ସମୀକ୍ଷା ବ୍ୟୁରୋ ଦେଶରେ ଏବେ ମୋଦି ସରକାରଙ୍କର ଦ୍ଵିତୀୟ ଏବଂ ରାଜ୍ୟ ସରକାରଙ୍କର ପଞ୍ଚମ ପାଳି ଚାଲିଛି। ଉଭୟ ସରକାର ଏବେ ଲୋକପ୍ରିୟତାର ଶୀର୍ଷରେ ଅଛନ୍ତି। କାଁ ଭାଁ ବିରୋଧ ଦେଖିବାକୁ ମିଳୁଛି ଯାହା ସବୁ ସରକାର ସମୟରେ ଥିଲା। କିନ୍ତୁ […]
ସମୀକ୍ଷା ବ୍ୟୁରୋ ଆଜ୍ଞା, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଏକ ପ୍ରେସ ବିଜ୍ଞପ୍ତି ଆସିଛି। ଯେଉଁଥିରେ ତିରିଶିଟି ଜିଲ୍ଲାର ଜିଲ୍ଲା ଯୋଜନା କମିଟର ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି। ସାଧାରଣତଃ ଏହି ପଦବୀରେ ମନ୍ତ୍ରୀମାନଙ୍କୁ ନିଆଯାଇଥାଏ। ହେଲେ କେତେକ କ୍ଷେତ୍ରରେ ବିଧାୟକଙ୍କୁ ମଧ୍ୟ ନେବାରେ […]
ସମୀକ୍ଷା ବ୍ୟୁରୋ ଆଜି ସୋସିଆଲ୍ ମିଡିଆ ଯୁଗରେ ପ୍ରାୟ ସମସ୍ତଙ୍କ ହାତରେ ଅତ୍ୟାଧୁନିକ ମୋବାଇଲ। ଆଉ ଏହି ମୋବାଇଲ ହିଁ ଯୁବପିଢିଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ଏକ ବଳିଷ୍ଠ ମାଧ୍ୟମ ପାଲଟିଛି। ଏବେ ନିଜ ନିଜର ପାରଦର୍ଶିତାକୁ ଅନ୍ୟମାନଙ୍କ ଆଗରେ […]
ସମୀକ୍ଷା ବ୍ୟୁରୋ କିଛି ଦିନ ତଳେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସେଚ୍ଛାକୃତ ଅବସର ନେଇ ଲୋକାୟୁକ୍ତର ସଦସ୍ୟ ଭାବେ ଯୋଗଦେଲେ। । ତାଙ୍କ ସ୍ଥାନରେ ଆସ୍ଥାୟୀ ଭାବେ ବିଜୟ ଶର୍ମାଙ୍କୁ ପୋଲିସ ଡିଜି ଭାବେ ନିଯୁକ୍ତି ଦିଆଗଲା। ରାଜେନ୍ଦ୍ର […]
ରଙ୍ଗାଚରଣ ପ୍ରଧାନ ଏବେର କଥା ସିନା ଅଲଗା, କିନ୍ତୁ ସେଦିନକୁ ବେଶି ଦିନ ହୋଇ ନାହିଁ , ଯେତେବେଳେ ଓଡିଶା ବିଜେପି ରାସ୍ତା କଡରେ ହୋର୍ଡିଂ ଠିଆ କରେଇ ସେଥିରେ ଲେଖୁଥିଲା ଯେ ଓଡିଶାରେ ଗରିବ ଲୋକଙ୍କୁ କିଲୋ ପ୍ରତି ୧ […]
କେଦାର ମିଶ୍ର ଆଜି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ ହୋଇଛି। ଗତ କିଛି ବର୍ଷ ହେଲା ମୁମ୍ବାଇ ମୁଖ୍ୟଧାରାର ଲୋକପ୍ରିୟ ସିନେମାଗୁଡିକୁ ଜାତୀୟ ପୁରସ୍କାର ମିଳୁଛି। ପୂର୍ବରୁ ଆଞ୍ଚଳିକ ଭାଷାରେ ତିଆରି ହେଉଥିବା ଭିନ୍ନ ରୁଚିର ଓ ବାସ୍ତବତା ଆଧାରିତ ସିନେମା […]
ରଙ୍ଗାଚରଣ ପ୍ରଧାନ ୧. ଧାରା ୩୭୦ ହଟିଗଲେ କାଶ୍ମୀରରେ ଦେଶ ବିରୋଧୀ ଆତଙ୍କବାଦ କମି ଯିବ କି ? ଉ: ନା । ଏହା ଲାଗି ରହିବ । ସେଇଥିପାଇଁ ତ ଆହୁରି ୩୫୦୦୦ ସୈନ୍ୟ ପଠା ଯାଇଛି । ୨. […]
