ନୂଆଦିଲ୍ଲୀ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ଆଜି ଭିଡିଓ କନଫରେନ୍ସ ଜରିଆରେ ସମସ୍ତ ରାଜ୍ୟର ଶିକ୍ଷା ମନ୍ତ୍ରୀ ଏବଂ ସଚିବ ମାନଙ୍କ ସହିତ ଆଲୋଚନା କରିଛନ୍ତି। କୋଭିଡ-19 ସ୍ଥିତିକୁ ଆଖି ଆଗରେ ରଖି ମଧ୍ୟାହ୍ନ ଭୋଜନ […]
ନୂଆଦିଲ୍ଲୀ, ଗ୍ରାମାଞ୍ଚଳର ଲୋକମାନଙ୍କ ସୁବିଧା ନିମନ୍ତେ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଏକ ବଡ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ସୂଚନା ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରଣାଳୟ ଅଧିନରେ ଥିବା ଦେଶର 20 ହଜାର ସାଧାରଣ ସେବା କେନ୍ଦ୍ର (CSC)ରେ ଆଧାର […]
ଉତ୍ତରପ୍ରଦେଶ : ବିବାଦୀୟ ବୟାନ ଦେଇଥିବା ବିଜେପି ବିଧାୟକ ସୁରେଶ ତିଓ୍ବାରୀଙ୍କୁ ନେଇ ଦଳ ନେତୃତ୍ବ ଏବେ କଡା କାର୍ଯ୍ୟାନୁଷ୍ଠାନ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ତିଓ୍ବାରୀଙ୍କ ଏପରି ବୟାନ ସଂଖ୍ୟାଲଘୁଙ୍କୁ ଟାର୍ଗେଟ୍ କରିଥିବାରୁ […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତଳାପ କରିଛନ୍ତି। ଉଭୟ ନେତା କୋଭିଡ-19 ମହାମାରୀର ସଂକ୍ରମଣ ବିଷୟରେ ଆଲୋଚନା କରିଥିଲେ। ଇଣ୍ଡୋନେସିଆକୁ ମେଡିକାଲ ସାମଗ୍ରୀ ଯୋଗାଇ ଦେଇଥିବାରୁ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କୁ […]
ନୂଆଦିଲ୍ଲୀ :ବୋର୍ଡ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । ଆଜି ବିଭିନ୍ନ ରାଜ୍ୟରେ ଶିକ୍ଷାମନ୍ତ୍ରୀମାନଙ୍କ ସହ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ପୋଖରିଆଲ ନିଶଙ୍କ ଭିଡିସ […]
ଇରାନ୍: ସାରା ବିଶ୍ବରେ କରୋନା ଭାଇରସ୍ ହଇଚଇ ସୃଷ୍ଟି ହୋଇଛି। ଏହି ଭାଇରସରୁ ବଞ୍ଚିବା ପାଇଁ ଯିଏ ଯେଉଁ ଔଷଧ ଦେଉଛି ତାକୁ ତୁରନ୍ତ ଲୋକମାନେ ବ୍ୟବହାର କରି ଦେଉଛନ୍ତି। ଏମିତି ଏକ ଗୁଜବ ଯୋଗୁଁ ଇରାନରେ ୭୦୦ରୁ ଅଧିକ ମୃତ୍ୟୁ […]
ଚଣ୍ଡୀଗଡ : ହରିୟାଣାରେ ପୋଲିସ୍ ଓ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ପୁନର୍ବାର ଆକ୍ରମଣ କରାଯାଇଛି । ଏହି ଆକ୍ରମଣ ଘଟଣାରେ ପୋଲିସ୍ 30 ଜଣଙ୍କୁ ଗିରଫ କରିଛି । ଅମ୍ବାଲା ନିକଟସ୍ଥ ଚାନ୍ଦପୁରା ଗ୍ରାମରେ ଏହି ଘଟଣା ଘଟିଛି । ଚାନ୍ଦପୁରାରେ ଜଣେ […]
