ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,30/12 : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ଆଇଏଏସ୍ ଅଫିସର । 2009 ବ୍ୟାଚ୍ର ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କୁ…
ରାଜ୍ୟ ଖବର
ସମୀକ୍ଷା ବ୍ୟୁରୋ ଅତୀତର ସ୍ମୃତି ପଟ୍ଟରେ ରହିଯିବ ୨୦୧୯। ୨୦୧୯ ଓଡ଼ିଶା ରାଜନୀତିରେ ମଧ୍ୟ ବେଶ୍ ପ୍ରଭାବ ପକାଇଛି। କେବଳ ଓଡ଼ିଶାର ରାଜନୀତି କ୍ଷେତ୍ରରେ ନୁହେଁ, ଅର୍ଥନୀତିକ…
ସମୀକ୍ଷା ବ୍ୟୁରୋ ପୁରୀ,30/12 : ସୋମବାର ପୁରୀ-ହାଓଡ଼ା ଶତାବ୍ଦୀ ଏକ୍ସପ୍ରେସ ବାତିଲ ହୋଇଯାଇଛି । ପୁରୀରୁ ହାଓଡା ଯିବାକୁ ଥିବା ଟ୍ରେନ୍ଟି ବାତିଲ ହେବା କାରଣରୁ ଏକ…
ସମୀକ୍ଷା ବ୍ୟୁରୋ ବ୍ରହ୍ମପୁର,29/12 : ଗତକାଲି ଭୁବନେଶ୍ୱରରେ ଏସ୍ପ୍ଲାନେଡ୍ ମଲ୍ରେ ସାମ୍ବାଦିକା ସ୍ୱାତି ଜେନା ଏବଂ କ୍ୟାମେରା ମ୍ୟାନ ପ୍ରମୋଦ କୁମାର ମହାପାତ୍ରଙ୍କୁ ଦୁର୍ବ୍ୟବହାର ଏବଂ ଆକ୍ରମଣ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,29/12 : ଭୁବନେଶ୍ବରର ଏସ୍ପ୍ଲାନେଡ୍ ମଲ୍ରେ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଏବଂ ଆକ୍ରମଣ ମାମଲାରେ କମିସନରେଟ୍ ପୋଲିସ୍ ପକ୍ଷରୁ 2 ଜଣଙ୍କୁ ଗିରଫ କରାଯାଇଛି…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,29/12 : ବାଲିଗୁଡା ଥାନା ପାତ୍ର ସାହିରେ ସୂଚନା ଅଧିକାରୀ କର୍ମୀ ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟା ମାମଲାରେ ପୋଲିସ୍ 5 ଜଣଙ୍କୁ ଗିରଫ କରିଛି…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,29/12 : ଭୁବନେଶ୍ବର ବରମୁଣ୍ଡା ବାସଭବନରୁ ଅବକାରୀ ବିଭାଗର ସହକାରୀ କମିଶନରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଜିଏସ୍ଟି ଓ କେନ୍ଦ୍ରୀୟ ଅବକାରୀ ସହକାରୀ…
ସମୀକ୍ଷା ବ୍ୟୁରୋ, ଅନୁଗୁଳ, 29/12: କଣିହାଁ ବନାଞ୍ଚଳର ବଜ୍ରକୋଟ ଗାଁରେ ଜଣେ ମହିଳାଙ୍କୁ ଦନ୍ତା ଦଳି ଦେଇଛି। ମୃତକ ହେଉଛନ୍ତି ବଜ୍ରକୋଟ ଗାଁର ନୟନୀ ସାହୁ। ଆଜି…
ସମୀକ୍ଷା ବ୍ୟୁରୋ ବାଣପୁର, ୨୯/୧୨: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ଅଧୀନସ୍ଥ ଗମ୍ଭାରୀମୁଣ୍ଡା ପଞ୍ଚାୟତର ତିନି ମନ୍ଦିରରୁ ଏକାକାଳୀନ ବଡଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଶନିବାର…
ସମୀକ୍ଷା ବ୍ୟୁରୋ ବାଲୁଗାଁ, ୨୮/୧୨: ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଆରଏସଏସ୍ ଦ୍ୱାରା ଚିଲିକା ଖଣ୍ଡ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି…
