ନୂଆଦିଲ୍ଲୀ, ପ୍ରଥମ ଥର ପାଇଁ କୋଇଲା ମନ୍ତ୍ରଣାଳୟ ଅଧୀନ କୋଲ ଇଣ୍ଡିଆ ଲିମିଟେଡ (ସିଆଇଏଲ)ରେ ଇନୋଭେଟିଭ୍ ରିମୋଟ୍ଲି ପାଇଲଟେଡ ଏୟାରକ୍ରାଫ୍ଟ ସିଷ୍ଟମ (ଆରପିଏଏସ) ବ୍ୟବସ୍ଥା କାଯ୍ୟକାରୀ ହୋଇଛି। ମହାନଦୀ କୋଲ ଫିଲ୍ଡସ ଲିମିଟେଡ (ଏମସିଏଲ)ରେ ଏହି ବ୍ୟବସ୍ଥାକୁ ଗତକାଲି ଉଦଘାଟନ କରାଯାଇଛି। […]
ନୂଆଦିଲ୍ଲୀ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ବିଶିଷ୍ଟ ସାମ୍ବାଦିକ ତଥା ପ୍ରସାର ଭାରତୀ ସଦସ୍ୟ ଅଶୋକ କୁମାର ଟଣ୍ଡନଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ କଲ୍ୟାଣ ଯୋଜନାର ବର୍ତ୍ତମାନ ନିୟମାବଳୀର ଅନୁଧ୍ୟାନ ପାଇଁ ଏକ ଦଶଜଣିଆ କମିଟି ଗଠନ କରିଛି । ମନ୍ତ୍ରଣାଳୟ ଦ୍ୱାରା […]
ନୂଆଦିଲ୍ଲୀ, ଶିକ୍ଷା ଏବଂ ସାକ୍ଷରତା ମନ୍ତ୍ରଣାଳୟର ସଚିବ ଅନୀତା କରୱାଲ ଆଜି ଭିଡିଓ କନଫରେନ୍ସ ଜରିଆରେ ସ୍କୁଲ ସୁରକ୍ଷା ଉପରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ- NDMA ର ନିର୍ଦ୍ଦେଶାବଳୀ ଉପରେ ବୈଠକ ପରିଚାଳନା କରିଥିଲେ। ବିଦ୍ୟାଳୟରେ ଶିକ୍ଷକ ଏବଂ ଅଣଶିକ୍ଷକ […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଜଲିଆନାୱାଲା ବାଗ ସ୍ମାରକର ନବୀକରଣ ହୋଇଥିବା କଂପ୍ଲେକ୍ସକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସେ ସ୍ମାରକ ଠାରେ ସଂଗ୍ରହାଳୟ ଗ୍ୟାଲେରୀର ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ କଂପ୍ଲେକ୍ସର […]
ନୂଆଦିଲ୍ଲୀ, ଦେଶରେ ବୈଦ୍ୟୁତିକ ଯାନକୁ ପ୍ରୋତ୍ସାହିତ କରିବା ପ୍ରୟାସର ଏକ ଅଂଶ ଭାବରେ କେନ୍ଦ୍ର ଶକ୍ତି ତଥା ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀ ସମସ୍ତ କେନ୍ଦ୍ରମନ୍ତ୍ରୀ ଏବଂ ରାଷ୍ଟ୍ରମନ୍ତ୍ରୀ ଏବଂ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର […]
ନୂଆଦିଲ୍ଲୀ, କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହିତ ପର୍ଯ୍ୟଟନ, ସଂସ୍କୃତି ଓ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ବିକାଶ ମନ୍ତ୍ରୀ ଜି. କିଷନ ରେଡ୍ଡୀ ଆଜି ମିଳିତ ଭାବେ “ସମ୍ବିଧାନ ପ୍ରସ୍ତୁତି” […]
ନୂଆଦିଲ୍ଲୀ, କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଆଜି ବିଧିବଦ୍ଧ ଭାବେ ଇ-ଶ୍ରମ ପୋର୍ଟାଲର ଶୁଭାରମ୍ଭ କରିବା ସହିତ ଏହାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ଶ୍ରମ ଓ ନିୟୋଜନ ଏବଂ […]
