ଜଳେଶ୍ବର : କରୋନା ପାଇଁ ସାରା ଦେଶରେ ଲାଗୁ ରହିଛି ଲକ୍ ଡାଉନ୍ । ଏବେ ଦେଶରେ ଲକ୍ ଡାଉନ୍ 4.0 ଜାରି ରହିଥିବାବେଳେ ଏବେ ଯାତାୟତକୁ ସର୍ତ୍ତମୂଳକ ଅନୁମତି ମିଳିଛି । ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଶ୍ରମିକମାନେ […]
ଭୁବନେଶ୍ବର : ଆଜି ରାଜ୍ୟରେ 51ଟି ନୂତନ ପଜିଟିଭ୍ ଚିହ୍ନଟ ହୋଇଥିବାର ରାଜ୍ୟ ଓ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ତରଫରୁ ସୂଚନା ମିଳିଛି । ନୂତନ 51ଙ୍କ ମଧ୍ୟରେ ଗଞ୍ଜାମରୁ ଚାରି, ଯାଜପୁରରୁ 5, କଟକରୁ 9, ଜଗତସିଂହପୁରରୁ 2, ପୁରୀରୁ […]
ଭୁବନେଶ୍ବର : ରାଜ୍ୟରେ ପୁଣି ଆଉ ଜଣକର ମୁଣ୍ଡ ନେଇଛି କରୋନା । ଆଜି କରୋନା ଯୋଗୁଁ ରାଜ୍ୟରେ ଜଣକର ମୃତ୍ୟୁ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି। ଏବେ ରାଜ୍ୟରେ କରୋନା ଜନିତ […]
ଭୁବନେଶ୍ବର : ଓଡ଼ିଶା ଓ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି କରିଥିବା ବାତ୍ୟା ଆମ୍ଫାନ୍ ସ୍ଥଳଭାଗ ଛୁଇଁଲା ପରେ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ଏବେ ଏହା ପଶ୍ଚିମବଙ୍ଗ ଅତିକ୍ରମ କରି ବାଂଲାଦେଶ ମୁହାଁ ହୋଇଛି । ସୁପର ସାଇକ୍ଲୋନିକ୍ […]
ଗୁରୁପଦ ବେରା କେନ୍ଦ୍ରାପଡା: ଆମ୍ବୁଲାନ୍ସ ନ ପହଞ୍ଚି ପାରିବାରୁ ଦମକଳ ଗାଡିରେ ହସ୍ପିଟାଲ ଯିବା ସମୟରେ ପ୍ରସବ କରିଛନ୍ତି ମହିଳା। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକର ଜହଁରା ଗ୍ରାମର ଜାନକି ସେଠୀଙ୍କର ବୁଧବାର ପୂର୍ବାହ୍ନରେ ପ୍ରସବବେଦନା ଆରମ୍ଭ ହୋଇଥିଲା। ଏହି ସମୟରେ […]
ପିଣ୍ଟୁ ବିଷୋୟୀ ବେଗୁନିଆପଡା : ଗଞ୍ଜାମ ଜିଲ୍ଲାର ବେଗୁନିଆପଡାରେ ଏକ ମର୍ମନ୍ତୁଦ ବାଇକ୍ ଦୁର୍ଘଟଣାରେ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଭେଜିପୁଟ ଠାରୁ କଞ୍ଚଣା ପୂର୍ତ୍ତ ରାସ୍ତା ପଥିରିନାଳ ବାଙ୍କରେ ବୁଧବାର ଦିନ ଏକ […]
ଭୁବନେଶ୍ବର : ବାତ୍ୟା ଆମ୍ପାନ୍ ମୁକାବିଲା ସମୟରେ ଭଦ୍ରକ ଜିଲ୍ଳା ପ୍ରଶାସନ ପକ୍ଷରୁ 60ଟି ପ୍ରସବ କରାଯାଇଛି । ସମସ୍ତ ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଥିବା ବେଳେ ଦୁଇ ଦିନ ମଧ୍ୟରେ 218 ଜଣ ଗର୍ଭବତୀଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର […]
ଭୁବନେଶ୍ବର : ଆସନ୍ତା 48 ଘଣ୍ଟା ମଧ୍ୟରେ ବାତ୍ୟା କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବା ପାଇଁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତର ଓଡିଶା ଏବଂ ଉପକୂଳ ଓଡିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଆସନ୍ତା 48 ଘଣ୍ଟା ମଧ୍ୟରେ କ୍ଷୟକ୍ଷତି […]
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ ଆମ୍ପାନ ପରବର୍ତ୍ତୀ ପରସ୍ଥିତିର ମୁକାବିଲା ଜାରି ରହିଛି। ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପୁର୍ନବ୍ୟବସ୍ଥିତ ପ୍ରକ୍ରିୟା ଜାରି ରହିଛି। ପାରାଦୀପ-କଟକ ରାଜ୍ୟ ରାଜପଥକୁ ସଫା କରାଯାଇଥିବା […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଳାରୁ ଆଜି ଚିହ୍ନଟ ହୋଇଥିବା ୧୧ ଜଣ ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ତଥ୍ୟ ଜାରି କରିଛି କଳାହାଣ୍ଡି ଜିଲ୍ଲା ପ୍ରଶାସନ। ନୂତନ ୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ପ୍ରବାସୀ ଓଡିଆ ହୋଇଥିବା ବେଳେ ଜଣେ ଜୀବିକା […]