ସମୀକ୍ଷାବ୍ୟୁରୋ ସାନଖେମୁଣ୍ଡି,(୨୮/୧୨): ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟର +୩ ଏନଏସଏସ ସ୍ବତନ୍ତ୍ର ଶୀତକାଳୀନ ଶିବିର ଉଦଯାପିତ ହୋଇଯାଇଛି। ବିଗତ ସାତ ଦିନ ଧରି କଙ୍କୋରଡା…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,୨୮/୧୨: ମା’ ଭଗବତୀ ବିକାଶ ପରିଷଦର ତ୍ରୟୋଦଶତମ ବାର୍ଷିକୀ ଉତ୍ସବ ଅବସରରେ ବାଣପୁରର ଖ୍ୟାତନାମା ହୋମିଓପ୍ୟାଥିକ ଡାକ୍ତର ପ୍ରେମଲତା ଦେବୀଙ୍କୁ ମା’ ଭଗବତୀ ପ୍ରତିଭା…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 28/12 : ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଥିବାରୁ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କସୂଚନା ଜାରି କରାଯାଇଛି ।…
ସମୀକ୍ଷା ବ୍ୟୁରୋ କର୍ଲାମୁଣ୍ଡା, ୨୮/୧୨: ଭିନ୍ନକ୍ଷମ ତଥା ଅସହାୟ ଲୋକଙ୍କ ପାଇଁ ସରକାର ବିଭିନ୍ନ ପ୍ରକାରର ସରକାରୀ ସୁବିଧାର ବ୍ୟବସ୍ଥା କରିଥିବାବେଳେ ପ୍ରକୃତ ହିତାଧିକାରୀମାନେ ଏଥିରୁ ବଂଚିତ…
ସମୀକ୍ଷା ବ୍ୟୁରୋ ହିଞ୍ଜିଳିକାଟୁ, ୨୮/୧୨: ହିଞ୍ଜିଳିକାଟୁରେ ଏକ ମାଗଣା କ୍ୟାନସର ନିରୂପଣ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ତ୍ରିରଙ୍ଗା ସେବା…
ସମୀକ୍ଷା ବ୍ୟୁରୋ କୁଜଙ୍ଗ, ୨୮/୧୨: ଶାସନ ବ୍ୟବସ୍ଥାରେ ସ୍ବଚ୍ଛତା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଫାଇଭ-ଟି ବ୍ୟବସ୍ଥା ଲାଗୁ କରାଯାଇଥିଲା। ସ୍ବାସ୍ଥ୍ୟ ବିଭାଗ ଫାଇଭ-ଟି…
ସମୀକ୍ଷା ବ୍ୟୁରୋ ରାଉରକେଲା, 28/12 :ରାଉରକେଲା ଇସ୍ପାତ କାରଖାନା ପରିସରରେ ବିନା କାଗଜ ପତ୍ର , ବିନା ଏଣ୍ଟ୍ରି ପାସରେ ପଶିଥିବା ଦୁଇଟି ଟ୍ରେଲର୍ ଜବତ ହୋଇଛି…
ସମୀକ୍ଷା ବ୍ୟୁରୋ ବାଣପୁର: ବାଣପୁରର ସେଣ୍ଟ ଜାଭିୟର ହାଇସ୍କୁଲର ଦଶମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ,…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ରାଜ୍ୟ ସରକାର ପୁଣି ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ୨୦୦୪ ବ୍ୟାଚର ଆଇଏଏସ ଅଫିସର ନିରଞ୍ଜନ ସାହୁଙ୍କୁ ଉତ୍ତରାଞ୍ଚଳ ଆର୍ଡିସି ଭାବେ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଆସନ୍ତା ମାର୍ଚ୍ଚା 3 ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ପରୀକ୍ଷା…
ସମୀକ୍ଷା ବ୍ୟୁରୋ ବଲାଙ୍ଗୀର: ଉପରାଷ୍ଟ୍ରପତିଙ୍କ ବଲାଙ୍ଗିର ଗସ୍ତ ବାତିଲ ହେବା ପରେ ବଲାଙ୍ଗୀରରେ ବିପିସିଏଲ ଏଲପିଜି ବଟଲିଂ ପ୍ଲାଣ୍ଟର ଲୋକାର୍ପିତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।…