କାନପୁର : କାନପୁର ଗୁଳିମାଡ଼ ଘଟଣାରେ ପୋଲିସ ଚୌବେପୁର ଥାନା ଅଧିକାରୀ ବିନୟ ତିୱାରୀଙ୍କୁ ନିଲମ୍ବିତ କରିଛି । ଅପରାଧୀ ବିକାଶ ଦୁବେର କିଛି ସହଯୋଗୀଙ୍କ ଉପରେ ହୋଇଥିବା ଚଢଉ ନେଇ କିଛି ପୋଲିସ ଅଧିକାରୀ ପୂର୍ବରୁ ଦୁବେକୁ ଜଣାଇଥିବା ପୋଲିସ […]
ମୁମ୍ବାଇ : ଲକ୍ ଡାଉନ୍ ସମୟରେ ଟେଲି ଅଭିନେତା ତଥା ବିଗବସ୍ର ପୂର୍ବତନ ପ୍ରତିଯୋଗୀ ଗୌତମ ଗୁଲାଟ୍ଟିଙ୍କୁ ବିବାହ କରିଛନ୍ତି ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲା । ଦୁୂହିଁଙ୍କ ବିବାହ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଛି । ଅଭିନେତା […]
ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ବେକାବୁ ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 48 ହଜାର 315କୁ ବୃଦ୍ଧି ହୋଇଛି । ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 18 […]
ପୁରୀ, ଗତକାଲି ପ୍ରତିଷ୍ଠିତ କୋରିଓଗ୍ରାଫର ସରୋଜ ଖାନଙ୍କ ଦେହାନ୍ତ ହୋଇଯାଇଛି। ତାଙ୍କ ପରଲୋକରେ ସାରା ଦେଶର ଚଳଚିତ୍ର ପ୍ରେମୀଙ୍କୁ ଆଘାତ ଦେଇଛି। ସେହିପରି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ମଧ୍ୟ ଏହା ବ୍ୟତିଥ କରିଛି। ତେବେ ସୁଦର୍ଶନ ପୁରୀ ବେଳାଭୂମିରେ ସରୋଜଙ୍କ […]
ପୁରୀ, ଆଜି ହେଉଛି ରସଗୋଲା ଦିବସ। ଏହି ଦିବସଟି ମିଠା ବ୍ୟବସାୟୀଙ୍କ ପାଇଁ ଯେତିକି ଗୁରୁତ୍ବ, ଜଗନ୍ନାଥ ପ୍ରେମୀଙ୍କ ପାଇଁ ସେତିକି ଗୁରୁତ୍ବ। କାରଣ ଆଜି ମା ଲକ୍ଷ୍ମୀଙ୍କ ମାନଭଂଜନ ପାଇଁ ତାଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥ ରସଗୋଲା ପ୍ରଦାନ କରିବେ। […]
ଚେନ୍ନାଇ, : ତାମିଲନାଡୁ ଶୁକ୍ରବାର ପର୍ଯ୍ୟନ୍ତ କରୋନା ଭୂତାଣୁ ଦ୍ଵାରା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ଏକ ଲକ୍ଷ ଅତିକ୍ରମ କରିଛି ବୋଲି ତାମିଲନାଡୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି। ଗତ ୨୪ ଘଣ୍ଟା ମଧ୍ୟରେ ତାମିଲନାଡୁରେ ୪୩୨୯ ଜଣ ବ୍ୟକ୍ତି କରୋନା […]
କୋଲକାତା, : ପଶ୍ଚିମବଙ୍ଗର ଭାରତୀୟ ଜନତା ପାର୍ଟି ସାଂସଦ ତଥା ଅଭିନେତ୍ରୀ ଲକେଟ୍ ଚାଟାର୍ଜୀ ଶୁକ୍ରବାର ଦିନ କୋଭିଡ -19 ପାଇଁ ପଜିଟିଭ୍ ବୋଲି ଜଣା ପଡିଛି। ହୁଗଲିରୁ ବିଜେପି ଲୋକସଭା ସଦସ୍ୟ ଥିବା ଶ୍ରୀମତି ଚାଟାର୍ଜୀ ଶୁକ୍ରବାର ଅପରାହ୍ନରେ ତାଙ୍କ […]
