ରାଜସ୍ଥାନ, 3/1: କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଏକ ବିଶେଷ ଟିମ୍ ଶିଶୁ ମୃତ୍ୟୁ ସମ୍ପର୍କିତ ସୀମକ୍ଷା ପାଇଁ ରାଜସ୍ଥାନ କୋଟାସ୍ଥିତ ଜେ.କେଲୋନ୍ ହସ୍ପିଟାଲ୍ ଗସ୍ତ କରିବେ । ରାଜସ୍ଥାନର କୋଟାର ଏକ ହସ୍ପିଟାଲରେ ଶିଶୁ ମୃତ୍ୟୁ ସଂଖ୍ୟା ୧୦୪ରେ ପହଞ୍ଚିଛି। ବର୍ଷର […]
ପାଣାଜୀ,02/01 : 50 ଲକ୍ଷ ଟଙ୍କାର ଡ୍ରଗ୍ସ ସହିତ ଜଣେ ନାଇଜେରିଆ ନାଗରିକଙ୍କୁ ଗୋଆରୁ ଗିରଫ କରାଯାଇଛି । ଗୁରୁବାର ଗିରଫ ବ୍ୟକ୍ତିଙ୍କ ନିକଟରୁ 309 ଗ୍ରାମର କୋକେନ୍ ଏବଂ 200 ଗ୍ରାମର ଏମ୍ଡିଏମ୍ଏ ଜବତ କରାଯାଇଛି । ଗିରଫ ବ୍ୟକ୍ତିଙ୍କ […]
ପାଣାଜୀ,02/01 : ନାଗରିକତ୍ବ ସଂଶୋଧନ ଆଇନ୍ ପ୍ରତି ସମର୍ଥନ ଜାହିର କରି ଗୋଆର 4 କଂଗ୍ରେସ ନେତା ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ପାଣାଜୀ କଂଗ୍ରେସ ବ୍ଲକ୍ କମିଟି ଅଧ୍ୟକ୍ଷ ରହିଥିବା ପ୍ରସାଦ ଆମୋନକର, ଉତ୍ତର ଗୋଆ ସଂଖ୍ୟାଲଘୁ ସଂଘ […]
ନୂଆଦିଲ୍ଲୀ, 02/01 : ରାଜସ୍ଥାନର କୋଟାରେ 100ରୁ ଅଧିକ ନବଜାତ ଶିଶୁଙ୍କ ମୃତ୍ୟୁକୁ ନେଇ ରାଜନୀତି ନକରିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିରୋଧୀ ଦଳଙ୍କୁ ଅନୁରୋଧ କରିଛନ୍ତି । ବହୁଜନ ସମାଜ ପାର୍ଟି ନେତ୍ରୀ ମାୟାବତୀ କୋଟା ପରିଦର୍ଶନ ପାଇଁ ପ୍ରିୟଙ୍କା […]
ପାଟନା ,02/01 : ସ୍କୁଲରେ ଭଗବଦ ଗୀତା ଶିକ୍ଷା ପ୍ରଦାନ କରାଯିବା ଉଚିତ୍ ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମତ ଦେଇଛନ୍ତି । ବେଗୁସରାଇରୁ ବିଜେପିର ସାଂସଦ ରହିଥିବା ଗିରିରାଜ ଏହି ମତ ଦେଇଛନ୍ତି । ମିଶନାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ […]
ସମୀକ୍ଷା ବ୍ୟୁରୋ ନୂଆଦିଲ୍ଲୀ, 2/1: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ)ର ଯୋଡ଼ି ହୋଇ ରହିଥିବା ଭାରତୀୟ ମଜଦୁର ସଂଘ (ବିଏମ୍ଏସ୍) ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବାଧୀନ ଏନ୍ଡିଏ ସରକାରର ‘ଶ୍ରମ ବିରୋଧୀ ନୀତି ବିରୋଧରେ ବିରୋଧ ପ୍ରଦର୍ଶନ କରିବ। ଆସନ୍ତା କାଲି ଅର୍ଥାତ୍ […]
ମୁମ୍ବାଇ, 2/1: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍ସିପି)ର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଡିପି ତ୍ରିପାଠୀଙ୍କ ପରଲୋକ ଘଟିଛି।ମୃତ୍ୟୁବେଳକୁ ତାଙ୍କୁ 67 ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ରୋଗାଗ୍ରସ୍ତ ଥିବା କାରଣରୁ ତାଙ୍କର ପରଲୋକ ଘଟିଛି। ଉତ୍ତର ପ୍ରଦେଶର ସୁଲତାନପୁରରେ […]
