ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଦିଲ୍ଲୀରେ କରୋନା ଯୋଗୁଁ ଆଉ ଜଣେ ପୋଲିସ୍ କର୍ମଚାରୀଙ୍କ ମୃତ୍ୟୁହୋଇଥିବାର ସୂଚନା ରହିଛି । ମୃତକ ଜଣକ ହେଉଛନ୍ତି 54 ବର୍ଷୀୟ ଶେଷମଣି ପାଣ୍ଡେୟ।ସେ କ୍ରାଇମ୍ ବ୍ରାଞ୍ଚ ଅଫିସର […]
ମୁମ୍ବାଇ : କରୋନା ଯୋଦ୍ଧା ରୂପେ କାର୍ଯ୍ୟ କରୁଥିବା ମୁମ୍ବାଇ ପୋଲିସ୍ କର୍ମଚାରୀ ମାନେ କରୋନାରେ ଶିକାର ହେଉଛନ୍ତି। କରୋନା କାଳରେ ସେମାନେ ସାଧାରଣ ଜନତାଙ୍କ ସେବା ପାଇଁ ନିଜ ଜୀବନକୁ ବାଜି ଲଗାଇଛନ୍ତି । କିନ୍ତୁ ସେମାନଙ୍କ ସୁରକ୍ଷାରେ ଏବେ […]
ନୂଆଦିଲ୍ଲୀ : ଦିନକୁ ଦିନ ମହାମାରୀ କରୋନାକୁ ନେଇ ବିଶ୍ବରେ ସଙ୍କଟ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ସ୍ଥିତି ବେକାବୁ ହେବାରେ ଲାଗିଛି। ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦେଶରେ କରୋନା ସଂକ୍ରମିତଙ୍କ […]
ନୂଆଦିଲ୍ଲୀ : ଦେଶରେ ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଶନିବାର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ 24 ଘଣ୍ଟା ମଧ୍ୟରେ 11264 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ଡବଲିଂ ରେଟ୍ 15.40ରେ […]
ମୁମ୍ବାଇ : କରୋନାକୁ ନେଇ ରାହୁଲ ଗାନ୍ଧୀଙ୍କ ମତାମତକୁ ପ୍ରଧାନମନନ୍ତ୍ରୀ ଗ୍ରହଣ କରିବା ଉଚିତ୍ ବୋଲି ଶିବସେନା ସାଂସଦ ସଞ୍ଜୟ ରାଉତ ମତ ଦେଇଛନ୍ତି । ମୋଦି ସରକାର ଏକ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ଦେଶ ବର୍ତ୍ତମାନ କରୋନା […]
ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଂଗ୍ରେସକୁ ସମାଲୋଚନା କରିଛନ୍ତି। କଂଗ୍ରେସ କରୋନା ସଙ୍କଟର ରାଜନୀତିକରଣ କରୁଛି ବୋଲି ନଡ୍ଡା ବୟାନ ଦେଇଛନ୍ତି। ଦେଶ ଏପରି ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଥିବା ବେଳେ କଂଗ୍ରେସ ସମ୍ବେଦନ ହୀନ ରାଜନୀତି […]
ବାରଣାସୀ : ଟିକ୍ଟକ୍ ନିଶା ପଡିଲା ମହଙ୍ଗା । ଉତ୍ତର ପ୍ରଦେଶର ବାରଣାସୀରେ ଟିକ୍ଟକ୍ କରୁଥିବା ସମୟରେ 5 ଜଣ ସାଙ୍ଗ ପ୍ରାଣ ହରାଇଛନ୍ତି । ବାରଣାସୀର ରାମନଗର ଥାନା ଅଞ୍ଚଳର ଗଙ୍ଗା ନଦୀ କୂଳରେ ଏହି ଛାତି ଥରାଇଦେବା ଭଳି […]
କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଲୁଥିବା ଶ୍ରମିକ ସ୍ପେସିଆଲ ଟ୍ରେନ୍କୁ କରୋନା ଏକ୍ସପ୍ରେସ୍ କହିଛନ୍ତି ମମତା । କରୋନା ଆକ୍ରାନ୍ତଙ୍କ ସହିତ ସରକାର ହଜାର […]
ନୂଆଦିଲ୍ଲୀ : ଲକ୍ ଡାଉନ୍ ଯୋଗୁଁ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି । କେନ୍ଦ୍ର ସରକାରଙ୍କ ପ୍ରୟାସରେ ଭାରତୀୟ ରେଳବାଇ ପକ୍ଷରୁ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଚଳାଚଳ କରୁଛି । […]
ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀ ଅଞ୍ଚଳଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାମାନ୍ୟ ମୋବାଇଲ ଫୋନ୍ ପାଇଁ ଜଣେ ମହିଳା ଜୀବନ ଦେଇଛନ୍ତି । ନୂଆ ମୋବାଇଲ ଫୋନ୍ ପାଇଁ ସ୍ବାମୀଙ୍କୁ ବହୁ ବାର ଅନୁରୋଧ କରି ଆସୁଥିଲେ […]
ନୂଆଦିଲ୍ଲୀ : ଦିନକୁ ଦିନ କରୋନାକୁ ନେଇ ବିଶ୍ବରେ ସଙ୍କଟ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ସ୍ଥିତି ଜଟିଳ ହେବାରେ ଲାଗିଛି । ଲକ୍ ଡାଉନ୍ ସତ୍ତ୍ଵେ ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା […]
ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟର ଘୋଷଣା ଅନୁସାରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଗତକାଲି ଆନୁଷ୍ଠାନିକ ଭାବେ ତତ୍କାଳ ପାନ୍ ନମ୍ବର ପ୍ରଦାନ ସୁବିଧାର ଶୁଭାରମ୍ଭ କରିଛନ୍ତି। ଏହି ସୁବିଧା ବୈଧ ଆଧାର ନମ୍ବର ଏବଂ ସେଥିରେ […]
ଗାର୍ଲଫ୍ରେଣ୍ଡ ପାଇଁ ଜଣେ ଯୁବକ 8.51 ଚୋରି କରିଥିବାର ଖବର ସାମ୍ନାକୁ ଆସିଛି । ଘଟଣାଟି ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦଠାରେ ହୋଇଥିବାର ସୂଚନା ରହିଛି । ଯୁବକ ଜଣକ କମ୍ପାନୀରୁ ମୋଟା ରକମର ନଗଦ ଚୋରାଇବା ସହିତ ଏପରି ପ୍ଲାନ୍ ପ୍ରସ୍ତୁତ […]
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ କରୋନାର ମାମଲା ବଢିବାରେ ଲାଗିଛି । ଦିଲ୍ଲୀ ଉପ ରାଜ୍ୟପାଳ ଅନୀଲ୍ ବୈଜଲ୍ଙ୍କ ବାସଭବନରେ ଚାରିଜଣଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଶୁକ୍ରବାର ଦିନ ଏନେଇ ସୂଚନା ମିଳିଛି। ଏଠାରେ ଚାରି କରୋନା ଆକ୍ରାନ୍ତ […]
ରାୟପୁର : ଛତିଶଗଡର ପୂର୍ବତନ ତଥା ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ୍ ଯୋଗୀଙ୍କ 74 ବର୍ଷ ବୟସରେ ପରଲୋକ ହୋଇଛି । ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ତାଙ୍କ ପୁତ୍ର ଅମିତ୍ ଯୋଗୀ । […]
ନୂଆଦିଲ୍ଲୀ : ଜୁନ୍ ୧ ତାରିଖରେ କେରଳ ଉପକୂଳ ଛୁଇଁବ ମୌସୁମୀ ବାୟୁ। ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର। ମେ’ ମାସ ସରୁ ସରୁ ମୌସୁମୀ ଆସିବା ନେଇ ସମ୍ଭାବନା ଦେଖାଦେଇଛି। ସେହିପରି ଦିଲ୍ଲୀରେ ପହଞ୍ଚିବା ପାଇଁ […]
ମାଙ୍ଗାଲୋର୍ : କରୋନା ସଂକଟ ସମୟରେ ସମେସ୍ତ ଭେଦଭାବ ଭୁଲି ମାନବତା ପ୍ରଦର୍ଶନ କରୁଛନ୍ତି । କିନ୍ତୁ ଏହି ସଂକଟ ସମୟରେ ଲୋକଙ୍କ କଠୋରତା ମଧ୍ୟ ଦେଖିବାକୁ ମିଳୁଛି । ଏପରି ଏକ ମାମଲା ମାଙ୍ଗଲୋର୍ରେ ଘଟିଥିବାର ସାମ୍ନାକୁ ଆସିଛି । […]
ସୋର : ଘରକୁ ବାହୁଡ଼ି ପାରିଲେନି । ଅଧା ବାଟରେ ଚାଲିଗଲା ପ୍ରବାସୀଙ୍କ ଜୀବନ। ସୋର ଉତ୍ତରେଶ୍ବର ଛକ ପାଖରେ ପ୍ରବାସୀଙ୍କ ମୃତ୍ୟୁ ଘଟିଥିବାର ସୂଚନା ରହିଛି । ହାଇଦ୍ରାବାଦରୁ ପଶ୍ଚିମବଙ୍ଗ ଫେରିବା ବାଟରେ ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି। […]
ନୂଆଦିଲ୍ଲୀ : କରୋନାକୁ ନେଇ ବିଶ୍ବରେ ସଙ୍କଟ ବଢ଼ିବାରେ ଲାଗିଛି। ଭାରତରେ ମଧ୍ୟ ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି । ଲକ୍ ଡାଉନ୍ ସତ୍ତ୍ଵେ ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ଦେଶରେ […]
ବେଙ୍ଗାଲୁରୁ : କରୋନା ସଂକ୍ରମଣ ରୋକିବା ପାଇଁ କର୍ଣ୍ଣାଟକ ସରକାର ଏକ ପଦକ୍ଷେପ ଗ୍ରହଣ କରିଛନ୍ତି । ଗୁରୁବାର 5ଟି ରାଜ୍ୟ ସହିତ ସମସ୍ତ ଯୋଗାଯୋଗ ବ୍ୟବସ୍ଥାକୁ ବନ୍ଦ କରିଛନ୍ତି କର୍ଣ୍ଣାଟକ ସରକାର । ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ, ମଧ୍ୟପ୍ରଦେଶ ଏବଂ […]
ନୂଆଦିଲ୍ଲୀ : ଦିଲ୍ଲୀରେ ରହିଥିବା ଜଣେ ଚୀନ୍ ମହିଳାଙ୍କୁ ଆକ୍ରମଣ କରାଯାଇଛି । ଆକ୍ରମଣ ମଙ୍ଗଳବାର ହୋଇଥିବା ବେଳେ ଏ ନେଇ ପୋଲିସ୍ରେ ଅଭିଯୋଗ ମଧ୍ୟ କରାଯାଇଥିଲା । ମାତ୍ର ପୋଲିସ୍ର ନିଷ୍କ୍ରିୟତା ପରେ ମହିଳା ଜଣକ ସୋସିଆଲ ମିଡିଆରେ ପୋଷ୍ଟ […]