ଭୁବନେଶ୍ବର, ଏଣିକି ରାଜ୍ୟରେ ଦିନକୁ ହେବ ୧୦ ହଜାର କରୋନା ଟେଷ୍ଟ । ୭ ହଜାର ଆରଟିପିସିଆର ଓ ୩ ହଜାର ଆଂଟିଜେନ ଟେଷ୍ଟ କରାଯିବ । ଓଡିଶାକୁ ଆଉ ୨ ଲକ୍ଷ ଆଟିଂଜେନ କିଟ ଆସିବ ବୋଲି କହିଛନ୍ତି ଇନଷ୍ଟିଚ୍ୟୁଟ […]
ଭୁବନେଶ୍ବର, ଲକ ଡାଉନ ଘୋଷଣା ଯୋଗୁଁ ଜୁଲାଇ 31ଯାଏଁ ମୋ ବସ୍ ବନ୍ଦ ରହିବ । ଏୟାରପୋର୍ଟ, ଷ୍ଟେସନ ଯାତ୍ରୀଙ୍କ ପାଇଁ କାଲିଠାରୁ ସଟଲ୍ ସେବା ଚାଲିବ। ମୋ ବସ୍ ପରିଚାଳନାକାରୀ କୃଟ୍ ପକ୍ଷରୁ ଟୁଇଟ୍ ଯୋଗେ ଏହି ସୂଚନା ଦେଇଛନ୍ତି।
ଭୁବନେଶ୍ବର, ଦିନକୁ ଦିନ ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମଣଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ବିଶେଷ କରି ଲୋକାଲ କଣ୍ଚ୍ରାକ୍ଟ କେସ୍ ବଢୁଥିବାରୁ ରାଜଧାନୀବାସୀଙ୍କ ପାଇଁ ଚିନ୍ତା ବଢିଯାଇଛି। ଆଜି ଗୋଟିଏ ଦିନରେ ସର୍ବାଧିକ 124 କରୋନା ଆକ୍ରାନ୍ତ […]
ବ୍ରହ୍ମପୁର, ଗଞ୍ଜାମ ଜିଲାରେ ଆଜି(ଶୁକ୍ରବାର) ରାତି ୯ ଟାରୁ ସମ୍ପୂର୍ଣ୍ଣ ଲକ୍ଡାଉନ୍ ହେବ। ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଲକ୍ଡାଉନ୍ ପ୍ରକ୍ରିୟା ଜାରି ରହିବ। ଅପରପକ୍ଷରେ ଗଞ୍ଜାମ ଜିଲ୍ଲାର ୯ଟି ସହରରେ ୨୧ ତାରିଖ ପର୍ଯ୍ୟନ୍ତ ଜାରି ହୋଇଥିବା ସଟ୍ଡାଉନ୍କୁ ଉଠାଇ […]
ଭୁବନେଶ୍ବର : କୋଭିଡ୍ ଯୋଦ୍ଧା ଅଙ୍ଗନଓ୍ବାଡି ଓ ଆଶା କର୍ମୀଙ୍କ ପରିବାର ପାଇଁ ସରକାର ଆଜି ଏକ ବଡ ଘୋଷଣା କରିଛନ୍ତି । ଡ୍ୟୁଟିରେ ଥାଇ ଅଙ୍ଗନଓ୍ବାଡି, ଆଶା କର୍ମୀଙ୍କ ମୃତ୍ୟୁ ଘଟିଲେ ପରିବାରକୁ ଭତ୍ତା ମିଳିବ ବୋଲି ସୂଚନା ରହିଛି […]
ବେଙ୍ଗାଲୁରୁ : ଭାରତର ପୂର୍ବତନ ପାରା ବ୍ୟାଡ଼ମିଣ୍ଟନ ଖେଳାଳି ତଥା ପୂର୍ବତନ ବ୍ୟାଡ଼ମିଣ୍ଟନ କୋଚ ରମେଶ ଟୀକାରାମ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ସେ ବେଙ୍ଗାଲୁରୁ ଏକ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି ଏବଂ ମୃତ୍ୟୁ ବରଣ କରିବା ବେଳକୁ […]
ଭୁବନେଶ୍ବର : କମିଶନରେଟ୍ ପୋଲିସ୍ର ସମସ୍ତ କର୍ମଚାରୀଙ୍କୁ ଫିଟ୍ନେସ୍ ଟାର୍ଗେଟ୍ ଦିଆଯାଇଛି । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି କମିଶନର ସୁଧାଂଶୁ ଷଡଙ୍ଗୀ । ଏକ ସପ୍ତାହ ମଧ୍ୟରେ ସବୁ କର୍ମଚାରୀଙ୍କ ଉଚ୍ଚତା, ଓଜନ ମାପ ହେବ । ସବୁ କର୍ମଚାରୀଙ୍କୁ […]
