ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଓଡଗାଁ ଗ୍ରାମର ସନ ସାଇନ କ୍ରିକେଟ କ୍ଲବ ଆନୁକୂଲ୍ୟରେ ମଧୁସୂଦନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦୀର୍ଘ ୭ ଦିନ ଧରି ଚାଲିଥିଲା। ଆଜି ଏହାର ଉଦଯାପନ ହୋଇଯାଇଛି। ଏହି ଅବସରରେ ଚିଲିକା […]
ନୂଆଦିଲ୍ଲୀ: କରୋନା ଯୋଗୁଁ ‘ଅନଏକାଡେମୀ ରୋଡ୍ ସେଫ୍ଟି ୱାର୍ଲ୍ଡ ସିରିଜ୍’ ଟି-୨୦ ଟୁର୍ଣ୍ଣାମେଣ୍ଟ ଅଧାରୁ ବନ୍ଦ ହୋଇଯାଇଥିଲା। ଆସନ୍ତା ମାର୍ଚ୍ଚ ୨ରୁ ଏହି ଟୁର୍ଣ୍ଣାମେଣ୍ଟ ପୁଣି ଠାରେ ଆରମ୍ଭ ହେବ। ମାର୍ଚ୍ଚ ୨ ରୁ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ରାୟପୁରର ନବନିର୍ମିତ […]
ଚେନ୍ନାଇ: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭ୍ରମଣକାରୀ ଦଳ ବିଜୟ ଲାଭ କରିଛି। ଇଂଲଣ୍ଡ ପ୍ରଥମ ଇନିଂସରେ ୫୭୮ ରନ ସଂଗ୍ରହ କରିଥିଲା। ଜବାବରେ ବିରାଟ ବାହିନୀ ପ୍ରଥମ ଇନିଂସରେ ମାତ୍ର ୩୩୭ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ […]
ଚେନ୍ନାଇ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟର ଚତୁର୍ଥ ଦିନ ଖେଳ ଜାରି ରହିଛି। ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ସମସ୍ତ ୱିକେଟ ହରାଇ ୫୭୮ ରନ ସଂଗ୍ରହ କରିଥିଲା। ହେଲେ ଭାରତ ସମସ୍ତ […]
ନୂଆଦିଲ୍ଲୀ: କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ଚଳିତ ଆଇପିଏଲରେ ଖେଳିପାରନ୍ତି। ୧୮ ଫେବୃୟାରୀରେ ହେବାକୁ ଥିବା ଖେଳାଳି ନିଲାମୀ ପାଇଁ ଅଲରାଉଣ୍ଡର ଅର୍ଜୁନ ତେନ୍ଦୁଲକର ନିଜର ନାମ ପଞ୍ଜୀକୃତ କରିଛନ୍ତି। ଅର୍ଜୁନ ଏଥିପାଇଁ ନିଜର ବେସ ପ୍ରାଇସ ୨୦ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ୨୭ ତାରିଖରୁ ଚାଲିଥିବା ଗଂଜାମ ଜିଲ୍ଲା ପୁଟ୍ବଲ୍ ପୁରୁଷ ବର୍ଗର ତାଲିମ ଓ ଚୟନ ପ୍ରକ୍ରିୟା ଶେଷ ହୋଇଛି। ଆସନ୍ତା ୭ ତାରିଖରୁ ସୁନ୍ଦରଗଡ଼ଠାରେ ଆରମ୍ଭ ହେବାକୁ ଥିବା ଆନ୍ତଃଜିଲ୍ଲା ପୁରୁଷ ଫୁଟ୍ବଲ୍ ପ୍ରତିଯୋଗିତା […]
ଆବୁଧାବୀ: ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଭାରତୀୟ ପୂର୍ବତନ ବ୍ୟଟ୍ସମ୍ୟାନ ଯୁବରାଜ ସିଂହ ରେକର୍ଡ ସହ ସମକ୍ଷକ ହୋଇଛନ୍ତି। ଆବୁଧାବୀ ଟି-୧୦ ଲିଗରେ ଆବୁଧାବୀ ଦଳ ପକ୍ଷରୁ ଖେଳୁଥିବା ଗେଲ ମରାଠା ଅରେବିଆନ୍ସ ବିରୋଧରେ ୧୨ ଟି ବଲରେ ଅର୍ଦ୍ଧଶତକ […]
