ନୂଆଦିଲ୍ଲୀ, ସରକାର ମାଲେରିଆ ନିରୋଧି ଔଷଧ ହାଇଡ୍ରୋକ୍ସି କ୍ଳୋରୋକୁଇନ ଉପରେ ତତ୍କାଳ ରପ୍ତାନି କଟକଣା ଉଠାଇ ଦେଇଛନ୍ତି। ଗତ 3 ତାରିଖ ଦିନ ଆନ୍ତଃସଚିବ ସ୍ତରୀୟ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ସୁପାରିଶକୁ ଭିତ୍ତିକରି ଏହି ନିଷ୍ପତ୍ତି ନିଆଯାଇଛି । କମିଟିରେ […]
ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶାରେ ଅଟକି ରହିଥିବା ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମଜୀବୀମାନଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇବା ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଇଛି । ଏହି ପରିପ୍ରେକ୍ଷୀରେ ନିଜ ରାଜ୍ୟକୁ ଫେରିବାକୁ ଇଚ୍ଛୁକ […]
ଭୁବନେଶ୍ୱର, ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତୃବୃନ୍ଦ ଏବଂ କର୍ମୀଗଣ ପେଟ୍ରୋଲ ଏବଂ ଡିଜେଲର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ମାଷ୍ଟର […]
ନୂଆଦିଲ୍ଲୀ : ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ଙ୍କ ସ୍ବାସ୍ଥ୍ୟବସ୍ଥା ପୁଣିଥରେ ବିଗିଡଇଛି । ସତ୍ୟେନ୍ଦ୍ର ଜୈନ୍ଙ୍କୁ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ହେଉଥିବାରୁ ତାଙ୍କୁ ଅକ୍ସିଜେନ୍ ସର୍ପୋଟରେ ରଖାଯାଇଛି । ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ଙ୍କୁ ଦୁଇ ଦିନ ପୂର୍ବରୁ […]
ପ୍ରୟାଗରାଜ : ସାଧାରଣତଃ ଜଣେ ଝିଅ ଓ ପୁଅ ମଧ୍ୟରେ ବାହାଘର ହୋଇଥାଏ । କିନ୍ତୁ ପ୍ରୟାଗରାଜରେ ହୋଇଥିବା ଏକ ବିବାହକୁ ନେଇ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି । ନିଜ ପିତାର ଇଚ୍ଛା ପୂରଣ କରିବା ପାଇଁ କାଠ କଣ୍ଢେଇକୁ […]
ଭୋପାଳ : ଆଜି ଦେଶର 8ଟି ରାଜ୍ୟରେ 19ଟି ରାଜ୍ୟସଭା ଆସନ ପାଇଁ ଆଜି ମତଦାନ ହେବ। ଆଜି ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ, ମଣିପୁର, ମେଘାଳୟ ଓ ମିଜୋରାମ ଆଦି ରାଜ୍ୟର ରାଜ୍ୟସଭା ଆସନ ପାଇଁ ମତଦାନ ହୋଇଛି […]
ଜମ୍ମୁ : ଜମ୍ମୁ-କାଶ୍ମୀର ପାମ୍ଫୋର ଏବଂ ସୋଫିଆନରେ ଆଜି ସକାଳୁ ଭାରତୀୟ ସୁରକ୍ଷାବଳ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ଏଥିରେ 8 ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଅବନ୍ତିପୋରା ମୌଜାର […]
ଜମ୍ମୁ : କରୋନା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର ସମୟରେ ଦୁଇଜଣ ସମ୍ପର୍କୀୟଙ୍କ ଅଚାନକ ମୃତ୍ୟୁ ହୋଇଛି । ଜମ୍ମୁର ସିଦ୍ଦରା ଅଞ୍ଚଳରେ କରୋନା ସଂକ୍ରମିତ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ୍ ହୋଇଥିବା ଦୁଇ ସମ୍ପର୍କୀୟଙ୍କ ଘଟଣାସ୍ଥଳରେ […]
ରୋହତକ : ହରିୟାଣାର ରୋହତକ ଜିଲ୍ଲାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପରିବାର ବିରୋଧରେ ବିବାହ କରିବା ଏକ ଦମ୍ପତିକୁ ବେଶ୍ ମହାଙ୍ଗା ପଡିଛି । ପରିବାର ବିରୋଧରେ ବିବାହ କରିବା ଯୋଗୁଁ ଦମ୍ପତିଙ୍କ ହତ୍ୟା ହୋଇଥିବାର ଘଟଣା […]
ନୂଆଦିଲ୍ଲୀ : ଦେଶରେ କରୋନା ମାମଲା ହୁ ହୁ ହୋଇ ବଢି ଚାଲିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ 13 ହଜାର 586 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 336ଜଣଙ୍କର ମୃତ୍ୟୁ […]