ଭୁବନେଶ୍ବର : ରାଜ୍ୟରେ ଆଉ ୩୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୁଚନା ଦିଆଯାଇଛି। ୩୬ ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମରୁ ୨୩ ଜଣ, ଯାଜପୁରରୁ ୫, ମୟୂରଭଞ୍ଜରୁ ୩, […]
ଭୁବନେଶ୍ବର : ପଶ୍ଚିମବଙ୍ଗରେ ସାମୁଦ୍ରିକ ବାତ୍ୟା ଆମ୍ପାନ୍ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ 4 ଘଣ୍ଟା ଧରି ଚାଲିବ ବୋଲି ଆଇଏମ୍ଡି ପକ୍ଷରୁ କୁହାଯାଇଛି । ସୁନ୍ଦରବନରେ ଏହା ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ […]
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରୁ ନୂତନ ୧୧ ପଜିଟିଭ ବାହାରିଥିବାର ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ। ଏଇ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ବାହାର ରାଜ୍ୟ ଫେରନ୍ତା ବୋଲି ସୂଚନା ରହିଛି। ୧୦ […]
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ଆମ୍ଫାନ, ପାରାଦ୍ୱୀପଠାରୁ ଦୂରେଇ ଯାଉଥିବା ବେଳେ ବର୍ତ୍ତମାନ ପଶ୍ଚିମବଙ୍ଗ ଆଡକୁ ଗତି କରୁଥିବାବେଳେ ଓଡିଶାର ଅନ୍ୟ ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏହା ଏବେ ଦକ୍ଷିଣରୁ ଉତ୍ତର […]
ଭୁବନେଶ୍ବର: ରାଜ୍ୟରେ ଆଉ 74 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ନୂତନ 74 ଜଣ ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧରୁ ସର୍ବାଧିକ 28, ଗଞ୍ଜାମରୁ 6, ଖୋର୍ଦ୍ଧାରୁ 7, […]
ଭୁବନେଶ୍ବର: ରାଜ୍ୟରେ ଆଜି କରୋନା ଯୋଗୁ ଆଉ ଜଣକର ମୃତ୍ୟୁ ହୋଇଛି। ମୃତକ ଜଣକ ଖୋର୍ଦ୍ଧାର ହୋଇଥିବା ବେଳେ ତାଙ୍କ ବୟସ ୭୦ ବର୍ଷ ବୋଲି ଜଣା ପଡିଛି। ଏବେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬ କୁ ବୃଦ୍ଧି ହୋଇଛି। […]
ଭୁବନେଶ୍ବର, ଗତକାଲି ରାତିରୁ ଓଡିଶାର ଉପକୂଳ ଜିଲ୍ଲାରେ ଅମ୍ପାନ ବାତ୍ୟାର ତାଣ୍ଡବ ଲୀଳା ଆରମ୍ଭ ହୋଇଯାଇଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡି ରାସ୍ତାଘାଟ ବନ୍ଦ ହୋଇ ଯାଇଥିବା ବେଳେ କେଉଁଠି ଚାଳ ଛପର ଘର ଉଡିଯାଇଛି। ଗତକାଲି ରାତି 12ଟାରୁ ଧିରେ […]
ଭୁବନେଶ୍ବର : ବାତ୍ୟା ଆମ୍ଫାନ ପ୍ରଭାବ ରେ ଭୁବେନଶ୍ବରରେ ରାତି ତମାମ ପବନ ଓ ଝିପିଝିପି ବର୍ଷା ଲାଗିରହିଛି। ରାତି ସାରା ଏହି ବର୍ଷା ଯୋଗୁଁ ଜନଜୀବନ ବେହାଲ ହୋଇଛି। ଏବେ ଭୁବନେଶ୍ଵର ରେ ୫୫ ରୁ ୬୫ କିମି ବେଗ […]
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ଆମ୍ଫାନ, ପାରାଦୀପଠାରୁ ଆଉ ୧୨୫ କିମି ଦୂରରେ ରହିଛି । ପଶ୍ଚିମବଙ୍ଗ ଦିଘାଠାରୁ ୨୪୦ କିମି ଓ ବାଂଲାଦେଶ ଠାରୁ ଏହା ୩୯୫ କିମି ଦୂରରେ ରହିଛି ଆମ୍ଫାନ। ଗତ ୬ […]
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ଆମ୍ଫାନ, ପାରାଦୀପଠାରୁ ଆଉ ୧୮୦ କିମି ଦୂରରେ ଥିବା ନେଇ ସୂଚନା ଦେଇଛନ୍ତି ଏସଆରସି । ଗତ ୬ ଘଣ୍ଟା ଧରି ଏହା ଘଣ୍ଟା ପ୍ରତି ୧୧ କିମି ବେଗରେ ଗତି କରୁଛି, ଦୀଘାଠୁ […]
ବବ୍ଲୁ ସାହୁ କଳାହାଣ୍ଡି : ଲକ୍ଡାଉନ୍ କାରଣରୁ ନିଜର ଜୀବନ ଜୀବିକା ହରାଇ ରାଜ୍ୟକୁ ଫେରୁଛନ୍ତି ଲକ୍ଷାଧିକ ଶ୍ରମିକ । ଅନେକ ଶ୍ରମିକ ଖାଲିପାଦରେ ଚାଲି ଚାଲି ରାସ୍ତା ଅତିକ୍ରମ କରୁଥିବା ବେଳେ କିଛି ଶ୍ରମିକ ବସ୍ ଏବଂ ଟ୍ରେନ୍ରେ ଯାତ୍ରା […]