ଚଣ୍ଡୀଗଡ : ଦେଶରେ ଲକ୍ଡାଉନ୍ ସମୟରେ ଆଉ ଏକ ଅନର କିଲିଂ ଘଟଣା ସମ୍ମୁଖକୁ ଆସିଛି । ପଞ୍ଜାବରେ ଏକ ପରିବାର ପ୍ରେମ ବ୍ୟାପାର କାରଣରୁ ନିଜ ଝିଅକୁ ହତ୍ୟା କରିଥିବା ବେଳେ ପୋଲିସ୍କୁ ଲୁଚାଇ ଅନ୍ତିମ ସଂସ୍କାର ମଧ୍ୟ କରିଥିଲେ […]
ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 29 ହଜାର ଅତିକ୍ରମ କରିଥିବା ବେଳେ ଆଜି ଦେଶର ପ୍ରଥମ ସିଆରପିଏଫ୍ ଯବାନ ପ୍ରାଣ ହରାଇଛନ୍ତି । କେନ୍ଦ୍ରୀୟ ସୁରକ୍ଷା ବଳର 55 ବର୍ଷୀୟ ଅଧିକାରୀ ଜଣକ ଗତ ସପ୍ତାହରେ କରୋନା ଆକ୍ରାନ୍ତ […]
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରିବା ପାଇଁ ପ୍ଲାଜ୍ମା ଥେରାପୀର ବ୍ୟବହାର କରାଯାଉଛି । ତେବେ ଏହାକୁ ନେଇ ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି । ପ୍ଲାଜ୍ମା ଥେରାପୀ କେବଳ ବେଆଇନ୍ ନୁହେଁ […]
ନୂଆଦିଲ୍ଲୀ : ଉତ୍ତର ପୂର୍ବୀୟ ରାଜ୍ୟ ମିଜୋରାମ କରୋନା ମୁକ୍ତ ହେବା ସହିତ ଷଷ୍ଠ ଭାରତୀୟ ରାଜ୍ୟ ଭାବରେ କରୋନା ମୁକ୍ତ ହୋଇଛି । ରାଜ୍ୟର ଏକମାତ୍ର କରୋନା ପଜିଟିଭ୍ଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ମିଜୋରାମ ଏହି ଧାରାରେ ସାମିଲ […]
ମୁମ୍ବାଇ : ବୁଲନ୍ଦସହର ସାଧୁ ହତ୍ୟାକାଣ୍ଡକୁ ସାମ୍ପ୍ରଦାୟିକତାର ରୂପ ନଦେବା ପାଇଁ ମତ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ମତ ଦେଇଛନ୍ତି । ମହାରାଷ୍ଟ୍ରର ପାଲଗଡରେ ଘଟିଥିବା ଘଟଣାର ପୁନରାବୃତ୍ତି ଯେପରି ନହୁଏ ସେଥିପ୍ରତି ଧ୍ୟାନ ଦେବା ପାଇଁ ଉତ୍ତର […]
ନୂଆଦିଲ୍ଲୀ : ଆଜି ହିମାଚଳପ୍ରଦେଶରେ ଏକ ଭୂକମ୍ପ ଅନୁଭୂତ ହୋଇଛି । ମଙ୍ଗଳବାର ଅନୁଭୂତ ଏହି ଭୂକମ୍ପର ତୀବ୍ରତା ରିକ୍ଟର 4.0 ରହିଛି । ମଧ୍ୟାହ୍ନ 12.17 ମିନିଟ୍ରେ ହିମାଚଳ ପ୍ରଦେଶର ଚାମ୍ବାରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏହି […]
ମୁମ୍ବାଇ : ସରକାରଙ୍କ ପକ୍ଷରୁ କରୋନାକୁ ନେଇ ସଚେତନତା କରାଯାଉଥିଲେ ମଧ୍ୟ ସାଧାରଣ ଲୋକ ସଚେତନ ହେବାର ନା ନେଉନାହାନ୍ତି । ମୁମ୍ବାଇର ଦାଦରରେ ଏପରି ଏକ ଘଟଣା ଘଟିଛି । ଦାଦରର ଅରବିନ୍ଦ ଯାଦବ ନାମକ ଏହି ଯୁବକ ଜଣଙ୍କୁ […]