ନୂଆଦିଲ୍ଲୀ : ଲଦାଖ ସୀମାରେ ଚୀନ୍ ସହ ଲଢେଇ କରି ସହିଦ ହୋଇଥିବା 20 ବୀର ଭାରତୀୟ ଯବାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରିଛି ଆମେରିକା । ଚୀନ୍ ସହ ମୁକାବିଲାରେ ସହିଦ ଯବାନଙ୍କ ପାଇଁ ଆମେରିକାର ବୈଦେଶିକ ସଚିବ ମାଇକ […]
ନୂଆଦିଲ୍ଲୀ: କରୋନା ଭାଇରସ ସମଗ୍ର ବିଶ୍ୱକୁ ଗ୍ରାସିଥିବା ବେଳେ ଭାରତର 8ଟି ରାଜ୍ୟରେ 19ଟି ରାଜ୍ୟସଭା ଆସନ ପାଇଁ ଆଜି ମତଦାନ ହେବ। ଏହି ନିର୍ବାଚନ ରଣାଙ୍ଗନରେ ବିଜେପି ଓ କଂଗ୍ରେସର ବଡ଼ ବଡ଼ ନେତା ଅବତୀର୍ଣ୍ଣ ହୋଇଛନ୍ତି। ମଧ୍ୟପ୍ରଦେଶରେ 3 […]
ନୂଆଦିଲ୍ଲୀ: ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ୩୯୮ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ଦିଲ୍ଲୀର ଏକ ଫାର୍ମ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ସିବିଆଇର ଜଣେ ଅଧିକାରୀ କହିଛନ୍ତି ଯେ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ରାଜ୍ୟକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ଏକ ମେଗା ନିଯୁକ୍ତି ଯୋଜନା ଆରମ୍ଭ କରିବେ। ଏହି ମେଗା ନିଯୁକ୍ତି ଯୋଜନା ବିହାରର ଖଗରିଆ ଜିଲ୍ଲାରୁ ୨୦ ଜୁନ୍ ଶନିବାର ଦିନ ଆରମ୍ଭ ହେବ। […]
ଭୁବନେଶ୍ବର, ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ କରାଯାଉ ବୋଲି ରାୟ ଦେବା ପରେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଉପରେ ଚଡକ ପଡିଛି। ଏପରି ରାୟ ବର୍ତ୍ତମାନ ସାରା ବିଶ୍ବର ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମଙ୍କୁ ଆଘାତ ଦେଇଛି। ଫଳରେ ପରବର୍ତ୍ତି ପଦକ୍ଷେପ କଣ […]
ନୂଆଦିଲ୍ଲୀ, ପୁଣି ଥରେ ବୃଦ୍ଧି ପାଇଛି ପେଟ୍ରୋଲ ଓ ଡିଜେଲ ଦର। ଲଗାତର 12 ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି। ସଦ୍ୟତମ ସୂଚନା ଅନୁସାରେ ଆଜି ପେଟ୍ରୋଲ 53 ପଇସା ଏବଂ ଡିଜେଲ 64 ପଇସାକୁ […]
ନୂଆଦିଲ୍ଲୀ : ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବୁଧବାର ସିସୋଦିଆଙ୍କ ସ୍ବାବ୍ ନମୂନା ପଜିଟିଭ୍ ଆସିଥିବା ନେଇ ସେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ପଟପଡଗଞ୍ଜରୁ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ବ୍ୟତିତ […]
ନୂଆଦିଲ୍ଲୀ : ଭାରତ-ଚୀନ୍ ସୀମା ବିବାଦରେ ଶହୀଦ୍ ହୋଇଥିବା 20 ଜଣ ଯବାନଙ୍କ ନାମ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଧାନମନ୍ତ୍ରୀଙ୍କ ସହିତ ବୈଠକ ପରେ ଏହି ତାଲିକା ଘୋଷଣା କରାଯାଇଛି । ଏହା […]
ନୂଆଦିଲ୍ଲୀ : ଚୀନ୍ ସହିତ ସୀମା ବିବାଦ ଗମ୍ଭୀର ରୂପ ଗ୍ରହଣ କରୁଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି । ସମସ୍ତ ବିରୋଧୀ ଦଳ ଏହି ବୈଠକରେ ଯୋଗଦେବେ । ଆସନ୍ତ ଜୁନ୍ 19 ତାରିଖ […]
ବରେଲୀ : ଉତ୍ତର ପ୍ରଦେଶର ଜଣେ 16 ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଦଶମ ଶ୍ରେଣୀର ଛାତ୍ରଙ୍କୁ ସାଙ୍ଗ ମାନେ କିନ୍ନର ବୋଲି ସମ୍ବୋଧନ କରିବାରୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି । ବରେଲୀର ସୁଭାଷ […]
ନୂଆଦିଲ୍ଲୀ : ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦକୁ ନେଇ ମନ୍ତବ୍ୟ ଦେଇଛି ଆର୍ଏସ୍ଏସ୍ । ସମସ୍ତ ସରକାରୀ ଟେଣ୍ଡରରୁ ଚୀନ୍ କମ୍ପାନୀକୁ ବାଦ ଦିଆଯିବା ଉଚିତ୍ ବୋଲି ଆରଏସ୍ଏସ୍ର ସହଯୋଗୀ ସଂସ୍ଥା ସ୍ବଦେଶୀ ଜାଗରଣ ମଞ୍ଚ ଦାବି କରିଛି […]