ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ 63 ଜଣ ସୁସ୍ଥ ହୋଇଛନ୍ତି । ଆଜି ସକାଳୁ ନୂତନ ଭାବରେ 26 ଜଣ ଆକ୍ରାନ୍ତ ଜଣାପଡିବା ପରେ ଏହା ରାଜ୍ୟବାସୀଙ୍କ […]
ଭୁବନେଶ୍ବର : ରାଜ୍ୟର 2ଟି ରେଳଷ୍ଟେସନ ହେଲା କୋଭିଡ୍ କେୟାର ସେଣ୍ଟର। ଷ୍ଟେସନରେ ଟ୍ରେନ୍ର ବଗିରେ କରାଗଲା କୋଭିଡ୍ କେୟାର ସେଣ୍ଟର୍। ଦେଶରେ 215ଟି କୋଭିଡ୍ ଷ୍ଟେସନରୁ ଓଡ଼ିଶାର 2ଟି ଷ୍ଟେସନ କୋଭିଡ୍ କେୟାର ଷ୍ଟେସନରେ ପରିଣତ ହେଲା। ଏନେଇ ନୋଡାଲ […]
ଭୁବନେଶ୍ବର : ରାଜ୍ୟରେ ସକାଳୁ ଚିହ୍ନଟ ହୋଇଥିବା 26 ଜଣ ନୂଆ କରୋନା ଆକ୍ରାନ୍ତ ମଧ୍ୟରେ ଗଞ୍ଜାମରୁ 19 ଜଣ, କେନ୍ଦ୍ରାପଡ଼ାରୁ 6 ଓ ଭଦ୍ରକ ଜିଲ୍ଲାରୁ 2 ନୂଆ ଆକ୍ରାନ୍ତ ଅଛନ୍ତି। ଜଣକୁ ଛାଡି ସମସ୍ତେ ସୁରତ ଫେରନ୍ତା ବୋଲି […]
ଭୁବନେଶ୍ବର : ଆଜି ଚିହ୍ନଟ ଦୁଇ କରୋନା ଆକ୍ରାନ୍ତଙ୍କ ବାବଦରେ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଉଭୟ ଦୁଇ ଆକ୍ରାନ୍ତ ଗୁଜୁରାଟ ଫେରନ୍ତା ବୋଲି ଜଣାପଡିଛି। ଉଭୟ ନିକଟରେ ଗୁଜୁରାଟରୁ ଫେରିଥିଲେ, କ୍ବାରେଣ୍ଟିନ୍ରେ ଥିଲେ। ଜିଲ୍ଲାର ଦୁଇ ଆକ୍ରାନ୍ତ ଧାମନଗର ବ୍ଲକ […]
ପୁରୀ : ପୁରୀ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଧାନବସ୍ତା ପଡିଯିବାରୁ ଜଣେ ମହିଳା ଓ ତାଙ୍କ 12 ବର୍ଷର ଝିଅର ମୃତ୍ୟୁଘଟିଛି। ପୁରୀ ଜିଲ୍ଲା ବ୍ରହ୍ମଗିରିର ଖଜୁରିଆ ନିକଟ ହୋବା ସାହିରେ ଏଭଳି ଅଘଟଣ ଘଟିଯାଇଛି। ଗତକାଲି ରାତିରେ […]
ଭୁବନେଶ୍ବର : ରାଜ୍ୟରେ ଆଉ 26 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ 19, କେନ୍ଦ୍ରାପଡ଼ାରୁ 5, ଭଦ୍ରକରୁ2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। […]
ଭୁବନେଶ୍ବର : ବୟସ୍କ ଓକିଲ ମାନେ କୋର୍ଟ ଆସିବେନି ବୋଲି ସୂଚନା ରହିଛି । 65 ବର୍ଷରୁ ଉର୍ଦ୍ଧ୍ବ ବୟସର ଆଇନଜୀବୀ ହାଇକୋର୍ଟ ନ ଆସିବାକୁ ନିଷ୍ପତ୍ତି ନିଆଯାଇଛି । ଯଦି ଚାହିଁବେ ତା’ହେଲେ ଭିଡିଓ କନଫରେନ୍ସିଂରେ ପକ୍ଷ ରଖିପାରିବେ ବୋଲି […]
ରଞ୍ଜିତ୍ ପଣ୍ଡା କୁଜଙ୍ଗ: କୁଜଙ୍ଗର ବରିଷ୍ଠ ନାଗରିକ କିଶୋର ପ୍ରଧାନଙ୍କ ନାତି ତଥା ଯୁବସମାଜସେବୀ ଦେବୀପ୍ରସନ୍ନ ସରୋଜ କୁମାରଙ୍କ ୪ ବର୍ଷର ପୁତ୍ର ଦିଗଦିଜୟ(ରୋହନ) ନିଜର ସଂଚିତ ଅର୍ଥ ୫ ହଜାର ଟଙ୍କା ନିଜର କୁମ୍ପି ଭାଙ୍ଗି ଆଦି ମୁଖ୍ୟମନ୍ତ୍ରୀଙ୍କ ରିଲିଫ […]
