ସମୀକ୍ଷା ବ୍ୟୁରୋ ଆଜି କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡ୍ସ ଠାରେ ୨୦୧୯ ବିଶ୍ଵକପ ଫାଇନାଲ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚ ଘରୋଇ ଇଂଲଣ୍ଡ ଦଳ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା। ନ୍ୟୁଜିଲାଣ୍ଡ ଅଧିନାୟକ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାରେ ନିଷ୍ପତି […]
୨୦୧୯ ଆଇସିସି ବିଶ୍ଵକପର ପ୍ରଥମ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ୧୮ ରନରେ ଭାରତକୁ ହରାଇ ଫାଇନାଲ ମ୍ୟାଚକୁ ଉନ୍ନୀତ ହୋଇଛି। ନ୍ୟୁଜିଲାଣ୍ଡ ଅଧିନାୟକ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲେ। କିନ୍ତୁ ଦଳ ନିର୍ଦ୍ଧାରିତ ଓଭରରେ ୮ ୱିକେଟ […]
ବର୍ମିଂହାମ୍ର ଏଜ୍ବାଷ୍ଟନରେ ଖେଳାଯାଇଥିବା ଭାରତ ବାଂଲାଦେଶ ମୁକାବିଲାରେ ଭାରତ ୨୮ ରନରେ ବାଂଲାଦେଶକୁ ହରାଇ ୨୦୧୯ ବିଶ୍ଵକପରେ ଦ୍ଵିତୀୟ ଦଳ ରୂପେ ସେମିଫାଇନାଲକୁ ଉନ୍ନୀତ ହୋଇଛି। ବିରାଟ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲେ। ଭାରତ ନିର୍ଦ୍ଧାରିତ […]
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଚଳିତ ବିଶ୍ବକପ୍ର 38 ତମ ମ୍ୟାଚ୍ରେ ଭାରତ 338 ରନ୍ର ପିଛା କରି 31 ରନ୍ରେ ପରାଜିତ ହୋଇଛି । 338ରନ୍ର ପିଛା କରୁଥିବା ଭାରତ ନିର୍ଦ୍ଧାରିତ ଓଭରରେ 306/5 ରନ୍ ସଂଗ୍ରହ କରିଥିଲା […]
ସମୀକ୍ଷା ବ୍ୟୁରୋ ୨୦୧୯ ଆଇସିସି ବିଶ୍ଵକପ କ୍ରିକେଟର ୩୪ତମ ମ୍ୟାଚରେ ଭାରତ ବନାମ ୱେଷ୍ଟଇଣ୍ଡିଜ ମଧ୍ୟରେ ମଞ୍ଚେଷ୍ଟର ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ୧୨୫ ରନରେ ବିଜୟ ହାସଲ କରିଛି। ଭାରତ ନିର୍ଦ୍ଧାରିତ ଓଭରରେ ୭ ୱିକେଟ […]
ସମୀକ୍ଷା ବ୍ୟୁରୋ ଭାରତ 89 ରନରେ ଜିତି ବିଶ୍ୱକପରେ ଆଉ ଏକ ବିଜୟ ସହ ପାକିସ୍ତାନକୁ ମୋଟ 7 ଟି ମ୍ୟାଚରୁ ସମସ୍ତ 7ଟି ମ୍ୟାଚ ଜିତି ଇତିହାସ ସୃଷ୍ଟି କରିଛି। ମାଞ୍ଚେଷ୍ଟରର ଓଲ୍ଡଟ୍ରାଫୋର୍ଡରେ ଖେଳାଯାଇଥିବା ବିଶ୍ବକପରେ ଭାରତ ପକ୍ଷରୁ ରୋହିତ […]
ସରୋଜ ଜେନା ଭାରତୀୟ କ୍ରିକେଟର ଯୁବରାଜ ସିଂ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି। ଭାରତର ଦୁଇ ବିଶ୍ବକପ୍ ବିଜୟର ବିନ୍ଧାଣୀ ନିଜ ୧୭ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରକୁ ବିଦାୟ ଜଣାଇଛନ୍ତି। ଜଣେ ଷ୍ଟାଇଲିସ୍ ବାମହାତୀ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଭାବରେ କ୍ରିକେଟ […]
ସମୀକ୍ଷା ବ୍ୟୁରୋ କ୍ରିକେଟରେ ଶତକ ବା ଦ୍ବିଶତକ ହାସଲ କରିବା ଏକ ନିଆରା ଅନୁଭୂତି । ବିଶ୍ବକପ୍ରେ ଏହି ମାଇଲଖୁଣ୍ଟର ଗୁରୁତ୍ବ ଆହୁରି ବଢିଯାଇଥାଏ। ବିଶ୍ବକପ୍ରେ ସର୍ବାଧିକ ରନ୍ ସ୍କୋର ହୋଇଥିବା ୫ ଶ୍ରେଷ୍ଠ ଇନିଂସ ସମ୍ପର୍କରେ ଏକ ଆଲୋଚନା। ଏହି […]