ନୂଆଦିଲ୍ଲୀ, “ଆଜାଦୀ କା ଅମୃତ ମହୋତ୍ସବ” ପାଳନ ସହିତ ତାଳଦେଇ ଟେଲି ମେଡ଼ିସିନ୍, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଡିଜିଟାଲ ସ୍ୱାସ୍ଥ୍ୟ କ୍ଷେତ୍ରରେ ୭୫ଟି ଷ୍ଟାର୍ଟ ଅପ୍ଙ୍କୁ ସରକାର ଖୁବ୍ ଶୀଘ୍ର ସ୍ୱତନ୍ତ୍ର ପ୍ରୋତ୍ସାହନ ଯୋଗାଇଦେବେ । ଆଜାଦୀ କା ଅମୃତ ମହୋତ୍ସବ […]
ନୂଆଦିଲ୍ଲୀ, କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ର୍ନିମଳା ସୀଥାରମଣ ଆଜି ୨୦୨୧-୨୨ ପାଇଁ ପବ୍ଲିକ ସେକ୍ଟର ବ୍ୟାଙ୍କ (ପିଏସ୍ବି) ସଂସ୍କାର ଏଜେଣ୍ଡା ” ଇଏଏସ୍ଇ ୪.୦ ର ଚତୁର୍ଥ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି – ପ୍ରଯୁକ୍ତିବିଦ୍ୟା-ସକ୍ଷମ, ସରଳୀକୃତ […]
ନୂଆଦିଲ୍ଲୀ, ବ୍ୟାଙ୍କ କର୍ମଚାରୀମାନଙ୍କ ପରିବାରକୁ ଆଶ୍ବସ୍ତି ପ୍ରଦାନ କରିବାର ଏକ ପଦକ୍ଷେପ ସ୍ବରୂପ, ଫ୍ୟାମିଲି ପେନସନ ପରିମାଣ ଶେଷ ଦରମାର ୩୦ ପ୍ରତିଶତକୁ ବୃଦ୍ଧି କରିବା ଲାଗିଇଣ୍ଡିଆନ ବ୍ୟାଙ୍କସ୍ ଆସୋସିଏସନ୍ସ (ଆଇବିଏ)ର ପ୍ରସ୍ତାବକୁ ସରକାର ମଞ୍ଜୁର କରିଛନ୍ତି। ଏହି ପଦକ୍ଷେପ ଫଳରେ […]
ନୂଆଦିଲ୍ଲୀ, ଆଙ୍କରେଜ ଇନ୍ଫ୍ରାଷ୍ଟକଚର ଇନ୍ଭେଷ୍ଟମେଂଟ ହୋଲ୍ଡିଂ ଲିମିଟେଡ (କମ୍ପାନୀ) ଭାରତରେ ୧୫ କୋଟି ଟଙ୍କାର ପ୍ରତ୍ୟକ୍ଷ ବିଦେଶୀ ପୁ୍ଞ୍ଜି ନିବେଶ ପାଇଁ ଯେଉଁ ପ୍ରସ୍ତାବ ଦେଇଥିଲା ତାହାକୁ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ଆଜି ଅନୁମୋଦନ କରିଛି । […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପାମ ଅଏଲ (ତାଳ ତେଲ) ଲାଗି ଏକ ନୂତନ ମିଶନ ଆରମ୍ଭ କରାଯିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ଯୋଜନା ଜାତୀୟ ଖାଇବା ତେଲ ମିଶନ-ପାମ ଅଏଲ (ଏନଏମଇଓ-ଓପି) […]
ନୂଆଦିଲ୍ଲୀ, ପୋଲାଣ୍ଡର ଓରେକ୍ଲାଠାରେ ଅନୁଷ୍ଠିତ ବିଶ୍ୱ ଯୁବ ତୀରନ୍ଦାଜୀ ପ୍ରତିଯୋଗିତାରେ ଭାରତର ଆଠଟି ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ପାଞ୍ଚଟି ବ୍ରୋଞ୍ଚ ସମେତ ମୋଟ ୧୫ଟି ପଦକ ହାସଲ କରିଛି। ସେହି ଉପଲକ୍ଷେ ଆଜି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ଦିବସ ଅଭିଭାଷଣରେ କହିଛନ୍ତି ଯେ ଦେଶର 80 ପ୍ରତିଶତରୁ ଅଧିକ ଚାଷୀଙ୍କ ଚାଷ ପାଇଁ ଦୁଇ ହେକ୍ଟରରୁ କମ୍ ଜମି ଅଛି। ସିଧାସଳଖ ଲାଭ ଟ୍ରାନ୍ସଫର ଏବଂ କୃଷ୍ଣ ରେଳ ମାଧ୍ୟମରେ କ୍ଷୁଦ୍ର ଚାଷୀଙ୍କୁ […]
