ନୂଆଦିଲ୍ଲୀ : ଦୋକାନ ଖୋଲିବା ନେଇ ପୁଣିଥିର ସ୍ପଷ୍ଟୀକରଣ ଦେଇଛି କେନ୍ଦ୍ର । ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ ସୂଚନା ଦେଇଛନ୍ତି । ଚୁଟିକଟା ସେଲୁନ୍ ଖୋଲିବାକୁ ଅନୁମତି ଦିଆଯାଇନାହିଁ ବୋଲି କହିଛନ୍ତି ଗୃହ ବିଭାଗର ଯୁଗ୍ମ […]
ଭୁବନେଶ୍ବର : ମାଟ୍ରିକ ଖାତା ମୂଲ୍ୟାୟନ ସମ୍ପର୍କରେ ମନ୍ତ୍ରୀ ସୀମର ଦାଶ ସୂଚନା ଦେଇଛନ୍ତି। ମାଟ୍ରିକ୍ ଖାତା ମୂଲ୍ୟାୟନ କେନ୍ଦ୍ର ବଢିବ। ମୂଲ୍ୟାୟନ କେନ୍ଦ୍ରରେ ସାମାଜିକ ଦୂରତା ଅବଲମ୍ବନ କରାଯିବ। ସାମାଜିକ ଦୂରତ୍ବ ପାଇଁ ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା ମଧ୍ୟ ବଢାଯିବ। […]
ଖଣ୍ଡଓ୍ବା : କରୋନା ମହାମାରୀ କାରଣରୁ ଦେଶରେ ଲକ୍ଡାଉନ୍ ଲାଗୁ ହୋଇଛି । ଲକ୍ ଡାଉନ୍ ଯୋଗୁଁ ଦେଶରେ ପ୍ରବାସୀ ଶ୍ରମିକଙ୍କ ରୋଜଗାର ଚାଲିଯାଇଛି । ନିଜ ଭିଟାମାଟିଠାରୁ ପେଟ ପାଟଣା ପାଇଁ ହଜାର ହଜାର କିଲୋମିଟର ଦୂରରେ ରହୁଥିବା ପ୍ରବାସୀ […]
ନୂଆଦିଲ୍ଲୀ : ଗତ 24 ଘଣ୍ଟାରେ ଦେଶରେ 1429 ଜଣ ଆକ୍ରାନ୍ତ ହୋଇଥିବାବେଳେ 57 ଜଣଙ୍କ ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଦେଶରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 24 […]
ଏଟା : ଉତ୍ତର ପ୍ରଦେଶର ଏଟା ଜିଲ୍ଲାର ନଗର କୋତବଲୀ କ୍ଷେତ୍ରର ଏକ ଘରୁ ପାଞ୍ଚ ଜଣଙ୍କର ମୃତଦେହ ମିଳିଛି । ମିଳିଥିବା ସୂଚନା ଅନୁସାରେ ଏକ କଲୋନୀର ବନ୍ଦ ଘରୁ ଦୁଇ ଛୁଆଙ୍କ ସମେତ ପାଞ୍ଚ ଜଣଙ୍କର ମୃତଦେହକୁ ପୋଲିସ୍ […]
ଓ୍ବାସିଂଟନ୍ : ସାରା ବିଶ୍ବରେ କରୋନା ତା’ର କରାଳ ପ୍ରଭାବ ଜାରି ରଖିଥିବାବେଳେ ଆମେରିକାକୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଗତ 24 ଘଣ୍ଟାରେ ବିଗତ ତିନି ସପ୍ତାହର କରୋନା ଜନିତ ମୃତ୍ୟୁ ରେକର୍ଡର ଦୈନିକ ହାର ତୁଳନାରେ ସବୁଠାରୁ କମ ଲୋକ […]
ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀକୁ ନିୟନ୍ତ୍ରଣ ପାଇଁ ଦେଶବ୍ୟାପୀ ଲକଡାଉନ ଜାରି ରହିଛି। ଏହାରି ମଧ୍ୟରେ ଗୃହ ମନ୍ତ୍ରାଳୟ ଏକ ଆଦେଶ ଜାରି କରିଛନ୍ତି, ଯାହା ଦୋକାନୀମାନଙ୍କ ପାଇଁ ଖୁସି ଆଣିଦେଇଛି। ଜାରି ହୋଇଥିବା ଏହି ଆଦେଶରେ ସହ ଶନିବାର ସକାଳୁ […]
