କନ୍ଦର୍ପ ବେହେରା ରେଢାଖୋଲ : ଏଇ କିଛି ଦିନ ତଳେ ବାଟଗାଁ ପଂଚାୟତର ଭେଟିଆବେନିରେ ଜଣେ ମହିଳାକୁ ହାତୀ ମାରି ଦେଇଥିବା ଘଟଣା ମନରୁ ନ ଲିଭୁଣୁ ଆଜି ପୁଣି ଆଉ ଜଣେ ମହିଳାକୁ ସକାଳେ ହାତୀ ମାରି ଦେଇଥିବା ଖବର […]
ବ୍ରହ୍ମପୁର: ସର୍ଟ ସର୍କିଟ୍ରୁ ଘରେ ନିଆଁ ଲାଗି ୩ଜଣଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ବ୍ରହ୍ମପୁର କୋ-ଅପରେଟିଭ୍ ସୋସାଇଟି ବ୍ୟାଙ୍କର ସଭାପତି ଅଲେଖ ଚୌଧୁରୀ, ତାଙ୍କର ଶଳା ଓ ତାଙ୍କ ଘରେ କାମ […]
ଭୁବନେଶ୍ବର : ଆଜି କାଳବୈଶାଖୀ ପ୍ରଭାବରେ ବର୍ଷା ଓ ବଜ୍ରପାତ କାରଣରୁ ଦୁଇ ଜଣଙ୍କ ପ୍ରାଣହାନି ଘଟିଛି । ବାଲେଶ୍ବରର ବାଲିଆପାଳ ଏବଂ ଭୋଗରାଇ ଅଞ୍ଚଳରେ ଦୁଇ ଜଣ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି । ପଶ୍ଚିମବଙ୍ଗର ଜନୈକ ଯୁବକ ଏକ ଚିଙ୍ଗୁଡି […]
ଭୁବନେଶ୍ବର : କରୋନା ଯୋଦ୍ଧାଙ୍କ ସମର୍ଥନରେ ବନ୍ଦେ ଉତ୍କଳ ଜନନୀ ଗାଇବାର ଆହ୍ବାନ ଦେଇଥିବା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ରାଜନୈତିକ ନେତୃବୃନ୍ଦଙ୍କ ସହାୟତା ଲୋଡିଛନ୍ତି । ଏହି କ୍ରମରେ ନବୀନ ବିଭିନ୍ନ ନେତାଙ୍କୁ ଫୋନ୍ କରି ଏହି ଧାରାରେ […]
ହେମାଙ୍ଗ ପ୍ରସାଦ ରାଉଳ ଗଞ୍ଜାମ : ଗଞ୍ଜାମ ଜିଲ୍ଲାପାଳ ଏବଂ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବରେ ଚଢାଉ କରାଯାଇ 940 ଲିଟର ଦେଶୀମଦ ଜବତ କରାଯିବା ସହିତ 14 ଜଣଙ୍କୁ ଗିରଫ କରାଯାଇଛି । 27 ଏବଂ 28 ତାରିଖ […]
ରମେଶ ମହାନ୍ତି ଜଗତସିଂହପୁର: ଆଜି ସକାଳୁ ରାଜ୍ୟରୁ ୬୭ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ଜଗତସିଂହପୁର ଜିଲ୍ଲାରୁ ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆକ୍ରାନ୍ତଙ୍କ ତଥ୍ୟ ଜାରି କରାଯାଇଛି। ଆଜିର […]
ଭୁବନେଶ୍ବର : ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ଆଗକୁ ଆହୁରି ତାପମାତ୍ରା ବଢ଼ିବା ନେଇ ଆଶଙ୍କା ମଧ୍ୟ ରହିଛି । ଏହାସହ ବିଭିନ୍ନ ସ୍ଥାନରେ କାଳବୈଶାଖୀ ମଧ୍ୟ ହେଉଛି । ଆଜି ୭ଟି ଜିଲ୍ଲାକୁ ପାଣିପାଗ ବିଭାଗ […]
