ବରେଲୀ : ଲକ୍ଡାଉନ୍ କାରଣରୁ ପତ୍ନୀ ବାପଘରେ ଥିବାରୁ ନିଜର ସମ୍ପର୍କୀୟ ଭଉଣୀକୁ ବିବାହ କରିଛନ୍ତି ଯୁବକ । ଏପରି ଘଟଣା ଘଟିଛି ଉତ୍ତର ପ୍ରଦେଶର ବରେଲୀରେ । ନସୀମ୍ ନାମକ ଏହି ମହିଳା ଜଣକ 2013 ମସିହାରେ ନଇମ୍ ମନସୁରୀଙ୍କୁ […]
ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଜଣେ ସିଆରପିଏଫ୍ ଯବାନ ନିଜ ପରିବାର ସଦସ୍ୟଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । କେନ୍ଦ୍ରୀୟ ସୁରକ୍ଷା ବଳରେ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିବା ଏହି ଯବାନ ଜଣକ ନିଜ ପତ୍ନୀ ଏବଂ ଦୁଇ […]
ନୂଆଦିଲ୍ଲୀ : ଆତ୍ମନିର୍ଭର ଭାରତ ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 20 ଲକ୍ଷ କୋଟି ଟଙ୍କାର ଘୋଷଣା କରିଥିବା ବେଳେ ଏହାର ବିଭିନ୍ନ ପ୍ୟାକେଜ୍ ସମ୍ପର୍କରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଥମ ଚାରିଦିନରେ ବିଭିନ୍ନ ପ୍ୟାକେଜ୍ ସମ୍ପର୍କରେ […]
ନୂଆଦିଲ୍ଲୀ : ଦେଶବ୍ୟାପୀ କରୋନା ମହାମାରୀ ପ୍ରଭାବ ବଢି ଚାଲିଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 90 ହଜାର ଅତିକ୍ରମ କରିଛି । 24 ଘଣ୍ଟା ମଧ୍ୟରେ 3970 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 90927ରେ […]
ଲଣ୍ଡନ/ନୂଆଦିଲ୍ଲୀ : ଇସଲାମିକ୍ ଧର୍ମଗୁରୁ ତଥା ପ୍ରବକ୍ତା ଜାକିର ନାଏକର ଟିଭି ଚ୍ୟାନେଲ ଉପରେ 3 ଲକ୍ଷ ପାଉଣ୍ଡର ଜରିମାନା ଲଗାଯାଇଛି । ୟୁକେରେ ଜାକିର୍ ନାଏକର ଦୁଇ ଚ୍ୟାନେଲ ପିସ୍ ଟିଭି ଏବଂ ପିସ୍ ଟିଭି ଉର୍ଦ୍ଦୁ ଉପରେ ଏହି […]
ଝାନ୍ସୀ : ଉତ୍ତରପ୍ରଦେଶର ଝାନ୍ସୀରେ ଏକ ଶ୍ରମିକଙ୍କ ହୃଦୟ ବିଦାରକ କାହାଣୀ ସାମ୍ନାକୁ ଆସିଛି । ଯିଏ ସ୍ତ୍ରୀଙ୍କ ମୃତ୍ୟୁ ପରେ ନିଜେ ଆତ୍ମହତ୍ୟା କରି ଦେଇଛନ୍ତି । ଗୋଟିଏ ଦିନ ପୂର୍ବରୁ ଶ୍ରମିକ ଜଣକ ନିଜ ସ୍ତ୍ରୀଙ୍କ ସହ ନୋଏଡାରୁ […]
ପଞ୍ଜାବ : କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ପଞ୍ଜାବ ସରକାର ଲକ୍ ଡାଉନ୍ର ଅବଧିକୁ ମେ 31 ପର୍ଯ୍ୟନ୍ତ ବଢାଇଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ କହିଛନ୍ତି ଯେ, ମେ 18ରୁ ଲକ୍ ଡାଉନ୍ -4ରେ କିଛି କଟକଣାକୁ […]
ଅଗରତାଲା : ଉତ୍ତର ପୂର୍ବୀୟ ରାଜ୍ୟ ମାନଙ୍କରେ କରୋନା ସଂକ୍ରମଣ ଅପେକ୍ଷାକୃତ କମ୍ ରହିଥିବା ବେଳେ ବିଗତ 48 ଘଣ୍ଟା ମଧ୍ୟରେ 7 ଜଣ ବିଏସ୍ଏଫ୍ ଯବାନ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଛନ୍ତି । ଉତ୍ତର ପୂର୍ବୀୟ ରାଜ୍ୟ ତ୍ରିପୁରାରେ 7 […]
ଲକ୍ଷ୍ନୌ : ଦେଶବ୍ୟାପୀ କରୋନା ପ୍ରଭାବରେ ଲକ୍ଡାଉନ୍ ରହିଥିବା ବେଳେ 2021ର ଜନଗଣନା ବା ଏନ୍ପିଆରକୁ ସ୍ଥଗିତ ରଖିଛନ୍ତି ଉତ୍ତର ପ୍ରଦେଶ ସରକାର । ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏନ୍ପିଆର ଉପରେ […]
ନୂଆଦିଲ୍ଲୀ : କରୋନା ଭାଇରସ୍ ସଙ୍କଟରୁ ଦେଶରେ ଦେଖାଦେଇଥିବା ଅର୍ଥନୈତିକ ସଙ୍କଟକୁ ନେଇ ପୁଣିଥରେ ଆକ୍ରମଣ କରିଛନ୍ତି ରାହୁଲ ଗାନ୍ଧୀ । ପୁନର୍ବାର ପ୍ରବାସୀ ଶ୍ରମିକ ଏବଂ କୃଷକଙ୍କ ଆକାଉଣ୍ଟକୁ ସିଧା ପଇସା ପଠେଇବା ଦାବି ଦେହରାଇଥିଲେ ରାହୁଲ । ଏହା […]
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 24 ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ନରେନ୍ଦ୍ର ମୋଦି, ରାହୁଲ ଗାନ୍ଧୀ ଏବଂ ଅରବିନ୍ଦ କେଜ୍ରିଓ୍ବାଲ । ତିନି ନେତା ସୋସିଆଲ ମିଡିଆ ଜରିଆରେ ଦୁଃଖ ପ୍ରକାଶ […]
