ନୂଆଦିଲ୍ଲୀ : ଏସିଆନ୍ ରେସ୍ଲିଂ ଚାମ୍ପିୟନ୍ସିପ୍ରେ ଭାରତୀୟ କୁସ୍ତିଯୋଦ୍ଧାଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି । 4 ଭାରତୀୟ ଖେଳାଳି ଫାଇନାଲ୍ରେ ପ୍ରବେଶ କରିଛନ୍ତି । ଶନିବାର ଭାରତୀୟ ଖେଳାଳି ବଜରଙ୍ଗ ପୁନିଆ, ରବି ଦାୟିୟା, ସତ୍ୟବ୍ରତ କାଡିଆନ୍ ଏବଂ ଗୌରବ […]
ଲାହୋର : ଦୁଇ ଥର ଟି20 ବିଶ୍ବକପ୍ ବିଜୟୀ ଓ୍ବେଷ୍ଟଇଣ୍ଡିଜ୍ ଦଳର ଅଧିନାୟକ ଡାରେନ୍ ସାମି ପାକିସ୍ତାନର ନାଗରିକତ୍ବ ଗ୍ରହଣ କରିବେ । ଆସନ୍ତା ମାର୍ଚ୍ଚ 23 ତାରିଖରେ ଡାରେନ୍ ସାମିଙ୍କୁ ପାକିସ୍ତାନର ସର୍ବୋଚ୍ଚ ସମ୍ମାନ ସହିତ ପାକିସ୍ତାନର ନାଗରିକତା ପ୍ରଦାନ […]
ଓ୍ବେଲିଙ୍ଗଟନ୍ : ଓ୍ବେଲିଙ୍ଗଟନ୍ର ବେସିନ୍ ରିଜର୍ଭରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ ଦୃଢ ସ୍ଥିତିରେ ରହିଛି । ଭାରତକୁ ମାତ୍ର 165 ରନ୍ରେ ଅଲ୍ଆଉଟ୍ କରିବା ପରେ ଅଧିନାୟକ କେନ୍ ଓ୍ବିଲିୟମ୍ସନ୍ଙ୍କ 89 ରନ୍ ସହାୟତାରେ ନ୍ୟୁଜିଲ୍ୟାଣ୍ଡ 5 ଓ୍ବିକେଟ୍ ହରାଇ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆସନ୍ତା 27 ତାରିଖରୁ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ ଗେମ୍ସ ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟ ଜରିଆରେ ଅଲମ୍ପିକ୍ସ ଯୋଗ୍ୟତା ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି ସ୍ପ୍ରିଣ୍ଟର ଦୂତୀ ଚାନ୍ଦ । ଶୁକ୍ରବାର କଳିଙ୍ଗ […]
ସିଡ୍ନୀ : ମହିଳା ଟି 20 ବିଶ୍ବକପ୍ର ପ୍ରଥମ ମୁକାବିଲାରେ ଭାରତ ବିଜୟ ହାସଲ କରିଛି । ଭାରତ ନିର୍ଦ୍ଧାରିତ ଓଭରରେ 132 ରନ୍ ସଂଗ୍ରହ କରିଥିବା ବେଳେ ପୁନମ୍ ଯାଦବଙ୍କ 5 ଓ୍ବିକେଟ୍ ଫଳରେ ଅଷ୍ଟ୍ରେଲିଆ ବିଜୟ ଲକ୍ଷ୍ୟ ଠାରୁ […]
ସିଡ୍ନୀ : ଚଳିତ ବର୍ଷର ମହିଳା ଟି 20 ବିଶ୍ବକପ୍ ଆଜିଠାରୁ ଆରମ୍ଭ ହୋଇଛି । ଉଦ୍ଘାଟନୀ ମ୍ୟାଚ୍ରେ ଅଷ୍ଟ୍ରେଲିଆ ସମ୍ମୁଖରେ 133 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଅଷ୍ଟ୍ରେଲିଆ ଟସ୍ ଜିତି୍ ପ୍ରଥମେ ବୋଲିଂ କରିଥିବା ବେଳେ […]