ଭୁବନେଶ୍ବର : ରାଜ୍ୟରେ ଆଉ 75 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସକାଳେ ରାଜ୍ୟରେ 76 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 67 ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଯାଜପୁରରୁ ସର୍ବାଧିକ 25 ଜଣ ସୁସ୍ଥ ହୋଇଥିବା […]
ଭୁବନେଶ୍ବର : କରୋନା ମୁକାବିଲା ନେଇ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ଓଡ଼ିଶାକୁ ଆସିବା 2 ମାସରୁ ଉର୍ଦ୍ଧ୍ବ ହୋଇଗଲାଣି । କରୋନା ଯୋଗୁଁ ରାଜ୍ୟରେ 50 ପ୍ରତିଶତରୁ ଅଧିକ ଲୋକେ ସୁସ୍ଥ ହୋଇ […]
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ଲକ୍ଡାଉନ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ଟ୍ରେନ୍ ଯୋଗେ ନିଜ ଭିଟାମାଟିକୁ ଫେରୁଥିବାବେଳେ କିଛି କିଛି ସ୍ଥାନରେ ଚେନ୍ ଟାଣି ଫେରାର୍ ହେଉଥିବାର ଖବର ଶୁଣିବାକୁ ମିଳୁଛି । ପ୍ରାୟ ପ୍ରତ୍ୟେକ […]
ଜଗତସିଂହପୁର : ସ୍ବାବ୍ ରିପୋର୍ଟ ନ ଆସିବା ଯାଏଁ ଘରକୁ ଯିବା ମନା କରାଯାଇଛି। କ୍ବାରେଣ୍ଟିନ୍ରେ ରହୁଥିବା ପ୍ରବାସୀଙ୍କ ପ୍ରସଙ୍ଗରେ ଜଗତସିଂହପୁର ଜିଲ୍ଲା ପ୍ରତିକ୍ରିୟା ଦେଇଛନ୍ତି। ସ୍ବାବ୍ ରିପୋର୍ଟ ନ ଆସିବା ଯାଏଁ ପ୍ରବାସୀଙ୍କୁ ଘରକୁ ଛଡାଯିବନି ବୋଲି କହିଛନ୍ତି ଜିଲ୍ଲାପାଳ […]
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର କରୋନା ପଜିଟିଭ୍ ସରପଞ୍ଚ, ଆଶା ଓ ଅଙ୍ଗନଓ୍ବାଡି କର୍ମୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି । କରୋନା ମୁକାବିଲା ଦିଗରେ ଉତ୍ସର୍ଗୀକୃତ କାର୍ଯ୍ୟ କରିଥିବା ଏହି ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀ ଉଚ୍ଚ […]
ଜଳେଶ୍ବର : ଜଳେଶ୍ବରର ଦୁଇ ପୃଥକ ସ୍ଥାନରେ ବଜ୍ରପାତ ଘଟି ଦୁଇଜଣଙ୍କ ଜୀବନ ଯାଇଛି । ଭୋଗରାଇ ବ୍ଲକ ବଡପାଡି ଗ୍ରାମରେ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବବେଳେ ବାଲିଆପାଳ କେଳୁଆଡିଆ ଗ୍ରାମରେ ବଜ୍ରପାତରେ ପଶ୍ଚିମବଙ୍ଗ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାର ସୂଚନା […]
ବାରିପଦା : ହୋମ୍ କ୍ବାରେଣ୍ଟିନ୍ରେ ଥିବା 45 ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ବେତନଟୀ ବ୍ଲକ ନହଣ୍ଡାଶୋଳ ଭାଲୁବସାଗାଁରେ ପଡି ରହିଛି ମୃତ ଦେହ । ସୁରତରୁ ଫେରି କ୍ବାରେଣ୍ଟିନ୍ରେ ଥିବାରୁ କେହି ମୃତଦେହ ପାଖ ମାଡୁନାହାନ୍ତି […]