ନୂଆଦିଲ୍ଲୀ, ଜୁଲାଇ 31 ତାରିଖ ଯାଏଁ ଉଡ଼ିବନି ଅନ୍ତର୍ଜାତୀୟ ବିମାନ । ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ DGCA ଶୁକ୍ରବାର ଦିନ ଏନେଇ ଏକ ସର୍କୁଲାର ଜାରି କରିିଛି । ଦେଶରେ କରୋନା ସ୍ଥିତି ଦୃଷ୍ଟିରୁ ଅନ୍ତର୍ଜାତୀୟ କମର୍ସିଆଲ ବିମାନ ଚଳାଚଳ […]
ଲେହ, ଅଚାନକ ଲଦାଖ ଗସ୍ତ କରି ସୀମା ସ୍ଥିତି ଅନୁଧ୍ୟାନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯବାନମାନଙ୍କୁ ଉଦବୋଧନ ଦେଇ ସେମାନଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି। ଆଉ ବିସ୍ତାରବାଦୀ ଚଳିବନି ବୋଲି କହି ଚୀନକୁ କଡ଼ା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ […]
ନୂଆଦିଲ୍ଲୀ, ଭାରତକୁ ଜାପାନର ଦୃଢ ସମର୍ଥନ ଘୋଷଣା । ଲଦାଖ ସୀମାରେ ଚୀନ୍ ସହିତ ସାମରିକ ଉତ୍ତେଜନା ପରିପ୍ରେକ୍ଷୀରେ ଜାପାନଠାରୁ ସମର୍ଥନ ପାଇଛି ଭାରତ । ପ୍ରକୃତ ନିୟନ୍ତ୍ରଣ ରେଖା ବା (ଏଲଏସି)ରେ ସ୍ଥିତାବସ୍ଥା ବଦଳାଇବା ପାଇଁ ଚୀନ କରୁଥିବା ଏକପାଖିଆ […]
କୋଚି: ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଏହା ପ୍ରମାଣିତ ହୋଇ ଯାଇଛି କେରଳ ରାଜଧାନୀ କୋଚିରେ। ଜନ୍ମ କଲା ପିତା ଯେ ଏତେ ନିଷ୍ଠୁର ହୋଇପାରେ ତାହା ଏହି ଖବର ପଢିଲେ ଆପଣ ଜାଣିପାରିବେ। ଗତ ମାସରେ ବାପା […]
ଲେହ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଚାନକ ଲେହ ଗସ୍ତ। ଲାଇନ ଅଫ ଆକଚୁଆଲ କଣ୍ଚ୍ରୋଲ ବା ପ୍ରକୃତ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ବଢୁଥିବା ବେଳେ ପ୍ରଧାନମନ୍ତ୍ରୀ ହଠାତ୍ ଲେହରେ ପହଞ୍ଚି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ଗୋଟିଏ ପଟେ ଏହା ସୀମାନ୍ତରେ […]
କାନପୁର: ପୋଲିସ ଏବଂ ଅପରାଧୀଙ୍କ ମଧ୍ୟରେ ଗୁଳିବିନିମୟରେ ଆଠ ଜଣ ପୋଲିସ କର୍ମୀ ଶହୀଦ ଏବଂ ୬ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି। ଜଣେ ସ୍ଥାନୀୟ ଅପରାଧୀ ବିକାଶ ଦୁବେ ଏବଂ ତାଙ୍କ ଗ୍ୟାଙ୍ଗ କାନପୁରର ଚୌବେପୁର ପୋଲିସ ସର୍କଲ […]
ମୁମ୍ବାଇ, ବଲିଉଡର ପ୍ରଖ୍ୟାତ ତଥା ଲୋକପ୍ରିୟ କୋରିୟଗ୍ରାଫର ସରୋଜ ଖାନଙ୍କ ଗତକାଲି ରାତିରେ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ 71 ବର୍ଷ ବୟସ ହୋଇଥିଲା। ସେ ଗତ ମାସରେ ଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଫଳରେ […]