ସମୀକ୍ଷା ବ୍ୟୁରୋ ରାଜ୍ୟ ସରକାର ଫାଇବ ଟି କୁ ନେଇ ବେଶ ବାହାବା ନେଉଛନ୍ତି। ଫାଇବ ଟି ଭିତରେ ରହିଛି ଟ୍ରାଂସପେରେନ୍ସି ବା ସ୍ବଚ୍ଛତା। ଶାସନରେ ସ୍ବଚ୍ଛତା ନବୀନ ସରକାରର ଏକ ବଡ ଉପାଦାନ ବୋଲି କୁହାଯାଉଛି। ସେହି ଆଧାରରେ ଆଜି […]
ସମୀକ୍ଷା ବ୍ୟୁରୋ ପ୍ରେମ ଏପରି ଏକ ଶବ୍ଦ, ଯାହା କିଛି ମାନେ ନାହିଁ। ନା ତା’ ପାଖରେ ଅଛି ଜାତି, ଧର୍ମ, ଲିଙ୍ଗ। ପ୍ରେମମୟ ପୃଥିବୀ। ନିକଟରେ ଏମିତି ଏକ ପ୍ରେମ ଦେଖିବାକୁ ମିଳିଛି। ଭାରତ – ପାକିସ୍ତାନ ମଧ୍ୟରେ ସମ୍ପର୍କର […]
ସାଗରିକା ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ବିଭିନ୍ନତା ଭିତରେ ଭାରତର ଏକତା ଅଭିନ୍ନ । ଏଠାରେ ବିଭିନ୍ନ ଧର୍ମ, ଭାଷା, ଜାତି ଦେଖିବାକୁ ମିଳେ । କିନ୍ତୁ ଆଜିବି ଆମ ଭିତରେ ଜାତିକୁ ନେଇ ସଂକୀର୍ଣ୍ଣତା ଭରି ରହିଛି । […]
ଅସିତ ମହାନ୍ତି ଯାହା ଲକ୍ଷ୍ୟ କରୁଛି, ‘ଓଡ଼ିଶା ରସଗୋଲା’ ଜି.ଆଇ. ମାନ୍ୟତା ପାଇବା ନେଇ ଓଡ଼ିଶାର ଅଗଣିତ ସାଧାରଣ ଜନତା ଖୁସି ଥିବାବେଳେ, କେତେକ ବିଦ୍ୱାନ ଓ ବିଶିଷ୍ଟ ଖୁବ୍ ଖୁସି ନୁହନ୍ତି। ଏହା ସ୍ବାଭାବିକ। କାରଣ ସେମାନେ ସାଧାରଣ ଜନତାଙ୍କ […]
କେଦାର ମିଶ୍ର ଯେତେବେଳେ ସାରାଦେଶରେ ଧାର୍ମିକ ଉତ୍ତେଜନା ଓ ବିଦ୍ଵେଷ କାରଣରୁ ହିଂସାକାଣ୍ଡ ବଢି ବଢି ଚାଲିଛି, ସେତେବେଳେ ଓଡିଶା ଏକମାତ୍ର ରାଜ୍ୟ ଯେଉଁଠି ଏ ପ୍ରକାର ହିଂସାକାଣ୍ଡ ଘଟିନାହିଁ ବୋଲି ଫେକ୍ଟ ଚେକର ତରଫରୁ କୁହାଯାଇଛି। ଏହା କମ ଗୌରବର […]
ସମୀକ୍ଷା ବ୍ୟୁରୋ ଓଡ଼ିଶା ରସଗୋଲାକୁ ଜିଆଇ (ଭୌଗୋଳିକ ସାଙ୍କେତିକ)ଟ୍ୟାଗ୍ ମାନ୍ୟତା ମିଳିଛି। ଏହା ଅନୁସାରେ ରସଗୋଲା ଓଡ଼ିଶାର ଭୌଗୋଳିକ ସ୍ଥିତି ସହିତ ଜଡ଼ିତ ରହିଛି ବୋଲି ସ୍ବୀକୃତି ମିଳିଛି। ଚେନ୍ନାଇର ଜିଆଇ ରେଜିଷ୍ଟାରଙ୍କ ପକ୍ଷରୁ ଏହି ମାନ୍ୟତା ମିଳିଛି। ପ୍ରତିବର୍ଷ ଜୁଲାଇ […]
ସମୀକ୍ଷା ବ୍ୟୁରୋ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ବିଶ୍ବଭୂଷଣ ହରିଚନ୍ଦନ ଶପଥ ନେବା ପରେ ଆରମ୍ଭ କରିଛନ୍ତି ପ୍ରଶାସନିକ ସଂସ୍କାର। ପ୍ରଥମ ପଦକ୍ଷେପ ସ୍ବରୂପ ସେ ନିଜର ରାଜ୍ୟପାଳ ପଦବୀ ଆଡୁ ସଂସ୍କାର ଆରମ୍ଭ କରିଛନ୍ତି। ରାଜ୍ୟପାଳଙ୍କ ନାମ ପୂର୍ବରୁ “ହିଜ୍ ଏକ୍ସଲେନସି” […]
