେ ବସିଛନ୍ତି । ରବିବାର ଧାରଣାରେ ବସିଥିବା ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । […]
ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ଡିଏସ୍ପି ଦବିନ୍ଦର ସିଂଙ୍କ ଆତଙ୍କମୀ ଲିଙ୍କ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ) ପକ୍ଷରୁ ଜମ୍ମୁ କାଶ୍ମୀରର ସୋପିଆଁରେ ଚଢାଉ କରାଯାଇଛି । ଶନିବାର ଏନ୍ଆଇଏର 20 ଜଣିଆ ଟିମ୍ ଜମ୍ମୁ କାଶ୍ମୀରରେ ପହଞ୍ଚିବା ପରେ ଆଜି […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଖି ବୁଜିଲେ ବିପ୍ଳବୀ କବି ରବି ସିଂ । ଏକଧାରାରେ ଜଣେ କବି,ସାମ୍ବାଦିକ ଏବଂ ରାଜନେତା ରହିଥିବା ଶ୍ରୀ ସିଂଙ୍କ ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । 1961 ମସିହାରେ ଓଡିଶା ସାହିତ୍ୟ ଏକାଡେମୀ […]
ନୂଆଦିଲ୍ଲୀ : ଚୀନ୍ରେ ରହିଥିବା 323 ଭାରତୀୟ ନାଗରିକଙ୍କୁ ଭାରତ ଫେରାଇ ଅଣାଯାଇଛି । 323 ଜଣ ନାଗରିକଙ୍କୁ ନେଇ ଭାରତ ଆସୁଥିବା ଏୟାର ଇଣ୍ଡିଆ ବିମାନଟି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ଅବତରଣ କରିଛି । ଚୀନ୍ରେ ଏହି ଭାଇରସ୍ […]
ନୂଆଦିଲ୍ଲୀ : ନକଲି ପାସପୋର୍ଟ ଏବଂ ଆଧାର କାର୍ଡ ସହିତ ଜଣେ ଆଫଗାନ ନାଗରିକଙ୍କୁ ଗିରଫ କରାଯାଇଛି । ବାରଣାସୀର ପାସପୋର୍ଟ ଅଫିସରୁ ଉକ୍ତ ଯୁବକଙ୍କୁ ଗିରଫ କରାଯାଇଛି । ଗିରଫ ଆଫଗାନ ନାଗରିକଙ୍କ ନାମ ଇବାଦତଉଲ୍ଲା ଆଲିଆସ୍ ଆବିଦ୍ ବୋଲି […]