ସରୋଜ ଜେନା କ୍ରିକେଟ୍ ବିଶ୍ବକପ୍ର ଚତୁର୍ଥ ସଂସ୍କରଣ ୧୯୮୭ ମସିହାରେ ଅନୁଷ୍ଠିତ ହୋଇଥିଲା। ରିଲାଏନ୍ସ କପ୍ ନାମରେ ପରିଚିତ ଏହି ଟାଇଟଲ୍କୁ ପ୍ରଥମ ଥର ପାଇଁ ହାସଲ କରିଥିଲା ଅଷ୍ଟ୍ରେଲିଆ। ପ୍ରଥମଥର ପାଇଁ କ୍ରିକେଟ୍ ବିଶ୍ବକପ୍ ଇଂଲଣ୍ଡ ବାହାରେ ଅନୁଷ୍ଠିତ ହେଉଥିବା […]
ସରୋଜ ଜେନା ୧୯୮୩ରେ ଅନୁଷ୍ଠିତ କ୍ରିକେଟ୍ ବିଶ୍ବକପ୍ରେ ଇତିହାସ ରଚିଥିଲା କପିଳ ଦେବଙ୍କ ଭାରତୀୟ ଦଳ। ବିଶ୍ବକପ୍ର ଏହି ତୃତୀୟ ସଂସ୍କରଣରେ ଦୁଇ ଦୁଇ ଥର ବିଶ୍ବ ଚାମ୍ପିୟନ୍ ଓ୍ବେଷ୍ଟ ଇଣ୍ଡିଜ୍କୁ ପରାସ୍ତ କରି ଭାରତ ଇତିହାସ ରଚିଥିଲା। ବିଶ୍ବକପ୍ ଇତିହାସରେ […]
ସରୋଜ ଜେନା କ୍ରିକେଟ୍ ବିଶ୍ବକପ୍ର ଦ୍ବିତୀୟ ସଂସ୍କରଣ ୧୯୭୯ ମସିହାରେ ଖେଳା ଯାଇଥିଲା । ପ୍ରଥମ ସଂସ୍କରଣ ପରି କ୍ଲାଇବ୍ ଲଏଡ୍ଙ୍କ ନେତୃତ୍ବାଧୀନ ଓ୍ବେଷ୍ଟ ଇଣ୍ଡିଜ୍ ଆୟୋଜକ ଇଂଲଣ୍ଡକୁ ପରାସ୍ତ କରି ଟାଇଟଲ ବଜାୟ ରଖିଥିଲା । ୧୯୭୯ ଜୁନ ୯ରୁ […]
ସରୋଜ ଜେନା ଆସନ୍ତା ମେ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟ୍ର ମହାକୁମ୍ଭ ବିଶ୍ବକପ୍ । ଅନ୍ତର୍ଜାତୀୟ କ୍ରିକେଟ୍ କାଉନ୍ସିଲ୍ (ଆଇସିସି) ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟ ପ୍ରତି ଚାରିବର୍ଷରେ ଥରେ ଆୟୋଜିତ ହେଉଛି । ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟର […]
ସମୀକ୍ଷା ବ୍ୟୁରୋ ଆସନ୍ତାକାଲି ଠାରୁ ଭାରତରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ମହାସମର ଭିବୋ ଆଇପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ପ୍ରଥମ ଦିନରେ ଚେନ୍ନାଇ ସୁପରକିଙ୍ଗସ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ। ଏହି ଦୁଇ ଦଳର ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନି […]
ସମୀକ୍ଷା ବ୍ୟୁରୋ- ଶେଷରେ ହକି ମହାକୁମ୍ଭର ପରିସମାପ୍ତି ଘଟିଛି। କଳିଙ୍ଗ ଷ୍ଟାଡିୟମ ରେ ଅନୁଷ୍ଠିତ ବିଶ୍ଵକପ ପୁରୁଷ ହକି ରେ ବେଲଜିଅମ ପ୍ରଥମଥର ଲାଗି ବିଶ୍ଵ ବିଜେତା ହୋଇଛି। ଗତ ୧୮ ଦିନ ଧରି ରାଜଧାନୀ ଭୁବନେଶ୍ବରରେ ଯେଉଁ ଉତ୍ସବ ମୁଖର […]
ମୁମ୍ବାଇ: ହରମନ୍ପ୍ରୀତ୍ କୌର ଏବଂ ସ୍ମୃତି ମାନ୍ଧାନା ଆଇପିଏଲ୍ କ୍ୱାଲିଫାୟର-୧ ପୂର୍ବରୁ ଖେଳା ଯିବାକୁଥିବା ମହିଳା ଟେ୍ଵଣ୍ଟି-୨୦ ପ୍ରଦର୍ଶନୀ ମ୍ୟାଚ୍ ଲାଗି ଅଧିନାୟିକା ନିଯୁକ୍ତ ହୋଇଛନ୍ତି। ମଙ୍ଗଳବାର ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଏହି ବିଷୟରେ ଘୋଷଣା କରିଥିଲା। ଏହି ମ୍ୟାଚ୍ […]
ମୁମ୍ବାଇ: ମହତ୍ୱପୂର୍ଣ୍ଣ ମୁକାବିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ରୋମାଞ୍ଚକର ଭାବେ ୩ ରନ୍ରେ ହରାଇ ଗତଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲ୍ରେ ତା’ର ପ୍ଲେ ଅଫ୍ ଆଶାକୁ ଅତୁଟ ରଖିଛି। ବୁଧବାରର ଏହି ଉତ୍କଣ୍ଠାପୂର୍ଣ୍ଣ ବିଜୟ ପରେ ମୁମ୍ବାଇ ପଏଣ୍ଟ୍ […]