ରମେଶ ମହାନ୍ତି ଜଗତସିଂହପୁର :ଜଗତସିଂହପୁର ଜିଲ୍ଲାରେ ଗତକାଲି ପ୍ରଥମକରି ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ୪ ଜଣ କରୋନା ଆକ୍ରାନ୍ତ ସୁରାଟ ଫେରନ୍ତା ଏବଂ ଉକ୍ତ ୪ ଜଣ ଆକ୍ରାନ୍ତଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୪ଟି ପୃଥକ୍ […]
ଭୁବନେଶ୍ବର : ଓଡ଼ିଶାକୁ ଅଧିକ କରୋନା ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ। ଓଡ଼ିଶା ସହ ପଶ୍ଚିମବଙ୍ଗ ଓ ୟୁପି ସରକାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି ତିନି ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ […]
ସୁରତ: ସୁରତରୁ ଓଡ଼ିଶାକୁ ଆସିଥିବା ତିନୋଟି ଟ୍ରେନ୍ ବାତିଲ୍ କରାଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଟ୍ରେନ୍ ବାତିଲ୍ କରାଯାଇଛି । ଆସନ୍ତାକାଲି ଆସିବାକୁ ଥିବା ମଧ୍ୟ ଟ୍ରେନ୍କୁ ବାତିଲ୍ ହୋଇଛି । ଏନେଇ ସୂଚନା ଦେଇଛନ୍ତି ସୁରତ […]
ନୂଆଦିଲ୍ଲୀ : ପୁରୀ ରଥଯାତ୍ରା ନେଇ ସମ୍ଭାବନା ବଢିଛି। ରଥ ଖଳାରେ ରଥ ନିର୍ମାଣକୁ ନେଇ ଅନୁମତି ଦେଇଛି ଗୃହ ମନ୍ତ୍ରାଳୟ। ତେବେ କିଛି ସର୍ତ୍ତ ସହ ରଥ ନିର୍ମାଣକୁ ଅନୁମତି ଦିଆଯାଇଛି। ରଥଖଳାରେ କୌଣସି ଧାର୍ମିକ ଏକତ୍ରୀକରଣ ହୋଇପାରିବନି ବୋଲି […]
ଭୁବନେଶ୍ବର : ରାଜ୍ୟରେ ଆଉ 10 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବରରୁ ତିନି ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ବାକି 7 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବରରୁ ଠାବ ତିନି ଆକ୍ରାନ୍ତଙ୍କ […]
ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ 3 ଜଣ କରୋନା ପଜିଟିଭ୍ । ଜଗତସିଂହପୁର ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବର ଜିଲ୍ଳାରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାର ଆକ୍ରାନ୍ତ ଜଣକ […]
ଭୁବନେଶ୍ବର, ବିଜେଡି ନେତା ସୁବାସ ଚୌହାନଙ୍କ ସ୍ଵାସ୍ଥ୍ୟାବସ୍ଥା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି। ଆଜି ତାଙ୍କର ଅବସ୍ଥା ସଙ୍କଟାପନ୍ନ ହୋଇପଡିଛି। ଡାକ୍ତରମାନେ ବର୍ତ୍ତମାନ ଶେଷ ଚେଷ୍ଟା ଚଳାଇଛନ୍ତି ବୋଲି କୁହାଯାଉଛି। ତାଙ୍କୁ ବର୍ତ୍ତମାନ ଭୁବନେଶ୍ବରର ଆପୋଲୋ ହସପିଟାଲରେ ଚିକିତ୍ସା କରାଯାଉଛି। […]