ଭୁବନେଶ୍ବର : ଆଜି ଚିହ୍ନଟ ହୋଇଥିବା 67ଙ୍କ ମଧ୍ୟରେ 10ଟି ଜିଲ୍ଲାରୁ ଆକ୍ରାନ୍ତ ରହିଛନ୍ତି । ଏହି ନୂତନ 67 ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 26 ଜଣ ଚିହ୍ନଟ ହୋଇଥିବାବେଳେ ଯାଜପୁର ଓ ଖୋର୍ଦ୍ଧାରୁ 11 ଜଣ ଲେଖାଏଁ ଆକ୍ରାନ୍ତ […]
ଭୁବନେଶ୍ବର : ରାଜ୍ୟରେ ଆଉ 67 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସର୍ବମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 1660କୁ ବୃଦ୍ଧି ହୋଇଛି […]
ନରସିଂହପୁର : କରୋନା ପାଇଁ ନରବଳି ଦେଇଛନ୍ତି ଜଣେ ମନ୍ଦିରର ପୂଜକ । ମିଳିଥିବା ସୂଚନା ଅନୁସାରେ ବନ୍ଧହୁଡା ମାଆ ବ୍ରାହ୍ମଣୀ ଦେଈ ମନ୍ଦିରରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଗାଁର ଜଣେ ବ୍ୟକ୍ତିଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଲା ମନ୍ଦିର […]
ରାଉରକେଲା : ରାଉରକେଲାର ବାସନ୍ତୀ କଲୋନୀଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବାର ସୂଚନା ମିଳିଛି । ପୂର୍ବ ଶତ୍ରୁତାରୁ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିବାବେଳେ ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି । ଗୋଟିଏ ବନ୍ଧୁକ ଜବତ କରାଯାଇଛି […]
ଭୁବନେଶ୍ୱର : ରାଜ୍ୟ ସରକାର ଓ ଘରୋଇ ବସ ସଂଘର ସହମତି ପରେ ଆଜିଠାରୁ ବସ ସେବା ପୁଣି ଥରେ ଆରମ୍ଭ ହୋଇଯାଇଛି। କରୋନା ମୁକାବିଲା ପାଇଁ ଦେଶରେ ଗତ ମାର୍ଚ୍ଚ 25 ତାରିଖଠାରୁ ଲକଡାଉନ ହେବା ପରେ ସାଧାରଣ ବସ […]
ବରଗଡ : ବରଗଡରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଆକ୍ରାନ୍ତଙ୍କ ଘର ବରଗଡ ବରପାଲି ବ୍ଲକ ଅଞ୍ଚଳରେ ବୋଲି ଜଣାପଡିଛି। ଆକ୍ରାନ୍ତ ଜଣଙ୍କ ବୟସ 40 ବର୍ଷ ହୋଇଥିବାବେଳେ ସେ ମୁମ୍ବାଇ ଫେରନ୍ତା ବୋଲି ଜଣାପଡିଛି। ଜିଲ୍ଲାରେ ଆକ୍ରାନ୍ତଙ୍କ […]
ଭୁବନେଶ୍ବର : କିଛି ଦିନ ପୂର୍ବରୁ କମିଶନରେଟ ପୋଲିସ୍ର ଜନୈକ ଅଧିକାରୀ କରୋନା ଆକ୍ରାନ୍ତ ହୋଇଥିଲେ । କରୋନା ଆକ୍ରାନ୍ତ ଏହି ଅଧିକାରୀ ଜଣକ ଆଜି ସୁସ୍ଥ ହୋଇ ଫେରିବା ପରେ କମିଶନରେଟ କାର୍ଯ୍ୟାଳୟ ବାହାରେ ତାଙ୍କୁ ସ୍ବାଗତ କରାଯାଇଛି । […]