ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ଅଣାୟତ୍ତ ରହିଥିବାବେଳେ ଭାରତରେ ମଧ୍ୟ କାୟା ବିସ୍ତାର କରି ଚାଲିଛି । ଏଯାବତ ଦେଶରେ କରୋନା ମୃତ୍ୟୁ ସଂଖ୍ୟା 414କୁ ବୃଦ୍ଧି ହୋଇଛି । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଖ୍ୟା 12 ହଜାର 380 […]
ନୂଆଦିଲ୍ଲୀ : କରୋନା ଭାଇରସ୍କୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ତିନୋଟି ଜୋନ୍ କରିଛନ୍ତି । ଏଥିରେ ରେଡ୍ ଜୋନ୍, ଅରେଞ୍ଜ ଜୋନ୍ ଓ ଗ୍ରୀନ୍ ଜୋନ୍ ସାମିଲ୍ ରହିଛନ୍ତି । ରେଡ୍ ଜୋନ୍ରେ 170ଟି ହଟସ୍ପଟ୍ ରହିଛି । ସେହିପରି 47ଟି […]
ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ପକ୍ଷରୁ 170ଟି ହଟ୍ସ୍ପଟ୍ ଜିଲ୍ଲାର ତାଲିକା ପ୍ରକାଶ କରାଯାଇଛି । ଦେଶର 170 ହଟ୍ସ୍ପଟ୍ ଜିଲ୍ଲା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା। ଓଡ଼ିଶାର ଏକମାତ୍ର ଜିଲ୍ଲା ଖୋର୍ଦ୍ଧା ହଟସ୍ପଟ୍ ଜିଲ୍ଲା ଭାବେ ଚିହ୍ନଟ ହୋଇଛି । କ୍ଲଷ୍ଟର […]
ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। କରୋନା ଯୋଗୁ ମହାରାଷ୍ଟ୍ର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦିଲ୍ଲୀ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ସ୍ଥିତି ମଧ୍ୟ ସାଂଘାତିକ ହେବାରେ ଲାଗିଛି। […]
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଚାଲିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି । କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ କରୋନା ସହ ମୁକାବିଲା କରିବାରେ ଜୋରସୋର୍ର ପ୍ରସ୍ତୁତି ଚଲାଇଛନ୍ତି । କରୋନା ସହ ଦୃଢ […]
ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କ ଉପରକୁ ଆକ୍ରମଣ କରାଯାଇଛି । ମଙ୍ଗଳବାର ଜଣେ ଜମାତୀ ସଦସ୍ୟ ଉକ୍ତ ମହିଳାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ କରାଯିବାକୁ ନେଇ ମହିଳା […]
ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଲକ୍ଷ୍ନୌର ଏକ ମସ୍ଜିଦ୍ରୁ 12 ତବ୍ଲିଗୀ ଜମାତୀଙ୍କୁ ଉଦ୍ଧାର କରାଯାଇଛି । ସମସ୍ତ 12 ଜଣ ଯାକ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଛନ୍ତି । ଏହା ସହିତ ଏହି 12 ଜଣଙ୍କ ସଂସ୍ପର୍ଶରେ ଆସିଥିବା 25ଜଣଙ୍କୁ […]
