କେଦାର ମିଶ୍ର ୧୫୫ ଦିନ ଧରି ବାହ୍ୟ ଜଗତରୁ ସଂପୂର୍ଣ୍ଣ ବିଛିନ୍ନ ହୋଇ ରହିବା ପରେ ଜାମ୍ମୁ କାଶ୍ମୀର କୁ ମୁଖ୍ୟଧାରାର ଭାରତ ସହ ଯୋଡିବା ଲାଗି ସୁପ୍ରିମ କୋର୍ଟ ଏକ ମାର୍ଗ ଉନ୍ମୋଚନ କରିଛନ୍ତି। ଗତ କାଲି କାଶ୍ମୀର ଟାଇମ୍ସର […]
ଚଣ୍ଡିଗଡ-ଆଜି ଚଳଚିତ୍ର ‘ଜେର୍ସି’ ସୁଟି ଚାଲିଥିବା ବେଳେ ଅଭିନେତା ଶହୀଦ କାପୁର ଆହତ ହୋଇଛନ୍ତି। ଏହି ଚଳଚିତ୍ରଟି ଚଣ୍ଡିଗଡରେ ସୁଟିଂ ଚାଲିଥିଲା। ଦୃଶ୍ୟ ଥିଲା ଏକ କ୍ରିକେଟ ଖେଳରେ ଶହୀଦ କାପୁର ସାମିଲି ହେବେ। ସେଥିପାଇଁ ସୁଟିଂ ପୂର୍ବରୁ ସାଥୀ କଳାକାରଙ୍କ […]
ନୂଆଦିଲ୍ଲା- ଗୋଏୟାର ଦୁଇଜଣ ପାଇଲଟଙ୍କୁ ଡିଜିସିଏ ବା ଡାଇରେକ୍ଟର ଜେନରାଲ ଅଫ ସିଭିଲ ଆଭିଏସନ ତୁରନ୍ତ ନିଲମ୍ବନ କରିଛନ୍ତି। ଏହି ଦୁଇ ପାଇଲଟ ହେଲେ ଗୋ ଏୟାର ବିମାନର କମାଣ୍ଡର ଏବଂ ଫାଷ୍ଟ ପାଇଲଟ। ଏହି ପାଇଲଟ ଦ୍ବୟ ଡିଜିସିଏର ନିୟମ […]
ନୂଆଦିଲ୍ଲୀ : ଜେଏନ୍ୟୁ ଆକ୍ରମଣ ମାମଲାରେ ସନ୍ଦିଗ୍ଧ ଅଭିଯୁକ୍ତଙ୍କ ଫଟୋ ଜାରି କରିଛି ଦିଲ୍ଲୀ ପୋଲିସ୍ । ଦିଲ୍ଲୀ ପୋଲିସ୍ ପକ୍ଷରୁ 9 ଜଣ ଛାତ୍ରଛାତ୍ରୀଙ୍କ ଫଟୋ ଜାରି କରାଯାଇଛି । ଜାରି କରାଯାଇଥିବା ଫଟୋ ମଧ୍ୟରେ ଜେଏନୟୁ ଛାତ୍ରସଂଘ ସଭାପତି […]
ଭୋପାଳ : ମଧ୍ୟପ୍ରଦେଶ ରାଜନୀତି ଭୋପାଳରେ ଆଜି ବକ୍ସ ଅଫିସ୍ ସହିତ ରାଜନୀତିରେ ମଧ୍ୟ ସୁପର୍ ଫ୍ରାଇଡେ୍ ଦେଖିବାକୁ ମିଳିଛି। ଆଜି ବକ୍ସ ଅଫିସ୍ରେ ଅଜୟ ଦେବଗନ୍ଙ୍କ ଫିଲ୍ମ ‘ତାନାଜୀ’ ଓ ଦୀପିକା ପାଦୁକୋନ୍ଙ୍କ ‘ଛପାକ୍’ ଲଢେଇ ହେଉଥିବାବେଳେ। ଏହାକୁ ନେଇ […]
ନୂଆଦିଲ୍ଲୀ : ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣ ବଜେଟ୍ ଚଳିତଥର ଉପସ୍ଥାପନ କରାଯିବ। ମୋଦି ସରକାରଙ୍କ ତରଫରୁ ଏନେଇ ଲଗାତାର ବୈଠକ ଜାରି ରହିଥିବାବେଳେ ବିରୋଧୀ ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। କଂଗ୍ରେସ ନେତା ରାହୁଲ୍ ଗାନ୍ଧି […]
ନୂଆଦିଲ୍ଲୀ : ଦିଲ୍ଲୀ ଜେଏନ୍ୟୁରେ ଜାନୁଆରୀ 5 ତାରିଖରେ ହୋଇଥିବା ହିଂସା ମାମଲା ଏବେ ଚର୍ଚ୍ଚାରେ ରହିଛି । ଏହି ହିଂସା ମାମଲାର ପୋଲିସ୍ ଯାଞ୍ଚ କରୁଥିବାବେଳେ ଜେଏନ୍ୟୁର ତିନିଜଣ ପ୍ରଫେସର ଦିଲ୍ଲୀ ହାଇକୋର୍ଟ ଯାଇଛନ୍ତି। ଏହି ପ୍ରଫେସରମାନେ ଜେଏନ୍ୟୁରେ ହୋଇଥିବା […]