ପୁଲଓ୍ବାମା : ଜମ୍ମୁ କଶ୍ମୀରରେ ଆଜି ସକାଳୁ ଫୁଲଓ୍ବାମା ଅବନ୍ତୀପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସେନାର ଯବାନଙ୍କ ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀମାନେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଥିବା ନେଇ ସୂଚନା […]
ନୂଆଦିଲ୍ଲୀ : କରୋନା ଭାଇରସ୍ର ତାଣ୍ଡବ ଭିତରେ ସାରା ଦେଶରେ ଜାରି ରହିଛି ଲକ୍ ଡାଉନ୍। ଏହା ମଧ୍ୟରେ ଆରମ୍ଭ ହୋଇଛି ମୁସଲମାନଙ୍କ ପବିତ୍ର ରାମଜାନ ମାସ। ଆଜି ଶୁକ୍ରବାର ଦିନ ଚାନ୍ଦ ଦେଖାଯାଇଛି। କାଲିଠାରୁ ପବିତ୍ର ରାମଜାନ୍ ମାସ ପାଳନ […]
ନୂଆଦିଲ୍ଲୀ : କରୋନା ସଂକଟ ସମୟରେ ସାରା ଦେଶରେ ଲକ୍ ଡାଉନ୍ ଜାରି ହୋଇଛି । ଲକ୍ ଡାଉନ ସମୟରେ ବି ଅପରାଧ ଘଟଣା ଦେଖିବାକୁ ମିଳିଛି । ଦେଶର ରାଜଧାନୀ ଦିଲ୍ଲୀରେ ଡବଲ୍ ମର୍ଡର ଘଟଣା ସାମ୍ନାକୁ ଆସିଛି । […]
ନୂଆଦିଲ୍ଲୀ : ଦେଶରେ କରୋନା ମୃତ୍ୟୁ ସଂଖ୍ୟା 723କୁ ବୃଦ୍ଧି ହୋଇଛି । ଏବେ ସୁଦ୍ଧା ମୋଟ କରୋନା ଆକ୍ରାନ୍ତ ସଂଖ୍ୟା 23 ହଜାର 452ରେ ପହଞ୍ଚିଛି । ସେହିପରି 17 ହଜାର 915ଜଣ ଚିକିତ୍ସାଧୀନ ରହିଛନ୍ତି । ସୁସ୍ଥ ହୋଇ […]
ଥାନେ : କରୋନା ରୋଗୀ ସନ୍ଦେହରେ ଜଣେ 34 ବର୍ଷୀୟ ଯୁବକଙ୍କ କିଛି ଲୋକେ ଆକ୍ରମଣ କରିଛନ୍ତି । ଆକ୍ରମଣରୁ ବର୍ତ୍ତିବା ପାଇଁ ଯୁବକ ଜଣକ ଚେଷ୍ଟା କରୁଥିବା ସମୟରେ ନାଳ ପଡିଯିବାରୁ ଯୁବକ ଜଣକର ମୃତ୍ୟୁ ହୋଇ ଯାଇଛି । […]
କୁପୱାରା: ଶୁକ୍ରବାର ଦିନ ଜମ୍ମୁ କାଶ୍ମୀରର କୁପୱାରା ଜିଲ୍ଲାର ସୈନିକ କ୍ୟାମ୍ପରେ ଏକ ଅଘଟଣ ଘଟିଯାଛି। ରାଇଫଲରୁ ଭୁଲରେ ଗୁଳି ବାହାରି ଜଣେ ସୈନିକଙ୍କ ମୃତ୍ୟୁ ଘଟିଛି। ଉଲ୍ଲେଖଯୋଗ୍ୟ ଯେ ୮ ଜାଟ ରେଜିମେଣ୍ଟର ହାଭାଲଦାର ରାକେଶ କୁମାର ନିଜ ସର୍ଭିସ […]
ଡେରାଡୁନ୍ : ଦେଶରେ କରୋନା ଭାରଇସ୍ ଯୋଗୁଁ ସ୍ଥିତି ବିଗିଡି ଥିବାବେଳେ ଉତ୍ତରାଖଣ୍ଡରେ ନଅମାସର ଶିଶୁଟି କରୋନା ଭାଇରସକୁ ମାତ ଦେଇଛି । ପ୍ରଦେଶର ସର୍ବକନିଷ୍ଠ ଭାବେ ରୋଗରୁ ସୁସ୍ଥ ଲାଭ କରି ରେକର୍ଡ କରିଛି ଏହି ଶିଶୁଟି । ପ୍ରଦେଶର […]