ଶ୍ରୀନଗର : ଜମ୍ମୁ କାଶ୍ମୀରରୁ ଜଣେ ଲସ୍କର ଏ ତୋଏବା ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଶନିବାର ସୁରକ୍ଷାବଳଙ୍କ ପକ୍ଷରୁ ଲସ୍କରର ଆତଙ୍କୀ ଜହୁର୍ ଓ୍ବାନିଙ୍କୁ ଗିରଫ କରାଯାଇଛି । ଶନିବାର ସୁରକ୍ଷା ବଳଙ୍କ ପକ୍ଷରୁ ବଡ୍ଗାମ ଜିଲ୍ଲାର ଆରିଜଲ୍ ଖାନ୍ସାଇବ୍ […]
ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ଚୀନ୍କୁ ଟପିଯାଇଛି । ଭାରତରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା 85 ହଜାର 940ରେ ପହଞ୍ଚିଛି । ଅପରପକ୍ଷରେ ଚୀନରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 82 ହଜାର 933 ରହିଛି । ଯାହା […]
ମୁମ୍ବାଇ : ମୁମ୍ବାଇରେ କରୋନା ଭାଇରସର ପ୍ରକୋପ ଜାରି ରହିଛି । ଭାରତରେ ସର୍ବାଧିକ କରୋନା ରୋଗୀ ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହୋଇଛନ୍ତି । ମୁମ୍ବାଇ ଓ ପୁଣେ ସବୁଠୁ ଅଧିକ ପ୍ରଭାବିତ ଅଞ୍ଚଳ ରୂପେ ପରିଚିହ୍ନିତ ହୋଇଛି । କରୋନା […]
ନୂଆଦିଲ୍ଲୀ : କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଭାରତକୁ ସହଯୋଗ କରିବ ଆମେରିକା। ଭାରତକୁ ପର୍ଯ୍ୟାପ୍ତ ଭେଣ୍ଟିଲେଟର ଦେବାକୁ ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା କରିଛନ୍ତି। ମହାମାରୀ କରୋନା ସମୟରେ ଭାରତ ସହ ଆମେ ଅଛୁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ […]
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଉତ୍ତରପ୍ରଦେଶର ଔରେୟାଠାରେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ 23 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ 15 ଜଣ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି […]
ବିଶାଖାପାଟନମ୍: ଆନ୍ଧ୍ରପ୍ରଦେଶର ଜଣେ ବରିଷ୍ଠ ପୋଲିସ ଅଧିକାରୀ ଶୁକ୍ରବାର ଦିନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପି. ଭି ଶ୍ରୀକାକୁଲମରେ ସ୍ୱତନ୍ତ୍ର ଶାଖା ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ୍ (ଡିଏସପି) ଭାବରେ କାର୍ଯ୍ୟ କରୁଥିବା କୃଷ୍ଣ ବର୍ମା ଏହି ଉପକୂଳବର୍ତ୍ତୀ ସହରର […]
ହରିଦ୍ବାର : ବିଶ୍ବ ମହାମାରୀ କରାନାକୁ ନେଇ ଜାରି ରହିଛି ଲକ୍ ଡାଉନ୍। ଏହି ଲକ୍ ଡାଉନ୍ ପାଇଁ ଦେଶର ବିଭିନ୍ନ ସହରରେ ଫସି ରହିଥିବା ଶ୍ରମିକଙ୍କୁ ରାଜ୍ୟମାନେ ନିଜ ରାଜ୍ୟକୁ ଫେରାଇ ନେଉଛନ୍ତି। ଲକଡାଉନ୍ କାରଣରୁ ଉତ୍ତରାଖଣ୍ଡର କିଛି ପ୍ରବାସୀ […]
ନୂଆଦିଲ୍ଲୀ : କରୋନା ସ୍ଥିତିର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା 20 ଲକ୍ଷ କୋଟି ଟଙ୍କାର ପ୍ୟାକେଜର ତୃତୀୟ ପର୍ଯ୍ୟାୟ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି କୃଷି, ଗୋପାଳନ, ମତ୍ସ୍ୟ ଚାଷ ଆଦିକୁ ଗୁରୁତ୍ବ ଦିଆଯାଇଛି […]
ନୂଆଦିଲ୍ଲୀ : ସାରା ଦୁନିଆରେ କରୋନା ପ୍ରଭାବ ବିସ୍ତାର କରି ଚାଲିଥିବାବେଳେ ଏହା ମଧ୍ୟରେ ଦୁନିଆର ସବୁଠୁ ବଡ ଶରଣାର୍ଥୀ କ୍ୟାମ୍ପ୍ରେ ଏବେ କରୋନା ସଂକ୍ରମଣର ମାମଲା ସାମ୍ନାକୁ ଆସିଛି। ବାଂଲାଦେଶର ରୋହିଙ୍ଗ୍ୟା ଶରଣାର୍ଥୀ କ୍ୟାମ୍ପ୍ରେ କରୋନା ଏବେ ପହଞ୍ଚି ଯାଇଛି। […]