କଟକ : ଆଜି କଟକ ସହରରୁ 27 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 27 ଆକ୍ରାନ୍ତଙ୍କ ମଧ୍ୟରା 20 ଜଣ ଇନ୍ଷ୍ଟିଚ୍ୟୁସନାଲ୍ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳ 4 ଜଣ ହୋମ୍ କ୍ବାରେଣ୍ଟାଇନ୍ ଓ 3 ଜଣ […]
ନୂଆଦିିଲ୍ଲୀ: ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ୍(ସିବିଏସ୍ଇ)ର ଦଶମ ଶ୍ରେଣୀ ପରୀକ୍ଷା ଫଳ ଆସନ୍ତାକାଲି ପ୍ରକାଶ ପାଇବ । ସିବିଏସ୍ଇ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବାର ଥିଲା ମାତ୍ର ତାହା ବୁଧବାର ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି। କେନ୍ଦ୍ର […]
ଜୟପୁର: ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ଏବଂ ପାଇଲଟଙ୍କୁ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ପଦରୁ ହଟିବା ପରେ ଜୟପୁରସ୍ଥିତ କଂଗ୍ରେସ ମୁଖ୍ୟାଳୟରୁ ସଚିନ ପାଇଲଟଙ୍କ ନେମ୍ ପ୍ଲେଟ୍ ନାମ ଫଳକ ହଟାଇ ଦିଆଯାଇଛି । ପାଇଲଟଙ୍କ ସ୍ଥାନରେ ଗୋବିନ୍ଦ ସିଂହ ଦୋତସ୍ରାଙ୍କୁ ରାଜସ୍ଥାନ […]
ଭାଗଲପୁର : କରୋନା ସହ ଲଢେଇରେ ଆମ ମଣିଷପଣିଆ ମରିଯାଇଥିବାର ଦେଖଯାଉଛି । କରୋନାରୁ ଦୂରେଇବା ପାଇଁ ସାମାଜିକ ଦୂରତ୍ବକୁ ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ଏହାକୁ ନେଇ ଆମେ ଅସଭ୍ୟ ହୋଇଯାଉଛି । କରୋନାକୁ ଡରିବା ସହିତ ଆମେ କରୋନା […]
ନିଆାଳି : କଟକ ଜିଲ୍ଲା ନିଆଳିରେ 6 କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ବ୍ଲକ୍ର 5 ପଞ୍ଚାୟତକୁ ଶଟଡାଉନ୍ ଘୋଷଣା କରାଯାଇଛି। କରୋନା ସଂକ୍ରମଣ ଦୃଷ୍ଟିରୁ 5ଟି ପଞ୍ଚାୟତକୁ 48 ଘଣ୍ଟା ପାଇଁ ଶଟଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ। […]
ପାଟନା : ଦେଶରେ କରୋନା ସଂକଟ ସମୟରେ ବିହାରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ପାଟନାର ବିଜେପି କାର୍ଯ୍ୟାଳୟରେ ଏକାସାଙ୍ଗରେ 25ଜଣ କରୋନା ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । ଚଳିତ ବର୍ଷ ନଭେମ୍ବରରେ […]
ନୂଆଦିଲ୍ଲୀ/ବ୍ୟାଙ୍କକ, କରୋନାର ଭୟଙ୍କର ସ୍ଥିତି ପାଇଁ ବର୍ତ୍ତମାନ ସାରା ବିଶ୍ବ ଏକ ପ୍ରକାର ବନ୍ଦ ହୋଇଯାଇଛି। ସ୍କୁଲ କଲେଜଠାରୁ ଆରମ୍ଭ କରି ମଲ ସିନେମା ହଲ ସବୁ ବନ୍ଦ। ହେଲେ ଏପରି ସଙ୍କଟମୟ ପରିସ୍ଥିତିରେ ଥାଇଲାଣ୍ଡ ତରଫରୁ ଛାତ୍ରଛାତ୍ରୀଙ୍କ ପାଇଁ ନିଆଯାଇଛି […]