ଅହମ୍ମଦାବାଦ : ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଆଇସୋଲେସନ୍ର ରହିଛନ୍ତି । ଗତକାଲି କଂଗ୍ରେସ ବିଧାୟକ ଇମ୍ରାନ୍ ଖେଡାଓ୍ବାଲାଙ୍କୁ ଭେଟିଥିବା ବେଳେ ଆଜି ଇମ୍ରାନ୍ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଥିଲେ । ଇମ୍ରାନ୍ଙ୍କ ସାମ୍ପଲ ପଜିଟିଭ୍ ସାବ୍ୟସ୍ତ ହେବା ପରେ ଆଇସୋଲେସନ୍ […]
ଶ୍ରୀନଗର : ଜମ୍ମୁ କାଶ୍ମୀରର ରଜୌରୀ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯିବାରୁ 2 ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି । ରଜୌରୀ ଜିଲ୍ଲା ଅନ୍ତର୍ଗତ ମଞ୍ଜକୋଟ ସେକ୍ଟରରେ ପାକିସ୍ତାନ ପକ୍ଷରୁ ଗୁଳି ଚାଳନା ଏବଂ ମୋର୍ଟାର […]
ନୂଆଦିଲ୍ଲୀ : ଦେଶରେ ଜାରି ହୋଇଥିବା ଦ୍ବିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ମେ ତିନି ପର୍ଯ୍ୟନ୍ତ ଜାରି ରହିବ । ଏଥିପାଇଁ ସରକାଣଙ୍କ ତରଫରୁ ଗାଇଡ୍ ଲାଇନ୍ ଜାରି ହୋଇଛି । ନୂତନ ଗାଇଡ୍ ଲାଇନ୍ରେ କିଛି ସେବାକୁ କଟକଣାରୁ ମୁକ୍ତ […]
ନୂଆଦିଲ୍ଲୀ : କରୋନା ସହ ମୁକାବିଲା କରିବା ପାଇଁ ଆଜିଠାରୁ ଦେଶରେ 19 ଦିନିଆ ଲକ୍ ଡାଉନ୍ କାର୍ଯ୍ୟକାରୀ ହେଲା । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଜାରି କରିଛନ୍ତି । ମେ ତିନି ତାରିଖ […]
ଭୁବନେଶ୍ବର : ଭୁବନେଶ୍ବରରେ କରୋନା ଆକ୍ରାନ୍ତ ବଢୁଥିବାରୁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ରାଜଧାନୀକୁ ତିନୋଟି ଜୋନ୍ରେ ବିଭକ୍ତ କରି ବରିଷ୍ଠ ଆଇଏଏସ୍ଙ୍କୁ ଦାୟିତ୍ବ ଦିଆଯାଇଛି । ଏହି କ୍ରମରେ ରଞ୍ଜନା ଚୋପ୍ରା ଓ ବିଷ୍ଣୁପଦ ସେଠୀଙ୍କୁ ଉତ୍ତର ଜୋନ୍ […]
ନୂଆଦିଲ୍ଲୀ : ବିଶ୍ବରେ କରୋନା ସ୍ଥିତି ଉଦ୍ବେଗଜନକ ରହିଥିବାବେଳେ ଭାରତରେ ମଧ୍ୟ ସ୍ଥିତି ସଙ୍ଗୀନ୍ ରହିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ଏପର୍ଯ୍ୟନ୍ତ 10815 ଜଣ ଆକ୍ରାନ୍ତ ହୋଇଥିବାବେଳେ 353ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି […]
ନୂଆଦିଲ୍ଲୀ : ଚୀନ୍ ସହରରରୁ ଆରମ୍ଭ ହୋଇଥିବା ଭୟାନକ କରୋନା ଏବେ ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ ମୃତ୍ୟୁର ତାଣ୍ଡବ ରଚି ଚାଲିଛି । ଆମେରିକାରେ ଗତ 24 ଘଣ୍ଟା ମଧ୍ୟରେ ଦୁଇ ହଜାର 224 ଜଣଙ୍କର ମୃତ୍ୟୁ ହୋଇଛି, […]
