ଭୁବନେଶ୍ବର : ବରିଷ୍ଠ ଆଇନଜୀବୀ ସାବିତ୍ରୀ ରଥ ହେବେ ହାଇକୋର୍ଟ ବିଚାରପତି । ସାବିତ୍ରୀ ରଥଙ୍କ ନିଯୁକ୍ତିକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି । ଏନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏବେ ଓଡ଼ିଶା ହାଇକୋର୍ଟରେ […]
ଭୁବନେଶ୍ବର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତାକାଲିଠୁ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାର […]
ଭୁବନେଶ୍ବର : ଆଜି ଚିହ୍ନଟ 146 ଙ୍କ ମଧ୍ୟରେ ଭୁବନେଶ୍ବରରୁ ଅଛନ୍ତି ଚାରିଜଣ । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ତିନିଜଣ ଯୁବକ ଥିବାବେଳେ ଜଣେ ଯୁବତୀ ରହିଛନ୍ତି । ଆକ୍ରାନ୍ତ ସମସ୍ତ ଚାରିଜଣ ହୋମ୍ କ୍ବାରେଣ୍ଟାଇନ୍ରେ ରହିଥିଲେ । ଚାରି […]
ଭୁବନେଶ୍ବର : ବାତ୍ୟା ଆମ୍ଫାନ ପରେ ଉଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗ ଯାଇଥିବା ରାଜ୍ୟ ଅଗ୍ନିଶମ ବିଭାଗର 12 କର୍ମଚାରୀଙ୍କୁ କରୋନା । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ଅଗ୍ନିଶମ ଡିଜି । ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫାନ […]
ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ଦେଶରେ ଚାରୋଟି ପର୍ଯ୍ୟାୟ ଲକ୍ଡାଉନ୍ ଜାରି କରାଯାଇଥିଲା । ଏବେ ପଞ୍ଚମ ପର୍ଯ୍ୟାୟ ଲକ୍ ଡାଉନ୍ ଅର୍ଥାତ୍ ଅନ୍ଲକ୍ 1.0 ଆରମ୍ଭ ହୋଇଛି। ତେବେ ଲକ୍ଡାଉନ୍ରେ ଜାରି କରାଯାଇଥିବା ଅନେକ ଗୁଡିଏ କଟକଣାକୁ ଏହି […]
ସୀତାରାମ ଅଗ୍ରଓ୍ବାଲ ବାଣପୁର: ରାଜ୍ୟରେ ଲକ୍ ଡାଉନ ଜାରି ରହିଥିବା ସତ୍ତ୍ବେ ଦେଶୀ ମଦ ଚୋରା ଚାଲାଣ ଦେଉଥିବାର ଦେଖିବାକୁ ମିଳିଛି। ଗତକାଲି ଅପରାହ୍ନରେ ବାଣପୁର ଥାନା ଅନ୍ତର୍ଗତ ସାନ ସିରେଇପୁର ଗ୍ରାମ ବିଟ୍ ହାଉସ୍ ପାଖରେ ଅବକାରୀ ବିଭାଗ ଚଢାଉ […]
ଭୁବନେଶ୍ବର : ଆଜି ଚିହ୍ନଟ 146 ଜଣ ଆକ୍ରାନ୍ତ ମଧ୍ୟରେ ପଶ୍ଚିମବଙ୍ଗ ଆମ୍ପାନ୍ ଉଦ୍ଧାର କାର୍ଯ୍ୟରୁ ଓଡ଼ିଶା ଫେରିଥିବା 61 ଜଣ ଏନଡିଆର୍ଏଫ୍ ଯବାନ୍ ରହିଛନ୍ତି । ସେହିପରି ଆଜି 17ଟି ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା […]
ଭୁବନେଶ୍ବର : ରାଜ୍ୟରେ ଆଜି 146 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 127ଜଣ ଚିହ୍ନଟ ହୋଇଥିବାବେଳେ 19ଟି ଲୋକାଲ କେସ୍ ରହିଛି […]
ନୟାଗଡ : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ଏବଂ ଜଣେ ଷ୍ଟାଫ୍ ନର୍ସ କରୋନା ରୋଗରେ ଆକ୍ରାନ୍ତ ହୋଇଥିବା ସୋମବାର ବିଳମ୍ବିତ ରାତିରେ ଜଣାପଡିଛି । ଏହି ଦୁଇ ମେଡିକାଲ ଷ୍ଟାଫଙ୍କ ସହ ରଣପୁର ଅଞ୍ଚଳର ଜଣେ ପ୍ରବାସୀ […]
ଭୁବନେଶ୍ୱର: କଟକ ମୁଣ୍ଡଳୀ ଏନ୍ଡିଆରଏଫ୍ କ୍ୟାମ୍ପର 50 ଜଣ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଯବାନ୍ମାନେ ଆମ୍ପାନ୍ ଉଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗ ଗସ୍ତ କରିଥିଲେ । ତିନି ଦିନ ପୂର୍ବରୁ ଏହି ଯବାନ ମାନେ ଓଡ଼ିଶାରେ ପହଞ୍ଚିବା […]
ଉଦଳା: କରୋନାରେ ଆକ୍ରାନ୍ତ ହୋଇ ହରିୟାଣାରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କରୋନା ପଜିଟିଭ ଥିବାରୁ ସମ୍ପୃକ୍ତ ଯୁବକଙ୍କ ମୃତଦେହ ମଧ୍ୟ ଘରକୁ ଆସିପାରିଲାନି। ପୁଅର ମୃତ୍ୟୁ ଖବର ଶୁଣି ଧୈର୍ଯ୍ୟହରା ହୋଇପଡିଛନ୍ତି ପରିବାର ଲୋକ। ଏମିତି […]