ସିଡ୍ନୀ : ଚଳିତ ବର୍ଷର ମହିଳା ଟି 20 ବିଶ୍ବକପ୍ ଆଜିଠାରୁ ଆରମ୍ଭ ହୋଇଛି । ଉଦ୍ଘାଟନୀ ମ୍ୟାଚ୍ରେ ପରସ୍ପରର ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି ଘରୋଇ ଅଷ୍ଟ୍ରେଲିଆ ଏବଂ ଭାରତ । ସିଡ୍ନୀରେ ଅନୁଷ୍ଠିତ ଏହି ପ୍ରଥମ ମ୍ୟାଚ୍ରେ ଭାରତ ପ୍ରଥମମେ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଅବସର ଘୋଷଣା କରିଛନ୍ତି ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା। ସମସ୍ତ ପ୍ରକାର ଫର୍ମାଟ୍ରୁ ଅବସର ଘୋଷଣା କଲେ ପ୍ରଜ୍ଞାନ। ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍ ପାଇଁ 14 ବର୍ଷ ଖେଳିଥିଲେ। 2009 ମସିହାରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଟେଷ୍ଟ୍ […]
ନୂଆଦିଲ୍ଲୀ : ଫ୍ରେଞ୍ଚ ଓପନ୍ରୁ ଓହରିଛନ୍ତି ସ୍ବିସ୍ ତାରକା ରୋଜର ଫେଡେରର । ଆଣ୍ଠୁ ଆଘାତ କାରଣରୁ ଫେଡେରର ଫ୍ରେଞ୍ଚ ଓପନ୍ରୁ ଓହରିଥିବା ଜଣାପଡିଛି । ଗୁରୁବାର ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ 38 ବର୍ଷୀୟ ଫେଡେରର ଟୁର୍ଣ୍ଣାମେଣ୍ଟରୁ ଓହରୁଥିବା […]
ସମୀକ୍ଷା ବ୍ୟୁରୋ କଟକ : ଆଜିଠୁ ରଣଜୀ ଟ୍ରଫିର କ୍ବାର୍ଟର ଫାଇନାଲ୍ ମୁକାବିଲା ଆରମ୍ଭ ହୋଇଥିବା ବେଳେ କଟକର ଡ୍ରିମ୍ସରେ ପରସ୍ପର ବିପକ୍ଷରେ ଖେଳୁଛନ୍ତି ଓଡିଶା ଏବଂ ବେଙ୍ଗଲ । ପ୍ରଥମ ଦିନରେ ବେଙ୍ଗଲର ଅନୁସ୍ତୂପ ମଜୁମଦାର ଅପରାଜିତ ଶତକ ହାସଲ […]
ନୂଆଦିଲ୍ଲୀ : ଡବ୍ଲ୍ୟୁଟିଏ ପକ୍ଷରୁ ଟେନିସ୍ ଖେଳାଳିଙ୍କ ରାଙ୍କିଙ୍ଗ ପ୍ରକାଶ ପାଇଛି । ଆସଲେଘ ବାର୍ଟ୍ଟି ପୂର୍ବବତ୍ ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି । ଅଷ୍ଟ୍ରେଲିଆନ୍ ଓପନ୍ ସେମିଫାଇନାଲ୍ରେ ବାର୍ଟ୍ଟି ପରାଜିତ ହୋଇଥିଲେ ମଧ୍ୟ ମଙ୍ଗଳବାର ପ୍ରକାଶିତ ରାଙ୍କିଙ୍ଗରେ ବାର୍ଟ୍ଟି […]
ମୁମ୍ବାଇ : ଲରେସ୍ ଓ୍ବାର୍ଲ୍ଡ ସ୍ପୋର୍ଟସ୍ ଆଓ୍ବାର୍ଡରେ ବିଜୟୀଙ୍କ ତାଲିକା ଘୋଷଣା କରାଯାଇଛି । ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ବିଶ୍ବକପ୍ ବିଜୟ କ୍ଷଣକୁ ଦଶନ୍ଧିର ଶ୍ରେଷ୍ଠ କ୍ଷଣ ଭାବରେ ଘୋଷଣା କରାଯାଇଛି । ଲୁଇସ୍ ହାମିଲ୍ଟନ୍ ଏବଂ ଲିଓନେଲ୍ […]
ନୂଆଦିଲ୍ଲୀ : ସୋମବାର ଆଇସିସି ପକ୍ଷରୁ ବିଶ୍ବ ଟି 20 ରାଙ୍କିଙ୍ଗ ପ୍ରକାଶ ପାଇଛି । ଭାରତୀୟ ବ୍ୟାଟ୍ସମ୍ୟାନ୍ କେ ଏଲ୍ ରାହୁଲ୍ ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଭାରତୀୟ ଅଧିନାୟକ ବିରାଟ କୋହଲି ଦଶମ ସ୍ଥାନକୁ ଖସିଛନ୍ତି […]
ସମୀକ୍ଷା ବ୍ୟୁରୋ କଟକ : ରଣଜୀ ଟ୍ରଫି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ଓଡିଶା । ଝାରଖଣ୍ଡ ବିପକ୍ଷ ଅନ୍ତିମ ଲିଗ୍ ମ୍ୟାଚ୍ରେ ପ୍ରଥମ ଇନିଂସ ଅଗ୍ରଣୀ ସହିତ ଏଲିଟ୍ ଗ୍ରୁପ୍ ସିର ଦ୍ବିତୀୟ ସ୍ଥାନରେ ରହି ଓଡିଶା କ୍ବାର୍ଟରରେ ପ୍ରବେଶ […]