ନୂଆଦିଲ୍ଲୀ: ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରଥମ ଦଳ ଭାବେ ନ୍ୟୁଜିଲ୍ୟାଣ୍ଡ ପ୍ରବେଶ କରିଛି। ଅଷ୍ଟ୍ରେଲିଆ କୋଭିଡ୍-୧୯ ଯୋଗୁଁ ଦକ୍ଷିଣ ଆଫ୍ରିକା ଗସ୍ତ ବାତିଲ କରିଛି। ଯାହାଫଳରେ ନ୍ୟୁଜିଲ୍ୟାଣ୍ଡ ଦଳକୁ ଏହାର ଲାଭ ମିଳିଛି। ଆଇସିସିର ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ପ୍ରଥମ […]
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲାର କାଳୁପଡ଼ା ଘାଟ ଅଞ୍ଚଳରେ କାଳୁପଡ଼ା ଘାଟ ପ୍ରିମିୟର ଲିଗ୍ ଦ୍ବିତୀୟ ସଂସ୍କରଣର ଶୁଭାରମ୍ଭ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଥିବା ଖେଳାଳି ମନୋନୟନ ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ କରାଯାଇଛି। […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ଖଲିକୋଟ କଲେଜ ଷ୍ଟାଡିୟମ ପରିସରରେ ଆଜି ବିଜୁ ପଟ୍ଟନାୟକ ସ୍ମାରକି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଟିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୨ ଟି ଦଳ ଏଥିରେ ଭାଗନେଇଥିଲେ। ଦୁଇଟି କୋର୍ଟ ମଧ୍ୟରେ ୪ ଗୋଟି […]
ଭୁବନେଶ୍ବର, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଫ୍ଲାଗଶିପ୍ ଅଧିନରେ ଆସନ୍ତାକାଲି ଓଡ଼ିଶାର ୧୩ଟି ସ୍ଥାନରେ ସାଇକ୍ଲୋଥୋନ ଅନୁଷ୍ଠିତ ହେବ । ଜିଲ୍ଲାରେ ତୈଳ ଶିଳ୍ପ (IOCL, BPCL, HPCL ଏବଂ GAIL) ତରଫରୁ ସକ୍ଷମ-୨୦୨୧ ପାଳନ ହେବ। ଗ୍ୟାସ ମନ୍ତ୍ରଣାଳୟର […]
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଭାରତକୁ ୨-୧ ରେ ସିରିଜ ଜିତାଇଥିବା ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ଵକୁ ସମସ୍ତେ ପ୍ରଶଂସା କରିଛନ୍ତି। ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିରୋଧରେ ଦ୍ଵିତୀୟ ଇନିଂସରେ ମାତ୍ର ୩୬ ରନରେ ଅଲଆଉଟ ହୋଇଯାଇଥିଲେ। କଙ୍ଗାରୁ ଦଳ ମାତ୍ର ତିନି […]
ଭୁବନେଶ୍ବର: ଆଇପିଏଲ-୨୦୨୧ ରେ ଖେଳିବା ପାଇଁ ଓଡିଶା କ୍ରିକେଟ ଆସୋସିଏସନ ୬ ଜଣ ଓଡିଆ ଖେଳାଳିଙ୍କ ନାମ ସୁପାରିସ କରିଛି। ସେହି ପାଞ୍ଚ ଜଣଙ୍କ ନାମ ହେଲା ରାଜେଶ ଧୂପର, ଶୁଭ୍ରାଂଶୁ ସେନାପତି, ପପୁ ରାୟ, ରାଜେଶ ମହାନ୍ତି, ତାରିଣୀ ସ, […]
ଇସ୍ଲାମବାଦ: ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜରେ ଏତିହାସିକ ବିଜୟ ପରେ ଭାରତୀୟ ଦଳକୁ ସମଗ୍ର ବିଶ୍ୱରୁ ପ୍ରଶଂସାର ଶୁଅ ଛୁଟିଛି। ଏହି କ୍ରମରେ ପାକିସ୍ଥାନର ବରିଷ୍ଠ କ୍ରିକେଟ ଖେଳାଳି ମହମ୍ମଦ ହାଫିଜଙ୍କ ସମେତ ବହୁ ପୁରୁଖା ଖେଳାଳି ମଧ୍ୟ ପ୍ରଶଂସା କରିଛନ୍ତି। ହାଫିଜ […]