ସମୀକ୍ଷା ବ୍ୟୁରୋ ଇଣ୍ଟରନେଟ ବ୍ୟବହାର କରିବାର ସୁଯୋଗ ନାଗରିକର ମୌଳିକ ଅଧିକାର ଓ ଏହାକୁ ଅକାରଣରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରା ଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଆଜି କହିଛନ୍ତି। ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ସେଠାରେ […]
ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଛାତ୍ରୀଙ୍କ ପାଇଁ ଏକ ନୂତନ ଯୋଜନା ଆଣିଛନ୍ତି । ଏହି ଯୋଜନାରେ ସ୍କୁଲ ଯାଉଥିବା ଛାତ୍ରୀଙ୍କ ପରିବାରକୁ ବାର୍ଷିକ 15 ହଜାର ଟଙ୍କା ପ୍ରଦାନ କରାଯିବ । ପ୍ରଥମ ଶ୍ରେଣୀରୁ ଦ୍ବାଦଶ […]
ନୂଆଦିଲ୍ଲୀ : ଦିଲ୍ଲୀ ଜବାହରଲାଲ୍ ନେହେରୁ ବିଶ୍ବବିଦ୍ୟାଳୟ ପରିସରରେ ହୋଇଥିବା ହିଂସା ବିରୋଧରେ ଛାତ୍ରଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଥିବାବେଳେ ଏବେ ବିରୋଧୀ କଂଗ୍ରେସ ମଧ୍ୟ ସରକାରଙ୍କୁ ଘେରିଛି। ପୂର୍ବ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ଜୟରାମ ରମେଶ ଗୁରୁବାର […]
ନୂଆଦିଲ୍ଲୀ- ଓଡିଶାର ପୂର୍ବତ୍ତନ ମୁଖ୍ୟ ବିଚାରପତି ତଥା ଅବସରପ୍ରାପ୍ତ ବିଚାରପତି ଆଇ ଏମ କୁଦ୍ଦସୀ ସିବିଆଇର ସ୍ବତନ୍ତ୍ର କୋର୍ଟରେ ହାଜରେ ହେବେ। ଏ ନେଇ ସିବିଆଇ କୋର୍ଟ ତରଫରୁ ତାଙ୍କୁ ସମନ କରାଯାଇଛି। ଦୁଇ ବର୍ଷ ତଳେ ମେଡିକାଲ କଲେଜରେ ନାମଲେଖା […]
ଶ୍ରୀନଗର : ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡରେ ଦୁଇ ସାଧାରଣ ନାଗରିକ ଆହତ ହୋଇଛନ୍ତି । ବୁଧବାର ରାତିରେ ରାଜଧାନୀ ଶ୍ରୀନଗରରେ ଆତଙ୍କବାଦୀଙ୍କ ପକ୍ଷରୁ ଏହି ଗ୍ରେନେଡ ମାଡ କରାଯାଇଥିଲା । ଶ୍ରୀନଗରର ଜାକୁରିଆରେ ଏହି ଘଟଣା ଘଟିଥିଲା । […]
ପଶ୍ଚିମବଙ୍ଗ: ଦିଲ୍ଲୀଠାରେ ଜାନୁଆରୀ 13 ତାରିଖରେ ହେବାକୁ ଥିବା ବିରୋଧୀ ଦଳ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମିଲ୍ ହେବେ ନାହିଁ। ମମତା ଏହି ବୈଠକକୁ ବହିଷ୍କାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମବଙ୍ଗ ବିଧାନସଭାରେ ମମତା କହିଛନ୍ତି ଯେ, […]
ନୂଆଦିଲ୍ଲୀ : ବଜେଟ୍ ପୂର୍ବରୁ ନିତି ଆୟୋଗ ସଦସ୍ୟଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ନିତି ଆୟୋଗ ସଦସ୍ୟଙ୍କୁ ଭେଟିଛନ୍ତି । ନିତି ଆୟୋଗ ସିଇଓ ଅମିତାଭ କାନ୍ତ ଏବଂ ଉପମୁଖ୍ୟ ରାଜୀବ […]
କୋଲକାତା: ନୋବେଲ୍ ପୁରସ୍କାର ବିଜେତା ଅର୍ଥଶାସ୍ତ୍ରୀ ଅମର୍ତ୍ତ୍ୟ ସେନ ନାଗରିକତା ସଂଶୋଧନ ଆଇନକୁ ନେଇ ମତ ରଖିଛନ୍ତି। କୋଲକାତାରେ ଏକ କାର୍ଯ୍ୟକ୍ରମରେ ଅମର୍ତ୍ତ୍ୟ ସେନ କହିଛନ୍ତି ଯେ, ଏହି କାନୁନ୍କୁ ରଦ୍ଦ କରାଯିବା ଆବଶ୍ୟକ। ଏହା ଏକ ଅସାମ୍ବିଧାନିକ ହୋଇଥିବାରୁ ସୁପ୍ରିମ୍କୋର୍ଟ […]
