ନୂଆଦିଲ୍ଲୀ : ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡ ପାଇଁ ପୂର୍ବତନ କଂଗ୍ରେସ କାଉନ୍ସିଲର୍ ଇସରତ୍ ଜହାଁଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ହିଂସାକାଣ୍ଡ ସମୟରେ ଘୃଣା ଭରା ଭାଷଣ ଦେବା କାରଣରୁ ଏବଂ ହିଂସାକାଣ୍ଡକୁ ବଢାଇବାରେ ସହାୟତା କରିଥିବାରୁ ପୂର୍ବତନ କାଉନ୍ସିଲରଙ୍କୁ ଗିରଫ […]
ଭୁବନେଶ୍ବର, ଆସନ୍ତା ମାର୍ଚ୍ଚ ମାସରେ ପ୍ରାୟ 8 ଦିନ ଧରି ବନ୍ଦ ରହିବ ବ୍ୟାଙ୍କ ସେବା। ଏହାଦ୍ବାରା ବ୍ୟାଙ୍କ ଗ୍ରାହକମାନେ ନିଶ୍ଚିତ ଅସୁବିଧାର ସମ୍ମୁଖୀନ ହେବେ। ତେବେ ତା ପୂର୍ବରୁ ଜରୁରୀ ବ୍ୟାଙ୍କ କାମ ଶେଷ କରିଦେବା ଆବଶ୍ୟକ। ଅର୍ଥାତ ମାର୍ଚ୍ଚ […]
ମୁମ୍ବାଇ: ଗୋଟିଏ ପଟେ ମହିଳାମାନେ ନିଜ ସୁରକ୍ଷା ପାଇଁ ମିଠୁ ଅଭିଯାନ ଆରମ୍ଭ କରୁଥିବାବେଳେ ଅପରପକ୍ଷରେ ଅଫିସ୍ରେ ରୋମାନ୍ସକୁ ମଧ୍ୟ ବେଶ୍ ପସନ୍ଦ କରିଥା’ନ୍ତି କର୍ମଚାରୀମାନେ। ଅଫିସ୍ରେ ରୋମାନ୍ସ ଟ୍ରେଣ୍ଡ୍କୁ ନେଇ ହୋଇଥିବା ଏକ ସର୍ଭେରୁ ଏହା ସାମ୍ନାକୁ ଆସିଛି। ଏପରିକି […]
ଲକ୍ସେମବର୍ଗ : ୟୁରୋପର ଏକ ଦେଶ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏଠାରେ ସମସ୍ତ ପ୍ରକାରର ପରିବହନ ସୁବିଧାକୁ ସବୁ ବର୍ଗଙ୍କ ପାଇଁ ଫ୍ରି କରିଦିଆଯାଇଛି। 29 ଫେବୃଆରୀରୁ ଏହି ନିଷ୍ପତ୍ତି ଲାଗୁ କରାଯାଇଛି। ୟୁରୋ ପମହାଦେଶର ଏକ ଦେଶରେ ଜନସାଧାରଣଙ୍କ […]
ହାଇଦ୍ରାବାଦ : ଚାରମିନାର ସମ୍ମୁଖରେ ହାଇଦ୍ରାବାଦ ପୋଲିସ୍ର ଫ୍ଲାଗମାର୍ଚ୍ଚକୁ ନାପସନ୍ଦ କରିଛନ୍ତି ଏଆଇଏମ୍ଆଇଏମ୍ ସାଂସଦ ଅସଦ୍ଦୁଦ୍ଦିନ୍ ଓଓ୍ବେସୀ । କେବଳ ଚାରମିନାର ସମ୍ମୁଖରେ କାହିଁକି ଫ୍ଲାଗ୍ମାର୍ଚ୍ଚ କରାଯାଉଛି ବୋଲି ଓଓ୍ବେସୀ ଟ୍ବିଟ୍ କରିଥିଲେ । ସିକନ୍ଦରାବାଦ ରେଳ ଷ୍ଟେସନ୍, ହାଇଟେକ୍ ସିଟି […]
ନୂଆଦିଲ୍ଲୀ : ଟ୍ରେନ୍ ବିଳମ୍ବ ହେବାରୁ ଗ୍ବାଲିୟରର ଜନୈକ ବ୍ୟକ୍ତି ଏକ ଗୁଜବକୁ ନେଇ ଟ୍ବିଟ୍ କରିଛନ୍ତି । ଦିବ୍ରୁଗଡରୁ ନୂଆଦିଲ୍ଲୀ ଯାଉଥିବା ଟ୍ରେନ୍ରେ 5ଟି ବୋମା ରହିଥିବା ନେଇ ସଞ୍ଜୀବ ଗୁର୍ଜର ନାମକ ଜଣେ ବ୍ୟକ୍ତି ଟ୍ବିଟ୍ କରିଥିଲେ । […]
ଭୁବନେଶ୍ବର, କେନ୍ଦ୍ର ସରକାର ଜିଏସଟିର ରାଜ୍ୟ ଭାଗ ଯାହା ତାହା ଠିକ ସମୟରେ ପ୍ରଦାନ କରାଯାଉ ନାହିଁ। ଫଳରେ ରାଜ୍ୟର ବିଭିନ୍ନ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଭୁବନେଶ୍ବରରେ ଆୟୋଜିତ ପୂର୍ବାଞ୍ଚଳ ପରିଷଦ ବୈଠକରେ ଏହିପରି ଦାବୀ କରିଛନ୍ତି 4 ରାଜ୍ୟର […]
ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡରେ ପୀଡିତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଶୁକ୍ରବାର ସନ୍ଧ୍ୟାରେ କେଜ୍ରିଓ୍ବାଲ ଏହି ସହାୟତା ରାଶି ସମ୍ପର୍କରେ ଘୋଷଣା କରିଛନ୍ତି । ହିଂସାକାଣ୍ଡରେ ଜଳାପୋଡା ହୋଇଥିବା ବେଳେ ଜଳିଯାଇଥିବା […]
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଶୁକ୍ରବାର ଭାରତର ଜିଡିପି ଅଭିବୃଦ୍ଧି ହାର ପ୍ରକାଶ ପାଇଛି । 2019ର ଅନ୍ତିମ ଚରଣରେ ଭାରତୀୟ ଅର୍ଥନୀତିରେ ସାମାନ୍ୟ ଅଭିବୃଦ୍ଧି ଦେଖିବାକୁ ମିଳିଛି । ପ୍ରକାଶିତ ରିପୋର୍ଟ ଅନୁଯାୟୀ ଡିସେମ୍ବର କ୍ବାର୍ଟରରେ ଭାରତର ଘରୋଇ […]
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ପୁଣି ଏକ ନୂତନ ମୋଡ ଦେଖିବାକୁ ମିଳିଛି । ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ପଓ୍ବନ୍ ଗୁପ୍ତା ପକ୍ଷରୁ ଶୁକ୍ରବାର କ୍ୟୁରେଟିଭ୍ ଯାଚିକା ଦାଖଲ କରାଯାଇଛି । ନିଜର ଫାଶୀ ଦଣ୍ଡକୁ ଆଜୀବନ କାରାଦଣ୍ଡରେ […]
ମୁମ୍ବାଇ : ମହାରାଷ୍ଟ୍ରରେ ଶିବସେନା ସରକାର ଏକ ଅପ୍ରତ୍ୟାଶିତ ପଦକ୍ଷେପ ନେବା ପୂର୍ବକ ଶିକ୍ଷା ଓ ରୋଜଗାରରେ ମୁସଲମାନଙ୍କୁ ସଂରକ୍ଷଣ ଦେବାର ଅଧ୍ୟାଦେଶର ଘୋଷଣା କରିଛି। ଏହି ସଂରକ୍ଷଣ ନେଇ ନବାବ୍ ମଲ୍ଲିକ କହିଛନ୍ତି ଯେ, ଶିକ୍ଷଣ ସଂସ୍ଥାରେ ମୁସଲମାନଙ୍କୁ 5 […]
ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡକୁ ନେଇ କେନ୍ଦ୍ର ସରକାର ଓ ଦିଲ୍ଲୀ ପୋଲିସ୍କୁ ଦିଲ୍ଳୀ ହାଇକୋର୍ଟ ନୋଟିସ୍ ପଠାଇଛନ୍ତି । ଦିଲ୍ଲୀ ହିଂସାକାଣ୍ଡକୁ ନେଇ ଦାଖଲ କରାଯାଇଥିବା ତିନିଟି ପିଟିସନ୍ ଉପରେ ବିଚାର କରି ହାଇକୋର୍ଟ ମୁଖ୍ୟ ବିଚାରପତି ଡି […]
କର୍ଣ୍ଣାଟକ : କର୍ଣ୍ଣାଟକ ଜିଲ୍ଲାର ଦକ୍ଷିଣ କନ୍ନଡଠାରେ ଏକ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଛି। ଘଟଣାଟି ଶୁଣି ଆପଣଙ୍କୁ ଯେତିକି ଆଶ୍ଚର୍ଯ୍ୟ ଲାଗିବ, ତା’ଠୁ ଅଧିକ ଲାଗିବ ହସ । ଏଠାରେ ଜଣେ ଚୋର ଘରକୁ ଚୋରି କରିବାକୁ ଆସିଥିଲା । […]
ଗାଜିଆବାଦ୍ :ଦେଶରେ ନାରୀ ସୁରକ୍ଷା ଏବେ ଏକ ପ୍ରଶ୍ନବାଚୀ ପାଲଟି ଯାଇଛି । ପ୍ରତି ମୁହୂର୍ତ୍ତରେ ଏଠି ଦୁଷ୍କର୍ମ ଓ ନିର୍ଯାତନା ପରି ଘଟଣା ଦେଖିବାକୁ ମିଳିଛି। ଗାଜିଆବାଦ୍ ଥାନା ଅଞ୍ଚଳରେ ମୋଦିନଗର କ୍ଷେତ୍ରରେ ଏକ ନାବାଳିକା ଛାତ୍ରୀଙ୍କ ଦୁଷ୍କର୍ମ ମାମଲା […]
ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡ ପରେ ଦିଲ୍ଲୀ ପୋଲିସ୍ କମିଶନର ବଦଳିଛନ୍ତି । ଦିଲ୍ଲୀ ପୋଲିସ୍ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ ସ୍ଥାନରେ ଦିଲ୍ଲୀର ସ୍ପେଶାଲ୍ କମିଶନର (ଲ ଆଣ୍ଡ ଅର୍ଡର) ଦାୟିତ୍ବରେ ରହିଥିବା ଏସ୍ଏନ୍ ଶ୍ରୀବାସ୍ତବଙ୍କୁ ଦାୟିତ୍ବ ଦିଆଯାଇଛି। ଆସନ୍ତା ମାର୍ଚ୍ଚ […]
ମୁମ୍ବାଇ : ଫିଲ୍ମି ଫ୍ରାଇଡେ’ରେ ଆଜି ରିଲିଜ୍ ହେଉଛି ପାଞ୍ଚୋଟି ଫିଲ୍ମ । ଏହି ଫିଲ୍ମଗୁଡିକ ମଧ୍ୟରେ ରହିଛି ହଣ୍ଟେଟ୍ ହିଲ୍ସ୍, ଆହୋ ପୁଷ୍ପା ଆଇ ହେଟ୍ ଟିୟର୍ସ, ଗନ୍ସ ଅଫ ବନାରସ୍, ଦୂରଦର୍ଶନ ଓ ଥାପ୍ପଡ ସାମିଲ୍ ରହିଛି । […]
ହରିୟାଣା: ଗୋଟିଏ ପଟେ ଦେଶର ରାଜଧାନୀ ଦିଲ୍ଲୀ ଜଳୁଥିବାବେଳେ ଅପରପକ୍ଷରେ ଆମ ଜନ ପ୍ରତିନିଧିମାନେ ନିଜ ଜବାନ୍ ଉପରେ ଲଗାମ ଦେଇପାରୁନାହାନ୍ତି। ଉତ୍ତେଜନାମୂଳକ ଭାଷଣ ପାଇଁ ଦିଲ୍ଲୀ ଛାରଖାର ହୋଇଥିବାବେଳେ ପୁଣି ଥରେ ଜଣେ ମନ୍ତ୍ରୀ ଏପରି ଏକ ବିବାଦୀୟ ବୟାନବାଜି […]
ନୂଆଦିଲ୍ଲୀ : ଦିଲ୍ଲୀର ଉତ୍ତର-ପୂର୍ବ ଅଞ୍ଚଳରେ ଗତ ଚାରି ଦିନ ହେବ ହିଂସା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି । ଭାଇରାଲ ଭିଡିଓରେ ଉପଦ୍ରବକାରୀଙ୍କ ସହିତ ଦେଖାଯାଇଥିବାର ଆମ ଆଦମୀ ପାର୍ଟିର ନେତା ତାହିର ହୁସେନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର କରାଯାଇଛି। ଆପରୁ […]
ନୂଆଦିଲ୍ଲୀ, କୋରୋନା ଭାଇରସ ବର୍ତ୍ତମାନ ଦେଶ ବ୍ୟାପି ଏକ ଚିନ୍ତାର କାରଣ ପାଲଟିଛି। ହେଲେ ଏହି ଭାଇରସ ଯେ ବିଅର ବିକ୍ରୀ ହ୍ରାସ କରିପାରିବ ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହି ଭାଇରସର ମାରାତ୍ନକ ରୂପ ବିଶ୍ବରେ ପଡୁଥିବାରୁ ଏହି ନାମରେ […]
ନୂଆଦିଲ୍ଲୀ, ପୁଣିଥରେ କେନ୍ଦ୍ର ସରକାର ଓଡିଶାକୁ ପ୍ରଶଂସା କରିଛନ୍ତି। ସେ ପ୍ରଶଂସା ହେଲା ଜମିଜମା ଡିଜିଟାଇସନ କରିବାରେ ଓଡିଶା ଦେଶରେ ଶ୍ରେଷ୍ଠ ରାଜ୍ୟ ବୋଲି କେନ୍ଦ୍ରୀୟ ସଂସ୍ଥା କହିଛି। କେନ୍ଦ୍ର ସରକାରଙ୍କ ନ୍ୟାସନାଲ କାଉନସିଲ ଅଫ ଆପ୍ଲାଏଡ ଇକୋନିମିକ୍ ରିସର୍ଚ୍ଚ ବା […]
ନୂଆଦିଲ୍ଲୀ : ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସମାଲୋଚନା କରିଛନ୍ତି ବିଜେପି ସାଂସଦ ଗୌତମ ଗମ୍ଭୀର । ଆପ୍ ନେତା ତାହିର୍ ହୁସେନ୍ଙ୍କ ଘର ଛାତ ଉପରୁ ପେଟ୍ରୋଲ୍ ବମ୍ ଏବଂ ଅନ୍ୟାନ୍ୟ ହତିଆର ଜବତ ହେବା […]