ପୁରୀ : ପୁରୀ ରଥଯାତ୍ରା ପାଇଁ ସମ୍ମତି ଜଣାଇଲେ କେନ୍ଦ୍ର ସରକାର । ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାର ମଧ୍ୟ ରଥଯାତ୍ରା ପାଇଁ ସମର୍ଥନ ଜଣାଇଛନ୍ତି । ବିନା ଭକ୍ତରେ ରଥଯାତ୍ରା କରିବାକୁ ଉଭୟ ସରକାର ସମ୍ମତି ଦେଇଥିବାର ସୂଚନା […]
ନୂଆଦିଲ୍ଲୀ : ଦେଶରେ ଲକ୍ଡାଉନ ଜାରି ରହିଥିବା ସତ୍ତ୍ବେ କରୋନା ହୁ ହୁ ହୋଇ ମାଡି ଚାଲିଛି । ବର୍ତ୍ତମାନ ଦେଶରେ ସଂକ୍ରମିତ କରୋନା ରୋଗୀଙ୍କ ସଂଖ୍ୟା ସାଢେ ଚାରି ଲକ୍ଷ ଅତିକ୍ରମ କରିଛି । ଗତ 24 ଘଣ୍ଟା ମଧ୍ୟରେ […]
ଭୁବନେଶ୍ବର,ବିଭିନ୍ନ ମହଲରେ ପ୍ରବଳ ସମାଲୋଚନା ଓ ଚାପ ପରେ ଶେଷରେ ରାଜ୍ୟ ସରକାର ମୁଣ୍ଡ ନୁଆଁଇଲେ। ରଥଯାତ୍ରା ରିଟପିଟସନର ହେବାକୁ ଥିବା ଶୁଣାଣି ବେଳେ ରାଜ୍ୟ ସରକାର ତାଙ୍କର ଅନୁକୂଳ ଆଭିମୁଖ୍ୟ ରଖିବେ। ଆଜି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏ […]
ଆଠଗଡ, ଆଜି ବନ ବିଭାଗର କର୍ମଚାରୀମାନେ ପ୍ରାୟ 4 ଘଣ୍ଟା ପରିଶ୍ରମ କରି ଏକ ଗଭୀର କୂଅ ଭିତରୁ ବଜ୍ରକାପ୍ତାକୁ ଉଦ୍ଧାର କରିପାରିଛନ୍ତି। ସକାଳ କେତେକ ଲୋକ ଆଠଗଡର ବୁଧିଆପାଟଣା ଅଞ୍ଚଳର ଏକ କୂଅ ପାଖରେ ଶଦ୍ଦ ହେଉଥିବାର ଶୁଣିବାକୁ ପାଇଥିଲେ। […]
ନୂଆଦିଲ୍ଲୀ: ଭାରତ-ଚାଇନା ସୀମା ବିବାଦକୁ ନେଇ ରାହୁଲ୍ ଗାନ୍ଧି ମୋଦି ସରକାରଙ୍କୁ ପୁଣି ଥରେ ଟାର୍ଗେଟ୍ କରିଛନ୍ତି। ଲଦାଖର ଏଲ୍ଏସିରେ ୨୦ ଭାରତୀୟ ଯବାନଙ୍କ ଶହୀଦ ହେବାପରେ ରାହୁଲ୍ ଗାନ୍ଧି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି। ଆଜି ପୁଣିଥରେ ମୋଦି ସରକାରଙ୍କୁ ଟାର୍ଗେଟ୍ […]
ମୁମ୍ବାଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆକସ୍ମିକ ମୃତ୍ୟୁ ପରେ ଏବେ ସାରା ଦେଶର ଜନତା ନ୍ୟାୟ ମାଗୁଛି । ସୁଶାନ୍ତଙ୍କ ଫ୍ୟାନ୍ସ ଓ ଅନ୍ୟ ଲୋକମାନେ ବଲିଉଡ୍ର ବଡ ଷ୍ଟାର୍ ଓ ପ୍ରଡକ୍ସନ ହାଉସ୍ ଓ ଡାଇରେକ୍ଟରଙ୍କ […]
ଭୁବନେଶ୍ବର : ଆଜି 2020 ବର୍ଷର ପ୍ରଥମ ସୂର୍ଯ୍ୟପରାଗ । ବିଶ୍ବର ବିଭିନ୍ନ ଦେଶରେ ଏହା ଦୃଶ୍ୟମାନ ହେଉଛି । ଏହି ସୂର୍ଯ୍ୟପାଗ ଅନ୍ୟ ପରାଗଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଜୁନ୍ 21 ତାରିଖ ଅର୍ଥାତ୍ ଆଜି ହେଉଛି ବର୍ଷର ସବୁଠାରୁ […]