ଭୁବନେଶ୍ବର: ଆଜି ରାଜ୍ୟରେ ଏକ ଦୁଃଖଦ ଖବର ଶୁଣିବାକୁ ମିଳୁଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପରଲୋକ ହୋଇଛି। ଅର୍ଜୁନଙ୍କ ପରଲୋକ ନେଇ ପୁଅ ଅଭିମନ୍ୟୁ ସୂଚନା ଦେଇଛନ୍ତି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଅର୍ଜୁନଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ […]
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖର ପଞ୍ଚାୟତ ଶାଳିଜଙ୍ଗା ଆଦିବାସୀ ସାହିର ଭୁମିହିନ ଥିବା ବାବୁଲା ସିଂ ଗତ ଚାରିବର୍ଷ ପୁର୍ବେ କିଛି ଜାଗା କିଣିଥିଲେ। ଏବେ ସେହି ଜାଗାରେ ବାବୁଲା ଘର ତୋଳୁଥିବା ସମୟରେ […]
ଭୁବନେଶ୍ବର: ବନ୍ଦେ ଉତ୍କଳ ଜନନୀ ଅବଧି ନେଇ ସଂସ୍କୃତି ସଚିବ ସୂଚନା ଦେଇଛନ୍ତି। ୨ ମିନିଟ ୧୧ ସେକେଣ୍ଡ ଅବଧି ବିଶିଷ୍ଟ ହେବ ବନ୍ଦେ ଉତ୍କଳ ଜନନୀ। ରାଜ୍ୟ ସଙ୍ଗୀତ ଗାନ ବେଳେ ସମସ୍ତେ ଦଣ୍ଡାୟମାନ ହେବାକୁ ଥିବାରୁ ସଙ୍ଗୀତ ଗାନର […]
ଭୁବନେଶ୍ୱର: ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଂଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରାଯାଇଛି। ତେବେ ଏହି ରାଜ୍ୟସଙ୍ଗୀତ ଗାୟନ ନେଇ କେତେ ଗୁଡିଏ ନିୟମ ପ୍ରଣୟନ କରାଯାଇଛି। ଗୀତଟିକୁ ତିନି ମିନିଟ ଭିତରେ ଗାନ କରାଯିବ। ସ୍ୱର, ଲୟ ତାଳ […]
ପୁରୀ: ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ ହୋମିଓପାଥି ଔଷଧ। ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହୋମିଓପାଥି ଔଷଧ ଦିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଆସନ୍ତାକାଲିଠାରୁ ନୀଳାଦ୍ରି ଭକ୍ତ ନିବାସରେ ଆୟୋଜିତ ଏକ ଶିବିର ଔଷଧ ବଣ୍ଟନ କରାଯିବାର […]
ଭୁବନେଶ୍ବର : ଆଜି ଆଉ 99 ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛି । ଆଜି ସୁସ୍ଥଙ୍କ ମଧ୍ୟରେ ଯାଜପୁରରୁ ସର୍ବାଧିକ 16 ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ 13 ଜଣ, କେନ୍ଦ୍ରାପଡାରୁ11 […]
ଭୁବନେଶ୍ବର : ଭୁବନେଶ୍ବରରେ କରୋନା ଆକ୍ରାନ୍ତ ସମ୍ପର୍କରେ ବିଏମ୍ସି ସୂଚନା ଦେଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ 13 ଆକ୍ରାନ୍ତ ମଧ୍ୟରୁ ଭୁବନେଶ୍ବରରୁ ଜଣେ ରହିଛନ୍ତି । ଆକ୍ରାନ୍ତ ଜଣକ ଡମଣା ଅଞ୍ଚଳର ହୋଇଥିବାବେଳେ 25 ବର୍ଷର ଯୁବକ ବୋଲି […]
ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁର ଥାନାର ସବ ଇନ୍ସପେକ୍ଟର ଦିଗବିଜୟ ବିଶ୍ୱାଳଙ୍କ ବଦଳି ବାତିଲ ଦାବିରେ ଆଜି ବାଣପୁର ବ୍ଲକ ର ୧୫ ଗୋଟି ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀର ସଭାପତି ଓ ସମ୍ପାଦିକା ଓ ସଭ୍ୟମାନେ ବାଣପୁର ଥାନା ପରିସରରେ […]
ଭୁବନେଶ୍ବର : ରାଜ୍ୟରେ 6ଟି ସ୍ବତନ୍ତ୍ର ଟ୍ରେନ୍ର ଚଳାଚଳ ଆରମ୍ଭ ହୋଇଛି । ଭୁବନେଶ୍ବରରୁ 5ଟି ସ୍ଥାନକୁ ଚାଲୁଛି ଏହି ସ୍ବତନ୍ତ୍ର ଟ୍ରେନ୍ । ବଲାଙ୍ଗିର, ଭଦ୍ରକ, ବ୍ରହ୍ମପୁର, କୋରାପୁଟ ଓ ରାଉରକେଲା ଆଦି ପାଞ୍ଚୋଟି ସ୍ଥାନକୁ ଟ୍ରେନ୍ ଚଳାଚଳ ଆରମ୍ଭ […]
ଭୁବନେଶ୍ବର : ଆସନ୍ତା ବର୍ଷ ସ୍କୁଲ ପାଠ୍ୟକ୍ରମରେ ସ୍ଥାନିତ ହେବ ‘ବନ୍ଦେ ଉତ୍କଳ ଜନନୀ’ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଏ ବର୍ଷ ବହି ବଣ୍ଟନ ସରିଛି, ସୁବିଧା ହେଲେ ସ୍ବତନ୍ତ୍ର […]