ନୂଆଦିଲ୍ଲୀ, ଭାରତର ଚାରୋଟି ସ୍ଥାନକୁ ରାମସାର ମାନ୍ୟତା ମିଳିଛି। ଏ ନେଇ ଆଜି କେନ୍ଦ୍ର ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଭୁପେନ୍ଦର ଯାଦବ ସୂଚନା ଦେଇଛନ୍ତି। ସେଗୁଡିକ ହେଲା ଗୁଜୁରାଟର ଥୋଲ୍ ଏବଂ ୱାଧାନା, ସେହିପରି ହରିୟାନାର ସୁଲତାନପୁର ଏବଂ ବିନ୍ଦୱାସ। […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ବାର୍ଷିକ ବୈଠକ ୨୦୨୧ରେ ଉଦବୋଧନ ଦେଇଛନ୍ତି। ଏହି ବୈଠକରେ ଉଦ୍ୟୋଗ ଜଗତର ଶୀର୍ଷ ନେତୃବୃନ୍ଦ ଅଂଶଗ୍ରହଣ କରି ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ମାହୋବା ଠାରେ ଉଜ୍ଜ୍ୱଳା ୨.୦ (ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା – ପିଏମୟୁୱାଇ)ର ଭିଡିଓ କନଫରେନ୍ସିଂ ଯୋଗେ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ଥାନୀୟ ହିତାଧିକାରୀମାନଙ୍କ ଏଲପିଜି ସଂଯୋଗ ବଣ୍ଟନ […]
ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ୨୦୨୧ ର ପରବର୍ତ୍ତି କିସ୍ତି ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଯୋଜନା ସହିତ ଜଡିତ ୯.୭୫ କୋଟିରୁ ଅଧିକ ହିତାଧିକାରୀ […]
ଭୁବନେଶ୍ବର : ଦେଶ ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେଉଥିବା ଆଜାଦୀ କା ଅମ୍ରିତ ମହୋତ୍ସବ ଅଂଶବିଶେଷ ସ୍ବରୂପ ଭୁବନେଶ୍ବରସ୍ଥିତ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଆଞ୍ଚଳିକ ଜନସମ୍ପର୍କ କାଯ୍ୟାଳୟ(ଆରଓବି) ପକ୍ଷରୁ ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ […]
ନୂଆଦିଲ୍ଲୀ, ଆଜି ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପର ଉଦଘାଟନ କରିବେ। ଏଥିମଧ୍ୟରେ ନବନିର୍ମିତ ଗାନ୍ଧିନଗର ରେଳ ଷ୍ଟେସନ୍, ଗେଜ୍ ରୂପାନ୍ତରିତ ଏବଂ ମହସାନା-ଭାରେଥା ଲାଇନର ବିଦ୍ୟୁତକରଣ ଏବଂ ସୁରେନ୍ଦ୍ରନଗର-ପିପାଭ ଲାଇନର ନୂତନ […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ନୂତନ ପିଢ଼ିର ଦକ୍ଷତା ବିକାଶ ଏକ ଜାତୀୟ ଆବଶ୍ୟକତା ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ, କାରଣ ଏହି ପିଢ଼ି ଆମ ଗଣରାଜ୍ୟକୁ ୭୫ ବର୍ଷରୁ ୧୦୦ ପର୍ୟ୍ୟନ୍ତ ଆଗେଇ ନେବ। ସେ […]