ନୂଆଦିଲ୍ଲୀ : ଭାରତରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ 28 ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 9 ଲକ୍ଷ ଟପିଥିବା ବେଳେ ମୃତ୍ୟୁ […]
ତାମିଲନାଡୁ : କରୋନା ମହାମାରୀ ଯୋଗୁଁ ଦେଶ ସାରା ଲକ୍ଡାଉନ୍ ଜାରି ରହିଥିବାବେଳେ ଜୁଲାଇର ପ୍ରଥମାର୍ଦ୍ଧରୁ ଅନେକ ସ୍ଥାନରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । କିନ୍ତୁ କରୋନା ମାମଲା ବୃଦ୍ଧି ଦେଖି କିଛି କଟକଣା ଜାରି କରାଯାଇଛି । କିନ୍ତୁ […]
ଜୟପୁର, ରାଜସ୍ଥାନରେ କଂଗ୍ରେସ ସରକାରଙ୍କୁ ବଞ୍ଚାଇବା ଉଦ୍ୟମରେ ଦଳ ପକ୍ଷରୁ ଭରପୂର ଉଦ୍ୟମ ହୋଇଥିଲେ ହେଁ ତାହା ବିଶେଷ ସଫଳ ହୋଇନାହିଁ। ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିଦ୍ରୋହ ପରେ ରାଜ୍ୟରେ କଂଗ୍ରେସ ପ୍ରତି ଦେଖା ଦେଇଥିବା ବିପଦ ଏବେ ବି […]
ନୂଆଦିଲ୍ଲୀ, ପ୍ରକୃତ ନିୟନ୍ତ୍ରଣ ରେଖା ଏଲଏସିରେ ଉତ୍ତେଜନା ହ୍ରାସ ପାଇଁ ଭାରତ ଓ ଚୀନ ମଧ୍ୟରେ ଆସନ୍ତାକାଲି ସାମରିକସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ। ଏଲଏସିର ଭାରତ ପଟେ ପୂର୍ବ ଲଦାଖର ଚୁସୁଲଠାରେ ହେବାକୁ ଥିବା ଏହି ବୈଠକରେ ୨ୟ ପର୍ଯ୍ୟାୟ ସେନା […]
ନୂଆଦିଲ୍ଲୀ: ଦିଲ୍ଲୀରେ ଖୁବଶୀଘ୍ର ପ୍ରତିଷ୍ଠା ହେବ ଦ୍ବିତୀୟ ପ୍ଲାଜମା ବ୍ୟାଙ୍କ। ଆଜି ଏହା ଘୋଷଣା କରିଛନ୍ତି ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସରକାର ଏହି ପଦକ୍ଷେପ ନେଇଛନ୍ତି। ଦିଲ୍ଲୀର ଲୋକନାୟକ […]
ନୂଆଦିଲ୍ଲୀ: ବିଶ୍ବରେ ପ୍ରଥମ ଥର ପାଇଁ କରୋନାଭାଇରସ୍ ବିରୋଧୀ ଟିକାର ସଫଳ ଡାକ୍ତରୀ ପରୀକ୍ଷା କରାଯାଇଛି। ରୁଷ୍ ଏହି ପରୀକ୍ଷା କରିଥିବା ଦାବି କରିଛି। ମାନବ ଶରୀରରେ ଏହାର ପରୀକ୍ଷଣ କରାଯାଇଛି। ‘ଲାଇପୋଫିଲିସ୍ଡ୍’ ବା ପାଉଡର୍ ଭାବେ ଥିବା ଏହି ଟିକାରୁ […]
ନୂଆଦିଲ୍ଲୀ : ପ୍ରକାଶ ପାଇଲା ସିବିଏସ୍ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ । cbseresults.nic.inରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି। ସର୍ବଭାରତୀୟ ସ୍ତରରେ ପାସ୍ ହାର 88.78 ପ୍ରତିଶତ ରହିଛି । ଭୁବନେଶ୍ବର ରିଜନ୍ରେ 91.47ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । […]
କୋଲକାତା: ପଶ୍ଚିମବଙ୍ଗର ବରିଷ୍ଠ ବିଜେପି ନେତା ତଥା ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ଝୁଲନ୍ତା ମୃତଦେହ ଊଦ୍ଧାର ହୋଇଛି । ମିଳିଥିବା ସୂଚନା ଅନୁସାରେ ଉତ୍ତର ଦିଞ୍ଜାପୁର ଅନ୍ତର୍ଗତ ହେମତାବାଦ ସ୍ଥିତ ତାଙ୍କ ଘର ନିକଟରୁ ଠାବ ହୋଇଛି। ମୃତ୍ୟୁର କାରଣ […]