ଭୁବନେଶ୍ବର : ଆଜି ପୁଣି 4 ଜଣଙ୍କ ମୁଣ୍ଡ ନେଇଛି କରୋନା । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ 2 ଜଣ ଥିବାବେଳେ ଗଜପତି ଓ ଅନୁଗୁଳରୁ ଜଣେ ଲେଖାଏଁ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି […]
ସୀତାରାମ ଅଗ୍ରଓ୍ବାଲ ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗ୍ରାମ ପଂଚାୟତର ରତନପୁର ପାଟଣା ସାହିରେ ଗତ କାଲି ରାତିରେ ଜଣେ ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ୍ୟୁ ମହିଳାଙ୍କ ନାମ ସୁକାନ୍ତି ସାହୁ ବୋଲି ଜଣାପଡିଛି । […]
ଭୁବନେଶ୍ବର : ଆଜି ରାଜ୍ୟରୁ ସର୍ବାଧିକ 718 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 24 ଜିଲ୍ଲାରୁ 718 ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 231 ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା 150, ମାଲ୍କାନଗିରିରୁ 54, କଟକରୁ 32, କେଉଁଝରରୁ […]
ଭୁବନେଶ୍ୱର: ଆଜି ରାଜ୍ୟରେ 718 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 479ଜଣ ଚିହ୍ନଟ ହୋଇଥିବାବେଳେ239ଟି ଲୋକାଲ କେସ୍ ରହିଛି । ଗଞ୍ଜାମରୁ ସର୍ବାଧିକ 231 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 24ଟି […]
ଭୁବନେଶ୍ବର : ନୟାପଲ୍ଲୀ ସୀତାପୁର ଓ ତ୍ରିନାଥ ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଅଧିକ କରୋନା କରୋନା ସଂକ୍ରମିତ ଚିହ୍ନଟ ହେବାରୁ ଏହି ଅଞ୍ଚଳକୁ ବିଏମ୍ସି କଣ୍ଟେନମେଣ୍ଟ ଜୋନ୍ ଘୋଷିତ କରିଛି । ଆଜିଠୁ ଏହି ଅଞ୍ଚଳରେ କଟକଣା […]
ଭୁବନେଶ୍ବର : ଭୁବନେଶ୍ବର ୟୁନିଟ୍ -4 ମାର୍କେଟକୁ ବନ୍ଦ ରଖିବାକୁ ବିଏମ୍ସି ନିଷ୍ପତ୍ତି ନେଇଛି । ୟୁନିଟ୍ -4 ମାର୍କେଟ୍କୁ ଲାଗି ରହିଥିବା ମାର୍କେଟ୍ ବି ବନ୍ଦ ରହିବ ବୋଲି ସୂଚନା ରହିଛି । କରୋନା ସଂକ୍ରମଣ ରୋକିବା ପାଇଁ କଟକଣା […]
ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବହୁଳ ସକ୍ରିୟ ସଂକ୍ରମିତ ଥିବା 4ଟି ଜିଲ୍ଲା ଯଥା-ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଏବଂ ରାଉରକେଲା ମହାନଗର ନିଗମରେ ଆଜି ରାତି 9ଟାରୁ 14ଦିନିଆ ଲକ୍ଡାଉନ୍ […]