ନୂଆଦିଲ୍ଲୀ, 2021 ବର୍ଷ ପାଇଁ ପଦ୍ମ ପୁରସ୍କାର ନିମନ୍ତେ ଅନ୍ଲାଇନ ମନୋନୟନ/ସୁପାରିସ ପ୍ରକ୍ରିୟା ଗତ ମେ ପହିଲାଠାରୁ ଆରମ୍ଭ ହୋଇଛି । ଏହ ପ୍ରକ୍ରିୟା ଚଳିତବର୍ଷ ସେପ୍ଟମ୍ବର 15 ଯାଏଁ ଚାଲୁ ରହିବ । ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ […]
ଭୁବନେଶ୍ବର, ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୨ଲକ୍ଷ ୭୪ ହଜାର ୬ ଶହ ୭୨ ଟି ନମୁନା କୋଭିଡ୍-୧୯ ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୭,୫୪୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୫୫୦୨ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ […]
ଭୁବନେଶ୍ବର, କୋଭିଡ୍-୧୯ ପରିସ୍ଥିତିରେ ରାଜ୍ୟରେ କୁକୁଡ଼ା ଚାଷକୁ ପ୍ରୋତ୍ସାହିତ କରିବା, ମାଂସ ଓ ଅଣ୍ଡା ଉତ୍ପାଦନ ବୃଦ୍ଧି କରି ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ଲୋକମାନଙ୍କ ରୋଜଗାର ସୁଯୋଗ ସୃଷ୍ଟି ନିମନ୍ତେ ପ୍ରାଣୀସଂପଦ ବିଭାଗ ଦ୍ୱାରା ଅନେକ ନୂତନ କାର୍ଯ୍ୟକ୍ରମ […]
ଭୁବନେଶ୍ବର, ଓଡ଼ିଶାରେ କରୋନା ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ପାଇଁ ଅତ୍ୟାଧୁନିକ ପ୍ଲାଜ୍ମା ଥେରାପି ଉପଳବ୍ଧ କରିବା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ଚିକିତ୍ସା ପଦ୍ଧତି ନିରୁପଣ ପାଇଁ ଏକ ବୈଷୟିକ କମିଟି ଗଠନ କରାଯିବ। ଏହାର ସଫଳ ରୂପାୟନ […]
ନୂଆଦିଲ୍ଲୀ : ଆଜି କରୋନାରୁ ଆରୋଗ୍ୟ କ୍ଷେତ୍ରରେ ଟପ୍ 15ଟି ରାଜ୍ୟ ତାଲିକା ପ୍ରକାଶିତ ହୋଇଛି । ଏହି ତାଲିକାରେ ଓଡ଼ିଶା 11ତମ ସ୍ଥାନରେ ରହିଛି । କରୋନା ସଂକ୍ରମଣରୁ ଆରୋଗ୍ୟ କ୍ଷେତ୍ରରେ ଓଡ଼ିଶା 11ତମ ସ୍ଥାନରେ ରହିଛି । ତେବେ […]
ଭୋପାଳ: ଆଜି ମଧ୍ୟପ୍ରଦେଶ କ୍ୟାବିନେଟ୍ର ସମ୍ପ୍ରସାରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି । ଏହି ଅବସରରେ 28 ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏହି 28 ଜଣଙ୍କ ମନ୍ତ୍ରୀରେ 20ଜଣ କ୍ୟାବିନେଟ୍ […]
ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶରେ ଗଡ଼ିବ ୧୫୧ଟି ଘରୋଇ ଟ୍ରେନ୍ । ତେଜସ ଏକ୍ସପ୍ରେସ ଭଳି ଏସବୁ ଟ୍ରେନ ଚଳ।ଇବ।କୁ ଭ।ରତୀୟ ରେଳବ।ଇ ଯୋଜନ। ଆରମ୍ଭ କରିଛି । ୧୦୯ଟି ରୁଟରେ ଏହିସବୁ ଟ୍ରେନ ଚଳ।ଇବ।କୁ ରେଳବ।ଇ ପକ୍ଷରୁ ଟେଣ୍ଡର ମଗ।ଯ।ଇଛି । […]