ନୂଆଦିଲ୍ଲୀ- ଚଳିତ ଜାନୁୟାରୀ 31 ତାରିଖରୁ ସଂସଦରେ ଆରମ୍ଭ ହେବ ବଜେଟ ଅଧିବେସନ। ଏହି ଅଧିବେସନ ଦୁଇଟି ପର୍ଯ୍ୟାୟରେ ଚାଲିବ। ପ୍ରଥମ ଅଧିବେସନ ଜାନୁୟାରୀ 31 ତାରିଖରୁ ଆରମ୍ଭ ହୋଇ ଫେବୃୟାରୀ 11 ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ବିତୀୟ ଅଧିବେସନ […]
ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଇଏସ୍ଆଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ନୋଇଡା ସ୍ଥିତ ଏହି ଇଏସ୍ଆଇ ହସ୍ପିଟାଲରେ ଗୁରୁବାର ସକାଳୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସେକ୍ଟର 24ରେ ରହିଥିବା ଇଏସ୍ଆଇ ହସ୍ପିଟାଲ୍ରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିଶମ […]
ନୂଆଦିଲ୍ଲୀ : ଜେଏନ୍ୟୁ ଆକ୍ରମଣକୁ ନେଇ ବିଜେପି ନେତ୍ରୀ ଉଭା ଭାରତୀ ସାପ ଉପାଖ୍ୟାନ ଶୁଣାଇଛନ୍ତି । ରବିବାର ଜେଏନ୍ୟୁ ପରିସର ମଧ୍ୟରେ କିଛି ମୁଖାପିନ୍ଧା ଆକ୍ରମଣକାରୀ ଛାତଛାତ୍ରୀଙ୍କ ସହିତ 30ରୁ ଅଧିକ ଅଧ୍ୟାପକଙ୍କ ଉପରେ ଆକ୍ରମଣ ହୋଇଥିଲା । ବୁଧବାର […]
ନୁଆଦିଲ୍ଲୀ : ଜମ୍ମୁ କାଶ୍ମୀରରୁ ଧାରା 370 ଉଛେଦ ହେବା ପରେ ପାକିସ୍ଥାନ ଭାରତକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଘେରିବା ପାଇଁ ବହୁ ପ୍ରଚେଷ୍ଟା ଚଳାଇଛି। ଜମ୍ମୁ କାଶ୍ମୀରରେ 370 ଧାରା ଉଛେଦ୍ଦ ହେବ ପରେ ବିଦେଶୀ ରାଷ୍ଟ୍ରଦୂତମାନେ ଔପଚାରିକ ଭାବେ କାଶ୍ମୀର […]
ଦିଲ୍ଲୀ : ପୂର୍ବ ଦିଲ୍ଲୀର ପଟପଗଞ୍ଜ ଶିଳ୍ପାଞ୍ଚଳର ଏକ କାରଖାନାରେ ନିଆଁ ଲାଗିଯାଇଛି। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ଏହି କାରଖାନାରେ ପ୍ରିନ୍ଟିଂ କାମ ହେଉଥିଲା। 30ଟି ଦମକଳ ଗାଡି ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିଯୋଜିତ ରହିଛି। ହଜାର […]
ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ୍ କମିଶନରକୁ ନେଇ ବହୁତ ଶୀଘ୍ର ନିଷ୍ପତ୍ତି ଆସିପାରେ। ମିଳିଥିବା ସୂତ୍ର ଅନୁସାରେ ଗୃହ ମନ୍ତ୍ରାଳୟ ଏନେଇ ନିର୍ବାଚନ ଆୟୋଗକୁ ଚିଠି କରିଛନ୍ତି। ଦିଲ୍ଲୀ ପୋଲିସ୍ କମିଶନର ଅମୂଲ୍ୟ ପଟ୍ଟନାୟକ ଆସନ୍ତା ଜାନୁଆରୀ 31ରେ ଅବସର ନେବେ। ନୂତନ […]