ରଙ୍ଗାଚରଣ ପ୍ରଧାନ ବୁଝିହୁଏନା, ପାଟକୁରା ନିର୍ବାଚନ କାହିଁକି ଏତେ ଗୁରୁତ୍ବପୂର୍ଣ । କାହିଁକି ଏ ସମ୍ବନ୍ଧୀୟ ତମାମ ମିଛ ସତ ଓ ଧାରାବିବରଣୀ ଶୈଳୀରେ ପରିବେଷଣ ହେଉଥିବା ଖବରକୁ ମିଡିଆ ଅଗ୍ରାଧିକାର ଦେଉଛି ? ପାଟକୁରା ନିର୍ବାଚନର ଭୋଟଦାନ ପରେ ପରେ […]
କେଦାର ମିଶ୍ର ଏହା କୌଣସି ବୋମା ବିସ୍ଫୋରଣରୁ କମ ନଥିଲା। ଗତାରାତିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସହିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କଲାବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ କହିଲେ ଯେ, କିଛିଦିନ ତଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]
ରଙ୍ଗାଚରଣ ପ୍ରଧାନ ଦୁଇ ଦିନ ପୂର୍ବେ ଖବର ପାଇଲି ଯେ ଗୋଟିଏ ସରକାରୀ ହାଇସ୍କୁଲର କିରାଣି ତାଙ୍କ ନିଜ ସ୍କୁଲରେ ୨ ଦିନ କାମ କରନ୍ତି ଓ ବାକୀ ୪ ଦିନ ଡେପୁଟେସନରେ ଯାଇ ଅନ୍ୟ ସ୍କୁଲରେ କାମ କରନ୍ତି। ପ୍ରତି […]
କେଦାର ମିଶ୍ର ମିତ୍ରଭାନୁ ଗଉନ୍ତିଆର କଥା, ପ୍ରଭୂଦତ୍ତ ପ୍ରଧାନ କରିଲୋ ସୁର ଅତୋ ସୁନ୍ଦୋର ଗୀତୋ ତୋମାର ଭାଷାୟେ ଶୂନାବୋ ନା କି ଗୋ…… ଏ ସଂଳାପ ସହିତ ନୂଆ ଏକ ଇତିହାସ ସୃଷ୍ଟି ହୋଇଛି। ବଙ୍ଗଳା ସିନେମାରେ ରଙ୍ଗବତୀ ଗୀତର […]
ଚକ୍ରଧର ବିଶ୍ବଶ୍ରୀ ପ୍ରକୃତରେ ବାସ୍ତୁଶାସ୍ତ୍ର କାହିଁ କେଉଁ ପୁରୁଣା ଯୁଗରୁ ପ୍ରଚଳିତ ହୋଇ ଆସୁଛି। ଏହାକୁ ଅନେକ ବିଶ୍ବାସ କରୁ ନ ଥିଲେ ମଧ୍ୟ ଏଥିରେ ଯେ ସତ୍ୟତା ଲୁଚି ରହିଛି ତାହାକୁ ଅସ୍ବୀକାର କରି ହେବ ନାହିଁ। ଅନେକ ଅନୁଭବ […]
ଆଜିର ସମୟରେ ପ୍ରାୟ ୧୦ଜଣଙ୍କ ଭିତରେ ତିନିଜଣ ମୋଟାପଣର ଶିକାର ହେଉଛନ୍ତି । ଏହି ମୋଟାପଣରୁ ମୁକ୍ତ ପାଇବା ଜିମ୍ର ସାହାରା ନେଉଛନ୍ତି । ଏହା ସହିତ କଠିନ୍ ଡାଏଟ୍, ମେଡିସିନ୍ ଇତ୍ୟାଦିର ମଧ୍ୟ ସାହାଯ୍ୟ ନେବାକୁ ପଡିଛି । ତେବେ […]
କେଦାର ମିଶ୍ର ଓଡିଶା ସରକାର ୨୦୧୮-୧୯ ମସିହା ପାଇଁ ତାଙ୍କର ଯେଉଁ ଅର୍ଥନୈତିକ ସର୍ବେକ୍ଷଣ ବିଧାନସଭାରେ ଉପସ୍ଥାପିତ କରିଛନ୍ତି, ସେଥିରେ ଦୁର୍ନୀତିକୁ ରାଜ୍ୟର ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ଏକ ବାଧକ ବୋଲି ମାନିଛନ୍ତି। ସରକାରଙ୍କ ନିଜ ଭାଷାରେ” ଦୁର୍ନୀତି ନିବାରଣ କେବଳ […]