ନୂଆଦିଲ୍ଲୀ : ଭାରତୀୟ ଟେନିସ୍ ଖେଳାଳି ରୋହନ ବୋପାନ୍ନା ରଟରଡାମ୍ ଓପନ୍ର ସେମି ଫାଇନାଲ୍ରେ ପ୍ରବେଶ କରିଛନ୍ତି । କାନାଡାର ଡେନିସ୍ ସାପୋଭାଲୋଭ୍ଙ୍କ ସହିତ ଏକାଠି ଖେଳୁଥିବା ବୋପାନ୍ନା ରଟରଡାମ୍ ଓପନ୍ର ସେମି ଫାଇନାଲ୍ରେ ପ୍ରବେଶ କରିଛନ୍ତି । ବୋପାନ୍ନା-ସାପୋଭାଲୋଭ୍ ଯୋଡି […]
ନୂଆଦିଲ୍ଲୀ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଅନୁଷ୍ଠିତ ତିନି ଦିନିଆ ଅଭ୍ୟାସ ମ୍ୟାଚ୍ରେ ହନୁମା ବିହାରୀ ଶତକ ହାସଲ କରିଛନ୍ତି । ବିହାରୀ ଶତକ ହାସଲ କରିଥିବା ବେଳେ ନିର୍ଭରଯୋଗ୍ୟ ଚେତେଶ୍ବର ପୂଜାରା […]
ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଟ୍ରୋଲ୍ କରିଛନ୍ତି ଯୁବରାଜ ସିଂ । ବିସିସିଆଇର ସଭାପତି ରହିଥିବା ଗାଙ୍ଗୁଲି ଇନ୍ଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଥିଲେ । ପଦାର୍ପଣରେ ଲର୍ଡସ୍ରେ […]
ମୁମ୍ବାଇ : ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟିକା ହରମନ୍ପ୍ରୀତ୍ କୌର୍ଙ୍କୁ ସମାଲୋଚନା କରିଛନ୍ତି ଡାଏନା ଏଡୁଜୀ । ହରମନପ୍ରୀତ୍ ଅଧିନାୟକତ୍ବ ଛାଡିବା ଉଚିତ୍ ବୋଲି ଏଡୁଜୀ ପ୍ରକାଶ କରିଛନ୍ତି । ବୁଧବାର ଭାରତୀୟ ଦଳ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହେବା […]
ମାଉଣ୍ଟ ମନ୍ଗାଉନି : ମାଉଣ୍ଟ ମନ୍ଗାଉନିର ବେ ଓଭାଲରେ ସିରିଜ୍ କ୍ଲିନ୍ ସୁଇପ୍ କରିଛି ନ୍ୟୁଜିଲ୍ୟାଣ୍ଡ । ଏହା ସହିତ ଟି 20 ଶୃଙ୍ଖଳାର ପ୍ରତିଶୋଧ ଘରୋଇ ଦଳ ଦିନିକିଆ ସିରିଜ୍ରେ ନେଇଛି । ପ୍ରଥମେ ବ୍ୟାଟିଂ କରି କେ ଏଲ୍ […]
ନୂଆଦିଲ୍ଲୀ : ପାକିସ୍ତାନରେ ଅନୁଷ୍ଠିତ କବାଡି ବିଶ୍ବ ଚାମ୍ପିୟନ୍ସିପ୍ ପାଇଁ ଭାରତୀୟ ଦଳ ଯାଇଥିବା ନେଇ ଏକ ଖବର ପ୍ରକାଶ ପାଇଥିଲା । ଏହାକୁ ନେଇ ଭାରତୀୟ ଅଲମ୍ପିକ୍ ସଙ୍ଘ (ଆଇଓଏ) ପକ୍ଷରୁ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି । ଭାରତ ତରଫରୁ […]
ମାଉଣ୍ଟ ମନ୍ଗାଉନି : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜ୍ର ତୃତୀୟ ମୁକାବିଲା ଆସନ୍ତା କାଲି ବେ ଓଭାଲ୍ରେ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ବେ ଓଭାଲରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ରେ ଭାରତ ସମ୍ମାନ ରଖିବା […]