ଜୟପୁର : ରାଜସ୍ଥାନ ରାଜନୀତିରେ ହାଇଭୋଲଟେଜ୍ ଡ୍ରାମା ଚାଲିଥିବା ବେଳେ କଂଗ୍ରେସ ନେତା ପିଏଲ୍ ପୁନିଆଙ୍କ ବୟାନ ଏବେ ଚର୍ଚ୍ଚାକୁ ଆସିଛି। ପିଏଲ୍ ପୁନିଆ କହିଛନ୍ତି ଯେ, ସଚିନ୍ ପାଇଲଟ ଏବେ ବିଜେପିରେ ରହିଛନ୍ତି । ତେବେ ଔପଚାରିକ ଭାବେ ସଚିନ୍ […]
ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ଖେଳାଇ ଥିବା ମହାମାରୀ କରୋନା ପ୍ରତିଦିନ ଦେଶରେ ନୂଆନୂଆ ରେକର୍ଡ କରି ଚାଲିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, 24ଘଣ୍ଟାରେ ରେକର୍ଡ 28 ହଜାର 701 ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ 500ଜଣଙ୍କ […]
ରାଜସ୍ଥାନ : ମଧ୍ୟପ୍ରଦେଶ ପରେ ରାଜସ୍ଥାନ ସରକାରରେ ଚାଲିଛି ହାଇଭୋଲ୍ଟେଜ ଡ୍ରାମା । ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥନ ପ୍ରତ୍ୟାହାର ପରେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଧୂଳି ଚାଟିଥିଲା । ଏବେ ସେହି ସମାନ ଢଙ୍ଗରେ ରାଜସ୍ଥାନ ରାଜନୀତି ଚାଲିଛି । […]
ନୂଆଦିଲ୍ଲୀ, ସାରା ଦେଶରେ ନୂଆ ଯାନବାହନ ପଞ୍ଜିକରଣ ବେଳେ ଫାଷ୍ଟଟ୍ୟାଗ କ୍ୟାପଚର ତଥା ଫିଟନେସ ସାର୍ଟିଫିକେଟକୁ ସୁନିଶ୍ଚିତ କରାଯିବା ଜରୁରି । କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ନ୍ୟାସନାଲ ଇନଫର୍ମାଟିକ୍ସ ସେଣ୍ଟର(NIC)କୁ ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ଦିଆଯାଇଛି। […]
ନୂଆଦିଲ୍ଲୀ, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସହିତ ସମ୍ପୂର୍ଣ୍ଣ ସହଯୋଗରେ କେନ୍ଦ୍ର ଦ୍ଵାରା ନିଆଯାଇଥିବା ସମନ୍ୱିତ ପଦକ୍ଷେପଗୁଡିକ ମାଧ୍ୟମରେ ଶୀଘ୍ର ଚିହ୍ନଟ ଏବଂ ଠିକ୍ ସମୟରେ ନିରାକରଣ ତଥା ପ୍ରଭାବଶାଳୀ ଚିକିତ୍ସା ପରିଚାଳନା ଯୋଗୁଁ ଆରୋଗ୍ୟ ହାର କ୍ରମାଗତ ବୃଦ୍ଧି ପାଇବାରେ […]
ନୂଆଦିଲ୍ଲୀ: ପ୍ରଥମ ଥର ନିମନ୍ତେ ଭାରତୀୟ ରେଳବାଇ ବାଂଲାଦେଶର ବେନାପୋଲକୁ ଆନ୍ଧ୍ରପ୍ରଦେଶ ଗୁଣ୍ଟୁରର ରେଡ୍ଡୀପାଲମରୁ ଶୁଖିଲା ଲଙ୍କା ସ୍ଵତନ୍ତ୍ର ପାର୍ସଲ ଟ୍ରେନ ଯୋଗେ ପଠାଇଛି। ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଓ ଏହାର ଆଖପାଖ ଅଞ୍ଚଳ ଲଙ୍କା ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଛି। […]