ନୂଆଦିଲ୍ଲୀ, 2/1: ଦିଲ୍ଲୀର ଉଦ୍ୟୋଗ ନଗରର ପୀରାଗଡି ଅଞ୍ଚଳରେ ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଛି। ଆଜି ସକାଳ 4ଟାରେ ଏହି ନିଆଁ ଲାଗିଥିବାର ସୂଚନା ରହିଛି। ନିଆଁ ଲିଭାଇବା ପାଇଁ ସେଠାରେ 7ଟି ଦମକଳ ଗାଡ଼ି ପହଞ୍ଚିଥିଲେ। ନିଆଁ ଲିଭାଇବା ସମୟରେ […]
ନୂଆଦିଲ୍ଲୀ, 2/1: ନରେନ୍ଦ୍ର ମୋଦି ଆଜି ଦେଶର 6 କୋଟି ଚାଷୀଙ୍କୁ ନବବର୍ଷର ଉପହାର ଦେବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ପିଏମ୍-କିଶାନ ସମ୍ମାନ ନିଧି ଅନ୍ତର୍ଗତ ଡିସେମ୍ବର ମାସର କିସ୍ତି ସ୍ବରୂପ 12,000 କୋଟି ଦେବେ । ମୋଦି କର୍ଣ୍ଣାଟକ ଗସ୍ତ […]
ନୂଆଦିଲ୍ଲୀ, 1/1: ଲୋକପ୍ରିୟ ଭିଡିଓ ଆପ୍ ଟିକ୍ଟକ୍କୁ ଆମେରିକା ସେନା ନିଷିଦ୍ଧ କରିଛି। ଜାତୀୟ ସୁରକ୍ଷା ଉପରେ ବିପଦ ଥିବା ନେଇ ଆମେରିକା ଚିନ୍ତା ପ୍ରକଟ କରିବା ସହ ଏହି ନିଷ୍ପତ୍ତି ନେଇଛି। ଆମେରିକା ସେନାର ମୁଖପାତ୍ର ଟିକ୍ଟକ୍କୁ ସାଇବର ଥ୍ରେଟ୍ […]
ଶ୍ରୀନଗର, 01/01 : ଜମ୍ମୁ କାଶ୍ମୀରର ନୌସେରା ନିୟନ୍ତ୍ରଣରେଖାରେ 2 ଯବାନ ଶହିଦ ହୋଇଛନ୍ତି । ନୌଶୋରାର ରଜୌରୀ ଅଞ୍ଚଳରେ ବୁଧବାର ଏହି ଏନକାଉଣ୍ଟର ଘଟିଛି । ଗତକାଲି ବିଳମ୍ବିତ ରାତିରେ ଗୁଳିମାଡ ହୋଇଥିବା ବେଳେ ବୁଧବାର ସକାଳୁ ଦୁଇ ଯବାନଙ୍କ […]
ନୂଆଦିଲ୍ଲୀ,01/01 : ଦରବୃଦ୍ଧି ପ୍ରଭାବରେ ବ୍ୟତିବ୍ୟସ୍ତ ଜନତାଙ୍କୁ ସରକାରଙ୍କ ଆଉ ଏକ ମହଙ୍ଗା ମାଡର ସମ୍ମୁଖୀନ ହେବାକୁ ପଡିଛି । ପିଆଜ ଏବଂ ଆଳୁର ଦରବୃଦ୍ଧି ପରେ ବର୍ତ୍ତମାନ ଟ୍ରେନ୍ ଯାତ୍ରା ମଧ୍ୟ ମହଙ୍ଗା ହୋଇଛି । ଗତକାଲି ସନ୍ଧ୍ୟାରେ ସରକାରଙ୍କ […]
ନୂଆଦିଲ୍ଲୀ,01/01 : ନବନଯୁକ୍ତ ଭାରତୀୟ ସ୍ଥଳସେନା ମୁଖ୍ୟ ଧାରା 370 ଉଚ୍ଛେଦକୁ ନେଇ ନିଜର ମତ ରଖିଛନ୍ତି । ଧାରା 370 ଉଚ୍ଛେଦକୁ ପ୍ରଶଂସା କରିବା ସହିତ ଏହା ଦ୍ବାରା ଆତଙ୍କବାଦରେ ହ୍ରାସ ଘଟିଛି ବୋଲି ନରାଓ୍ବଣେ ପ୍ରକାଶ କରିଛନ୍ତି । […]