ଭୁବନେଶ୍ବର : ରାଜ୍ୟକୁ ଫେରୁଥିବା ପ୍ରବାସୀ ଓଡିଆଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ଓଡିଶା ହାଇକୋର୍ଟ । ଏଣିକି ରାଜ୍ୟକୁ ଫେରିବା ପୂର୍ବରୁ ପ୍ରବାସୀ ଓଡିଆଙ୍କ କରୋନା ପରୀକ୍ଷଣ କରାଯିବ । ପ୍ରବାସୀ ଓଡିଆ ମାନେ ଯେଉଁ ରାଜ୍ୟରେ ରହିଥିବେ […]
ଭୁବନେଶ୍ବର : ରାଜ୍ୟରେ ଆଉଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୟୁରଭଞ୍ଜରୁ ଏହି ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 206ରେ ପହଞ୍ଚିଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ମୟୁରଭଞ୍ଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 4ରେ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଓଡ଼ିଶା ରାଜ୍ୟ ଆୟୁଷ ଡ଼ାକ୍ତରଙ୍କୁ ଗୋଟିଏ ପଟରେ ଅବହେଳା କରୁଥିବା ସମୟରେ ଅନ୍ୟପଟରେ ଏଲୋପାଥିକ୍ ଡ଼ାକ୍ତରଙ୍କ ପ୍ରତି ଅହେତୁକ ଅନୁକମ୍ପା ସମ୍ମାନ ରାଶି ଦେବାକୁ ନେଇ ରାଜ୍ୟରେ ଆୟୁର୍ବେଦ ଡ଼ାକ୍ତର ଓ ହୋମିଓ ଡ଼ାକ୍ତରଙ୍କ ମଧ୍ୟରେ […]
ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ସମୁଦାୟ 62 ଜଣ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ଭୁବନେଶ୍ବରର ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ […]
ଭୁବନେଶ୍ବର : ଗଞ୍ଜାମ ଜିଲ୍ଲାକୁ ରେଡ୍ ଜୋନ୍ ଭାବରେ ଘୋଷଣା କରାଯାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ତ୍ବରିତ ଭାବରେ ବଢୁଥିବାରୁ ସରକାର ଗଞ୍ଜାମ ଜିଲ୍ଲାକୁ ରେଡ୍ ଜୋନ୍ ଭାବରେ ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଜି ସକାଳୁ ଗଞ୍ଜାମରେ 17 […]
ବେଗୁନିଆ, ଓଡିଆ ଫେରନ୍ତାଙ୍କ ପାଇଁ ବେଗୁନିଆ ନିର୍ବାଚନ ମଣ୍ଡଳିରେ କରାଯାଇଥିବା କ୍ବାରଣ୍ଟାଇନ କେନ୍ଦ୍ରଗୁଡିକୁ ଅନୁଧ୍ୟାନ କରିଛନ୍ତି ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଅନୁ ଚୈଧୁରୀ। ତେବେ ସେ ଭୁବନେଶ୍ବର ସାଂସଦ ଅପରାଜିତଙ୍କ ନିର୍ଦ୍ଦେଶରେ ଏବଂ ତାଙ୍କ ପ୍ରତିନିଧି ଭାବେ ଏହି ଗସ୍ତ […]