ନୂଆଦିଲ୍ଲୀ : କରୋନା ମହାମାରୀ ପାଇଁ ସାରା ବିଶ୍ବ ଏବେ ସଂକଟରେ । ଦେଶର ବହୁ ଧନୀ ରାଷ୍ଟ୍ରମାନେ ମଧ୍ୟ ଏହି ସଂକଟର ସାମ୍ନା କରୁଛନ୍ତି। ଚୀନ୍ର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ୍ ସାରା ବିଶ୍ବକୁ ନିଜ ଆୟତ୍ତରେ […]
ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ବଢି ଚାଲିଛି କରୋନା ମାମଲା । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ ଟପିଛି । ଦେଶରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ 10 ହଜାର 461କୁ ବୃଦ୍ଧି ହୋଇଥିବାବେଳେ […]
ନୂଆଦିଲ୍ଲୀ: ସାରା ବିଶ୍ବରେ କରୋନା ତାଣ୍ଡବ ଚାଲିଥିବାବେଳେ କରୋନାକୁ ନେଇ ଏକ ଆଶ୍ବସ୍ତିକର ଖବର ଶୁଣିବାକୁ ମିଳିଛି। କରୋନା ମୁକ୍ତି ପାଇଁ ବାହାରିଲା ମେଡିସିନ୍। ଭାରତୀୟ କମ୍ପାନୀ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲସ୍ କୋଭିଡ୍ -୧୯ ପାଇଁ ବାହାର କରିଛି ଏହି ମେଡିସିନ୍। କରୋନାରେ […]
ନୂଆଦିଲ୍ଲୀ : କରୋନା ସ୍ଥିତି ଭାରତରେ ଜଟିଳ ହେବାକୁ ଲାଗିଥିବାବେଳେ କରୋନା ଯୋଦ୍ଧାଙ୍କ ଜୀବନ ନେବାରେ ଲାଗିଛି ଏହି ମହାମାରୀ । ଦିଲ୍ଲୀ ଏନ୍ଏଚ୍ଏସ୍ଆର୍ସିରେ କାର୍ଯ୍ୟରତ ଓଡ଼ିଆ ଡାକ୍ତରଙ୍କ କରୋନାରେ ମୃତ୍ୟୁହୋଇଥିବାର ସୂଚନା ମିଳିଛି । ମୃତ ଡାକ୍ତର ଜଣକ ହେଉଛନ୍ତି […]
ନୂଆଦିଲ୍ଲୀ : ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଜୁନ୍ 21କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରାଯାଇଥାଏ । 2015ରେ ପ୍ରଥମ ଥର ପାଇଁ ଯୋଗ ଦିବସ ପାଳନ କରାଯାଇଥିଲା । ଚଳିତ ବର୍ଷ ଯୋଗ ଦିବସର ଥିମ୍ […]
ପୁରୀ, ରଥଯାତ୍ରା ସଂପର୍କରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରନ୍ତୁ । ଏ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଏକ ଲମ୍ବା ଚିଠି ଲେଖିଛନ୍ତି ଗଜପତି ଦିବ୍ୟସିଂହ ଦେବ। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟ ସରକାର କୋର୍ଟକୁ […]
ଆଗ୍ରା: ଆହ୍ଲାବାଦ-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକ ମର୍ମଦୂତ ସଡକ ଦୁର୍ଘଟଣା ଘଟିଛି। ଫିରୋଜାବାଦ ଜିଲ୍ଲାର ନାସିରପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ମର୍ମଦୂତ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନାଅନୁଯାୟୀ ଶନିବାର ଦିନ […]