କେରଳ : କେରଳରେ କରୋନା ଯୋଗୁଁ ଚାରିମାସର ଶିଶୁର ମୃତ୍ୟୁ ହୋଇଛି । କୋଝିକୋଡ ମେଡ଼ିକାଲ୍ କଲେଜରେ ଏହି ଶିଶୁଟିର ଚିକିତ୍ସା ଚାଲୁଥିଲା । ଏପ୍ରିଲ୍ 22ରେ କରୋନା ସଂକ୍ରମିତ ହୋଇଥିଲେ । ଶିଶୁଟିର ହାର୍ଟ ପ୍ରୋବ୍ଲେମ୍ ଥିବାରୁ ହସ୍ପିଟାଲରେ ଚିକିତ୍ସା […]
ଭୁବନେଶ୍ବର : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି । ଟେଲିଫୋନ୍ରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। […]
ବେଙ୍ଗାଲୁରୁ: ସେହିପରି ଦେଶରେ 10ଟି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି । ସେହି ରାଜ୍ୟଗୁଡିକ ମଧ୍ୟରେ ରହିଛନ୍ତି – ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ,ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ କେରଳ ପରି ରାଜ୍ୟଗୁଡିକ । ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା 6430 […]
ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍ର ପ୍ରକୋପ ଲଗାତାର ଭାବରେ ବୃଦ୍ଧି ପାଇବାରେ ଲାଗିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 23 ହଜାର ପାର୍ କରିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା […]
ଗୁଜୁରାଟ : ଗୁଜୁରାଟର ବରଦୋରାଠାରେ ତିନି ଯବାନ କରୋନାରେ ସଂକ୍ରମିତ ହୋଇଛନ୍ତି । ପ୍ରାଥମିକ ପର୍ଯ୍ୟାୟ ଟେଷ୍ଟ ଅନୁସାରେ ଏକ ଏଟିଏମ୍ ବୁଥ୍କୁ ଏହି ତିନି ଯବାନ୍ମାନେ ବ୍ୟବହାର କରିଥିଲେ । ଗୋଟିଏ ଦିନରେ ତିନିଜଣ ଯାକ ଏଟିଏମ୍ରୁ ଟଙ୍କା ଉଠାଇ […]
ମୁମ୍ବାଇ : ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଜିତେନ୍ଦ୍ର ଅହ୍ବାଡ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି । ନିକଟରେ ଜିତେନ୍ଦ୍ରଙ୍କ 14 ଜଣ କର୍ମଚାରୀଙ୍କ ସମେତ 5 ଜଣ ସୁରକ୍ଷା କର୍ମୀଙ୍କଠାରେ କରୋନା ପଜିଟିଭି ଚିହ୍ନଟ ହୋଇଥିଲେ । ଏହାପରଠାରୁ ମନ୍ତ୍ରୀ କ୍ବାରେଣ୍ଟିନ୍ରେ […]
ପାକିସ୍ତାନ : କରୋନାର ପ୍ରଭାବ ପାଇଁ ଆଜି ସାରା ବିଶ୍ବର ଅର୍ଦ୍ଧାଧିକ ଦେଶ ଲକ୍ଡାଉନରେ। ଲୋକଙ୍କୁ ସାମାଜିକ ଦୂରତ୍ବର ପାଠ ପଢାଯାଉଛି। ଭାରତ ପରି ଅନେକ ଦେଶ ମନ୍ଦିର, ମସଜିଦ୍ ଚର୍ଚ୍ଚ ଓ ଗୁରୁଦ୍ବାର ତଥା ସମସ୍ତ ତୀର୍ଥସ୍ଥଳୀକୁ ବନ୍ଦ କରିଛନ୍ତି […]