ନୂଆଦିଲ୍ଲୀ : ବିଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୨,୩୫୦ ଜଣ କୋଭିଡ-୧୯ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୩୯,୧୭୪ରେ ପହଞ୍ଚିଛି। ଏହାକୁ ମିଶାଇ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର ୩୮.୭୩ ପ୍ରତିଶତ […]
ଶ୍ରୀନଗର : ପୁଣି ଶହୀଦ ହୋଇଛନ୍ତି ଦୁଇ ଭାରତୀୟ ଯବାନ । ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ର ଦୁଇ ଜଣ ଯବାନଙ୍କୁ ହତ୍ୟା କରିବା ସହିତ ରାଇଫଲ ନେଇ ଫେରାର ହୋଇଛନ୍ତି ଦୁଇ ଆତଙ୍କବାଦୀ । ଜମ୍ମୁ କାଶ୍ମୀରର ଗନ୍ଦେରବାଲ ଜିଲ୍ଲାରେ […]
ନୂଆଦିଲ୍ଲୀ : ଚଳିତ ମାସ 25 ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିମାନ ଉଡାଣ । ତେବେ କେବଳ ଘରୋଇ ବିମାନର ଉଡାଣ ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀ ଏହି […]
ନୂଆଦିଲୀ: ପରୀକ୍ଷା ଉପରୁ ଲକ୍ ଡାଉନ କଟକଣା ହଟାଯିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର। ଦଶମ, ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା କରିବାକୁ ରାଜ୍ୟକୁ କେନ୍ଦ୍ର ଚିଠି ଦେଇଛି। […]
ଗୁଜୁରାଟ: ଗୁଜୁରାଟର ବଡନଗର ର ମଇଲିପୁରି ଠାରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନା କୁ ଆସିଛି। ଏଠାରେ ଜଣେ କରୋନା ଆକ୍ରାନ୍ତ ମହିଳା ଯମଜ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଏହି ଯମଜ ସନ୍ତାନ ମାନଙ୍କ ମଧ୍ୟରେ ଜଣଙ୍କ ଠାରେ କରୋନା […]
ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଦେଶରେ ଲକ ଡାଉନ ଜାରି ରହିଥିବା ସତ୍ତ୍ୱେ ଦେଶରେ କରୋନା ସଂଖ୍ୟା କମିବାର ନା ଧରୁନାହିଁ। ଦେଶରେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୩ ହଜାର ୩୦୩କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା […]
ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ସୁରକ୍ଷା ବଳ ଅଧିକାରୀଙ୍କୁ ମିଳିଛି ବଡ ସଫଳତା । ହିଜବୁଲ୍ କମାଣ୍ଡରଙ୍କ ସମେତ ଦୁଇ ଜଣ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଯବାନ । ଶ୍ରୀନଗରର ନଓ୍ବାକଡାଲ ଅଞ୍ଚଳରେ ଏହି ଏନ୍କାଉଣ୍ଟର ସଙ୍ଗଠିତ […]
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ର ଅବଧି ମେ 31 ପର୍ଯ୍ୟନ୍ତ ବଢାଇ ଥିବା ବେଳେ ଆର୍ବିଆଇ ପକ୍ଷରୁ ମୋରାଟୋରିୟମ୍(ଲୋନ୍ ପରିଶୋଧ) ଅବଧି ବୃଦ୍ଧି କରାଯିବାର ସମ୍ଭାବନା ରହିଛି । ଏସ୍ବିଆଇ ପକ୍ଷରୁ ପ୍ରକାଶିତ ଏକ ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ […]
ନୂଆଦିଲ୍ଲୀ : କରୋନା ସଂକଟକୁ ନେଇ ବିରୋଧୀ ନେତାମାନେ ଏକ ବିଶାଳ ବୈଠକ କରିବାକୁ ଯାଉଛନ୍ତି। ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଦିନ ଅପରାହ୍ନ ତିନି ଘଟିକାରେ ଏହି ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, […]
ଭୁବନେଶ୍ବର : ମହାବାତ୍ୟା ଆମ୍ପାନ୍ ନେଇ ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ, ପାରାଦୀପଠାରୁ 480 କିଲୋମିଟର ଦୂରରେ ରହିଛି ଆମ୍ପାନ୍ । କାଲି ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ସୁନ୍ଦରବନରେ ଲ୍ୟାଣ୍ଡଫଲ୍ ହେବ । ଲ୍ୟାଣ୍ଡଫଲ୍ କଲାବେଳେ […]