ପଶ୍ଚିମବଙ୍ଗ : ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ସ୍ନେହାଶିଷ ଗାଙ୍ଗୁଲି କରୋନା ଆକ୍ରାନ୍ତ ହୋଇନଥିବାର ସୂଚନା ରହିଛି । ସେ ସମ୍ପୂର୍ଣ୍ଣ ରୂପେ ଠିକ୍ ଅଛନ୍ତି। ବେଙ୍ଗଲ କ୍ରିକେଟ ଆସୋସିଏସନର ସମ୍ପାଦକ ରୂପେ ଅବସ୍ଥାପିତ ଥିବା ସ୍ନେହାଶିଷ ଏବେ […]
ଭୋପାଳ : ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ ସମାପ୍ତ ହୋଇସାରିଛି । ଏହାର ପରିଣାମ ମଧ୍ୟ ଆସିଛି । ମଧ୍ୟପ୍ରଦେଶରେ ତିନୋଟି ଆସନରୁ ଦୁଇଟି ଆସନରେ ବିଜେପି ବାଜିମାତ୍ କରିଥିବାବେଳେ ଗୋଟିଏ ଆସନରେ କଂଗ୍ରେସ ବାଜିମାତ୍ କରିଛନ୍ତି । କଂଗ୍ରେସ ତରଫରୁ ଦିଗ୍ବିଜୟ […]
ମୁମ୍ବାଇ: କରୋନା ମହାମାରୀ ଯୋଗୁଁ ଭାରତର ସ୍ଥିତି ବେଶ୍ ଜଟିଳ ରହିଛି । କରୋନା କବଳରେ ସାଧାରଣ ଜନତା ଠାରୁ ଆରମ୍ଭ କରି ବହୁ ତୁଙ୍ଗ ନେତୃବୃନ୍ଦମାନେ ମଧ୍ୟ ଏହି ସଂକ୍ରମଣର ଶିକାର ହୋଇଛନ୍ତି । ବର୍ତ୍ତମାନ ଏହି ମହାମାରୀ ବିସିସିଆଇ […]
ନୂଆଦିଲ୍ଲୀ : କରୋନା ଓ ଲକ୍ ଡାଉନ୍ ଯୋଗୁଁ ପ୍ରବାସୀ ଶ୍ରମିକମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ ରାଜ୍ୟରେ ରହି କାର୍ଯ୍ୟ କରୁଥିବା ଏହି ଶ୍ରମିକମାନେ ଏବେ ନିଜ ନିଜ ଘରକୁ ବାହୁଡିଛନ୍ତି । ଏପରି ସମୟରେ […]
ନୂଆଦିଲ୍ଲୀ : ଦିନକୁ ଦିନ କରୋନା ପ୍ରଭାବ ବଢୁଥିବା ସହ ସାରା ବିଶ୍ବରେ ସଙ୍କଟ ବଢିବାରେ ଲାଗିଛି । ଭାରତରେ ମଧ୍ୟ ସ୍ଥିତି ସଂଘାତିକ ହେଉଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ ଦେଶରେ 3 […]
ଭୁବନେଶ୍ବର, ସର୍ବଭାରତୀୟ ଏମ୍ସ ପିଜି ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ଭୁବନେଶ୍ବର ଏମ୍ସର ଛାତ୍ରୀ ଭିନିତା କେ ଟପ୍ପର ହୋଇଛନ୍ତି।ସର୍ବଭାରତୀୟ ସ୍ତରରେ ହୋଇଥିବା ଏହି ପରୀକ୍ଷାରେ ପ୍ରଥମ ଶହେ ଜଣ ମଧ୍ୟରୁ ଭୁବନେଶ୍ବରର 6 ଜଣ ଅଛନ୍ତି। ଏଥିରେ […]
ନୂଆଦିଲ୍ଲୀ, ଓଡିଶାରେ ଜଳ ଜୀବନ ମିଶନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଛନ୍ତି । ଏହି ମିଶନକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ସମସ୍ତ ସହାୟତା ଯୋଗାଇ […]