କନ୍ଦର୍ପ ବେହେରା ରେଢାଖୋଲ: ଚାରି ଦିନ ଦିନ ତଳେ ରେଢାଖୋଲ ଡାକ୍ତରଖାନାରେ ଏକ ଶିଶୁର ମୃତ୍ୟୁକୁ ନେଇ ଶିଶୁର ପିତା ମାତା ରେଢାଖୋଲ ଥାନାରେ ଓ ଏସ୍ଡିଏମ୍ଓ ଙ୍କ ଠାରେ ଅଭିଯୋଗ କରିଥିଲେ। ଯାହାକି ଡାକ୍ତର ମହାଶୟ ଏହା ମିଥ୍ୟା ଓ […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି ଜିଲ୍ଲା: କଲମପୁର ବ୍ଲକ , ବିଜମରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦୁଲକୀବନ୍ଧ M/S – ISWAR AGRO SALES ଦୋକାନ ମାଲିକଙ୍କ ନାମରେ ଆସିଛି ବଡ଼ ସଙ୍ଗୀନ ଅଭିଯୋଗ। କଲମପୁର , କୋକସରା , ଜୟପାଟଣା ବ୍ଲକର […]
ଭୁବନେଶ୍ବର : ଲକ୍ଡାଉନ୍ କଟକଣା ନେଇ ରାଜ୍ୟ ସରକାରଙ୍କ ଗାଇଡ୍ ଲାଇନ୍ ଜାରି କରିଛନ୍ତି। ଏହି ଲକ୍ ଡାଉନ୍ ସମୟରେ କଟକଣାରୁ ପ୍ରତିରକ୍ଷା, କେନ୍ଦ୍ରୀୟ ସୁରକ୍ଷା ବଳ ବାଦ୍ ରହିବେ। ସେହିପରି ଟେଲିକମ୍, ପୋଷ୍ଟ ଅଫିସ୍ ଓ ଟ୍ରେଜେରୀ ଖୋଲା ରହିବ। […]
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ଅଂଚଳରୁ ଚୋରା ବେପାରୀମାନେ କେନ୍ଦୁପତ୍ର ଚାଲାଣ କରୁଥିବା ସମୟରେ ବନବିଭାଗ ହାତରେ ଧରା ପଡିଛନ୍ତି। ପ୍ରକାଶ ଯେ, ରେଢାଖୋଲ ବନଖଣ୍ଡ ଗୋଗୁଆ ପଂଚାୟତର ଲାଇଜା ପାଖରେ ଆଜି ଭୋରରୁ ଏକ ହାଇଭା ଗାଡିରେ କେନ୍ଦୁପତ୍ର ଚୋରା […]
ଭୁବନେଶ୍ବର, ଆଜି ରାଜ୍ୟରେ ଆଉ 401 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ଯାଜପୁର ଜିଲ୍ଲାରୁ ସର୍ବାଧିକ 98 ଜଣ ସୁସ୍ଥ ହୋଇଛନ୍ତି। ଏହା ପଛକୁ ଗଂଜାମରୁ 84, ସୁନ୍ଦରଗଡ଼ରୁ 46, ଗଜପତିରୁ 36, ଝାରସୁଗୁଡାରୁ 30 ଜଣ ସୁସ୍ଥ […]
ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ 8 ତାରିଖ ଦିନ ହେବ। ବିବାଦ ସହ ସମ୍ପୃକ୍ତ ବିଭାଗ ସବୁ ଆବଶ୍ୟକ କାଗଜପତ୍ର ଦାଖଲ କରିବା ପରେ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୮ ତାରିଖ ଦିନ ୧୧ଟା ବେଳେ […]
ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 60 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ 60 ଆକ୍ରାନ୍ତଙ୍କ ମଧ୍ୟରୁ 40 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 20ଟି ଲୋକାଲ୍ କେସ୍ ରହିଛି ବୋଲି ବିଏମ୍ସି ଟୁଇଟ୍ ଯୋଗ ସୂଚନା ଦେଇଛି । ଆଜି […]