(ସମୀକ୍ଷା ବ୍ୟୁରୋ) ଗୁଜରାଟ ର ଜଣେ କଂଗ୍ରେସ ବିଧାୟକଙ୍କ ରକ୍ତ ନମୂନାରେ ଆଜି କୋଭିଡ-୧୯ ଭୂତାଣୁ ମିଳିଛି। ଜ୍ଵର ଥିବା ସତ୍ତ୍ୱେ ଉକ୍ତ ବିଧାୟକ ଆଜି ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କ ଦ୍ଵାରା ଡକା ଯାଇଥିବା ଏକ ବୈଠକରେ ଯୋଗ ଦେଇଥିଲେ। ଅନ୍ୟ […]
ନୂଆଦିଲ୍ଲୀ : ଲକଡାଉନ୍ ସମୟରେ ମଦ ତସ୍କରୀ ଅପରାଧରେ ଦିଲ୍ଲୀ ପୋଲିସ୍ର ଜଣେ କନେଷ୍ଟବଳଙ୍କ ସମେତ ଚାରିଜଣ ଗିରଫ ହୋଇଛନ୍ତି । ରବିନ୍ଦ୍ର ନାମକ ଏହି କନେଷ୍ଟବଳ ଜଣକ ବେଗପୁର ପୋଲିସ୍ ଥାନାରେ ନିୟୋଜିତ ଥିଲେ। ସେ ତାଙ୍କ ସାଥୀମାନଙ୍କ ସହିତ […]
ଭୁବନେଶ୍ବର: କୋଭିଡ-୧୯ ମହାମାରୀ କାରଣରୁ ଦେଶରେ ଲକଡାଉନ ଜାରି ହୋଇଥିବା ଅଧିକାଂଶ ସଂସ୍ଥାରେ ବର୍ତ୍ତମାନ କାର୍ୟ୍ୟ ବନ୍ଦ ରହିଛି। ଏହାକୁ ଦୃଷ୍ଟିରେ ରଖି କର୍ମଚାରୀ ରାଜ୍ୟ ବୀମା ନିଗମ (ଇସଏଆଇସି) ପକ୍ଷରୁ ଏହାର ଅଂଶୀଦାର ବିଶେଷକରି ନିଯୁକ୍ତିଦାତା ଏବଂ ବୀମାଭୁକ୍ତ ବ୍ୟକ୍ତିଙ୍କ […]
ନୂଆଦିଲ୍ଲୀ : ଲକ୍ ଡାଉନ୍ ମଧ୍ୟରେ ଦିଲ୍ଲୀର ଶାହଦରା ଜିଲ୍ଲାର ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ମାମଲା ସାମ୍ନାକୁ ଆସିଛି । ଏହି ହତ୍ୟା ପୁଣି କରିଛି ମୃତ ଯୁବକର ବନ୍ଧୁ । ପାରସ୍ପରିକ ପ୍ରତିଦ୍ବନ୍ଦ୍ବିତା ପାଇଁ […]
ହାଇଦ୍ରାବାଦ: ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ପୁନର୍ବାର ଆକ୍ରମଣ କରାଯାଇଛି। ଘଟଣାଟି ଘଟିଛି ହାଇଦ୍ରାବାଦରେ। ନିଜ ପୁଅ କରୋନା ସଙ୍କ୍ରମିତ ବୋଲି ଜାଣିବା ପରେ ହସ୍ପିଟାଲର ଜୁନିୟର ଡାକ୍ତରଙ୍କୁ ଏହି ବ୍ୟକ୍ତି ଜଣକ ଆକ୍ରମଣ କରିଥିଲେ। ଓସ୍ମାନିଆ ଜେନେରାଲ୍ ହସ୍ପିଟାଲ୍ରେ ମଙ୍ଗଳବାର […]
ମୁମ୍ବାଇ : ମହାରାଷ୍ଟ୍ରର ଭୀମା କୋରେଗାଓଁ ଦଙ୍ଗା ମାମଲାରେ ଦୁଇ ଅଭିଯୁକ୍ତ ଏନ୍ଆଇଏ ସମ୍ମୁଖରେ ଆତ୍ମ ସମର୍ପଣ କରିଛନ୍ତି । ଦୁଇ ଦଳିତ ନେତା ଗୌତମ ନଭଲଖା ଏବଂ ଆନନ୍ଦ ତେଲତୁମ୍ବଦେ ମଙ୍ଗଳବାର ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ) ନିକଟରେ ଆତ୍ମ ସମର୍ପଣ […]
ମୁମ୍ବାଇ: ସାରା ଦେଶରେ ଜାରି ରହିଛି ଲକ୍ ଡାଉନ୍। ସାମାଜିକ ଦୂରତ୍ବ ସାହାଯ୍ୟରେ କରୋନା ଚେନ୍କୁ ପ୍ରତିହତ କରିବା ପାଇଁ ଚେଷ୍ଟା ଜାରି ରଖାଯାଇଥିବାବେଳେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ହଜାର ହଜାର ଲୋକଙ୍କ ସମାବେଶ ହୋଇଥିବାର ଜଣାପଡିଛି। ଲକ୍ ଡାଉନ୍ ସମୟରେ […]