ଇନ୍ଦୋର ,01/01 : ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଦୁର୍ଘଟଣା ଘଟି 6 ଜଣଙ୍କର ମୃତ୍ୟୁ ଘଟିଛି । ପାଟଲପନୀର ଜନୈକ ବ୍ୟବସାୟୀଙ୍କ ଫାର୍ମ ହାଉସ୍ରେ ଲିଫ୍ଟ ଛିଡିଯିବାରୁ ଏହି ଦୁର୍ଘଟଣା ଘଟିଛି । ବ୍ୟବସାୟୀ ପୁନୀତ ଅଗ୍ରଓ୍ବାଲଙ୍କ ଘରେ ଏହି ଦୁର୍ଘଟଣା […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,01/01 : ଦେଶବାସୀଙ୍କୁ ଇଂରାଜୀ ନବ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଟ୍ବିଟ୍ଟର ଜରିଆରେ ଏକ ଫଟୋ ସେୟାର କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 2020 ନବବର୍ଷ ପାଇଁ […]
ନୂଆଦିଲ୍ଲୀ,01/01 : ଶେଷ ହୋଇଛି ବର୍ଷ 2019 ଏବଂ 2020 ଆଗମନ କରିଛି । ଇଂରାଜୀ ନବବର୍ଷର ଆଗମନରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ସାଇଟ୍ ଟ୍ବିଟ୍ଟର ଜରିଆରେ ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି […]
କେଦାର ମିଶ୍ର ନୂଆବର୍ଷରେ ଦେଶପ୍ରେମର ଏକ ପୁରୁଣା ଅର୍ଥକୁ ଆମକୁ ମନେପକାଇବାକୁ ପଡିବ। ଦେଶପ୍ରେମର ଅର୍ଥ ମଣିଷ ବା ପୃଥିବୀ ପ୍ରେମର ବିରୋଧୀ ନୁହେଁ। ଆଜି ଯେତେବେଳେ ଧର୍ମ ଆଧାରରେ ଜାତୀୟତା ଓ ଦେଶପ୍ରେମର ଦୁହାଇ ଦିଆଯାଉଛି, ସେତେବେଳେ ସନାତନ ହିନ୍ଦୁଧର୍ମରେ […]
ସମୀକ୍ଷା ବ୍ୟୁରୋ ଆଉ କିଛି ଘଣ୍ଟା ପରେ ବିଦାୟ ନେବ ୨୦୧୯। ଏହି ବର୍ଷ ଅନେକ ଘଟଣା ଦେଶରେ ଚହଳ ପକାଇଥିଲା । ରାଜନୀତିଠାରୁ ଆରମ୍ଭ କରି ଉନ୍ନାଓ ଓ ପ୍ରିୟଙ୍କା ରେଡ୍ଡି ଗଣଦୁଷ୍କର୍ମ, ଏନକାଉଣ୍ଟର ଓ ଅଭିନନ୍ଦନ ବର୍ଦ୍ଧମାନଙ୍କ ସାହସ […]
ନୂଆଦିଲ୍ଲୀ,31/12 : ଗେରୁଆ ପୋଷାକକୁ ନେଇ ପ୍ରିୟଙ୍କା ଗାନ୍ଧୀଙ୍କ ମନ୍ତବ୍ୟ ପରେ ବିଜେପି ସାଂସଦ ସାଧ୍ୱୀ ନିରଞ୍ଜନ ଜ୍ୟୋତି ତାଙ୍କୁ ସମାଲୋଚନା କରିଛନ୍ତି । ଗେରୁଆ ରଙ୍ଗକୁ ସମାଲୋଚନା କରୁଥିବା ପ୍ରିୟଙ୍କା ନିଜ ସାଙ୍ଗିଆରୁ ଗାନ୍ଧୀ ହଟାଇ ଫିରୋଜ ଲେଖିବା ଉଚିତ୍ […]
ପାଟନା,31/12 : ବିହାରରେ ଦୁଇ ସହଯୋଗୀ ଦଳ ବିଜେପି ଏବଂ ଜେଡିୟୁ ମଧ୍ୟରେ ବାକ୍ଯୁଦ୍ଧ ଆରମ୍ଭ ହୋଇଛି । ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଏବଂ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଏହି ବାକ୍ଯୁଦ୍ଧ ମଙ୍ଗଳବାର ଆରମ୍ଭ ହୋଇଛି । ଉପ […]
ନୂଆଦିଲ୍ଲୀ,31/12 : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମଙ୍ଗଳବାର ଦିନ 127 କୋଟିର ସମ୍ପତ୍ତି ଜବତ କରାଯାଇଛି । ପିକ୍ସିଅନ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ର ମୁମ୍ବାଇ, କୋଲକାତା ଏବଂ ନୋଇଡା ସ୍ଥିତ ସମ୍ପତ୍ତିକୁ ଜବତ କରାଯାଇଛି । ଏକ 26ଶହ କୋଟିର ବ୍ୟାଙ୍କ […]