ଭୁବନେଶ୍ବର : ରାଜ୍ୟରେ କରୋନା ଆଉ ଏକ ମୁଣ୍ଡ ନେଇଛି । ମୃତକ ଜଣକ କଟକ ଜିଲ୍ଲାର ବୋଲି ଜଣାପଡିଛି । ମୃତକଙ୍କ ବୟସ 75 ବର୍ଷ ହୋଇଥିବାବେଳେ ସେ ଭୁବନେଶ୍ବର ଏମ୍ସରେ ଭର୍ତ୍ତି ହୋଇଥିଲେ । 17 ତାରିଖ ରାତ୍ରିରେ […]
ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ସ୍ଥିତି ଚିନ୍ତାଜନକ ଭାରତରେ ମଧ୍ୟ ସ୍ଥିତି ଵେକାବୁ ହେବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ଚିନ୍ତା ମଧ୍ୟ ବଢୁଛି । ଦେଶରେ ଲକ୍ ଡାଉନ୍ ସତ୍ତ୍ଵେ ଦେଶରେ ହୁ ହୁ ହୋଇ ବୃଦ୍ଧି […]
ଭୁବନେଶ୍ବର, ଆଜି ସକାଳୁ ସକାଳୁ ଉପକୂଳବର୍ତ୍ତି ଜିଲ୍ଲାରେ ‘ଅମ୍ଫାନ’ ର ପ୍ରଭାବ ଅନୁଭୁତ ହେଲାଣି। ଭୁବନେଶ୍ବର ସମେତ ଜଗତସିଂହପୁର, ବାଲେଶ୍ବର, ଭଦ୍ରକ, ଚାନ୍ଦବାଲି, ପାରାଦ୍ବୀପ, ପୁରୀ ପ୍ରଭୃତି ସହରରେ ଝିପିଝିପ ବର୍ଷା ହେଉଛି। ଏଥିସହିତ ଧାରାବାହିକ ଭାବେ ହାଲକା ହାଲକା ପବନ […]
ମହାରାଷ୍ଟ୍ର : ଲକ୍ ଡାଉନର ଚତୁର୍ଥ ପର୍ଯ୍ୟାୟର ଆଜି ହେଉଛି ଦ୍ବିତୀୟ ଦିନ। ଲକ୍ ଡାଉନ୍ ଯୋଗୁଁ ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ପଳାୟନ ଜାରି ରଖିଛନ୍ତି। ନିଜ ରାଜ୍ୟକୁ ଫେରୁଥିବାବେଳେ ଶ୍ରମିକମାନେ ଦୁର୍ଘଟଣା ଶିକାର ହେଉଛନ୍ତି। ମହାରାଷ୍ଟ୍ରର ୟବତମାଲାରେ ଏକ […]
ନୂଆଦିଲ୍ଲୀ : କୋଭିଡ-୧୯ର ମୁକାବିଲା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ କଟକଣା ସମ୍ପର୍କରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଗତକାଲି ଏକ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏଥି ସହିତ ଚତୁର୍ଥ ପର୍ଯ୍ୟାୟ ଲକଡାଉନକୁ ଲାଗୁ କରାଯିବା ସହ ଏହା […]
ନୂଆଦିଲ୍ଲୀ : ଆଜି ଏକ ଉଚ୍ଚ ସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ଆମ୍ଫାନକୁ ସାମନା କରିବା ଲାଗି ନିଆଯିବାକୁ ଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ପରିସ୍ଥିତିର ସମ୍ପୂର୍ଣ୍ଣ ସମୀକ୍ଷା କରିବା ସହ […]
ନୂଆଦିଲ୍ଲୀ : ଦେଶବ୍ୟାପୀ ଜରୁରୀକାଳୀନ ସାମଗ୍ରୀ ପରିବହନକୁ ଅନୁମତି ପ୍ରଦାନ କରାଯାଇଥିବା ବେଳେ ଏହା ମଧ୍ୟରେ ନିଶାଦ୍ରବ୍ୟ ଚୋରାଚାଲାଣ କରାଯାଉଛି । ଏପରି ଏକ ଚୋରାଚାଲାଣ ରୋକିବାରେ ସଫଳ ହୋଇଛି ଉତ୍ତରପ୍ରଦେଶ ଓ ଝାରଖଣ୍ଡ ପୋଲିସ୍ । ରାଞ୍ଚିରୁ ଚୋରା ଚାଲାଣ […]
ବେଙ୍ଗାଲୁରୁ : ଲକ୍ଡାଉନ୍ର ତୃତୀୟ ପର୍ଯ୍ୟାୟ ଶେଷ ହେବା ପରେ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ କୋହଳ କରାଯାଉଛି । କର୍ଣ୍ଣାଟକ ସରକାର ଏହା ମଧ୍ୟରେ ନିଜ ରାଜ୍ୟରେ ଲକ୍ଡାଉନ୍କୁ କୋହଳ କରିବା ସହିତ ବସ୍ ଏବଂ ଟ୍ରେନ୍ ଚାଳନାକୁ […]
ନୂଆଦିଲ୍ଲୀ : ସିବିଏସ୍ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାର କାର୍ଯ୍ୟସୂଚୀ ପ୍ରକାଶ ହୋଇଛି। ଜୁଲାଇ 1ରେ ହୋମ୍ ସାଇନ୍ସରୁ ଆରମ୍ଭ ହେବ ବାକିଆ ପରୀକ୍ଷା। ସେହିପରି ଜୁଲାଇ 13ରେ ସୋସିଓଲୋଜିରେ ଶେଷ ହେବ ବାକିଆ ପରୀକ୍ଷା । କରୋନାକୁ ଦୃଷ୍ଟିରେ ରଖି ସିବିଏସଇ […]
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଗ୍ବାଲିୟର୍ଠାରେ ଏକ ଭୀଷଣ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି । ଇନ୍ଦରଗଞ୍ଜ ଅଞ୍ଚଳରେ ସୋମବାର ଦିନ ଏକ କୋଠାରେ ନିଆଁ ଲାଗିଯାଇଥିବାର ସୂଚନା ରହିଛି। ଏହି ଘଟଣାରେ ତିନୋଟି ଶିଶୁ ଓ ଚାରି ମହିଳାଙ୍କ ମୃତ୍ୟୁ ହୋଇଛି […]
ନୂଆଦିଲ୍ଲୀ : ଦେଶରେ ଆଜିଠାରୁ ଲକ୍ ଡାଉନ୍ -4 ଜାରି ହୋଇଛି । ଏହା ମେ 31 ପର୍ଯ୍ୟନ୍ତ ଲାଗୁ ରହିବ । ଲକ୍ ଡାଉନ୍ ଜାରି ରହିଥିବା ସତ୍ତ୍ବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ 24 […]