ଗୁଜୁରାଟ : ଲକ୍ ଡାଉନ୍ ସମୟରେ ସମସ୍ତେ ଘରେ ରହୁଥିବାବେଳେ ଲୁଡୁ ଖେଳି ସମୟ ଅତିବାହିତ କରୁଛନ୍ତି । କିନ୍ତୁ ଏହି ଲୁଡୁ ଖେଳ ଏବେ ବେଶ୍ ଘାତକ ସାବ୍ୟସ୍ତ ହୋଇଛି । ଲୁଡକୁ ନେଇ ଗୁଜୁରାଟର ବଡଦୋରା ଅଞ୍ଚଳରେ ଏକ […]
ଉତ୍ତରପ୍ରଦେଶ : ମହାରାଷ୍ଟ୍ର ପାଲଘରରେ ସାଧୁଙ୍କ ହତ୍ୟା ବିବାଦ ନ ଥମୁଣୁ ଉତ୍ତରପ୍ରଦେଶ ବୁଲନ୍ଦସହରରୁ ପୁଣି ସାଧୁଙ୍କ ହତ୍ୟାର ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ ବୁଲନ୍ଦସହରର ଜଣେ ବ୍ୟକ୍ତି ମନ୍ଦିର ପରିସରରେ ଥିବା ଦୁଇ ସାଧୁଙ୍କୁ ଏକ ହତିଆର […]
ଉତ୍ତରପ୍ରଦେଶ : ଲକ୍ ଡାଉନ୍ ସମୟରେ ଜଣେ ଯୁବକ ମୁମ୍ବାଇରୁ ଚାଲି ଚାଲି ପ୍ରାୟ 1600 କିଲୋମଟିର ଦୂର ୟୁପିର ଶ୍ରାବସ୍ତୀ ଜିଲ୍ଲାରେ ପହଞ୍ଚିଛନ୍ତି । ତାଙ୍କ ଗ୍ରାମରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲା ପ୍ରଶାସନ 14 ଦିନିଆ କ୍ବାରେଣ୍ଟାଇନରେ ରଖିଥିଲେ […]
ଉତ୍ତରପ୍ରଦେଶ : କରୋନା ମହାମାରୀ ସହ ଲଢେଇ ପାଇଁ ଦେଶରେ ଜାରି ରହିଛି ଲକ୍ ଡାଉନ୍ । ଏହି ସମୟରେ ଦେଶରେ ଏପରି କିଛି ଘଟଣା ଘଟୁଛି, ଯାହା ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ଆଘାତ ପହଞ୍ଚାଉଛି । ତବଲିଗ୍ ଜମାତ ସମ୍ପର୍କିତ କରୋନା […]
ନୂଆଦିଲ୍ଲୀ : ହୋମ୍ କ୍ବାରେଣ୍ଟିନ୍ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି । ସାମାନ୍ୟ ଲକ୍ଷଣ ଥିବା ଡାକ୍ତର ପରାମର୍ଶ କଲେ କ୍ବାରେଣ୍ଟିନ୍ରେ ରହିପାରିବେ । ସଙ୍ଗରୋଧ ପାଇଁ ଘରେ ପର୍ଯ୍ୟାପ୍ତ ବ୍ୟବସ୍ଥା ଥିବା ଆବଶ୍ୟକ । […]
କୋଲକାତା : କରୋନା ଏବେ କରୋନ ଯୋଦ୍ଧାଙ୍କୁ ମଧ୍ୟ କବଳିତ କରିବା ଆରମ୍ଭ କଲାଣି । ନିକଟରେ ଦିଲ୍ଲୀର ବହୁ ହସ୍ପିଟାଲରେ ନର୍ସ, ଡାକ୍ତରଙ୍କ ସମେତ କିଛି ସ୍ବାସ୍ଥ୍ୟକର୍ମୀମାନେ କରୋନାରେ ସଂକ୍ରମିତ ହୋଇଥିବାର ଖବର ରହିଥିଲା । ସେହିପରି ଦେଶରେ କରୋନା […]
ନୂଆଦିଲ୍ଲୀ : ଭାରତରେ କରୋନା ସ୍ଥିତି ଉଦ୍ବେଗଜନକ ରହିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦେଶରେ କରୋନା ମୃତ୍ୟୁସଂଖ୍ୟା 934ରେ ପହଞ୍ଚିଛି । ସେହିପରି ଦେଶର ମୋଟ୍ ଆକ୍ରାନ୍ତଙ୍କ ସଂକ୍ରା 29 […]