ବ୍ରିସବେନ୍: ଅଷ୍ଟ୍ରେଲିଆ ବିରୋଧ ନିର୍ଣ୍ଣାୟକ ଟେଷ୍ଟରେ ଭାରତୀୟ ଦଳର ଐତିହାସିକ ବିଜୟ ହୋଇଛି। ଏହି ବିଜୟ ସହ ଭାରତୀୟ ଦଳ ବର୍ଡର-ଗାଭାସ୍କର ଟ୍ରଫିକୁ ୨-୧ରେ ଜିତି ନେଇଛି। ଭାରତ ସିରିଜ ଜିତିବା ସହ ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିୟନଶିପର ଏକ ନମ୍ବର […]
ନୂଆଦିଲ୍ଲୀ: ଆଜି ଅଷ୍ଟ୍ରେଲିଆକୁ ଧୁଳି ଚଟାଇବା ପରେ ଆଗାମୀ ଇଂଲଣ୍ଡ ସିରିଜ ପାଇଁ ଭାରତୀୟ ଦଳର ମନୋବଳ ବଢିଛି। ଏହି ସିରିଜ ଶେଷ ହେବା ସହ ଆସନ୍ତା ଫେବୃୟାରୀ ୫ ତାରିଖରୁ ଟେଷ୍ଟ ଖେଳିବା ନେଇ ଇଂଲଣ୍ଡ ଦଳ ଭାରତ ଆସୁଛି। […]
ବ୍ରିସବେନ: ଆଜି ଭାରତୀୟ କ୍ରିକେଟ ଦଳ ରଚିଲା ଇତିହାସ। ପୁଣି ଅସମ୍ଭବକୁ ସମ୍ଭବ କରି ଦେଖାଇଲେ ରାହାଣେ ବାହିନୀ। ଚତୁର୍ଥ ଟେଷ୍ଟ ତଥା ନିର୍ଣ୍ଣାୟକ ଟେଷ୍ଟରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ସିରିଜ ଜିତିନେଇଛି। ପ୍ରଥମ ଥର ପାଇଁ ବ୍ରିସବେନ ଗ୍ରାଉଣ୍ଡରେ ଏତେ […]
ବ୍ରିସବେନ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ନିର୍ଣ୍ଣାୟକ ଟେଷ୍ଟରେ ଅଷ୍ଟ୍ରେଲିଆ ଦ୍ଵିତୀୟ ପାଳିରେ ୨୯୪ରେ ସମସ୍ତ ୱିକେଟ ହରାଇଛି। ହେଲେ ଜିତିବାକୁ ହେଲେ ଭାରତୀୟ ଦଳକୁ ୩୨୮ ରନ ସଂଗ୍ରହ କରିବାକୁ ପଡ଼ିବ। ଅଷ୍ଟ୍ରେଲିଆ ପକ୍ଷରୁ ମାର୍କସ ହାରିସ ୩୮ ରନ କରିଥିବା […]
ବ୍ରିସବେନ: ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ନିର୍ଣ୍ଣାୟକ ଟେଷ୍ଟରେ ଭାରତ ପ୍ରଥମ ପାଳିରେ ୩୩୬ ରନ କରି ସମସ୍ତ ୱିକେଟ ହରାଇଛି। ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ଭାରତ ଠାରୁ ୩୩ ରନରେ ଆଗୁଆ ରହିଛି। ଗତକାଲି ଭାରତ ୨ ୱିକେଟ ହରାଇ […]
ବ୍ରିସବେନ: ପୁଣି ଭାରତୀୟ ଖେଳାଳିଙ୍କ ଉପରେ ଅପଶବ୍ଦ ପ୍ରୟୋଗ କରିଛନ୍ତି ଅଷ୍ଟ୍ରେଲିଆ ଦର୍ଶକ। ବ୍ରିସବେନରେ ଖେଳାଯାଉଥିବା ଅଷ୍ଟ୍ରେଲିଆ-ଭାରତ ଚତୁର୍ଥ ଟେଷ୍ଟରେ କିଛି ଅଷ୍ଟ୍ରେଲିଆ ଦର୍ଶକ ଭାରତୀୟ ଖେଳାଳିଙ୍କ ସହିତ ଖରାପ ବ୍ୟବହାର କରିଛନ୍ତି। ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ କିଛି ଦର୍ଶକ ୱାସିଙ୍ଗଟନ […]
ବ୍ରିସବେନ: ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ଅନ୍ତିମ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ହୋଇଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୨୭୪ ରନ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ଲାବୁସେନ ୧୦୮ ରନର ଶତକୀୟ ପାଳି ଖେଳିଛନ୍ତି। […]